Posted inଜାତୀୟ

୨ ହାତ ବାନ୍ଧି ରାକେଶ୍ୱରଙ୍କୁ ପ୍ରଜାକୋର୍ଟରେ ହାଜର କରିଥିଲେ ମାଓବାଦୀ

ନୂଆଦିଲ୍ଲୀ,୮।୪: କୋବ୍ରା ବାଟାଲିୟନର କମାଣ୍ଡୋ ରାକେଶ୍ୱର ସିଂ ମାନହାସଙ୍କୁ ଛାଡିବା ପୂର୍ବରୁ ମାଓବାଦୀମାନେ ଜଙ୍ଗଲ ନିକଟସ୍ଥ ଗାଁରେ ପ୍ରଜାକୋର୍ଟ କରିଥିଲେ। ପ୍ରଜାକୋର୍ଟରେ ମାଓବାଦୀମାନେ ରାକେଶ୍ୱରଙ୍କୁ ଦୁଇ ହାତ ବନ୍ଧା ଅବସ୍ଥାରେ ହାଜର କରିଥିଲେ। ଏଥିରେ ସରକାରଙ୍କ ୨ ମଧ୍ୟସ୍ଥି ଓ ୭ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ରାକେଶ୍ୱରଙ୍କୁ ଛାଡିବା ନେଇ ବିଚାର କରାଯାଇଥିଲା। ବିଚାର ବେଳେ ଉଭୟ ପକ୍ଷରୁ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ପ୍ରଜାକୋର୍ଟର ନିଷ୍ପତ୍ତି କ୍ରମେ ମାଓବାଦୀମାନେ ରାକେଶ୍ୱରଙ୍କୁ ଛାଡି ଥିଲେ। ରାକେଶ୍ୱରଙ୍କୁ ବାସାଗୁଡ଼ା କ୍ୟାମ୍ପକୁ ଅଣାଯିବା ପରେ ତାଙ୍କର ମେଡିକାଲ ଚେକଅପ୍‌ କରାଯାଇଥିଲା। ସେ ସୁସ୍ଥଥିବା ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ୨୧ରେ ଭାଜପାର ଘୋଷଣାପତ୍ର

ନୂଆଦିଲ୍ଲୀ,୧୯।୩: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଭାଜପା ମାର୍ଚ୍ଚ ୨୧ରେ ଘୋଷଣାପତ୍ର ଜାରି କରିବ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଭାଜପା ଘୋଷଣା ପତ୍ର...

ପୋଲିସ ପଞ୍ଝାରେ ସଞ୍ଜୀବ ଚାଓ୍ବଲା

ନୂଆଦିଲ୍ଲୀ,୧୪।୨(ପି.ଟି.):କ୍ରିକେଟର ସବୁଠୁ ବଡ଼ ମ୍ୟାଚ୍‌ ଫିକ୍ସିଂ ମାମଲାରେ ଓ୍ବାଣ୍ଟେଡ୍‌ ଥିବା ସଞ୍ଜୀବ ଚାଓ୍ବଲାଙ୍କୁ ଗୁରୁବାର ବ୍ରିଟେନ ପ୍ରତ୍ୟର୍ପଣ କରିଛି। ଦିଲ୍ଲୀ ପୋଲିସ ତାଙ୍କୁ ଏହି ମାମଲାରେ...

ମମତାଙ୍କ ମେଡିକାଲ ରିପୋର୍ଟ ସାର୍ବଜନୀନ କରାଯାଉ: ଭାଜପା

କୋଲକାତା,୧୪।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ମାର୍ଚ୍ଚ ୧୦ରେ ନନ୍ଦିଗ୍ରାମରେ ପ୍ରଚାର କରିବା ବେଳେ ମମତା ଆହତ ହୋଇଥିଲେ। ଏହାପରେ ତାଙ୍କୁ...

ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ କରୋନାରେ ମୃତ୍ୟୁ

ମୁମ୍ବାଇ,୯।୬: ମୁମ୍ବାଇରେ କରୋନା ଭାଇରସ୍‌ ସଂକ୍ରମଣରେ ପୀଡ଼ିତ ହୋଇ ବ୍ରିହାନମୁମ୍ବାଇ ନଗର ନିଗମ(ବିଏମ୍‌ସି)ର ଜଣେ ବରିଷ୍ଠ ଅଧିକାରୀଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି। ମୃତ ଅଧିକାରୀ ଜଣକ...

ବନ୍ୟା ପାଣିରେ ଫଶିଗଲେ ରିକ୍ସା ଚାଳକ, ଭୋ ଭୋ ହୋଇ କାନ୍ଦି ଜୀବନ ବଦଳରେ ବଞ୍ଚାଉଛନ୍ତି ରିକ୍ସା

ପାଟନା, ୨୯।୯: ବିହାରରେ ଗତ ଦୁଇଦିନ ହେବ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ବନ୍ୟା ଯୋଗୁ ଲୋକେ ନାହିଁ ନ ଥିବା...

ବଦଳିଲା ୟୁପିର ହେଲ୍ପ ଲାଇନ୍‌ ନମ୍ବର

ଲକ୍ଷ୍ନୌ,୨୨।୧୦: ଦିଲ୍ଲୀ ପରେ ଏବେ ଉତ୍ତରପ୍ରଦେଶରେ ବଦଳିଲା ପୋଲିସ ହେଲ୍ପ ଲାଇନ ନମ୍ବର। ଏଣିକି ପୋଲିସର ସାହାଯ୍ୟ ପାଇଁ ଲୋକେ ୧୦୦ ବଦଳରେ ୧୧୨ ନମ୍ବର...

ସବୁ ରେଲୱେ ଷ୍ଟେଶନରେ ହେବ ଡିଜିଟାଲ କାରବାର

ନୂଆଦିଲ୍ଲୀ,୧୩ ।୯: କରୋନା ସଙ୍କଟ ସମୟରେ ଭାରତୀୟ ରେଲୱେ ତା’ର ସମସ୍ତ ଷ୍ଟେଶନରେ ଡିଜିଟାଲ କାରବାର ଯୋଗାଇ ଦେବାକୁ ଯୋଜନା କରୁଛି । ଏହାକୁ ନେଇ...

କରୋନା ମହାମାରୀ ବିଶ୍ୱ ଭାତୃତ୍ୱ ସମ୍ପର୍କରେ ଦେଲା ଶିକ୍ଷା: ରାଷ୍ଟ୍ରପତି

ବେଙ୍ଗାଲୁରୁ, ୭।୨: କରୋନା ମହାମାରୀ ଯୋଗୁ ଲୋକଙ୍କ ମଧ୍ୟରେ ବିଶ୍ୱ ଭାତୃତ୍ୱ ଜାଗି ଉଠିଛି। ଅନ୍ୟମାନେ ଅସୁସ୍ଥ ରହିଲେ ଆମେ କେବେ ମଧ୍ୟ ସୁସ୍ଥ ରହି...

Advertisement

BGU

Archives

Model This Week

Why Dharitri