Home Left

ରବିବାର ବି ପାଠପଢ଼ା, ଜାଣନ୍ତୁ ଆଉ କ’ଣ ନିୟମ ରହିଛି ଗାଇଡ୍‌ଲାଇନ୍‌ରେ

ଭୁବନେଶ୍ୱର,୨।୧(ବ୍ୟୁରୋ) : କରୋନା କଟକଣା ଯୋଗୁ ରାଜ୍ୟରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ। ତେବେ ଏହି ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। କେବଳ…

ମେ’ ୩ରୁ ମାଟ୍ରିକ, ୧୫ରୁ ଯୁକ୍ତଦୁଇ ପରୀକ୍ଷା

ଭୁବନେଶ୍ୱର,୨।୧(ବ୍ୟୁରୋ) : କୋଭିଡ୍‌ କଟକଣା ଯୋଗୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବା ବେଳେ ଚଳିତମାସ ୮ ତାରିଖରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ। ତେବେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମେ’ ୩ରୁ ଆରମ୍ଭ ହୋଇ ୧୫ରେ ସରିବ।…

ଅଷ୍ଟ୍ରେଲିଆରେ ଆଇସୋଲେଶନ ନିୟମ ଭାଙ୍ଗିଲେ ୫ ଖେଳାଳି: ତଦନ୍ତ ନିର୍ଦ୍ଦେଶ ରିପୋର୍ଟକୁ ଖଣ୍ଡନ କଲା ବିସିସିଆଇ

ନୂଆଦିଲ୍ଲୀ,୨ା୧- ଅଷ୍ଟ୍ରେଲିଆରେ ଥିବା ଟିମ୍‌ ଇଣ୍ଡିଆର ୫ ଖେଳାଳି ଆେଇସୋଲେଶନ ନିୟମ ଭଙ୍ଗ କରିଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଏହି ଅଭିଯୋଗ କରିବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି। ଏ ସମ୍ପର୍କରେ…

୫୧ ଲକ୍ଷ ଟଙ୍କାରେ ମଇଁଷି ବିକି କୃଷକ ଆନ୍ଦୋଳନରେ ଦେଲେ ମାଗଣା ଭୋଜନ

ଚଣ୍ଡିଗଡ଼,୨।୧: କେନ୍ଦ୍ର ସରକାରଙ୍କ ଦ୍ୱାରା ପାସ୍‌ କରାଯାଇଥିବା କୃଷି ବିଲ୍‌ ବିରୋଧରେ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନରେ ହରିୟାଣାର ଜଣେ କୃଷକଙ୍କ ଦ୍ୱାରା ୫୧ ଲକ୍ଷ ଟଙ୍କାର ମଇଁଷି ବିକ୍ରି କରାଯାଇ ଆନ୍ଦୋଳନକାରୀଙ୍କୁ ମାଗଣା ଖାଇବାକୁ ଦିଆଯାଇଛି। ଯାହା ଏବେ ଚର୍ଚ୍ଚାରେ…

୨୦୨୧ ଆଇପିଏଲରେ ଖେଳିବେ ନାହିଁ ଷ୍ଟେଇନ

ନୂଆଦିଲ୍ଲୀ,୨ା୧- ଦକ୍ଷିଣ ଆଫ୍ରିକୀୟ ପେସର ଡେଲ ଷ୍ଟେଇନ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରୁ ଓହରି ଯାଇଛନ୍ତି। କ୍ରିକେଟରୁ କିଛି ସମୟ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି ଷ୍ଟେଇନ। ତାଙ୍କ ସହ ୨୦୨୦ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)…

ହାଇଡ୍ରୋଲିକରେ ଚାପି ହୋଇ ଡ୍ରାଇଭରଙ୍କ ଜୀବନ ଗଲା, ଉତ୍ତେଜନା

କୋକସରା,୨ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ମାଝିଗୁଡ଼ା-ଟେମେରାରାଣାପଡା ରାସ୍ତା କାମରେ ନିୟୋଜିତି ଥିବା ବେଳେ ଶନିବାର ଏକ ଟ୍ରାକ୍ଟର ହାଇଡ୍ରୋଲିକ୍‌ ତଳେ ଚାପି ହୋଇ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଡିସମ୍ବର ପୁଞ୍ଜି(୨୪)। ମିଳିଥିବା ସୂଚନା ମୁତାବକ,…

କ୍ରିସ୍‌ ଗେଲ୍‌ଙ୍କ ଘୋଷଣା: ୪୫ ବର୍ଷ ଯାଏ ସନ୍ୟାସ ନେବେ ନାହିଁ, ବୋଲର୍‌ଙ୍କ ନିଦ ହଜାଇବେ

ଦୁବାଇ,୨।୧: ୟୁନିଭର୍ସ ବସ୍‌ ନାମରେ ଖ୍ୟାତ ଓ୍ବେଷ୍ଟଇଣ୍ଡିଜର ବିସ୍ଫୋରକ ଓପନର୍‌ କ୍ରିସ୍‌ ଗେଲ କ୍ରିକେଟରୁ ସନ୍ୟାସ ନେଇ ପ୍ରତିକ୍ରିୟା ରଖିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଏବେ ସନ୍ୟାସ ନେବା କଥା ଚିନ୍ତା କରିନାହିଁ। ମୋ ପାଖରେ ଆହୁରି ୫ ବର୍ଷ…

ଫେସ୍‌ବୁକରେ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ଗ୍ରହଣ ନ କରିବାରୁ ଯୁବକ ନେଲେ ଏମିତି ପଦକ୍ଷେପ

ଆମେରିକାରେ ରହୁଥିବା ଜଣେ ଯୁବକ ତାଙ୍କର ପୂର୍ବତନ ମାଲିକଙ୍କୁ ଲଗାତର ମାରିଦେବାର ଧମକ ଦେଉଥିଲେ। ଫଳରେ ପୋଲିସ ତାଙ୍କୁ ଗିରଫ କରିଛି। କାରଣ ୨୯ ବର୍ଷୀୟ ସାଲେବ ବୁର୍ଜାକ୍‌ ଫେସ୍‌ବୁକ୍‌ରେ ତାଙ୍କ ପୂର୍ବତନ ମାଲିକଙ୍କୁ ଫେସ୍‌ବୁକରେ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ପଠାଇଥିଲେ। ମାତ୍ର…

ପ୍ରେମ ବ୍ୟାପାର: ଦେହରେ ନିଆଁ ଲଗାଇ ଥାନାରେ ପଶିଗଲେ ଯୁବକ

ପାଲଲହଡ଼ା, ୨।୧(ଡି.ଏନ୍‌.ଏ.): ପ୍ରେମ ବ୍ୟାପାରକୁ ନେଇ ଥାନା ସମ୍ମୁଖରେ ଜଣେ ଯୁବକ ଦେହରେ କିରୋସିନ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲା ପଲଲହଡ଼ା ଥାନା ଅଞ୍ଚଳରେ। ଏମିତି କାଣ୍ଡ ଘଟାଇଥିବା ଯୁବକ ହେଉଛନ୍ତି ସ୍ଥାନୀୟ ଈଶ୍ୱରନଗର…

ଭାରତୀୟ ଖେଳାଳିଙ୍କ ଅଜାଣତରେ ହୋଟେଲ୍‌ ବିଲ୍‌ ଦେଲେ ପ୍ରଶଂସକ: ରୋହିତ ଶର୍ମା ଜାଣିବା ପରେ…

ମେଲବୋର୍ନ,୨।୧: ଭାରତରେ କ୍ରିକେଟର କ୍ରେଜ ଅଧିକ। ଖେଳ ପ୍ରତି ସମ୍ମାନ ତଥା ଖେଳାଳିଙ୍କ ପ୍ରତି ଥିବା ଭଲପାଇବାକୁ ଭଳିକି ଭଳି ଉପାୟରେ ଦେଖାଇଥାନ୍ତି ପ୍ରଶଂସକ। ସେଭଳି ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ବଡ଼ ପ୍ରଶଂସକ ସୁଧିର ଗୌତମ ଭାରତୀୟ ଟିମ୍‌ର ସମସ୍ତ…

କରୋନା ପ୍ରତିବନ୍ଧକ ସତ୍ତ୍ୱେ ମେଟ୍ରୋ ଟ୍ରେନ୍‌ରେ ଚୁମ୍ବନ ଦେଲେ ପ୍ରେମୀଯୁଗଳ, ଆଉ ତା’ ପରେ…

ମସ୍କୋ,୨।୧: କରୋନା ମହାମାରୀ ଯୋଗୁ ବିଶ୍ୱର ଅନେକ ସ୍ଥାନରେ ଲକ୍‌ଡାଉନ୍‌ ପରିସ୍ଥିତି ଏବଂ ସର୍ବସାଧାରଣ ସ୍ଥାନରେ ଅନେକ ପ୍ରତିବନ୍ଧକ ଦେଖିବାକୁ ମିଳିଛି। ଅନେକ ସହରରେ ଲକ୍‌ଡାଉନ ଯୋଗୁ ଲୋକଙ୍କ ଧର୍ଯ୍ୟ ମଧ୍ୟ ଭାଙ୍ଗୁଥିବା ଦେଖାଯାଏ। ରୁଷିଆରେ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି।…

କପିଲ ଶର୍ମା କେତେ ଦିଅନ୍ତି ଇନ୍‌କମ୍‌ ଟ୍ୟାକ୍ସ ଶୁଣିଲେ ଉଡ଼ିଯିବ ହୋସ୍‌

ଛୋଟ ପରଦାର ଲୋକପ୍ରିୟ କମେଡି କଳାକାର କପିଲ ଶର୍ମା। କମେଡି କଳାକାର ସାଙ୍ଗକୁ ସେ ଜଣେ ଭଲ ଅଭିନେତା, ଆଙ୍କର, ହୋଷ୍ଟ ଏବଂ ଗାୟକ ମଧ୍ୟ। ଫୋର୍ବସ୍‌ ଇଣ୍ଡିଆ ସେଲିବ୍ରିଟି ତାଲିକାର ଶ୍ରେଷ୍ଠ ୧୦୦ରେ ମଧ୍ୟ ସେ ସ୍ଥାନ ପାଇ ସାରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri