Posted inଖେଳ

ଆରସିବିକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଲେ ମ୍ୟାକ୍ସଓ୍ବେଲ

ଚେନ୍ନାଇ, ୧୪ା୪- ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ଅର୍ଦ୍ଧଶତକ ଯୋଗୁ ସନରାଇଜର୍ସ ହାଇଦ୍ରାବାଦ୍‌ ଆଗରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଛିଡ଼ା କରିଛି ସମ୍ମାନଜନକ ଟାର୍ଗେଟ। ୪୧ ବଲର ସମ୍ମୁଖୀନ ହୋଇଥିବା ମ୍ୟାକ୍ସଓ୍ବେଲ ଖେଳିଥିଲେ ୫୯ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ। ତାଙ୍କ ପାଳିରେ ଥିଲା ୫ ଚୌକା ଓ ୩ ଛକା। କେବଳ ବିରାଟ କୋହଲି (୩୩)ଙ୍କୁ ଛାଡ଼ି ଦେଲେ ଫେଲ୍‌ ମାରିଥିଲେ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ। ଫଳରେ ଆରସିବି ୨୦ ଓଭରରେ ୮ ଉଇକେଟ ହରାଇ ୧୪୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଜାସନ ହୋଲ୍ଡର ୩ ଓ ରଶିଦ ଖାଁ ୨ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ ନା ଗାଙ୍ଗୁଲୀ: ସଚିନ ତେନ୍ଦୁଲକରଙ୍କ ବେଷ୍ଟ ଅଧିନାୟକ କିଏ? ନିଜେ କଲେ ବଡ଼ ଖୁଲାସା!

ନୂଆଦିଲ୍ଲୀ, ୪।୧୧: ସୌରଭ ଗାଙ୍ଗୁଲୀ କି ଏମ.ଏସ. ଧୋନୀ? ସଚିନ ତେନ୍ଦୁଲକରଙ୍କୁ ଯେତେବେଳେ ପଚରାଗଲା ଯେ କେଉଁ ଖେଳାଳିଙ୍କ ଅଧିନାୟକତ୍ୱରେ ଖେଳି ତାଙ୍କୁ ସବୁଠାରୁ ଭଲ ଲାଗିଲା,…

ଆଜି ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ: ପୂରୀ ଜାଉଥିଲେ ସନ୍ଧ୍ୟା ୬ରୁ…

ପୁରୀ, ୪।୧୧: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ରାତି…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଚେତାବନୀ ଦେଲେ ସଚିନ ତେନ୍ଦୁଲକର: ଚୟନକର୍ତ୍ତାଙ୍କୁ କଲେ ଟାର୍ଗେଟ, ମାତ୍ର ୧୫ ବର୍ଷ ବୟସରୁ…

ନୂଆଦିଲ୍ଲୀ,୪।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଟି-୨୦ ଦଳରେ ସାମିଲ ହୋଇଥିବା ବୈଭବଙ୍କୁ ମାତ୍ର ୨ଟି ମ୍ୟାଚ ଖେଳିବାର ସୁଯୋଗ ମିଳିଥିଲା। ଏଥିମଧ୍ୟରୁ ଗୋଟିଏ ମ୍ୟାଚ୍‌ରେ ସେ ନିଜ…

ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରାଙ୍କ ପରଲୋକ: ଝୁରୁଛି କଳାହାଣ୍ଡି

ଭବାନୀପାଟଣା,୪।୧୧(ଉତ୍ତମ କୁମାର ଦାଶ):କଳାହାଣ୍ଡିର ପୂର୍ବତନ ମନ୍ତ୍ରୀ ତଥା ସାଂସଦ ରାସ ବିହାରୀ ବେହେରାଙ୍କ ୮୮ ବର୍ଷ ବୟସରେ ମଙ୍ଗଳବାର ବିଳମ୍ବିତ ରାତିରେ ଭବାନୀପାଟଣାସ୍ଥିତ ବାସ ଭବନରେ ପରଲୋକ…

ଧନ ମାଗୁଅଛି-ଜନ ମାଗୁଅଛି

ଜୀବନ ପ୍ରବାହର ଗତିପଥକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ପାଇଁ ମଣିଷ ଅନେକ କିଛି ଆପଣେଇ ନେଇଥାଏ, ଭୁଲ ଠିକ୍‌ର ନିର୍ଣ୍ଣୟ କରି ସମୟୋଚିତ ପଦକ୍ଷେପ ମଧ୍ୟ…

ବାତ୍ୟା ‘ଅର୍ଣ୍ଣବ’ ପରେ ପିଇବା ପାଣି ପାଇଁ ହାହାକାର: ୨୦୦ ପରିବାର ହନ୍ତସନ୍ତ

ଦାରିଙ୍ଗବାଡ଼ି, ୪/୧୧ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ ପରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଜନଜୀବନ। କେଉଁଠି ରାସ୍ତା ବିଚ୍ଛିନ୍ନ ତ ଆଉ କେଉଁଠି ଭୂସ୍ଖଳନ। ଅନ୍ୟପଟେ ବିଦ୍ୟୁତ୍‌ ସଂଯୋଗ…

ଚିଠା ତାଲିକାରୁ ନାଁ କଟିଥିଲେ ଫର୍ମ-୬ ଦାଖଲ କରିପାରିବେ ଭୋଟର

ନୂଆଦିଲ୍ଲୀ,୪ା୧୧: ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ଚିଠା ତାଲିକାରୁ ପୁରୁଣା ଭୋଟରଙ୍କ ନାମ କଟିଥିଲେ, ସେମାନେ ନିଜ ନାମ ଯୋଡ଼ିବା ପାଇଁ ଫର୍ମ-୬…

IND vs NZ: ବଡ଼ ନିଷ୍ପତ୍ତି ନେଲେ ଅଧିନାୟକ ଶୁଭମନ: ଏହି ଷ୍ଟାର୍‌ ଖେଳାଳି ପଡିଲେ ବାଦ୍‌, ଦେଖନ୍ତୁ କିଏ ପାଇଲେ ସ୍ଥାନ

ନୂଆଦିଲ୍ଲୀ, ୪।୧୧: ଭାରତ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ଦିନିକିଆ ମ୍ୟାଚରେ ଟିମ ଇଣ୍ଡିଆ ୪ ଜଣ ଦ୍ରୁତ ବୋଲର ଏବଂ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?