ଆମେ ଫିଙ୍ଗୁଥିବା ପୋଷାକକୁ ଆମେରିକାରେ କରାଯାଉଛି ବିକ୍ରି: ଅର୍ଚ୍ଚନା

ବଲିଉଡ୍‌ ଅଭିନେତ୍ରୀ ତଥା ‘ଦ କପିଲ ଶର୍ମା’ ଶୋ’ ଜଜ୍‌ ଅର୍ଚ୍ଚନା ପୁରୁଣ ସିଂହ ଏବେ ପରିବାର ସହ ଆମେରିକାରେ ଛୁଟିି କାଟୁଛନ୍ତି। ଏହି ସମୟର ଫଟୋ ଏବଂ ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ନ୍ୟୁୟର୍କ ରାସ୍ତା କଡରୁ ସେ ସପିଂ କରିବା ପାଇଁ ବାହାରିଥିଲେ। ତେବେ ସେ ରାସ୍ତା କଡ଼ରେ ଝୁଲୁଥିବା ପୋଷାକରୁ ପରିହାସ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏହାର ଫଟୋ ଏବଂ ଭିଡିଓ ଶେୟାର କରି ଅର୍ଚ୍ଚନା ଲେଖିଛନ୍ତି, ଆମେ ହୋଲି ଖେଳିବା ପରେ ପିନ୍ଧିଥିବା ପୋଷାକକୁ ଫିଙ୍ଗି ଦେଇଥାଏ, ମାତ୍ର ଏଠାରେ ତାକୁ ବିକ୍ରି କରାଯାଉଛି। ତେବେ ମଜାର କଥା ହେଉଛି, ଲୋକମାନେ ଏହାକୁ କିଣୁଛନ୍ତି ମଧ୍ୟ। ଏହି ଫଟୋ ଏବଂ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଙ୍ଗ ଖାଁନଙ୍କ ନାଁରେ ଆଉ ଏକ ସଫଳତା

ମୁମ୍ବାଇ: ବଲିଉଡର କିଙ୍ଗ ଖାଁ ରୋମାନ୍ସର ବାଦଶାହ ଓ ମୋଷ୍ଟ ଚାର୍ମିଂ ଆକ୍ଟର ଶାହାରୁଖ ଖାଁଙ୍କ ନାମରେ ଆଉ ଏକ ସଫଳତା ଯୋଡି ହୋଇଯାଇଛି ।...

ଅର୍ପିତାଙ୍କ ପାଇଁ ଏଥର ଜନ୍ମଦିନ ପାଳନ କରିବେ ନାହିଁ ସଲମାନ!

ମୁମ୍ବାଇ: ବଲିଉଡ୍‌ ଭାଇଜାନ ସଲମାନ ଖାଁ ଆସନ୍ତା ୨୭ତାରିଖରେ ତାଙ୍କର ୫୪ ତମ ଜନ୍ମଦିନ ପାଳନ କରି ଥାଆନ୍ତେ। ସବୁଥର ସେ ତାଙ୍କ ଫାର୍ମ ହାଉସରେ...

ବହୁପ୍ରତୀକ୍ଷିତ ଫିଲ୍ମ ‘ଜୁଗ୍‌ ଜୁଗ୍‌ ଜିଓ’ର ଟ୍ରେଲର ରିଲିଜ୍‌

ବରୁଣ ଧାୱନ, କିଆରା ଆଡଭାନୀଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଜୁଗ୍‌ ଜୁଗ୍‌ ଜିଓ’ର ଟ୍ରେଲର ଆଜି ରିଲିଜ୍‌ ହୋଇଛି। ଏହି ଫିଲ୍ମଟି ଏକ ପାରିବାରିକ ଡ୍ରାମା ଉପରେ...

ଯେତେବେଳେ କାଟ୍ରିନାଙ୍କୁ କରୀନା କହିଥିଲେ ଭାଉଜ, ଏମିତି ଥିଲା ରଣବୀରଙ୍କ ଚେହେରା

ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ୍‌ ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କାଟ୍ରିନାଙ୍କ ନାମ ଭିକି କୌଶଲଙ୍କ ସହ ଦୀର୍ଘ ସମୟ ଧରି...

ଏହି ଅଭିନେତ୍ରୀଙ୍କ ଫିଲ୍ମ ଦେଖନ୍ତି ନାହିଁ ସଲମାନ

ମୁମ୍ବାଇ: ଭାଇଜାନ ଭାବେ ପରିଚିତ ସଲମାନ ଖାନ୍‌ ବଲିଉଡ୍‌ରେ ଜଣେ ଆଗଧାଡ଼ିର ଅଭିନେତା। ସେ ଅନେକ ଅଭିନେତ୍ରୀମାନଙ୍କ ସହ କାମ କରିଛନ୍ତି। ମାତ୍ର ଜଣେ ଅଭିନେତ୍ରୀଙ୍କ...

ନାସିକରେ ବିସର୍ଜନ ହେଲା ସୁର ସାମ୍ରାଜ୍ଞୀଙ୍କ ଅସ୍ଥି

ମୁମ୍ବାଇ,୧୦।୨: ମହାରାଷ୍ଟ୍ର ନାସିକ ଜିଲାର ଗୋଦାବରୀ ନଦୀକୂଳ ସ୍ଥିତ ରାମକୁଣ୍ଡରେ ଭାରତ ରତ୍ନ ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଅସ୍ଥି ବିସର୍ଜନ କରାଯାଇଛି। ଗୁରୁବାର...

କଂଗ୍ରେସରେ ଯୋଗ ଦେଲେ ଅଭିନେତ୍ରୀ କାମ୍ୟା ପଞ୍ଜାବୀ

ମୁମ୍ବାଇ: ଟେଲି ଦୁନିଆର ପ୍ରସିଦ୍ଧ ଅଭିନେତ୍ରୀ କାମ୍ୟା ପଞ୍ଜାବୀ କଂଗ୍ରେସରେ ଯୋଗ ଦେଇଛନ୍ତି । ମୁମ୍ବାଇର କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳରେ...

ପ୍ରେମରେ ପଡ଼ିଛନ୍ତି ରୁଦ୍ର

ଅଭିନେତା ରୁଦ୍ର ପାଣିଗ୍ରାହୀ ଏବେ ପ୍ରେମରେ ପଡ଼ିଯାଇଛନ୍ତି। ପୁଣି କାହା ସହ ରୋମାନ୍ସ ଚାଲିଛି ଜାଣନ୍ତି ? ବଙ୍ଗୀୟ ଅଭିନେତ୍ରୀ ସୋଲାଙ୍କି ଭୌମିକଙ୍କ ସହ। ହେଲେ...

Advertisement
Archives

Model This Week