Home Left

ଅନନ୍ୟାଙ୍କ ବୋଲ୍ଡ ଲୁକ୍‌

ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ଅନନ୍ୟା ପାଣ୍ଡେ ନିଜର ଗ୍ଲାମରସ ଓ ଚୁଲବୁଲି ଅନ୍ଦାଜକୁ ନେଇ ବେଶ୍ ପରିଚିତ । ବଲିଉଡ୍‌ରେ ଏଣ୍ଟ୍ରି କରିବା ପରେ ଏବେ ସେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ସେ ବେଳେବେଳେ ତାଙ୍କର କିି…

ସ୍ତ୍ରୀଙ୍କ ଠାରୁ କମ୍‌ ରୋଜଗାର କରୁଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ନାନା ପାଟେକର ୧ ଜାନୁଆରୀ ୧୯୫୧ରେ ମହାରାଷ୍ଟ୍ରର କୋଲାବାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ବିଶ୍ୱନାଥ ପାଟେକର। ହିନ୍ଦୀ ବ୍ୟତୀତ ସେ ମରାଠୀ ସିନେମାରେ ମଧ୍ୟ ସେକାମ କରିଛନ୍ତି। ନାନା ତାଙ୍କର ଅଭିନୟ ପାଇଁ ବେଶ ପ୍ରସିଦ୍ଧ।…

ବିରାଟ କୋହଲି ଏମିତି ପାଳିଲେ ନୂଆବର୍ଷ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ ବନ୍ଧୁଙ୍କ ସହ ନୂଆବର୍ଷ ପାଳନ କରିଛନ୍ତି। ଏହି ସମୟର କିଛି ଫଟୋ କୋହଲି ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ଏହି ଫଟୋରେ କୋହଲିଙ୍କୁ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସମେତ ହାର୍ଦ୍ଦିକ ପାଣ୍ଡ୍ୟା…

ଏହି ଦେଶରେ ସୋଫା, ଚେୟାର ଫିଙ୍ଗା ଯାଇ ପାଳନ କରାଯାଏ ନବବର୍ଷ

ସାଧାରଣତଃ ଭୋଜିଭାତ, ନାଚଗୀତର ଆସରରେ ସମଗ୍ର ବିଶ୍ୱରେ ଇଂରାଜୀ ନବବର୍ଷକୁ ସ୍ବାଗତ କରାଯାଇଥାଏ। ମାତ୍ର ଦୁନିଆରେ ଏମିତି କିଛି ଦେଶ ବା ସ୍ଥାନ ଅଛି ଯେଉଁଠାରେ ନୂତନବର୍ଷକୁ ଅତି ଅଦ୍ଭୁତ ଢଙ୍ଗରେ ପାଳନ କରାଯାଇଥାଏ। କେଉଁଠି ଚେୟାର, ସୋଫା ଫିଙ୍ଗା ଯାଇଥାଏ…

କନ୍ୟା ସନ୍ତାନର ପିତା ହେଲେ ଏହି ଲୋକପ୍ରିୟ କ୍ରିକେଟର

ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ଦ୍ରୁତ ବୋଲର ଉମେଶ ଯାଦବଙ୍କ ଘରକୁ ଆସିଛି ନୂଆ ଅତିଥି। ଯାଦବଙ୍କ ପତ୍ନୀ ଶୁକ୍ରବାର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି। ଯାଦବଙ୍କ ଏକ…

ଯାଦବଙ୍କ ସ୍ଥାନରେ ନଟରାଜନ

ସିଡନୀ,୧।୧: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତୀୟ ଦଳରେ ପରିବର୍ତ୍ତନସ୍ବରୂପ ଉମେଶ ଯାଦବଙ୍କ ସ୍ଥାନରେ ଟି ନଟରାଜନଙ୍କୁ ସୁଯୋଗ ମିଳିଛି। ଯାଦବ ଆହତ ହୋଇଥିବା ଯୋଗୁ ତାଙ୍କ ସ୍ଥାନରେ ନଟରାଜନଙ୍କୁ ସାମିଲ କରାଯାଇଛି। ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଶାର୍ଦ୍ଦୁଳ ଠାକୁରଙ୍କୁ…

ଗଡ଼ିଲା ଆଉ ୮୪ଟି ୧୦୮ ଆମ୍ବୁଲାନ୍ସ

ଭୁବନେଶ୍ୱର, ୧।୧(ବ୍ୟୁରୋ): ରାଜ୍ୟରେ ଶୁକ୍ରବାରଠାରୁ ଗଡ଼ିଲା ଆଉ ୮୪ଟି ନୂଆ୧୦୮ ଆମ୍ବୁଲାନ୍ସ । ନୂଆ ବର୍ଷରେ ରାଜ୍ୟବାସୀଙ୍କୁ ଏହି ନୂଆ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରିଛନ୍ତି । ନିଜସ୍ବ ପାଣ୍ଠିରେ…

୧୫୦୦୦ ଫୁଟ ଉଚ୍ଚରେ ୨୦ ଡିଗ୍ରୀ ତାପମାତ୍ରାରେ ଦେଶର ସୀମା ଜଗିଛନ୍ତି ସୈନିକ

ଇଟାନଗର,୧।୧ : ଅରୁଣାଚଳର ତାଓ୍ବାଙ୍ଗ ସୀମାରେ ଦେଶର ସାହସୀ ସୈନିକମାନେ ୨୦ ଡିଗ୍ରୀ ତାପମାତ୍ରାରେ ୧୫୦୦୦ ଫୁଟ ତାପମାତ୍ରାରେ ଠିଆ ହୋଇଛନ୍ତି। ଚାଇନା ସୈନିକମାନେ ଯେପରି ପ୍ରବେଶ ନ କରନ୍ତି ସେଥିପାଇଁ ଦେଶର ସୁରକ୍ଷା କ୍ଷେତ୍ରରେ ଆଇଟିବିପି କର୍ମଚାରୀ ନିୟୋଜିତ ହୋଇଛନ୍ତି।…

ଭାରତୀୟ ଅଧିନାୟକଙ୍କ ପ୍ରଶଂସାରେ ଶତମୁଖ ଏହି ପାକିସ୍ତାନ କ୍ରିକେଟର: କହିଲେ ‘କୁଲ୍‌ କ୍ୟାପ୍‌ଟେନ୍‌’

ନୂଆଦିଲ୍ଲୀ,୧।୧: ଭାରତୀୟ ଦଳ ମେଲବର୍ନ ଟେଷ୍ଟକୁ ୮ ଉଇକେଟରେ ଜିତିି ଅଷ୍ଟ୍ରେଲିଆଠାରୁ ଆଡିଲେଡ୍‌ ଟେଷ୍ଟର ପ୍ରତିଶୋଧ ନେଇଥିଲା। କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେ ଦଳର ନେତୃତ୍ୱରେ ଦଳର ଏହି ବିଜୟ ଯୋଗୁ ସିରିଜ ଏବେ ୧-୧ ସମାନ ସ୍ତରରେ ପହଞ୍ଚିଛି। ତେବେ…

ଏହା ହେଉଛି ସୋନୁ ସୁଦଙ୍କ ଜୀବନର ସବୁଠାରୁ ବଡ଼ ସଫଳତା

ବଲିଉଡ୍‌ ଅଭିନେତା ସୋନୁ ସୁଦ ଲକ୍‌ଡାଉନ୍‌ରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସା କରାଯାଉଛି। ନିକଟରେ ତାଙ୍କ ଉପରେ ଏକ ପୁସ୍ତକ ଲେଖାଯାଇଛି, ଯାହାର ନାମ ରଖାଯାଇଛି ‘ଆଇ ଆମ୍‌ ନୋ ମସିହା’। ଏହି…

ବର୍ଷ ଆରମ୍ଭରୁ ଆଇଏଏସ୍‌ ସ୍ତରରେ ଅଦଳବଦଳ: ବଦଳିଲେ ପୁରୀ, କେନ୍ଦ୍ରାପଡ଼ା ଜିଲାପାଳ

ଭୁବନେଶ୍ୱର,୧ା୧(ବ୍ୟୁରୋ): ରାଜ୍ୟ ସରକାର ନୂଆବର୍ଷ ଆରମ୍ଭରୁ ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ଓଏମ୍‌ସି ଏମ୍‌ଡି ଥିବା ଆର୍‌.ଭିନିଲ କ୍ରିଷ୍ଣାଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ସହିତ ତାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସ୍ବତନ୍ତ୍ର ସଚିବ…

କରୋନା ଆକ୍ରାନ୍ତଙ୍କ ସହ ଡାକ୍ତରଖାନାରେ ଶାରୀରିକ ସମ୍ପର୍କ ରଖିଲେ ସ୍ବାସ୍ଥ୍ୟକର୍ମୀ, ଫଟୋ ଭାଇରାଲ ପରେ…

ଜାକର୍ତ୍ତା,୧।୧: ଇଣ୍ଡୋନେସିଆରେ ଜଣେ ସ୍ବାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଘଟଣା ସାମ୍ନାକୁ ଆସିବା ପରେ ଏହି ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କୁ ନିଲମ୍ବନ କରାଯିବା ସହ ଗିରଫ କରାଯାଇଛି। ଖବର ଅନୁଯାୟୀ, ଡାକ୍ତରଖାନା ଶୌଚାଳୟରେ ଦୁଇଜଣ ସମ୍ପର୍କ ସ୍ଥାପନ କରିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri