Home Left

୩୦କୋଟି ଲୋକଙ୍କୁ ମାଗଣା କରୋନା ଭ୍ୟାକ୍ସିନ ଦେବେ ମୋଦି ସରକାର!

ନୂଆଦିଲ୍ଲୀ,୨ ।୧: ସମଗ୍ର ଦେଶରେ ଶନିବାରଠାରୁ କୋଭିଡ ଟିକାକରଣର ଡ୍ରାଏ ରନ୍ ଆରମ୍ଭ ହୋଇଛି । ହେଲେ ଇତିମଧ୍ୟରେ ଜଣାପଡିଛି କି ମୋଦି ସରକାର କେବଳ ୩୦ କୋଟି ଲୋକଙ୍କୁ ମାଗଣା ଭ୍ୟାକ୍ସିନ ଯୋଗାଇ ଦେବେ । ତେବେ ସମଗ୍ର ଦେଶବାସୀଙ୍କୁ…

ଭାଜପାରେ ଶୁଭେନ୍ଦୁଙ୍କ ଭାଇ

କୋଲକାତା, ୨।୧: ନିକଟରେ ଭାଜପାରେ ଯୋଗଦେଇଥିବା ପଶ୍ଚିମବଙ୍ଗର ପୂର୍ବତନ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ତଥା ଟିଏମ୍‌ସି ନେତା ସୌମେନ୍ଦୁଙ୍କ ସମେତ ୧୪ ଜଣ କାଉନ୍‌ସିଲର ଏବଂ ଅନେକ ଦଳୀୟ କର୍ମୀ ନୂଆବର୍ଷରେ ପଦ୍ମ ଧରିଛନ୍ତି। ସୌମେନ୍ଦୁ ତୃଣମୂଳ କଂଗ୍ରେସ…

ପୁଅ, ମନ୍ତ୍ରୀଙ୍କଠାରୁ ଗରିବ ନୀତୀଶ

ପାଟନା, ୨।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ପୁଅ ନିଶାନ୍ତ ଏପରିକି କ୍ୟାବିନେଟ ମନ୍ତ୍ରୀଙ୍କଠାରୁ ଗରିବ। ସର୍ବସାଧାରଣଙ୍କ ଅବଗତି ନିମନ୍ତେ ନୀତୀଶ ଓ ତାଙ୍କ ସରକାରର ମନ୍ତ୍ରୀମାନେ ଦେଇଥିବା ବ୍ୟକ୍ତିଗତ ସମ୍ପତ୍ତି ସୂଚନାରୁ ଏହା ଜଣାପଡିଛି। କ୍ୟାବିନେଟ ସେକ୍ରେଟେରିଏଟ୍‌ ୱେବ୍‌ସାଇଟରେ…

ବିଦେଶୀଙ୍କୁ ରୋକିବାକୁ ଶେଷ ଉଦ୍ୟମ

ଓ୍ବାଶିଂଟନ, ୨।୧(ପି.ଟି.): ହ୍ବାଇଟ୍‌ ହାଉସ୍‌ ଛାଡ଼ିବାର ୨୦ ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଶରେ ବାହାର ଲୋକଙ୍କ ପ୍ରବେଶ ରୋକିବା ଲାଗି ଶେଷ ପଦକ୍ଷେପ ନେଇଛନ୍ତି। ଏଚ୍‌-୧ବି ଭିଜା ସହ ଅନ୍ୟାନ୍ୟ ଓ୍ବାର୍କିଂ ଭିଜା ଅଚଳ ଅବଧିକୁ ସେ…

ଫ୍ରାନ୍ସ ନାଗରିକତ୍ୱ ଚାହାନ୍ତି ବୋରିସ୍‌ଙ୍କ ପିତା

ପ୍ୟାରିସ୍‌, ୨।୧: ୟୁରୋପୀୟ ୟୁନିୟନରୁ ବ୍ରିଟେନ ଅଲଗା ହେବାପରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ପିତା ଷ୍ଟାନଲି ଜନସନ୍‌ ଫ୍ରାନ୍ସର ନାଗରିକ ହେବା ପାଇଁ ଇଚ୍ଛା କରିଛନ୍ତି। ଏଥିପାଇଁ ସେ ଆବେଦନ କରିଥିବା ଏକ ଫରାସୀ ରେଡିଓରେ ସାକ୍ଷାତ୍‌କାର ଦେବା ବେଳେ ପ୍ରକାଶ…

ନୂଆବର୍ଷରେ ଜନ୍ମନେଲେ ୬୦ ହଜାର

ନୂଆଦିଲ୍ଲୀ, ୨ା୧: ନୂତନ ବର୍ଷର ପ୍ରଥମ ଦିନରେ ଭାରତରେ ଭୂମିଷ୍ଠ ହୋଇଛନ୍ତି ୬୦ ହଜାର ଶିଶୁ। ନବବର୍ଷ ପହିଲାରେ ବିଶ୍ୱରେ ୩ ଲକ୍ଷ ୭୧ ହଜାର ଶିଶୁ ଜନ୍ମ ନେବେ ବୋଲି ୟୁନିସେଫ୍‌ ପକ୍ଷରୁ ଆକଳନ କରାଯାଇଥିବାବେଳେ ଏହି ସଂଖ୍ୟାରେ ଭାରତ…

ଶୀତଦିନେ ଗରମପାଣିରେ ଗାଧୋଉଛନ୍ତି କି? ପଡ଼ିପାରେ ଏସବୁ କୁପ୍ରଭାବ

ବର୍ତ୍ତମାନ ଚାରିଆଡ଼େ ଶୀତର ଲହରି। ଏଥିରୁ ରକ୍ଷା ପାଇବା ପାଇଁ କିଛି ଲୋକଙ୍କର ଗରମପାଣିରେ ଗାଧୋଇବାର ଅଭ୍ୟାସ ଥାଏ। ମାତ୍ର ଗରମପାଣିରେ ଗାଧୋଇଲେ ସ୍ବାସ୍ଥ୍ୟ ପ୍ରତି କୁପ୍ରଭାବ ପଡ଼େ ବୋଲି ଅନେକେ ଜାଣି ନ ଥିବେ। ଆମେରିକାର ଏକ ସ୍ବାସ୍ଥ୍ୟ ବିଶେଷଜ୍ଞ…

କନ୍ୟାସନ୍ତାନର ଜନକ ହେଲେ ଉମେଶ

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆ ଗସ୍ତରେ ଆହତ ସମସ୍ୟା ମଧ୍ୟରେ ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବଙ୍କ ପାଇଁ ନୂଆ ବର୍ଷର ପ୍ରଥମ ଦିନରେ ଆସିଛି ଖୁସି ଖବର। ସ୍ତ୍ରୀ ତାନ୍ୟା ଓ୍ବାଧଓ୍ବା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବାରୁ ଉମେଶ ଟୁଇଟର ମାଧ୍ୟମରେ…

ରୋହିତ ଉପଅଧିନାୟକ

ନୂଆଦିଲ୍ଲୀ, ୨।୧(ପି.ଟି.)- ସିନିୟର ଓପନର ରୋହିତ ଶର୍ମା କ୍ୟାରିୟରରେ ପ୍ରଥମଥରପାଇଁ ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଉପଅଧିନାୟକ ମନୋନୀତ ହୋଇଛନ୍ତି। ଚେତେଶ୍ୱର ପୂଜାରାଙ୍କ ସ୍ଥାନରେ ରୋହିତଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି। ଆଡିଲେଡ୍‌ରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟ ପରେ ନିୟମିତ…

ନୂଆବର୍ଷ: ପ୍ରଶଂସକଙ୍କୁ କୋହଲି, ଅନୁଷ୍କାଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ,୨।୧: ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଓ ତାଙ୍କ ସ୍ତ୍ରୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନୂଆବର୍ଷ ପାଇଁ ପ୍ରଶଂସକଙ୍କୁ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇଛନ୍ତି। ଅନୁଷ୍କା ନିଜର ଓ କୋହଲିଙ୍କର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।…

ବୁମ୍‌ରା ସବୁଠାରୁ ଚତୁର ଦ୍ରୁତ ବୋଲର: ଅଖ୍‌ତାର

ନୂଆଦିଲ୍ଲୀ,୨।୧(ପି.ଟି.): ଭାରତୀୟ ତାରକା ଦ୍ରୁତ ବୋଲର ଯଶ୍‌ପ୍ରୀତ ବୁମ୍‌ରାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପାକିସ୍ତାନ ପୂର୍ବତନ ପେସର ସୋଏବ ଅଖ୍‌ତର। ଏବେ ବୁମ୍‌ରା ବିଶ୍ୱର ସବୁଠାରୁ ସ୍ମାର୍ଟ ତଥା ଚତୁର ଦ୍ରୁତ ବୋଲର ବୋଲି ସେ କହିଛନ୍ତି। ବାୟୁରେ ସେ ପ୍ରତିପକ୍ଷ…

ବାଧୁଛି କଟ୍‌ନୀ ଛଟ୍‌ନୀ

ଭଦ୍ରକ ଅଫିସ,୨।୧- ଭଦ୍ରକ ଜିଲାରେ ଚଳିତବର୍ଷ ଲକ୍ଷ୍ୟଧାର୍ଯ୍ୟଠାରୁ ଅଧିକ ଧାନ ଅମଳ ହୋଇଛି। ହେଲେ ଜିଲାର ଅଧିକାଂଶ ଅଞ୍ଚଳରେ ମଣ୍ଡି ଖୋଲାଯାଇ ନ ଥିବା ବେଳେ ଆଉ କେତେକ ସ୍ଥାନରେ କଟ୍‌ନୀ ଛଟ୍‌ନୀର ଶିକାର ହେଉଛନ୍ତି ଚାଷୀ। ଯେଉଁଥିପାଇଁ ଭଦ୍ରକର ଚାଷୀମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri