Posted inଫୁରସତ

ପାହାଡ଼ ଚଢ଼ିବାକୁ ଉଲଗ୍ନ ହେଲେ ଯୁବତୀ, କହିଲେ ଆଶ୍ଚର୍ଯ୍ୟକର କଥା

ପର୍ବତ ଏବଂ ପାହାଡ଼ ଚଢ଼ିବା ଲୋକଙ୍କର ଏକ ନିଶା ହୋଇଥାଏ। ମାତ୍ର ଜଣେ ଯୁବତୀ ଏମିତି ପାହାଡ଼ ଚଢ଼ିବାରେ ସଉକ ରଖିଛନ୍ତି ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ଏମିତି ଜଣେ ଯୁବତୀଙ୍କ ଫଟୋ ଭାଇରାଲ ହେଉଛି। ପରେ ଯୁବତୀ କହିଛନ୍ତି ଏହା ଏକ କଳା ଅଟେ।

ଏକ ରିପୋର୍ଟ ଅନୁଯାୟୀ, ୨୭ ବର୍ଷୀୟା ଜାସୋରକା ଆମେରିକାର ନ୍ୟୁଜର୍ସିସ୍ଥିତ ଏକ କାଜିନୋରେ କାମ କରନ୍ତି। କିଛିଦିନ ତଳେ ସେ ତାଙ୍କ ବନ୍ଧୁଙ୍କୁ କିଛି ନଗ୍ନ ଫଟୋ ଉଠାଇବାକୁ ପରାମର୍ଶ ଦେଇଥିଲେ। କାରଣ ସେ ତାଙ୍କ ନଗ୍ନ ଫଟୋ ସୋସିଆଲ ମିଡିଆରେ ଶେୟାର କରିବାକୁ ଭଲ ପାଆନ୍ତି। ସେ ନଗ୍ନ ହୋଇ ପାହାଡ଼ ଚଢୁଥିବା ଫଟୋ ଉଠାଇବାକୁ ତାଙ୍କ ବନ୍ଧୁଙ୍କୁ କହିଥିଲେ। ଜାସୋରକା କହିଛନ୍ତି, ସେ ଆଂଶିକ ନଗ୍ନ ହେବା ପୂର୍ବରୁ ଏକ ବଡ଼ ପଥର ଚଟାଣ ଉପରେ ଚଢ଼ିଥିଲେ। ଏହା ପୂର୍ବରୁ କେବେ ଏମିତି କରି ନ ଥିଲି ବୋଲି କହିଛନ୍ତି। ଏହା ପରେ ମୋ ପରିବାର ଏବଂ ବନ୍ଧୁମାନେ ଫଟୋକୁ ପ୍ରଶଂସା କରିଥିଲେ। କାରଣ ପ୍ରକୃତି ସହିତ ତାଙ୍କର ସହଭାଗିତା ବହୁତ ଭଲ ଥିଲା। ସେ କହିଛନ୍ତି, ମୁଁ କୌଣସି ବେଆଇନ କାର୍ଯ୍ୟ କରିନାହିଁ। ଏହି ଫଟୋଗୁଡ଼ିକୁ ସେ କେବଳ ତାଙ୍କ ସୋସିଆଲ ମିଡିଆରେ ଶେୟାର କରନ୍ତି। କାରଣ ସୋସିଆଲ ମିଡିଆରେ ତାଙ୍କୁ ଏହି ଫଟୋ ପାଇଁ ସକାରାତ୍ମକ ମନ୍ତବ୍ୟ ମିଳିଥାଏ। ଜାସୋରକା କହିଛନ୍ତି, ଏହା ଏକ କଳା। ସେ ଅନ୍ୟ ମହିଳାମାନଙ୍କୁ ମଧ୍ୟ ଏପରି କରିବାକୁ ପ୍ରୋତ୍ସାହନ ଦେଇଥାନ୍ତି।

ସେ କହିଛନ୍ତି, ମୁଁ ମୋର ବନ୍ଧୁମାନଙ୍କ ସହ ଏକ ଫଟୋ ନେଇଥିଲି। ଯେଉଁଥିରେ ଅଧିକାଂଶ ପୁରୁଷ ଥିଲେ। କାରଣ ମୋତେ ଲାଗୁଛି ମହିଳାମାନେ ଏମିତି କରିବାକୁ ପସନ୍ଦ କରନ୍ତି। ତାଙ୍କ ମତରେ ମହିଳାଙ୍କ ଶରୀର ପ୍ରତି ନକାରାତ୍ମକ ଭାବନା ରହିଥାଏ। ମାତ୍ର ମୁଁ ଏହି ଧାରଣା ଦୂର କରିବାକୁ କପଡ଼ା ଖୋଲିବାରେ ଆଗ୍ରହୀ ହୋଇଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନ କୃଷ୍ଣଙ୍କ ସହ ଝିଅକୁ ବିବାହ କରାଇଲେ ଏହି ବ୍ୟକ୍ତି: କାରଣ ଜାଣିଲେ କରିବେ ବାଃ ବାଃ

ଗ୍ବାଲିଅର,୧୦।୧୧: ନିକଟରେ ମଧ୍ୟପ୍ରଦେଶର ଗ୍ବାଲିଅର୍‌ ସହରରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଜଣେ ବ୍ୟକ୍ତି ନିଜ ଝିଅ ବିବାହ କୌଣସି ସାଧାରଣ ଯୁବକଙ୍କ...

ଗହମ ଅମଳ କରୁଛି ଦେଶୀ କୌଶଳରେ ନିର୍ମିତ ମେଶିନ, ଭିଡିଓ ଦେଖିଲେ …

ଲୋକମାନେ ସହଜରେ କାର୍ଯ୍ୟ ଶେଷ କରିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ଚାଷୀଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ...

ଘର ପାଲଟିଲା ସିନେମା ହଲ୍‌

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ପାଇଁ ଏବେ ସବୁ ସିନେମା ହଲ୍‌କୁ ବନ୍ଦ କରି ଦିଆଯାଇଛି। ସେଥିପାଇଁ ଘର ବାହାରେ ମନୋରଞ୍ଜନର କୌଣସି ସୁବିଧା ନାହିଁ। କିନ୍ତୁ ଏଭଳି...

୩୬ ଘଣ୍ଟା ଧରି ଗଛରେ ଫସି ରହିଥିଲା ଭାଲୁ, ଏମିତି ହେଲା ଉଦ୍ଧାର

ରାୟପୁର,୧୩ା୮: ଛତିଶଗଡ଼ର କୋରିୟା ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୧୫ କିଲୋମିଟର ଦୂର ସଲଓ୍ବା ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲରେ ଗୋଟିଏ ଭାଲୁ ଗଛ ଉପରେ...

୫୧ ଟଙ୍କାର ମୁଦ୍ରା ୩୭,୦୫୦ ଟଙ୍କାରେ ବିକ୍ରି

ଭୁଲ ସବୁବେଳେ ଭାରୀ ପଡେ ନାହିଁ, ବେଳେବେଳେ ନିଜର ଭୁଲ ଲାଭଦାୟକ ପ୍ରମାଣିତ ହୋଇଥାଏ। ସେହିଭଳି ଏକ ଘଟଣା ନିକଟରେ ଦେଖିବାକୁ ମିଳିଛି। କିଛି ତ୍ରୁଟି...

ଉଚ୍ଚଶିକ୍ଷା ପାଇଁ ବାଳିକା କରନ୍ତି ଏପରି…

ଯୁବବର୍ଗଙ୍କୁ ଗୁଣବତ୍ତାଯୁକ୍ତ ଶିକ୍ଷା ଯୋଗାଇ ଦେବା ପାଇଁ ପୃଥିବୀର ବିଭିନ୍ନ ଦେଶର ସରକାର ନାନା ଶିକ୍ଷାନୀତିର ପ୍ରଣୟନ କରିଥାନ୍ତି। ତେବେ କେତେକ ଗରିବ ଦେଶରେ ଅଭିଭାବକ...

ଏବେ ଆସ୍ଥା-ବିଶ୍ୱାସ ଉପରେ ଭରସା: କରୋନାରୁ ମୁକ୍ତିଲାଗି ଝୁଣା ଧୂଆଁ…

ସାହାରାନପୁର,୧୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ କାରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହସ୍ପିଟାଲରେ ଭର୍ତ୍ତି ବି...

ପାଣିକୁ ଡରି ୬୫ ବର୍ଷ ହେବ ଗାଧୋଇନାହାନ୍ତି ଏହି ବ୍ୟକ୍ତି

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିବ; ମାତ୍ର ଏହା ସମ୍ପୂର୍ଣ୍ଣ ସତ। ଇରାନ୍‌ ନିବାସୀ ୮୦ ବର୍ଷୀୟ ଅମୁ ହାଜୀ ଆଜକୁ ୬୫ ବର୍ଷ ହେବ ସ୍ନାନ...

Advertisement
Archives

Model This Week