Home Left

କୃଷକ ଆନ୍ଦୋଳନସ୍ଥଳରେ ପୁଣି ଗଡ଼ିଲା ମୁଣ୍ଡ

ନୂଆଦିଲ୍ଲୀ, ୧୭।୧୨- ଦେଶର ରାଜଧାନୀ ଦିଲ୍ଲୀ ଓ ହରିୟାଣା ସୀମାରେ ଚାଲିଥିବା କୃଷକ ଆନ୍ଦୋଳନସ୍ଥଳରେ ଗୁରୁବାର ସକାଳେ ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଜଣା ପଡ଼ିନାହିଁ। ହେଲେ ଅତ୍ୟଧିକ ଶୀତ ଯୋଗୁ…

ଟିଏମସିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ

କୋଲକାତା,୧୭।୧୨-ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଗୁରୁବାର ଟିଏମ୍‌ସିର ସମସ୍ତ ପଦବୀରୁ ଇସ୍ତଫା ଦେଇଛନ୍ତି। ଏ ନେଇ ଶୁଭେନ୍ଦୁ ଟିଏମ୍‌ସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ବୁଧବାର ଶୁଭେନ୍ଦୁ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ।…

ରେସଲିଂ ବିଶ୍ୱକପ୍‌: ଅଂଶୁ ମଲିକଙ୍କୁ ରୌପ୍ୟ ପଦକ

ବେଲଗ୍ରେଡ୍‌, ୧୭।୧୨- ଏଠାରେ ଚାଲିଥିବା କୁସ୍ତି ବିଶ୍ୱକପ୍‌ରେ ଯୁବା ଅଂଶୁ ମଲିକ ଏକମାତ୍ର ମହିଳା ଯୋଦ୍ଧା ଭାବେ ରୌପ୍ୟ ପଦକ ଜିତିଛନ୍ତି। ୫୭ କିଗ୍ରା ବର୍ଗରେ ଏହି ସଫଳତା ହାସଲ କରିଛନ୍ତି ଅଂଶୁ। ଜୁନିୟର ବର୍ଗରୁ ଆସି ସିନିୟର ସ୍ଥରରେ ମାତ୍ର…

୧୮ ବର୍ଷ ବୟସରେ କୋଚ୍‌ଙ୍କ ଝିଅକୁ ଭଲପାଇ ବସିଥିଲେ ଏହି ଖେଳାଳି

ଭାରତରେ ଖେଳ ମଧ୍ୟରେ କ୍ରିକେଟକୁ ସମସ୍ତେ ଭଲ ପାଆନ୍ତି। କ୍ରିକେଟ ବ୍ୟତିତ ଯଦି ଅନ୍ୟ କେଉଁ ଖେଳକୁ ଭାରତରେ ଗୁରୁତ୍ୱ ଦିଆଯାଏ ତେବେ ତାହା ହେଲା ଫୁଟବଲ୍‌। ଏବେ ଗୋଆରେ ଚାଲିଥିବା ହିରୋ ଇଣ୍ଡିଆନ୍‌ ସୁପର ଲିଗ୍‌ ସମସ୍ତଙ୍କର ମନୋରଞ୍ଜନ କରୁଛି।…

କୋହଲିଙ୍କ ଅର୍ଦ୍ଧଶତକ, ପ୍ରଥମ ଦିନରେ ୨୩୩ ରନ୍‌ କଲା ଭାରତ

ଆଡିଲେଡ୍‌, ୧୭।୧୨- ଏଠାରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ପ୍ରଥମ ତଥା ଦିବା-ରାତ୍ର ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍‌ ଗୁରୁବାର ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ଶେଷ ସୁଦ୍ଧା ଭାରତୀୟ ଦଳ ୬ ଉଇକେଟ ହରାଇ ୨୩୩ ରନ୍‌ କରିବାକୁ…

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ କରୋନା

ଫ୍ରାନ୍ସ,୧୭।୧୨-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ। ଏ ନେଇ ଗୁରୁବାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଇମାନୁଏଲ କରୋନା ସଂକ୍ରମିତ ହେବା ପରେ ଆଇସୋଲେଶନରେ ରହିଛନ୍ତି। ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ୍‌ ଟେଷ୍ଟ…

ଦୋକାନରୁ ନିଜ ପାଇଁ ସ୍ବାମୀ କିଣି ଆଣିଲେ ଏହି ଯୁବତୀ, ସୋସିଆଲ ମିଡିଆରେ ଶେୟାର କଲେ ଲଭ୍‌ଷ୍ଟୋରୀ

ରୁଷିଆର ଜଣେ ୨୪ ବର୍ଷୀୟା ଯୁବତୀଙ୍କ ଅଜବ ପ୍ରେମ ସମ୍ପର୍କରେ ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ଯୁବତୀ ଜଣଙ୍କ ମଣିଷ ପ୍ରତି ଆକର୍ଷିତ ନୁହନ୍ତି ବରଂ ନିର୍ଜୀବ ବସ୍ତୁ ପ୍ରତି ଅଧିକ ଆକର୍ଷିତ। ଏହା କେବଳ ସାଧାରଣ…

କାର ପରିବର୍ତ୍ତେ ଭଡ଼ା ଗାଡ଼ିରେ ଯିବାଆସିବା କରନ୍ତି ଏହି ପ୍ରସିଦ୍ଧ ଅଭିନେତାଙ୍କ ମା’ବାପା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଅଭିନେତା ଜନ୍‌ ଅବ୍ରାହମ୍‌ ଇତିମଧ୍ୟରେ ୪୮ ବର୍ଷର ହୋଇଯାଇଛନ୍ତି। ଆଜି ହେଉଛି ତାଙ୍କ ଜନ୍ମଦିନ। ଡିସେମ୍ବର ୧୭, ୧୯୭୨ରେ କେରଳର କୋଚିରେ ସେ ଜନ୍ମଗ୍ରହଣ କରିଥିଲେ। ଜଣେ ମଡେଲ ଭାବେ କ୍ୟାରିୟର ଆରମ୍ଭ କରିଥିଲେ ଜନ୍‌। ପରେ ସେ ବିଜ୍ଞାପନରେ…

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ଏହି କ୍ରିକେଟର

କରାଚି,୧୭।୧୨: ପାକିସ୍ତାନର ବାମହାତୀ ଦ୍ରୁତ ବୋଲର ମହମ୍ମଦ ଆମିର ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରି ପ୍ରଶଂସକଙ୍କୁ ଚମକାଇ ଦେଇଛନ୍ତି। ଏଥିସହ ସେ ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ପିସିବି) ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି। ତେବେ…

ଉଡ଼ାଣ ପୂର୍ବରୁ ବିମାନ ଉପରେ ଚଢ଼ିଗଲେ ଏହି ବ୍ୟକ୍ତି: ଗୋଡ଼ରୁ ଚପଲ କାଢ଼ି ବସି ରହିଲେ; ଆଉ ତା’ ପରେ..

ଉଡାଣ ପୂର୍ବରୁ ବିମାନର ଡେଣା ଉପରେ ଚଢ଼ିଗଲେ ଜଣେ ବ୍ୟକ୍ତି। ଲସ୍‌ ଭେଗାସର ମେକ୍‌କେରନ୍‌ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଶେଷରେ ଉକ୍ତ ବ୍ୟକ୍ତି ଆଲେଜାନ୍ଦ୍ରୋ କାର୍ଲସନଙ୍କୁ ଗିରଫ କରାଯାଇଛି। ଓରେଗନ ଯିବା ଲାଗି ବିମାନ ପ୍ରସ୍ତୁତ…

ମାର୍କେଟକୁ ଆସିଲା ଧୋନୀଙ୍କ ଫାର୍ମର ପରିବା, ବନ୍ଧାକୋବି କିଲୋ ପ୍ରତି ରହିଛି…

କ୍ରିକେଟରେ ଏକ ଚମତ୍କାର ଇନିଂସ ଖେଳିବା ପରେ ବର୍ତ୍ତମାନ ମହେନ୍ଦ୍ର ସିଂ ଧୋନୀ ବ୍ୟବସାୟରେ ତାଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ସେ ଏକ ଫାର୍ମ ହାଉସ୍‌ କରି ଜୈବିକ ପ୍ରଣାଳୀରେ ଚାଷ କରୁଛନ୍ତି। ତାଙ୍କ ଫାର୍ମର ପନିପରିବା ବର୍ତ୍ତମାନ ବଜାରରେ…

ସିଏମ୍‌ଏସ୍‌-୦୧ ଉପଗ୍ରହ ଉତ୍‌କ୍ଷେପଣ କଲା ଇସ୍ରୋ: ବଢିବ ଟିଭି, ମୋବାଇଲ ସିଗ୍‌ନାଲ

ହାଇଦ୍ରାବାଦ,୧୭ ।୧୨: ଇସ୍ରୋ ପକ୍ଷରୁ ମୋବାଇଲ ଫୋନ ଓ ଟେଲିଭିଜନର ସିଗନାଲ ବୃଦ୍ଧି କରିବାକୁ କମ୍ୟୁନିକେଶନ ସାଟେଲାଇଟ ସିଏମ୍‌ଏସ୍‌-୦୧କୁ ପିଏସ୍‌ଏଲ୍‌ଭି ସି୫୦ ରକେଟରୁ ଲଞ୍ଚ କରାଯାଇଛି । ଗୁରୁବାର ଦ୍ୱିପ୍ରହରରେ ଏହି ସାଟେଲାଇଟକୁ ଚେନ୍ନାଇଠାରୁ ୧୨୦ କିଲୋମିଟର ଦୂର ଶ୍ରୀହରିକୋଟା ସ୍ଥିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri