ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଜଳାଶୟ ନିକଟରେ ପାରାଙ୍କୁ ଦେଖିବାକୁ ମିଳୁଛି । ପାରାମାନେ ଜଳାଶୟ ନିକଟରେ ବୁଲୁଥିବା ସମୟରେ ଏକ କଇଁଛ ଆସି ତାକୁ ପାଣି ଭିତରକୁ ଟାଣି ନେଉଛି। ଏହି ଭିଡିଓକୁ almodeeer1975 ନାମକ ଟୁଇଟରରେ ଶେୟାର ହୋଇଛି। ଏହା ଭାଇରାଲ ହେବାରେ ଲାଗିଛି।
سلحفاة تفترس حمامة .. pic.twitter.com/cD7EPnped2
— عالم الحيوان (@almodeeer1975) December 22, 2020