Posted inଜାତୀୟ

ମା’ଙ୍କୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ମୁହଁ ଲଗାଇ ଅକ୍ସିଜେନ ଦେଲେ ଝିଅ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୨।୫: ଉତ୍ତରପ୍ରଦେଶରେ ଅକ୍ସିଜେନ ଅଭାବ ନେଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥିତିରେ ବହରାଇଚ ଜିଲା ହସ୍ପିଟାଲରୁ ଏକ ଭିଡିଓ ଭାଇରାଲ ହୋଇଛି। ଯାହା ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଚାଲିଆସିବ।

ଯେତେବେଳେ ଆପଣାର ଲୋକ କିଏ ଅକ୍ସିଜେନ ଅଭାବରୁ ଯନ୍ତ୍ରଣାରେ ଛଟପଟ ହେଉଥାନ୍ତି ସେତେବେଳେ ବୁଦ୍ଧି ବାଟ କିଛି ଦିଶେନି। ନିଜ ଜୀବନକୁ ବାଜି ଲଗାଇବାକୁ ପଡ଼ିଥାଏ। ଏମିତି ଏକ କୋହଭରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଜଣେ ରୋଗିଣା ମା’ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତାଙ୍କ ଝିଅ ମୁହଁରେ ମୁହଁ ଲଗାଇ ଅକ୍ସିଜେନ ଦେଉଛନ୍ତି। ଭିଡିଓଟି ଦେଖି ଲୋକେ ଭାବବିହ୍ବଳ ହୋଇପଡୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ରାଜ୍ୟରେ ବାର୍ଡ ଫ୍ଲୁ ଜାରି: ୧୩ ରାଜ୍ୟରେ ଭୂତାଣୁ ଚିହ୍ନଟ

ନୂଆଦିଲ୍ଲୀ, ୩୧।୧: ଦେଶର ୧୦ ରାଜ୍ୟରେ ବାର୍ଡ ଫ୍ଲୁ ଜାରି ରହିଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ୧୩ ରାଜ୍ୟରେ କାଉ,...

ଦୁଇ ବଳାତ୍କାରୀଙ୍କୁ ନିସ୍ତୁକ ମାଡ଼ମାରି ଜାଳିଦେଲେ

ରାଞ୍ଚି,୧୦।୬: : ଝାଡ଼ଖଣ୍ଡର ଗୁମ୍‌ଲା ଜିଲାରେ ଦୁଇ ବଳାତ୍କାରୀଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ମାରି ନିଆଁ ଲଗାଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଫଳରେ ନିଆଁରେ ପୋଡ଼ି...

ବିଶିଷ୍ଟ ସାମାଜିକ କର୍ମୀ ଇଲା ଭଟ୍ଟଙ୍କ ପରଲୋକ

ନୂଆଦିଲ୍ଲୀ,୧୧।୨: ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ସାମାଜିକ କର୍ମୀ (ମହିଳା ଅଧିକାର କର୍ମୀ) ଏଲା ଭଟ୍ଟଙ୍କ ପରଲୋକ ଘଟିଛି। ସେ ୮୯ ବର୍ଷ ବୟସରେ ଅହମ୍ମଦାବାଦର...

ଏପରି ଚାକିରି ଯେଉଁଠି ଶୋଇଲେ ମିଳେ ଦରମା ୧୩ ଲକ୍ଷ…

ନାସା ପକ୍ଷରୁ କେତେକ ସମୟରେ ଏକ ଚାକିରୀର ବିଜ୍ଞାପନ ଦିଆଯାଇଥାଏ। ଏଥିରେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ୭୦ ଦିନ ପାଇଁ କେବଳ ଶୋଇବାକୁ ପଡ଼ିବ। ନାସା...

ମୋଦିଙ୍କ ବିଜୟ ଖୁସି: ହୋଟେଲରେ ୩ ଘଣ୍ଟା ମିଳିଲା ମାଗଣା ଜଳଖିଆ

ବିଳାସପୁର,୨୫।୫: ଛତିଶଗଡ଼ ବିଳାସପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟରେ ଆନନ୍ଦିତ ହୋଇ ଜଣେ ଭାଜପା କର୍ମକର୍ତ୍ତା ଏକ ଜଳଖିଆ ଦୋକାନରେ ୩ ଘଣ୍ଟା ଖାଦ୍ୟ ସାମଗ୍ରୀ...

ବଦଳିଲା ଅନ୍ତର୍ଜାତୀୟ ବିମାନଯାତ୍ରାର ଗାଇଡଲାଇନ

ନୂଆଦିଲ୍ଲୀ,୨୬ ।୩: କରୋନା ମହାମାରୀ ସଂକ୍ରମଣ କମି ଆସିଥିବା ବେଳେ ଏବେ ଅନ୍ତର୍ଜାତୀୟ ବିମାନ ଯାତ୍ରାର ଗାଇଡ ଲାଇନରେ କିଛି ପରିବର୍ତ୍ତନ କରାଯାଇଛି । ଏବେ...

ପୀୟୂଷଙ୍କୁ ଚିଠି ଲେଖିଲେ ଶୁଭେନ୍ଦୁ, ଲୋକଙ୍କୁ ବୋକା ବନାଉଛନ୍ତି ମମତା ଦିଦି …

କୋଲକାତା,୧୬।୧୦ : ପଶ୍ଚିମବଙ୍ଗର ନନ୍ଦିଗ୍ରାମର ଭାଜପା ବିଧାୟକ ଶୁଭେନ୍ଦୁ ଅଧିକାରୀ ଗ୍ରାହକ ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଏକ ଚିଠି ଲେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ...

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ଆରବିଆଇର ପୂର୍ବତନ ଗଭର୍ନର

ନୂଆଦିଲ୍ଲୀ,୧୪।୧୨: ରାଜସ୍ଥାନର ସୱାଇ ମାଧୋପୁରରୁ କଂଗ୍ରେସର ପଦ ଯାତ୍ରା ବୁଧବାର ଆରମ୍ଭ ହୋଇଛି। ଏହି ଯାତ୍ରାରେ ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ନର ରଘୁରାମ...

Advertisement
Archives

Model This Week