ଆସିଫଙ୍କ ବଡ଼ ଖୁଲାସା: ନିଜକୁ ୧୭-୧୮ ବର୍ଷ କହୁଥିବା ପାକିସ୍ତାନର ବୋଲର୍ ବାସ୍ତବରେ ୨୭-୨୮ ବର୍ଷ ବୟସ୍କ
କରାଚି,୨।୧: କ୍ରିକେଟରେ ଖେଳାଳିଙ୍କ ବୟସଜନିତ ଠକେଇ ବେଶ ଚିନ୍ତାର ବିଷୟ ପାଲଟେ। ବର୍ତ୍ତମାନ ସମୟରେ ପାକିସ୍ତାନ କ୍ରିକେଟର ଅନେକ ଖେଳାଳି ବୟସକୁ ନେଇ ରାଡାରରେ ଅଛନ୍ତି। ତେବେ ନିଜକୁ ୧୭-୧୮ ବର୍ଷ ବୟସର ବୋଲି ଦାବି କରୁଥିବା କିଛି ପାକିସ୍ତାନୀ ବୋଲର୍…
ଏହି ଦେଶରେ ବିଭିନ୍ନ ରଙ୍ଗର ଅନ୍ତଃବସ୍ତ୍ର ଟଙ୍ଗା ଯାଇ ପାଳନ କରାଯାଏ ନୂଆବର୍ଷ, କାରଣ ଜାଣିଲେ…
ସାଧାରଣତଃ ଭୋଜିଭାତ, ନାଚଗୀତର ଆସରରେ ସମଗ୍ର ବିଶ୍ୱରେ ଇଂରାଜୀ ନବବର୍ଷକୁ ସ୍ବାଗତ କରାଯାଇଥାଏ। ମାତ୍ର ଦୁନିଆରେ ଏମିତି କିଛି ଦେଶ ବା ସ୍ଥାନ ଅଛି ଯେଉଁଠାରେ ନୂତନବର୍ଷକୁ ଅତି ଅଦ୍ଭୁତ ଢଙ୍ଗରେ ପାଳନ କରାଯାଇଥାଏ। କେଉଁଠି ଚେୟାର, ସୋଫା ଫିଙ୍ଗା ଯାଇଥାଏ…
ଭାଜପାର କରୋନା ଭ୍ୟାକ୍ସିନ ଉପରେ ଭରସା ନାହିଁଁ : ଅଖିଳେଶ
ଲକ୍ଷ୍ନୌ,୨ ।୧: କରୋନା ମହାମାରୀକୁ ନେଇ ରାଜନୀତି ମୁଣ୍ଡ ଟେକିବା ଏକ ସାଧାରଣ କଥା ଥିବା ବେଳେ ଏବେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏହାକୁ ଏନ ନୂଆ ରଙ୍ଗ ଦେଇଛନ୍ତି ।…
ପ୍ରେମିକ କରନ୍ କୁନ୍ଦ୍ରାଙ୍କଠାରୁ ଅଲଗା ହେଲେ ଅନୁଷା, କହିଲେ ‘ପ୍ରେମରେ ମିଳିଛି ପ୍ରତାରଣା’
ବମ୍ବେ: ପ୍ରେମିକ କରନ୍ କୁନ୍ଦ୍ରାଙ୍କଠାରୁ ଅଲଗା ହୋଇଛନ୍ତି ଅନୁଷା ଦାଣ୍ଡେକର। ଦୀର୍ଘ ପାଞ୍ଚ ବର୍ଷ ଧରି ଉଭୟ ଡେଟ୍ କରୁଥିଲେ। ଏଣୁ ୨୦୨୦ରେ ହଠାତ୍ ସେମାନଙ୍କ ବ୍ରେକ୍ଅପ୍ ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା। ସବୁକିଛି ଠିକ୍ ଚାଲିଥିବା ବେଳେ କ’ଣ ପାଇଁ…
ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଏହି କ୍ରିକେଟର
ଇଂଲଣ୍ଡର ଭେଟେରାନ ବୋଲର ଷ୍ଟୁଆର୍ଟ ବ୍ରଡ୍ ନଜର ପ୍ରେମିକା ମୋଲି କିଙ୍ଗ୍ଙ୍କ ସହ ନିର୍ବନ୍ଧ କରିଛନ୍ତି। ବ୍ରେଡ୍ ସୋସିଆଲ ମିଡିଆରେ ଏକ ଫଟୋ ଶେୟାରକରି ଏହି ସୂଚନା ଦେଇଛନ୍ତି। ମୋଲି ପେଶାରେ ଜଣେ ମଡେଲର। ୨୦୧୮ ମସିହାରୁ ମୋଲି ଏବଂ ବ୍ରଡଙ୍କ…
ଚାଇନାର ବଢ଼ିଲା ଚିନ୍ତା: ପୈଙ୍ଗୋଗ ହ୍ରଦ ନିକଟରେ ୧୨ ପାଟ୍ରୋଲିଂ ବୋଟ୍ ମୁତୟନ କରିବ ଭାରତ
ଲଦାଖ,୨।୧: ପୂର୍ବ ଲଦାଖର ଏଲ୍ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ଏଠାରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ୧୨ ପାଟ୍ରୋଲିଂ ବୋଟ ମୁତୟନ କରାଯିବାକୁ ଯୋଜନା…
ଉଦ୍ଧବ ସରକାର ମହାବିନାଶକାରୀ : କଙ୍ଗନା
ମୁମ୍ବାଇ: ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାରଙ୍କ ବିରୋଧରେ ପୂର୍ବରୁ ସ୍ୱର ଉଠାଇଥିବା ବଲିଉଡ୍ ନାୟିକା କଙ୍ଗନା ରାନାୱତ ପୁଣିଥରେ ଠାକରେଙ୍କ ଉପରେ ଖପ୍ପା ହୋଇଛନ୍ତି । ଏକ ଟୁଇଟ୍ ମାଧ୍ୟମରେ ଉଦ୍ଧବ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଙ୍ଗନା । କଙ୍ଗନାଙ୍କୁ କୋର୍ଟରୁୁ…
ପୁଣିଥରେ ବିବାହ କରିବାକୁ ଚାହୁଁଛନ୍ତି ନେହା କକ୍କର, କହିଲେ..
ବମ୍ବେ: ଥରେ ବିବାହ କରି ମନ ଭରିନି, ଆଉ ଥରେ ବିବାହ କରିବାକୁ ମନ ବଳାଇଛନ୍ତି ଗାୟିକା ନେହା କକ୍କର। ନିକଟରେ ନିଜଠାରୁ ବୟସରେ ସାନ ପ୍ରେମିକଙ୍କ ହାତ ଧରି ପ୍ରଶଂସକଙ୍କୁ ଚମକାଇ ଦେଇଥିଲେ ସେ। ଏବେ ସେ କାମକୁ ଫେରିଛନ୍ତି।…
ହସ୍ପିଟାଲରେ ଭର୍ତ୍ତି ହେଲେ ସୌରଭ ଗାଙ୍ଗୁଲୀ
କୋଲକାତା,୨।୧: ବିସିସିଆଇ ଅଧ୍ୟକ୍ଷ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଶନିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଜ ଘରେ ଜିମ୍ରେ ବ୍ୟାୟାମ କରୁଥିବା ସମୟରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ। ହାତ, ଛାତି ଏବଂ ପିଠିରେ ଯନ୍ତ୍ରଣା…
କରିସ୍ମା କପୁର ଘରେ ଏକା ଥିବାର ସୁଯୋଗ ନେଇ ବେଡ୍ରୁମ୍ରେ ପଶିଯାଇଥିଲେ ଅଜଣା ବ୍ୟକ୍ତି: କରିଥିଲେ ଏହି ଖରାପ କାମ…
ବଲିଉଡ୍ରେ ଅନେକ ସୁପରହିଟ୍ ଫିଲ୍ମରେ କାମ କରିସାରିଥିବା ଅଭିନେତ୍ରୀ କରିସ୍ମା କପୁର ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଛନ୍ତି। ବିବାହ ପରଠାରୁ ସେ ଫିଲ୍ମରୁ ଦୂରେଇ ଯାଇଥିଲେ। ମାତ୍ର ସ୍ବାମୀ ସଞ୍ଜୟ କପୁରଙ୍କ ଠାରୁ ଅଲଗା ହେବା ପରେ ସେ ପୁଣିଥରେ…
ଅନ୍ନଦାତା କରିବେ ଟ୍ରାକ୍ଟର ରାଲି
ନୂଆଦିଲ୍ଲୀ,୨।୧: କୃଷି ଆଇନ ନେଇ ଅନ୍ନଦାତାଙ୍କ ଆନ୍ଦୋଳନ ଇତିମଧ୍ୟରେ ୩୮ ଦିନରେ ପହଞ୍ଚିଛି। ଜାନୁୟାରୀ ୪ରେ ସରକାର ଏବଂ ଚାଷୀ ସଂଗଠନ ନେତାଙ୍କ ମଧ୍ୟରେ ୬ଷ୍ଠ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହା ଅସଫଳ ହେଲେ ଜାନୁୟାରୀ ୨୬ରେ ଚାଷୀ…
ବିଜ୍ଞାପନରୁ ସର୍ବାଧିକ ଆୟ କରିଛନ୍ତି କରିନା-ଅକ୍ଷୟ!
ମୁମ୍ବାଇ: ସମୟ ଥିଲା ଯେତେବେଳେ ବିଜ୍ଞାପନରେ ସବୁଠାରୁ ଆଗରେ ଥିଲେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ । ହେଲେ ୨୦୨୦ରେ ତାଙ୍କୁ ପଛରେ ପକାଇ ଦେଇଛନ୍ତି ଖିଲାଡି ବୟ ଅକ୍ଷୟ କୁମାର । ଗତବର୍ଷ ଅକ୍ଷୟ ନାୟକ ଭାବେ ସର୍ବାଧିକ ବିଜ୍ଞାପନ…
Archives


