Home Left

ଭାରତ ବିପକ୍ଷ ଦ୍ୱିତୀୟ ଟି-୨୦ ପୂର୍ବରୁ ଅଡ଼ୁଆରେ ଅଷ୍ଟ୍ରେଲିଆ: ଟିମ୍‌ରୁ ବାହାର ହୋଇପାରନ୍ତି ଏହି ଦିଗ୍ଗଜ ଖେଳାଳି

ସିଡନୀ,୫।୧୨: ଭାରତ ବିପକ୍ଷ କାନବେରାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ୧୧ ରନ୍‌ରେ ପରାସ୍ତ ହୋଇଛି ଅଷ୍ଟ୍ରେଲିଆ ଟିମ୍‌। ଲଗାତାର ଦୁଇଟି ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ କରିବା ପରେ ଏବେ ଦଳ ଭିନ୍ନ ଅଡ଼ୁଆରେ ଫସୁଥିବା ନଜର ଆସୁଛି। ଦିନିକିଆ ସିରିଜ୍‌…

ସମସ୍ତଙ୍କୁ ମାଗଣାରେ ଯୋଗାଇ ଦିଆଯାଉ କରୋନା ଟିକା: ନୱାବ ମଲିକ

ମୁମ୍ବାଇ,୫ ।୧୨: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଏବେ ସମସ୍ତଙ୍କ ନଜର କରୋନା ଟିକା ବା ଭ୍ୟାକ୍ସିନ ଉପରେ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ସର୍ବଦଳୀୟ ବୈଠକ ଡକାଇଥିଲେ । ଏଥିରେ ମୋଦି କହିଥିଲେ ଯେ…

ରିମାଣ୍ଡ ଅବଧି ଶେଷ: ଜେଲଗଲେ ପାଠକ ବାପ-ପୁଅ

ଭୁବନେଶ୍ୱର, ୫।୧୨(ବ୍ୟୁରୋ): ରିମାଣ୍ଡ ଅବଧି ଶେଷ ହେବା ପରେ ପୁଣି ଥରେ ଶନିବାର ଜେଲ ଗଲେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକ। ଜେଲ ଯିବାବେଳେ ଅଭୟକାନ୍ତଙ୍କ କହିଛନ୍ତି ଯେ, ସବୁ ପ୍ରମାଣ ଦେବି। ମୋ ବିରୋଧରେ ଷଡଯନ୍ତ୍ର…

ହିନ୍ଦୁ ମାନଙ୍କୁ ଦେଶଦ୍ରୋହୀ କହି ଅଡ଼ୁଆରେ ଯୁବରାଜଙ୍କ ବାପା: ଲୋକେ କହିଲେ ‘ଗିରଫ କରାଯାଉ’

ନୂଆଦିଲ୍ଲୀ,୫।୧୨: ଭାରତୀୟ କ୍ରିକେଟ ଟିମ୍‌ର ଦିଗ୍ଗଜ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହ ନିଜର ଆପତ୍ତିଜନକ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଛି। ବିଗତ ଦିନରେ ଭାରତୀୟ କ୍ରିକେଟ, ଯୁବରାଜ, ଏମ୍‌ଏସ୍‌ ଧୋନୀ ଏବଂ କ୍ରିକେଟ ବୋର୍ଡକୁ ନେଇ ସେ…

ଅଭିନେତ୍ରୀଙ୍କ ଘରେ ଅଗ୍ନିକାଣ୍ଡ

ବଲିଉଡ୍‌ର ‘ଦଙ୍ଗଲ’ ଗର୍ଲ ଫାତିମା ସାନା ଶେଖଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ଅଗ୍ନିଶମ ବିଭାଗ ଠିକ୍‌ ସମୟରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିବାରୁ ବିଶେଷ କିଛି କ୍ଷତି ହୋଇ ନ ଥିବା ଜଣାପଡ଼ିଛି।…

ଆବାସ ଯୋଜନାରେ ସାମିଲ ହୋଇନି ୬ ଗାଁ

ଜୟପୁର,୫।୧୨ (ନି.ପ୍ର.): ଗରିବ ଲୋକଙ୍କୁ ଘର ଯୋଗାଇବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ବିଜୁ ପକ୍କା ଘର ପରି ଯୋଜନା କାର୍ଯ୍ୟକାରୀ କରୁଛନ୍ତି ା ମାତ୍ର ଏହି ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚୁନାହିଁ। କୋରାପୁଟ ଜିଲାର ବୋରିଗୁମ୍ମା…

ଅନଲାଇନ୍‌ ମିଟିଂରେ କାନରୁ ମଇଳା ବାହାର କରି ଖାଇଲେ ମେୟର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଲଣ୍ଡନ, ୫।୧୨: ଲଣ୍ଡନ ମହାନଗର ନିଗମ ପକ୍ଷରୁ ଏକ ଅନଲାଇନ୍‌ରେ ମିଟିଂ ଚାଲିଥିଲା। ହଠାତ୍‌ ଡେପୁଟି ମେୟର ଜୁଲିୟନ୍‌ ବେଞ୍ଜାମିନ୍‌ ନିଜ କାନରୁ ମଇଳା ବାହାର କରିବା ସହିତ ଏହାକୁ ଖାଇଥିଲେ। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ…

କଥକରେ କୃଷ୍ଣରାସ, ଓଡ଼ିଶୀରେ ଚକ୍ରବୂ୍ୟହ

କୋଣାର୍କ,୫।୧୨(ଡି.ଏନ୍‌.ଏ.): ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ଉତ୍ସବର ଶୁକ୍ରବାର ଚତୁର୍ଥ ସନ୍ଧ୍ୟାରେ କଥକ ଓ ଓଡ଼ିଶୀ ନୃତ୍ୟର ନିଖୁଣ ଉପସ୍ଥାପନା ସନ୍ଧ୍ୟା ସମୟକୁ ଚିତ୍ତାକର୍ଷକ କରିଥିଲା। ଏହାସହ ଚନ୍ଦ୍ରଭାଗାର ବେଳାଭୂମିରେ ହେଉଥିବା ବାଲୁକାକଳା ସଚେତନତାର ଭିନ୍ନ ବାର୍ତ୍ତା ଦେଇଥିଲା। ଉତ୍ସବର…

ଚାଣକ୍ୟଙ୍କ ଏହି ୩ କଥା ମାନିଲେ ଜୀବନରେ ରହିବ ନାହିଁ କେବେ ଧନର ଅଭାବ: ଜାଣନ୍ତୁ କ’ଣ କୁହନ୍ତି

ଦେଶର ଶ୍ରେଷ୍ଠ ବିଦ୍ୱାନଙ୍କ ମଧ୍ୟରୁ ଚାଣକ୍ୟ ଜଣେ। ସେ ନିଜର ଅନୁଭୂତି ଏବଂ ଅଧ୍ୟୟନକୁ ନେଇ ନୀତିଶାସ୍ତ୍ର ରଚନା କରିଥିଲେ। ଏହି ନୀତି ଜଣେ ବ୍ୟକ୍ତିଙ୍କୁ ଜୀବନରେ ସଫଳ ହେବାକୁ ପ୍ରେରିତ କରେ। ଏଥିଯୋଗୁ ଆଜି ବି ଲକ୍ଷ ଲକ୍ଷ ଲୋକ…

ରାଜ୍ୟରେ ମ୍ୟାଲେରିଆ ୪୦.୩୯% କମିଛି

ଭୁବନେଶ୍ୱର, ୫।୧୨(ବ୍ୟୁରୋ): ମ୍ୟାଲେରିଆ ହ୍ରାସ କରିବାରେ ଭାରତ ଯଥେଷ୍ଟ ଅଗ୍ରଗତି କରିଛି। ୨୦୧୮ ତୁଳନାରେ ୨୦୧୯ରେ ୧୭.୬% ହ୍ରାସ ପାଇଥିବା ବିଶ୍ୱ ମ୍ୟାଲେରିଆ ରିପୋର୍ଟ-୨୦୨୦ରେ ପ୍ରକାଶ ପାଇଛି। ତେବେ ଦେଶରେ ମ୍ୟାଲେରିଆ ହ୍ରାସ କରାଇବାରେ ଓଡ଼ିଶାର ପ୍ରମୁଖ ଅବଦାନ ରହିଛି। ରାଜ୍ୟରେ…

ବିବାହର ୫ ଦିନପରେ ସ୍ତ୍ରୀଙ୍କୁ ବାପ ଘରକୁ ପଠାଇଦେବାକୁ ଧମକ ହେଲେ ଆଦିତ୍ୟ ନାରାୟଣ: ଜାଣନ୍ତୁ କାହିଁକି…

ବଲିଉଡ୍‌ର ଜଣାଶୁଣା ଅଭିନେତା ତଥା ଗାୟକ ଆଦିତ୍ୟ ନାରାୟଣ ନିକଟରେ ଅଭିନେତ୍ରୀ ଶ୍ୱେତା ଅଗ୍ରଓ୍ବାଲଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ଉଭୟ ପରସ୍ପରକୁ ଦୀର୍ଘ ସମୟ ଧରି ଡେଟ୍‌ କରୁଥିଲେ। ଏହି ବିବାହରେ ବଲିଉଡ୍‌ର ଅନେକ କଳାକାର ଉପସ୍ଥିତ ହୋଇ ବହୁତ…

କେନାଲ ବନ୍ଧ ରାସ୍ତା ଖାଲଖମା

ଡେରାବିଶ, ୫।୧୨(ସ୍ବ.ପ୍ର.): ଡେରାବିଶ ବ୍ଲକ ଅଧୀନ କେନ୍ଦ୍ରାପଡ଼ା କେନାଲର ଗିରିଗୋଲାଠାରୁ ଦାନପୁର ୨ କି.ମି. କେନାଲ ବନ୍ଧ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। ବ୍ଲକ ଅଞ୍ଚଳର ଏହି କେନାଲ ବନ୍ଧ ରାସ୍ତାଟି ମୁଖ୍ୟରାସ୍ତା। ରାସ୍ତାଟି କେନ୍ଦ୍ରାପଡ଼ା ଓ କଟକ ସହରକୁ ସଂଯୋଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri