ଅଜଣା ରୋଗ: କ୍ଷୀରରୁ ମିଳିଲା ନିକେଲ
ନୂଆଦିଲ୍ଲୀ,୧୭।୧୨: ଆନ୍ଧ୍ରପ୍ରଦେଶର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବ୍ୟାପିଥିବା ଅଜଣା ରୋଗର କାରଣ ଖୋଜୁଥିବା ବୈଜ୍ଞାନିକ ଦଳକୁ ମିଳିଛି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ରୋଗ ବ୍ୟାପିଥିବା ବିଭିନ୍ନ ସ୍ଥାନରୁ ସଂଗ୍ରହ କରାଯାଇଥିବା କ୍ଷୀରରୁ ମିଳିଛି ନିକେଲ। ଅଜଣା ରୋଗ ଯୋଗୁ ଆନ୍ଧ୍ରପ୍ରଦେଶର ଏଲୁରୁ…
ଭିଜିଲାନ୍ସ ଜାଲରେ ଆଇଟିଡିଏର ୩ ଯନ୍ତ୍ରୀ
ନବରଙ୍ଗପୁର,୧୭।୧୨(ବି.ପ୍ର.)-ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ଅଫିସ ଗାଡ଼ିରେ ଟଙ୍କା ନେଇ ଯାଉଥିବାବେଳେ ୨ ଜଣ ସହକାରୀ ଯନ୍ତ୍ରୀ ଓ ଜଣେ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେମାନେ ହେଲେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ଅତିରିକ୍ତ…
ନୀତା ଅମ୍ବାନୀଙ୍କୁ ଉପହାର ମିଳିଥିଲା ବିଳାସପୂର୍ଣ୍ଣ ଜେଟ
ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକାଣୀ ନୀତା ଅମ୍ବାନି ନିଜ ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ ପାଇଁ ବେଶ ପରିଚିତ। ତାଙ୍କର ଫୋନ ହେଉ କି, ସାଣ୍ଡେଲ ସମ୍ପର୍କରେ ଆପଣମାନେ କିଛି ନା କିଛି…
ଆସନ୍ତା କାଲିଠାରୁ ଖୋଲିବ ଜନଜାତି ସଂଗ୍ରହାଳୟ
ଭୁବନେଶ୍ୱର,୧୭ା୧୨(ବ୍ୟୁରୋ)-ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ପରିସରରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ୧୮ ତାରିଖ ଶୁକ୍ରବାରଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଏହି ସଂଗ୍ରହାଳୟକୁ ଗତ ୯ ମାସ ଧରି ବନ୍ଦ…
ରାଜ୍ୟରେ ସୁସ୍ଥ ହେଲେ ୩୭୬ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୭।୧୨(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୩୭୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅନୁଗୋଳରୁ ୪୮, ସୁନ୍ଦରଗଡରୁ ୪୩, ବାଲେଶ୍ୱରରୁ ୨୩, କଟକରୁ ୨୩, ପୁରୀରୁ ୨୨, ବରଗଡରୁ ୧୯, ବଲାଙ୍ଗୀରରୁ ୧୯,…
ଆଉ ଜଣେ ଶିଶୁଙ୍କୁ ଅପହରଣ : ଗାଁ ଦାଣ୍ଡରୁ ଉଠାଇ ନେଲେ ୨ ଦୁର୍ବୃତ୍ତ
କାଶୀନଗର,୧୭ା୧୨(ଡି.ଏନ୍.ଏ.)- ଓଡ଼ିଶାର ବିଭିନ୍ନ ସ୍ଥାନରେ ଶିଶୁ ଅପହରଣକୁ ନେଇ ତୁମ୍ବିତୋଫାନ ଚାଲିଥିବାବେଳେ ଗଜପତି ଜିଲା କାଶୀନଗର ଅଞ୍ଚଳରୁ ଗୁରୁବାର ପୁଣି ଜଣେ ଶିଶୁଙ୍କୁ ଅପହରଣ କରାଯାଇଛି। ଦାଣ୍ଡରେ ଖେଳୁଥିବାବେଳେ ଗଜପତି ଜିଲା କାଶୀନଗରସ୍ଥିତ ଜନଗହଳିପୂର୍ଣ୍ଣ ବସ୍ଷ୍ଟାଣ୍ଡ ନିକଟ ମର୍ଣ୍ଣିଂ ସାହିରୁ ଜଣେ…
