ସୁରକ୍ଷା ପ୍ରାଚୀର ଭାଙ୍ଗି ନନ୍ଦନକାନନରେ ପଶିଲା ହାତୀ

ବାରଙ୍ଗ,୨।୫(ଡି.ଏନ୍‌.ଏ.): କିଛିଦିନର ବ୍ୟବଧାନ ପରେ ପୁଣି ମାତିଛି ମାକେନା ହାତୀ। ଚନ୍ଦକା ଜଙ୍ଗଲର ଏହି ମାକେନା ହାତୀ ଶନିବାର ବିଳମ୍ବିତ ରାତିରେ ନନ୍ଦନକାନନର ସୁରକ୍ଷା ପ୍ରାଚୀର ଭାଙ୍ଗି ନନ୍ଦନକାନନର ସୀମାକୁ ପଶିଥିବାର ରବିବାର ସକାଳେ ଦେଖିବାକୁ ମିଳିଥିଲା ାତେବେ ମାକେନା ନନ୍ଦନକାନନ ସୀମାରେ ଥିବା ଜଙ୍ଗଲରେ ରହିଯାଇଥିବା ବେଳେ ହାତୀ ସଫାରୀ ସହ ଜୀବଜନ୍ତୁ ଥିବା ଜାଗାପାଖକୁ ଆସି ନ ଥିବାର ଜଣାପଡିଛି। ପୂର୍ବରୁ ମାକେନା ନନ୍ଦନକାନନର ସୁରକ୍ଷା ପ୍ରାଚୀରଭାଙ୍ଗି ହାତୀ ସଫାରୀ ମଧ୍ୟକୁ ପଶି ବନ୍ଧା ହୋଇରହିଥିବା ହାତୀକୁ ଆକ୍ରମଣ ଓ ବିଭିନ୍ନ ଏନକ୍ଲୋଜର ପାଖକୁ ଯାଇ ପ୍ରାଚୀର ଓ ଗଛ ଭାଙ୍ଗିବାର ନଜିର ରହିଥିବାରୁ ସୌଭାଗ୍ୟବଶତଃ ଏକ ବଡ଼ ଦୁର୍ଘଟଣାରୁ ନନ୍ଦନକାନନ ବର୍ତ୍ତିଯାଇଥିବାର ଜଣାପଡ଼ିଛି ା ତେବେ ରବିବାର ସକାଳେ ଏହା ଜଣାପଡ଼ିବା ପରେ କର୍ମଚାରୀମାନେ ବିଭିନ୍ନ ଏନକ୍ଲୋଜର ବୁଲି ଠିକ୍‌ ଥିବାର ଦେଖିବା ପରେ ମାକେନାକୁ ଠାବ କରିବାକୁ ବାହାରିଥିଲେ ା ତେବେ ବାଘ ସଫାରୀ ପଛପଟ ଜଙ୍ଗଲରେ ମାକେନା ଥିବାର ଦେଖିବାକୁ ପାଇଥିବାବେଳେ ତାର ଗତିବିଧି ଉପରେ ନଜର ରଖିଥିବାର ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଅପହରଣ ପରେ ହତ୍ୟା

ପାଟପୁର,୨୭ା୫- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଟି.ଗୋବିନ୍ଦପୁର ପଞ୍ଚାୟତ ଲକ୍ଷ୍ମୀନାରାୟଣପୁର ଜଙ୍ଗଲରୁ ପାଟପୁର ପୋଲିସ ବୁଧବାର ଗଛରେ ବନ୍ଧା ହୋଇଥିବା ଅବସ୍ଥାରେ ଜଣେ...

ରାଷ୍ଟ୍ରୀୟ ଦଳିତ ପଛୁଆବର୍ଗ ମହାସଂଘର ପୁଣି ଧାରଣା

ବାରଙ୍ଗ, ୨।୧୦(ଡି.ଏନ୍‌.ଏ.): ଜମି ଜାଲିଆତି ନେଇ ନ୍ୟାଯ୍ୟ ଦାବି ନ ମିଳିବା ଓ ପ୍ରଶାସନ ପ୍ରତିଶ୍ରୁତି ଦେଇ ପୂରଣ କରୁ ନ ଥିବା ପ୍ରତିବାଦରେ ରାଷ୍ଟ୍ରୀୟ...

ଅପହୃତ ଗ୍ରାମବାସୀଙ୍କୁ ଛାଡିଦେଲେ ମାଓବାଦୀ

ମାଲକାନଗିରି,୮।୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ବଟେର ଗ୍ରାମରୁ ଶନିବାର ରାତିରେ ୫ ଜଣ ଗ୍ରାମବାସୀଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ। ମାଓବାଦୀମାନେ ସୋମବାର ୫ଜଣଙ୍କୁ ଛାଡିଦେଇଛନ୍ତି। ଫଳରେ...

ଏକଲପୁର ଫେରିଘାଟକୁ ନେଇ ବିବାଦ

ମହାକାଳପଡ଼ା,୨୩ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କଂସାର ଓ କଂସାର ବଡ଼ଦାଣ୍ଡୁଆ ପଞ୍ଚାୟତର ଗୋବରୀ ନଦୀ ଏକଲପୁର ଫେରିଘାଟରେ ଦୈନଦିନ ଯାତାୟାତ ପାଇଁ ବ୍ଲକ ପ୍ରଶାସନ...

ଜାଲ୍‌ ପଟ୍ଟା ଦେଇ ଲକ୍ଷାଧିକ ଟଙ୍କା ଠକେଇ

ରୂପ୍‌ସା,୨୩|୧( ଡିଏନଏ )  ନିଜକୁ ତହସିଲ କର୍ମଚାରୀ କହି ନକଲି ଜମି ପଟ୍ଟା ଦେଇ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି ଜଣେ ଯୁବକ। ଏମିତି ଏକ ଘଟଣା...

ଫୁଲବାଣୀରେ ୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ତୁଷାରପାତ

ଫୁଲବାଣୀ ଅଫିସ/ ଦାରିଙ୍ଗବାଡି, ୧୩ା୧(ଡି.ଏନ୍‌.ଏ.)-କନ୍ଧମାଳ ଜିଲାରେ ହାଡଭଙ୍ଗା ଶୀତ। ଶନିବାର ରାତିରୁ ରବିବାର ସକାଳ ସୁଦ୍ଧା ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ଏବଂ ଦାରିଙ୍ଗିବାଡିରେ...

କଟରା ରଶ୍ମିରଞ୍ଜନ ହତ୍ୟା ମାମଲା: ଆତ୍ମସମର୍ପଣ କଲେ ମାଷ୍ଟରମାଇଣ୍ଡ ମହାଦେବ

ତିର୍ତ୍ତୋଲ,୬ା୧୧(ଡି.ଏନ.ଏ.): ତିର୍ତ୍ତୋଲ ଥାନା ଅଧୀନ କଟରା ପଞ୍ଚାୟତ ଜଜାଙ୍ଗ ଗ୍ରାମର ରଶ୍ମିରଞ୍ଜନ ସ୍ବାଇଁ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ମହାଦେବ କାଣ୍ଡି ଥାନାରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ...

ଚିଲିକାରେ ଗଣା ହେଲେ ଡଲଫିନ୍‌

ବ୍ରହ୍ମଗିରି,୨୦।୧(ଡି.ଏନ.ଏ): ଚଳିତବର୍ଷ ଚିଲିକାର ବାହ୍ୟନାଳି ଅଞ୍ଚଳରେ ରବିବାର ଡଲ୍‌ଫିନ ଗଣନା କରାଯାଇଛି। ବନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଡବ୍ଲୁଡବ୍ଲୁଏଫ, ଓୟୁଏଟିର ଫରେଷ୍ଟ ବିଭାଗର ଛାତ୍ର,...

Advertisement
Archives

Model This Week