Posted inଖେଳ

ଗର୍ଲଫ୍ରେଣ୍ଡଙ୍କ ପାଇଁ ଆଇପିଏଲ ନିୟମ ଭାଙ୍ଗିଥିଲେ କୋହଲି

ଚେନ୍ନାଇ, ୮।୪: ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବାକୁ ଯାଉଛି ୧୪ତମ ଆଇପିଏଲ। ଏଥି ପୂର୍ବରୁ ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ ଲିଗ୍‌ରେ ଘଟିଥିବା ଏକ ଅଜଣା ଘଟଣା ସମ୍ପର୍କରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ୨୦୧୫ ଆଇପିଏଲର ଏକ ମ୍ୟାଚ୍‌ ବେଳେ ଅନୁଷ୍କା ଶର୍ମାଙ୍କୁ ଭେଟିଥିଲେ। ତେବେ ଏହି ଘଟଣା ଲାଗି କୋହଲିଙ୍କୁ ଦଣ୍ଡିତ କରାଯିବା ବଦଳରେ ମିଳିଥିଲା କେବଳ ଅନ୍‌ଅଫିସିଆଲ ଚେତାବନୀ।

ବର୍ଷା ବାଧାପ୍ରାପ୍ତ ବାଙ୍ଗାଲୋର ଓ ଦିଲ୍ଲୀ ମ୍ୟାଚ୍‌ ବେଳେ ଡ୍ରେସିଂ ରୁମ୍‌ ପାଖରେ ଥିବା ଭିଆଇପି ଏନକ୍ଲୋଜରକୁ ଯାଇ ଗର୍ଲଫ୍ରେଣ୍ଡ ଅନୁଷ୍କାଙ୍କୁ ଭେଟିଥିଲେ କୋହଲି। ଏହା ଦ୍ୱାରା ସେ ଉଲ୍ଲଂଘନ କରିଥିଲେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦୁର୍ନୀତି ନିବାରଣ ନିୟମ। ଏହି ନିୟମ ଅନୁଯାୟୀ, କୌଣସି ଫ୍ରାଞ୍ଚାଇଜର ଖେଳାଳି ମ୍ୟାଚ୍‌ ବେଳେ ସ୍ତ୍ରୀ କିମ୍ବା ଗର୍ଲ ଫ୍ରେଣ୍ଡଙ୍କ ସହ କଥା ହୋଇପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦେଶ ପାଇଁ ଆଗେଇ ଆସିଲେ ବିରାଟ କୋହଲି: କରୁଛନ୍ତି ଏହି କାମ

ମୁମ୍ବାଇ,୬।୫: ଆଇପିଏଲ ୨୦୨୧ର ୧୪ତମ ସିଜନ ସ୍ଥଗିତ ହେବା ମାତ୍ରେ ଭାରତୀୟ କ୍ରିକେଟ ଦଳ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି ମୁମ୍ବାଇରେ...

କେବେ ଓ୍ବାଇଡ୍‌ ବଲ୍‌ ପକାଇ ନ ଥିଲେ ଏହି ବିଶ୍ୱସ୍ତରୀୟ ଖେଳାଳି

ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ୬୮ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୫୨, ଅକ୍ଟୋବର ୫ରେ ଲାହୋରରେ ଜନ୍ମଗ୍ରହଣ କରିଥିବା ଇମ୍ରାନ...

ନ୍ୟୁଜିଲାଣ୍ଡ ଟୁର୍‌ରୁ ବାଦ୍‌ ପଡିଲେ ଖଲିଲ ଅହମ୍ମଦ

ଖ୍ରିଷ୍ଟଚର୍ଚ୍ଚ, ୨୫ା୧ (ପି.ଟି.)-ଭାରତ ଏ’ କ୍ରିକେଟ ଦଳର ଚଳିତ ନ୍ୟୁଜିଲାଣ୍ଡ ଟୁର୍‌ରୁ ବାମହାତୀ ପେସ୍‌ ବୋଲର ଖଲିଲ ଅହମ୍ମଦ ବାଦ୍‌ ପଡ଼ିଛନ୍ତି। ଜାନୁୟାରୀ ୨୨ରେ ଭାରତ...

କୋହଲିଙ୍କ ଅର୍ଦ୍ଧଶତକ, ପ୍ରଥମ ଦିନରେ ୨୩୩ ରନ୍‌ କଲା ଭାରତ

ଆଡିଲେଡ୍‌, ୧୭।୧୨- ଏଠାରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ପ୍ରଥମ ତଥା ଦିବା-ରାତ୍ର ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍‌ ଗୁରୁବାର ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ...

ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌ : ଓଡ଼ିଶା ରେଡ୍‌ ଚାମ୍ପିୟନ

ଭୁବନେଶ୍ୱର, ୨।୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କିଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ରେଡ୍‌...

ଶେଷ ହେଲା ଜାଡେଜାଙ୍କ କ୍ୱାରେଣ୍ଟିନ

ମୁମ୍ବାଇ,୧।୪: ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କ୍ୱାରେଣ୍ଟିନ ପରିୟଡ୍‌ ଶେଷ କରିବା ପରେ ଗୁରୁବାର ଯୋଗ ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) କ୍ୟାମ୍ପରେ। ଆହତ ଜନିତ...

କୋଭିଡ୍‌-୧୯: ଆଡଭାଣୀଙ୍କ ୫ ଲକ୍ଷ ଟଙ୍କା ସହାୟତା

ଓ୍ବାଶିଂଟନ, ୬।୪ (ଏପି): ଭାରତୀୟ ପେସାଦାର ବିଲିୟାଡର୍‌ସ ଖେଳାଳି ପଙ୍କଜ ଆଡଭାନୀ କୋଭିଡ୍‌-୧୯ ମୁକାବିଲା ପାଇଁ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି। କରୋନ ଭାଇରସ୍‌...

‘ସ୍ମିଥ ଜଣେ ଚିଟର ଭଳି ମନେ ରହିବେ’

ଲଣ୍ଡନ,୯।୯(ପିଟି): ଯେତେ ମାଇଲଷ୍ଟୋନ ଓ ରେକର୍ଡ ହାସଲ କଲେ ମଧ୍ୟ ଅଷ୍ଟ୍ରେଲିଆ ଦଳର ବ୍ୟାଟିଂ ମେରୁଦଣ୍ଡ ଷ୍ଟିଭ ସ୍ମିଥ ସର୍ବଦା ଜଣେ ଚିଟର ଭାବେ ମନେ...

Advertisement
Archives

Model This Week