ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ବିଲେଇ ଗଛରେ ନିଜକୁ ଫିଟ୍ ରଖିବା ପାଇଁ ଗୋଡ଼ ଦେଇ ବ୍ୟାୟାମ କରୁଥିବା ନଜର ଆସୁଛି। ବିଲେଇଟି ଗଛରେ ଗୋଡ଼ଦେଇ ମୁଣ୍ଡ ତଳ ଉପର କରୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Trying to build his body,
When we all are after antibody☺️☺️ pic.twitter.com/Hd4zbpcOiL— Susanta Nanda IFS (@susantananda3) April 30, 2021