Posted inଫୁରସତ

ପାହାଡ଼ ଚଢ଼ିବାକୁ ଉଲଗ୍ନ ହେଲେ ଯୁବତୀ, କହିଲେ ଆଶ୍ଚର୍ଯ୍ୟକର କଥା

ପର୍ବତ ଏବଂ ପାହାଡ଼ ଚଢ଼ିବା ଲୋକଙ୍କର ଏକ ନିଶା ହୋଇଥାଏ। ମାତ୍ର ଜଣେ ଯୁବତୀ ଏମିତି ପାହାଡ଼ ଚଢ଼ିବାରେ ସଉକ ରଖିଛନ୍ତି ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ଏମିତି ଜଣେ ଯୁବତୀଙ୍କ ଫଟୋ ଭାଇରାଲ ହେଉଛି। ପରେ ଯୁବତୀ କହିଛନ୍ତି ଏହା ଏକ କଳା ଅଟେ।

ଏକ ରିପୋର୍ଟ ଅନୁଯାୟୀ, ୨୭ ବର୍ଷୀୟା ଜାସୋରକା ଆମେରିକାର ନ୍ୟୁଜର୍ସିସ୍ଥିତ ଏକ କାଜିନୋରେ କାମ କରନ୍ତି। କିଛିଦିନ ତଳେ ସେ ତାଙ୍କ ବନ୍ଧୁଙ୍କୁ କିଛି ନଗ୍ନ ଫଟୋ ଉଠାଇବାକୁ ପରାମର୍ଶ ଦେଇଥିଲେ। କାରଣ ସେ ତାଙ୍କ ନଗ୍ନ ଫଟୋ ସୋସିଆଲ ମିଡିଆରେ ଶେୟାର କରିବାକୁ ଭଲ ପାଆନ୍ତି। ସେ ନଗ୍ନ ହୋଇ ପାହାଡ଼ ଚଢୁଥିବା ଫଟୋ ଉଠାଇବାକୁ ତାଙ୍କ ବନ୍ଧୁଙ୍କୁ କହିଥିଲେ। ଜାସୋରକା କହିଛନ୍ତି, ସେ ଆଂଶିକ ନଗ୍ନ ହେବା ପୂର୍ବରୁ ଏକ ବଡ଼ ପଥର ଚଟାଣ ଉପରେ ଚଢ଼ିଥିଲେ। ଏହା ପୂର୍ବରୁ କେବେ ଏମିତି କରି ନ ଥିଲି ବୋଲି କହିଛନ୍ତି। ଏହା ପରେ ମୋ ପରିବାର ଏବଂ ବନ୍ଧୁମାନେ ଫଟୋକୁ ପ୍ରଶଂସା କରିଥିଲେ। କାରଣ ପ୍ରକୃତି ସହିତ ତାଙ୍କର ସହଭାଗିତା ବହୁତ ଭଲ ଥିଲା। ସେ କହିଛନ୍ତି, ମୁଁ କୌଣସି ବେଆଇନ କାର୍ଯ୍ୟ କରିନାହିଁ। ଏହି ଫଟୋଗୁଡ଼ିକୁ ସେ କେବଳ ତାଙ୍କ ସୋସିଆଲ ମିଡିଆରେ ଶେୟାର କରନ୍ତି। କାରଣ ସୋସିଆଲ ମିଡିଆରେ ତାଙ୍କୁ ଏହି ଫଟୋ ପାଇଁ ସକାରାତ୍ମକ ମନ୍ତବ୍ୟ ମିଳିଥାଏ। ଜାସୋରକା କହିଛନ୍ତି, ଏହା ଏକ କଳା। ସେ ଅନ୍ୟ ମହିଳାମାନଙ୍କୁ ମଧ୍ୟ ଏପରି କରିବାକୁ ପ୍ରୋତ୍ସାହନ ଦେଇଥାନ୍ତି।

ସେ କହିଛନ୍ତି, ମୁଁ ମୋର ବନ୍ଧୁମାନଙ୍କ ସହ ଏକ ଫଟୋ ନେଇଥିଲି। ଯେଉଁଥିରେ ଅଧିକାଂଶ ପୁରୁଷ ଥିଲେ। କାରଣ ମୋତେ ଲାଗୁଛି ମହିଳାମାନେ ଏମିତି କରିବାକୁ ପସନ୍ଦ କରନ୍ତି। ତାଙ୍କ ମତରେ ମହିଳାଙ୍କ ଶରୀର ପ୍ରତି ନକାରାତ୍ମକ ଭାବନା ରହିଥାଏ। ମାତ୍ର ମୁଁ ଏହି ଧାରଣା ଦୂର କରିବାକୁ କପଡ଼ା ଖୋଲିବାରେ ଆଗ୍ରହୀ ହୋଇଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ବ୍ୟାଙ୍କରେ ଜମାହୁଏ ନାହିଁ ଟଙ୍କା

ଚେକୋସ୍ଲୋଭାକିଆର ଏକ ଛୋଟିଆ ସହର ବନସ୍କା ଷ୍ଟିଓନିକା। ଏଠି ରହିଛି ଏକ ଲଭ୍‌ ବ୍ୟାଙ୍କ। ଏଠାରେ ପ୍ରତିବର୍ଷ ଭାଲେଣ୍ଟାଇନ୍‌ ଡେ’ରେ ପ୍ରେମି ଯୁଗଳଙ୍କ ଭିଡ ଲାଗିଥାଏ।...

ପୃଥିବୀକୁ ଧ୍ୱଂସ କରିଥିବା ଗ୍ରହାଣୁ ପିଣ୍ଡଯୋଗୁ ବି ସୃଷ୍ଟି ହୋଇଥିଲା ଜୀବନ

ପେନସିଲ୍‌ଭାନିଆ,୬।୨: ପ୍ରାୟ ୬୬ ନିୟୁତ ବର୍ଷ ତଳେ ପୃଥିବୀ ସହିତ ଚିକ୍ସିଲୁବ୍‌ ଗ୍ରହାଣୁପିଣ୍ଡ ଧକ୍କା ହୋଇଥିଲା। ଏହାର ପ୍ରଭାବରେ ଭୂମିକମ୍ପ ହେବା ସହିତ ଅଗ୍ନି ଉଦ୍‌ଗୀରଣ...

ପଞ୍ଚୁକ ପଡ଼ିଲେ ୬ ଦିନ ଶ୍ରୀଜିଉଙ୍କର ହୁଏ ନାଗାର୍ଜୁନ ବେଶ: ୨୫ ବର୍ଷ ପରେ ୨୦୨୦ ନଭେମ୍ବର ୨୭ରେ

କାର୍ତ୍ତିକ ମାସରେ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୬ ଦିନ ପଡ଼ିଲେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ହୋଇଥାଏ। ଶ୍ରୀଜିଉ ବୀରବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି...

୮ ବର୍ଷ ପରେ ପୀଡ଼ିତାଙ୍କ ଫୋନ୍‌କୁ ଆସିଲା ବଳାତ୍କାରୀଙ୍କ ପକ୍ଷରୁ ମେସେଜ୍‌, ଏଥିରେ ଲେଖାଥିଲା…

ଓ୍ବାଶିଂଟନ,୨୪ା୫: ଆମେରିକାର ପେନାସିଲେବ୍‌ନିଆରେ ରହୁଥିବା ୨୩ ବର୍ଷୀୟା ଶାନନ ନିଜ ବୟଫ୍ରେଣ୍ଡଙ୍କ ସହ ଛୁଟି କାଟିବାକୁ ଯାଇଥିଲେ। ଏହି ସମୟରେ ଶାନନ ତାଙ୍କର ଫେସ୍‌ବୁକ୍‌ ଖୋଲିଥିଲେ।...

ପବିତ୍ର ତୀର୍ଥସ୍ଥଳୀ ମେଲୁକୋଟ: କେବେ ଓ କେମିତି ଯିବେ; କ’ଣ ଦେଖିବେ

କର୍ନାଟକସ୍ଥିତ ଏକ ପବିତ୍ର ତୀର୍ଥସ୍ଥଳୀ ଭାବେ ମେଲୁକୋଟର ବେଶ୍‌ ନାଁ ରହିଛି। ଏକାଧିକ ମନ୍ଦିର ଓ ଆଶ୍ରମ ସହିତ ଦେଖିବା ପାଇଁ ଏଠାରେ ରହିଛି ଅନେକ...

ଆପଲ୍‌ର ଲୋଗୋ ଅଧା ଖାଇବା ସେଓ ଭଳି କାହିଁକି ହୋଇଥାଏ: ଜାଣନ୍ତୁ କ’ଣ ରହିଛି କାରଣ

ଟେକ୍ନୋଲୋଜି ଦୁନିଆରେ ଆପଲ କମ୍ପାନୀର ନାମ ଅତ୍ୟନ୍ତ ସ୍ବତନ୍ତ୍ର। ଏହାର ବିଶେଷ ଉତ୍ପାଦ ହେତୁ କମ୍ପାନୀ ମୋବାଇଲ, କମ୍ପ୍ୟୁଟର ସମ୍ବନ୍ଧୀୟ ଜିନିଷ ବଜାରରେ ବହୁ ନାମ...

ଏକଦା ରାତାରାତି ଭୟରେ ଖାଲି ହୋଇଯାଇଥିଲା ଏହି ସହର

ବିଶ୍ୱରେ ଅନେକ କିଛି ରହସ୍ୟ ଅଛି, ଯାହା ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି ନାହିଁ। ଏପରି ଏକ ରହସ୍ୟ ପୂର୍ଣ୍ଣ ଯାଗା ହେଉଛି ସାଇପ୍ରସର ଭରୋସା...

ଦିନକ ପାଇଁ ମୁଖ୍ୟମନ୍ତ୍ରୀ

ଡେରାଡୁନ୍‌, ୨୫ା୧: ଦିନକ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରେ ବସି ଚର୍ଚ୍ଚାକୁ ଆସିଛନ୍ତି ସୃଷ୍ଟି ଗୋସ୍ବାମୀ। ରବିବାର ଜାତୀୟ କନ୍ୟା ଦିବସ ଅବସରରେ ହରିଦ୍ୱାର ଜିଲା...

Advertisement
Archives

Model This Week