ନିଜ ଫିଲ୍ମରେ ବିଗ୍‌ ବିଙ୍କ ସିନ୍‌ କାଟି ଦେଇଥିଲେ ଏହି ଅଭିନେତା, ପରେ ଅମିତାଭ କରିଥିଲେ ଏମିତି

ବଲିଉଡର ଭେଟେରାନ ଅଭିନେତା ଶଶି କପୁରଙ୍କୁ ଦୁନିଆରୁ ବିଦାୟ ନେବାର ଅନେକ ବର୍ଷ ହୋଇଗଲାଣି। ମାତ୍ର ତାଙ୍କ ସହ ଜଡିତ କିଛି କାହାଣୀ ପ୍ରାୟତଃ ମନେ ପଡ଼ିଥାଏ । ସେ ଅନେକ ହିଟ୍‌ ଫିଲ୍ମରେ କାମ କରିଛନ୍ତି। ଶଶି ବିଗ୍‌ବି ଅମିତାଭଙ୍କ ସହ ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଉଭୟଙ୍କ ଯୋଡିକୁ ଦର୍ଶକ ଖୁବ୍‌ ପସନ୍ଦ କରନ୍ତି। ଏକ ସମୟ ଥିଲା ଯେତେବେଳେ ଶଶି ଫିଲ୍ମରୁ ଅମିତାଭଙ୍କ ଏକ ସିନ୍‌ କାଟିଥିଲେ। ହେଲେ ସେ ଏପରି କାହିଁକି କରିଥିଲେ ଜାଣନ୍ତୁ।

ଅମିତାଭ ଫିଲ୍ମ ‘ସାତ୍‌ ହିନ୍ଦୁସ୍ତାନୀ’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହି ସମୟରେ ଶଶି ହିନ୍ଦୀ ସିନେମାର ଜଣେ ପ୍ରସିଦ୍ଧ କଳାକାର ଥିଲେ। କାମ ଆଶାରେ ଅମିତାଭ ପ୍ରାୟତଃ ତାଙ୍କ ଫିଲ୍ମରେ ସେଟକୁ ଯାଉଥିଲେ। ଶଶି ଅମିତାଭଙ୍କୁ ଅନେକ ଫିଲ୍ମ ନିର୍ମାତାଙ୍କ ସହ ପରିଚିତ କରାଇଥିଲେ।

ଥରେ ଏକ ଫିଲ୍ମରେ ଶଶି ଅନ୍ତିମ ସଂସ୍କାର ସିନ୍‌ ଶୁଟିଂ କରୁଥିଲେ। ଏ ନେଇ ଲୋକଙ୍କକ ଭିଡ଼ ଆବଶ୍ୟକ ଥିଲା। କେତେଜଣ ଅମିତାଭଙ୍କୁ ଏହି ଭିଡ଼ରେ ଠିଆ ହୁଅ ବୋଲି କହିଥିଲେ। ଚଳଚ୍ଚିତ୍ରରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିବା ଅମିତାଭଙ୍କୁ ଟଙ୍କା ଦରକାର ଥିଲା ତେଣୁ ସେ ମଧ୍ୟ ଭିଡ଼ର ଅଂଶ ହେବାକୁ ରାଜି ହୋଇଥିଲେ।

ଏହି ସିନ୍‌ ଶୁଟିଂ ଆରମ୍ଭ ସମୟରେ ଶଶି ଅମିତାଭଙ୍କୁ ଚାହିଁ ଏହା କରିବାକୁ ମନା କରିଥିଲେ। ସେ କହିଥିଲେ, ତୁମେ ଏଠାକୁ ହିରୋ ହେବାକୁ ଆସିଛ, ଭୁଲରେ ମଧ୍ୟ ଏତେ ଛୋଟ ଭୂମିକା କରିବ ନାହିଁ। ଏହା ତୁମର କ୍ୟାରିୟର ପାଇଁ ଭଲ ନୁହେଁ। ଶଶିଙ୍କ କଥା ଶୁଣିବା ପରେ ଅମିତାଭ ତାଙ୍କୁ ଟଙ୍କା ଦରକାର କହି ଏହି ସିନ୍‌ କରିବେ ବୋଲି କହିଥିଲେ। ଯଦି ଏହା କେବଳ ଟଙ୍କା ପାଇଁ କରୁଛ ତେବେ ମୋ ଠାରୁ ନେଇପାର, ହେଲେ ଏପରି କର ନାହିଁ ବୋଲି ଶଶି କହିଥିଲେ। ଅମିତାଭ ପରିଶ୍ରମ କରି ଟଙ୍କା ରୋଜଗାର କରିବାକୁ ଚାହୁଁଥିଲେ, ତେଣୁ ସେ ଶଶିଙ୍କ କଥା ଶୁଣି ନ ଥିଲେ । ସେହି ସିନ୍‌ କରି ଟଙ୍କା ନେଇ ଚାଲିଯାଇଥିଲେ।
ଶୁଟିଂ ଶେଷ ହେବା ପରେ ଶଶି ଫିଲ୍ମର ନିର୍ଦ୍ଦେଶକଙ୍କୁ କହିଥିଲେ ଯେ, ଏଠାରୁ ଚାଲିଯାଇଥିବା ବାଳକ ଅମିତାଭ ଏକ ଭିଡ଼ ଜମାଇବା ସିନ୍‌ କରିଥିଲେ। ଫିଲ୍ମ ଏଡିଟ ବେଳେ ତାଙ୍କର ସମସ୍ତ ସିନ୍‌ କାଟିଦେବେ। ନିର୍ଦ୍ଦେଶକ ମଧ୍ୟ ଏଥିରେ ରାଜି ହୋଇଥିଲେ ସେ ଅମିତାଭଙ୍କ ସିନ୍‌ କାଟି ଦେଇଥିଲେ। ଶଶି ଜାଣିଥିଲେ ଅମିତାଭ ବହୁତ ଆଗକୁ ଯିବେ। ଏସବୁ କରିବା ତାଙ୍କ କ୍ୟାରିୟର ପାଇଁ ଭଲ ନୁହେଁ। ଅମିତାଭ ପରେ ଶଶିଙ୍କୁ ଧନ୍ୟବାଦ ଦେଇଥିଲେ।

ସିନ୍‌ କାଟିବାର ମୁଖ୍ୟ ଉଦ୍ଦେଶ୍ୟ


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri