ବାଧୁଛି କଟ୍ନୀ ଛଟ୍ନୀ
ଭଦ୍ରକ ଅଫିସ,୨।୧- ଭଦ୍ରକ ଜିଲାରେ ଚଳିତବର୍ଷ ଲକ୍ଷ୍ୟଧାର୍ଯ୍ୟଠାରୁ ଅଧିକ ଧାନ ଅମଳ ହୋଇଛି। ହେଲେ ଜିଲାର ଅଧିକାଂଶ ଅଞ୍ଚଳରେ ମଣ୍ଡି ଖୋଲାଯାଇ ନ ଥିବା ବେଳେ ଆଉ କେତେକ ସ୍ଥାନରେ କଟ୍ନୀ ଛଟ୍ନୀର ଶିକାର ହେଉଛନ୍ତି ଚାଷୀ। ଯେଉଁଥିପାଇଁ ଭଦ୍ରକର ଚାଷୀମାନେ…
ଶୀତଦିନେ ଆଜ୍ମା ସମସ୍ୟାରୁ ମୁକ୍ତି ପାଇଁ…
କେତେକଙ୍କଠାରେ ଆଜ୍ମା ସମସ୍ୟା ଦେଖାଦେଇଥାଏ। ଅଧିକ ଥଣ୍ଡା ପଡ଼ିଲେ କିମ୍ବା ଧୁଳି ଉଡ଼ିଲେ ଏହି ସମସ୍ୟା ବୃଦ୍ଧି ପାଇଥାଏ। କିଛି ଲୋକ ଖରାରେ ବୁଲି ବାହାରିଲେ ମଧ୍ୟ ସେମାନଙ୍କଠାରେ ଏଭଳି ସମସ୍ୟା ଦେଖାଦେଇଥାଏ। ଶୀତଦିନେ ଏଭଳି ସମସ୍ୟା ବଢ଼ିଯାଇଥାଏ। ଆଜ୍ମା ସମସ୍ୟାରେ…
ହନୁମାନଙ୍କୁ ସମ୍ମାନ ଜଣାଇ ଆପଣାଛାଏଁ ଅଟକି ଯାଏ ଟ୍ରେନ୍…
ମଧ୍ୟପ୍ରଦେଶ ଶାଜାପୁର ଅନ୍ତର୍ଗତ ବୋଲାଇ ଗାଁରେ ରହିଛି ପ୍ରଭୁ ସିଦ୍ଧବୀର ଖେଡ଼ାପତି ହନୁମାନଙ୍କ ମନ୍ଦିର। ମନ୍ଦିରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ରହିଛି ରତଲାମ୍-ଭୋପାଳ ରେଲଓ୍ବେ ଟ୍ରାକ୍। ଏଠାରେ ପ୍ରଭୁ ହନୁମାନଙ୍କୁ ସମ୍ମାନ ଜଣାଇ ଟ୍ରେନ୍ ଆପଣାଛାଏଁ ଅଟକିଯାଇଥାଏ ବୋଲି ଲୋକେ…
‘ବ୍ରିଟେନ ଫେରନ୍ତାଙ୍କଠାରେ ନୂଆ ଷ୍ଟ୍ରେନ୍ ନାହିଁ’
ଭୁବନେଶ୍ୱର, ୧।୧(ବ୍ୟୁରୋ)- ଓଡ଼ିଶା ଆସିଥିବା ବ୍ରିଟେନ ଫେରନ୍ତାଙ୍କଠାରେ ଏଯାଏ କରୋନାର ନୂଆ ଷ୍ଟ୍ରେନ୍ ଠାବ ହୋଇନାହିଁ। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଶୁକ୍ରବାର ସୂଚନା ଦେଇଛନ୍ତି। ରାଜ୍ୟକୁ…
ଓଡ଼ିଶାରେ ୭୦ ଲକ୍ଷ ଟପିଲା କୋଭିଡ୍ ଟେଷ୍ଟ
ଭୁବନେଶ୍ୱର,୧ା୧- ରାଜ୍ୟରେ କୋଭିଡ୍ ଟେଷ୍ଟ ସଂଖ୍ୟା ଶୁକ୍ରବାର ୭୦ ଲକ୍ଷ ପାର କରିଛି। ଏ ନେଇ ଟୁଇଟର ଯୋଗେ ସୂଚନା ଦିଆଯାଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୭୦,୦୫,୨୫୧ ଟେଷ୍ଟ କରାଯାଇଥିବାବେଳେ ୩,୨୯,୮୮୬ ପଜେଟିଭ ଚିହ୍ନଟ…
ବୃଦ୍ଧଙ୍କୁ କଚାଡ଼ି ମାରିଲା ହାତୀ
ଚିତ୍ରଡ଼ା,୧ା୧(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତର କାଳିଆନାଳ ଗ୍ରାମରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାମ ଦେହୁରୀ। ଏନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଅପରାହ୍ନ ୫ଟାରେ…
ଗ୍ୟାସ୍ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟି ନେଲେ ୧. ୩୧ ଲକ୍ଷ ଟଙ୍କା
ସୋର, ୧ା୧(ଡି.ଏନ୍.ଏ.)- ବାଲେଶ୍ୱର ଜିଲା ସୋର ବ୍ଲକ ଅଧୀନ ମୁଳିସିଂ ରାସ୍ତା ଲେଭଲକ୍ରସିଂ ନିକଟରେ ଗୁରୁବାର ରାତିରେ ୩ଜଣ ଗ୍ୟାସ୍ କର୍ମଚାରୀ ଗୋଦାମରେ ଗାଡ଼ି ରଖି ଫେରୁଥିବା ବେଳେ ବିଲ ମଝିରେ ଛକି ବସିଥିବା ୫ରୁ ୬ଜଣ ଦୁର୍ବୃତ୍ତ ମାରଣାସ୍ତ୍ରରେ ଆକ୍ରମଣ…
୨ ଯୁବକଙ୍କୁ ଅପହରଣ: ଥାନାରେ ମାମଲା
ବଡ଼ଗାଁ,୧।୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଝାରମୁଣ୍ଡା ଗାଁ ନିକଟ ଡ୍ୟାମଠାରେ ଭୋଜି କରିବାକୁ ଯାଇଥିବା ଝାରମୁଣ୍ଡା ଗ୍ରାମର ୧୦ଜଣ ଯୁବକଙ୍କୁ ସନ୍ଧ୍ୟା ସାଢ଼େ ୫ଟାରେ ମାଡ ମାରିବା ସହିତ ଭୂଜାଲିରେ ଆକ୍ରମଣ ହୋଇଛି। ଫଳରେ ୩ଜଣ ଆହତ ହୋଇଥିଲା…
ସରକାରୀ ବସ୍କୁ ଧକ୍କା ଦେଲା ସ୍କର୍ପିଓ, ୩ ଗୁରୁତର
ସୁନ୍ଦରଗଡ,୧।୧(ଡି.ଏନ୍.ଏ)- ସୁନ୍ଦରଗଡ଼ ସହର ଉପକଣ୍ଠ ରାଣୀବଗିଚା ବାଇପାସ ଛକଠାରେ ଶୁକ୍ରବାର ସନ୍ଧ୍ୟାରେ ଦୁର୍ଘଟଣା ଘଟିଛି। ରାଉରକେଲାରୁ ଆସିକା ଯାଉଥିବା ସରକାରୀ ଯାତ୍ରୀବାହୀ ବସ୍କୁ ଝାରସୁଗୁଡା ପଟୁ ସହର ମଧ୍ୟକୁ ପ୍ରବେଶ କରୁଥିବା ଏକ ସ୍କର୍ପିଓ ନିୟନ୍ତ୍ରଣ ହରାଇ ଧକ୍କା ଦେଇଥିଲା ଫଳରେ…
ପାକିସ୍ତାନରେ ନିର୍ମାଣ ହେବ ମନ୍ଦିର, ପାଣ୍ଠି ଯୋଗାଇବେ ସରକାର
କରାଚୀ,୧ା୧- ପାକିସ୍ତାନର ଉତ୍ତରପଶ୍ଚିମ ପ୍ରଦେଶ ଖାଇବର ପାଖତୁଖ୍ବାରେ ଚଳିତ ସପ୍ତାହରେ ମୁସଲମାନ ଗୋଷ୍ଠୀ ଏକ ମନ୍ଦିରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ଏହାକୁ କେନ୍ଦ୍ର କରି ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଘୋଷାଡ଼ି ଥିଲା ଭାରତ। ଏହାର…
ଆଲୋଚନା ବିଫଳ ହେଲେ ଆନ୍ଦୋଳନ ଜୋରଦାର
ନୂଆଦିଲ୍ଲୀ,୧।୧: ରାଜଧାନୀର ସିଙ୍ଗୁ ସୀମା ବିକ୍ଷୋଭ ସ୍ଥଳରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ୪ ତାରିଖରେ କେନ୍ଦ୍ର ସରକାରଙ୍କ ସହ ହେବାକୁ ଥିବା ପରବର୍ତ୍ତୀ ବୈଠକ ପୂର୍ବରୁ ଚେତାବନୀ ଦେଇଛନ୍ତି କୃଷକ ନେତା।…
ରାଜ୍ୟରେ ସୁସ୍ଥ ହେଲେ ୩୦୧ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧ା୧- ରାଜ୍ୟରେ ଶୁକ୍ରବାର ୩୦୧ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୭୩୩ରେ ପହଞ୍ଚିଛି।ସୁନ୍ଦରଗଡ଼ ଜିଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୫୮ ଜଣ। ସେହିଭଳି ଅନୁଗୁଳରୁ ୪୧, ନୂଆପଡ଼ାରୁ ୨୭,…
Archives