ଚଳିତ ବର୍ଷ ଜନ୍ମଦିନ ପାଳିବେନି ସଲମାନ
ମୁମ୍ବାଇ,୧୭।୧୨-ବଲିଉଡ ସୁପରଷ୍ଟାର ସଲମାନ ଖାନ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ କରିବେ ନାହିଁ। ପ୍ରତିବର୍ଷ ଡିସେମ୍ବର ୨୭ ରେ ସଲମାନ ଜନ୍ମଦିନ ପାଳନ କରନ୍ତି। ଏହି ଅବସରରେ ତାଙ୍କ ଫାର୍ମ ହାଉସରେ ପାର୍ଟି ଆୟୋଜିତ ହୋଇଥାଏ। ବହୁ ବଲିଉଡ କଳାକାରଙ୍କ…
ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା
କେନ୍ଦୁଝର/ଢେଙ୍କିକୋଟ,୧୭।୧୨(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ଥାନା ଭୋଳବେଡ଼ା ଗ୍ରାମର ମୁଣ୍ଡା ସାହିରେ ବୁଧବାର ଡାହାଣୀ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣାରେ ଜନୈକା ନାବାଳିକା ଓ ଜଣେ ନାବାଳକ ପୋଲିସ ନିକଟରେ ଆତ୍ମସମର୍ପଣ…
ଏହି ଅଭିନେତାଙ୍କୁ ମିଳିଲା ମୁମ୍ବାଇ ରଣଜୀ ଟିମ୍ ଚୟନ ଦାୟିତ୍ୱ
କ୍ରିକେଟ ଏବଂ ଫିଲ୍ମ ଦୁନିଆ ମଧ୍ୟରେ ଘନିଷ୍ଟ ସମ୍ପର୍କ ରହିଛି। ଅଜୟ ଜାଡେଜା ଏବଂ ହରଭଜନ ସିଂହଙ୍କ ଭଳି କ୍ରିକେଟରମାନେ ଅଭିନେତା ହେବାକୁ ଚେଷ୍ଟା କରିସାରିଛନ୍ତି। ସେହିପରି ସୁନୀଲ ଶେଟ୍ଟୀ, ସୋହେଲ ଖାନ, ଅଫତାବ ଶିବଦାସାନି ଭଳି କଳାକାରମାନେ ମଧ୍ୟ କ୍ରିକେଟ…
ଭୁବନେଶ୍ୱରରୁ ଆଜି ୩୭ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍ ୧୭
ଭୁବନେଶ୍ୱର,୧୭।୧୨(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୭ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୦ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ମୋତେ ନିର୍ଯ୍ୟାତନା ଦେଉଥିଲା ପାକିସ୍ତାନ ମ୍ୟାନେଜମେଣ୍ଟ : ଅମିର
ଇସଲାମାବାଦ, ୧୭।୧୨- ପାକିସ୍ତାନ ଦ୍ରୁତ ବୋଲର ମହମ୍ମଦ ଅମିର ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଜାତୀୟ କ୍ରିକେଟ ବୋର୍ଡ ପିସିବି ମ୍ୟାନଜମେଣ୍ଟ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ଆଣିବା ସହ ହଠାତ୍ ଅବସର ନିଷ୍ପତ୍ତି ନେଇ ସଭିଙ୍କୁ ଚକିତ କରିଦେଇଛନ୍ତି…
ବିଧାନସଭାରେ କୃଷି ଆଇନ କପିକୁ ଚିରିଲେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୧୭।୧୨-ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗୁରୁବାର ଅନୁଷ୍ଠିତ ବିଧାନସଭା ଅଧିବେଶନରେ ନୂଆ କୃଷି ଆଇନକୁ ନେଇ ଗର୍ଜିଛନ୍ତି। ଏହି ଅବସରରେ କେଜ୍ରିଓ୍ବାଲ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ତୀବ୍ର ବିରୋଧ କରିଥିଲେ। ପରେ ସର୍ବସମ୍ମୁଖରେ କୃଷି ଆଇନ କପିକୁ ଚିରି ଦେଇଥିଲେ।…
Archives


