Home Left

ବଳାତ୍କାର ପରେ ବିବାହ ନ କରି କଲେ ଏପରି…

ବିଶକେକ୍‌,୧୨।୪: ବିବାହ ଏକ ସାମାଜିକ ଉତ୍ସବ। ଏହାଦ୍ୱାରା ଜଣେ ସ୍ତ୍ରୀ ଓ ପୁରୁଷଙ୍କୁ ନେଇ ଦାମ୍ପତ୍ୟ ଜୀବନ ଆରମ୍ଭ ହୋଇଥାଏ। ତେବେ ପୃଥିବୀର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ ହୋଇଥାଏ। ଏଭଳି କେତେକ ପରମ୍ପରାକୁ ସାମ୍ପ୍ରତିକ ସମାଜରେ ଘୃଣ୍ୟ…

ଡାକ୍ତରଖାନା ପାଇଁ କୋଭିଡ୍‌ ଗାଇଡ୍‌ଲାଇନ୍‌: ଜରୁରୀ ନ ଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା

ଭୁବନେଶ୍ୱର, ୧୨।୪(ବ୍ୟୁରୋ): ରାଜ୍ୟର ସମସ୍ତ ଡାକ୍ତରଖାନା ପାଇଁ କୋଭିଡ୍‌ ଗାଇଡ୍‌ଲାଇନ ଜାରି କରାଯାଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଗାଇଡ୍‌ଲାଇନ ଜାରି ହୋଇଛି । ଗାଇଡ୍‌ ଲାଇନ ଅନୁସାରେ ସେଣ୍ଟ୍ରାଲ ରେଜିଷ୍ଟ୍ରେଶନ ବଦଳରେ ମାନୁଆଲ ରେଜିଷ୍ଟ୍ରେଶନ ହେବ। ଆବଶ୍ୟକତା ନ…

ପୂଜାମଣ୍ଡପ ଉଚ୍ଛେଦ ପ୍ରତିବାଦ: ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ନିଶ୍ଚିନ୍ତକୋଇଲି,୧୨।୪(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ତହସିଲ ଅଧୀନ ବନ୍ଧକଟିଆ ପଞ୍ଚାୟତ କେଶୁଲ ଗ୍ରାମ ହରିଜନ ସାହିରେ ଗୋଚର ଜମିରେ ଏକ ପୂଜା ମଣ୍ଡପ ରହିଛି । ଏହି ପୂଜାମଣ୍ଡପ ନିକଟରେ ରହୁଥିବା ଜଣେ ବ୍ୟକ୍ତି ଗୋଚର ଜମି ଜବର ଦଖଲ କରିବା…

ଅସରପା ଭୟରେ ୧୮ଥର ଘର ବଦଳାଇଲେଣି ଏହି ମହିଳା

ସାଧାରଣତଃ କୌଣସି ଘର କିମ୍ବା ଘରର ପାଖ ପରିବେଶ ଭଲ ନ ଥିଲେ ଲୋକମାନେ ଭଡା ଘର ବଦଳାଇ ଥା’ନ୍ତି। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଅସରପା ଭୟରେ କେହି ୧୮ଥର ବଦଳାଇ ଦେଇପାରିବେ। କିନ୍ତୁ ଏହା ସତ, ମଧ୍ୟପ୍ରଦେଶର…

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଭୁବନେଶ୍ୱରରେ ହେବ କ୍ୟାନ୍ସର ହସ୍ପିଟାଲ

ଭୁବନେଶ୍ୱର, ୧୨।୪(ବ୍ୟୁରୋ): ରାଜ୍ୟ କ୍ୟାବିନେଟ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ୯ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ସେଗୁଡିକ ହେଉଛି- ଭୁବନେଶ୍ୱରରେ ହେବ ବାଗ୍‌ଚୀ ଶଙ୍କର…

ରୋଷେଇ କରୁଛନ୍ତି ଚେନ୍ନାଇ କ୍ରିକେଟର୍‌

ମୁମ୍ବାଇ,୧୨।୪: ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସର ଆଇପିଏଲ ୨୦୨୧ ଆରମ୍ଭ ବହୁତ ଭଲ ନ ଥିଲା। ଦଳ ପ୍ରଥମ ମ୍ୟାଚରେ ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୭ ଉଇକେଟ୍‌ରେ ପରାସ୍ତ ହୋଇଛି। କିନ୍ତୁ, ଏହି ପରାଜୟକୁ…

ଦୃଷ୍ଟି ଶକ୍ତି ବଢ଼ାଇବ ଡିଭାଇସ

ଆମେ ଯଦି କୌଣସି ଦୃଷ୍ଟିଶକ୍ତିଜନିତ ସମସ୍ୟାର ସମ୍ମୁଖୀନ ହେଉ, ତେବେ ବିଳମ୍ବ ନ କରି ଡାକ୍ତରଙ୍କ ସହ ପରାମର୍ଶ କରିଥାଉ। ହେଲେ ଏପରି ସମସ୍ୟାର ସମାଧାନ କରିବା ଲାଗି ଏକ ନୂଆ ଉପାୟ ଉଦ୍ଭାବନ ହୋଇଛି। ଚାଇନାର ବୈଜ୍ଞାନିକମାନେ ଦୀର୍ଘ ତିନିବର୍ଷ…

ସଡ଼କରେ ଅନ୍ତିମ ସଂସ୍କାର…

ରାଞ୍ଚି,୧୨।୪: କରୋନା ସଂକ୍ରମଣ ଦେଶରେ ଲଗାତାର ବଢ଼ି ଚାଲିଛି। ପ୍ରତି ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଝାଡ଼ଖଣ୍ଡରେ କରୋନା ଆକ୍ରାନ୍ତ ମୃତକଙ୍କ ସଂଖ୍ୟା ଅଧିକ ହେଉଥ୍‌ତ୍ବାରୁ ଶ୍ମଶାନରେ ଲମ୍ବା ଧାଡ଼ି ଲାଗି…

ଚାହୁଁ ଚାହୁଁ ଆଁ କରି ପାରାକୁ ଭିଡିନେଲା କଇଁଛ, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…

ନିଜ ଫିଲ୍ମରେ ବିଗ୍‌ ବିଙ୍କ ସିନ୍‌ କାଟି ଦେଇଥିଲେ ଏହି ଅଭିନେତା, ପରେ ଅମିତାଭ କରିଥିଲେ ଏମିତି

ବଲିଉଡର ଭେଟେରାନ ଅଭିନେତା ଶଶି କପୁରଙ୍କୁ ଦୁନିଆରୁ ବିଦାୟ ନେବାର ଅନେକ ବର୍ଷ ହୋଇଗଲାଣି। ମାତ୍ର ତାଙ୍କ ସହ ଜଡିତ କିଛି କାହାଣୀ ପ୍ରାୟତଃ ମନେ ପଡ଼ିଥାଏ । ସେ ଅନେକ ହିଟ୍‌ ଫିଲ୍ମରେ କାମ କରିଛନ୍ତି। ଶଶି ବିଗ୍‌ବି ଅମିତାଭଙ୍କ…

ଆମେ ଫିଙ୍ଗୁଥିବା ପୋଷାକକୁ ଆମେରିକାରେ କରାଯାଉଛି ବିକ୍ରି: ଅର୍ଚ୍ଚନା

ବଲିଉଡ୍‌ ଅଭିନେତ୍ରୀ ତଥା ‘ଦ କପିଲ ଶର୍ମା’ ଶୋ’ ଜଜ୍‌ ଅର୍ଚ୍ଚନା ପୁରୁଣ ସିଂହ ଏବେ ପରିବାର ସହ ଆମେରିକାରେ ଛୁଟିି କାଟୁଛନ୍ତି। ଏହି ସମୟର ଫଟୋ ଏବଂ ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ନ୍ୟୁୟର୍କ ରାସ୍ତା କଡରୁ…

ପାହାଡ଼ ଚଢ଼ିବାକୁ ଉଲଗ୍ନ ହେଲେ ଯୁବତୀ, କହିଲେ ଆଶ୍ଚର୍ଯ୍ୟକର କଥା

ପର୍ବତ ଏବଂ ପାହାଡ଼ ଚଢ଼ିବା ଲୋକଙ୍କର ଏକ ନିଶା ହୋଇଥାଏ। ମାତ୍ର ଜଣେ ଯୁବତୀ ଏମିତି ପାହାଡ଼ ଚଢ଼ିବାରେ ସଉକ ରଖିଛନ୍ତି ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ଏମିତି ଜଣେ ଯୁବତୀଙ୍କ ଫଟୋ ଭାଇରାଲ ହେଉଛି। ପରେ ଯୁବତୀ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?