କିଶୋର କୁମାରଙ୍କ ତୃତୀୟ ସ୍ତ୍ରୀଙ୍କୁ କାହିଁକି ବିବାହ କରିଥିଲେ ମିଥୁନ ଚକ୍ରବର୍ତ୍ତୀ, କାରଣ ଜାଣିଲେ…

ବଲିଉଡ ଅଭିନେତ୍ରୀ ଯୋଗିତା ବାଲି ନିଜର ସୌନ୍ଦର୍ଯ୍ୟ ସହ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେ ୧୯୭୧ ମସିହାରେ ଫିଲ୍ମ ‘ପାର୍ବନା’ରୁ କ୍ୟାରିୟର ଆରମ୍ଭ କରିଥିଲେ। ପରେ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ ।

ଥରେ ତାଙ୍କୁ ଫିଲ୍ମ ‘ଯମୁନା କେ ତୀର’ରେ କିଶୋର କୁମାରଙ୍କ ସହ କାମ କରିବା ପାଇଁ ସୁଯୋଗ ମିଳିଥିଲା। ଏହି ଚଳଚ୍ଚିତ୍ରଟି ଅଧାରେ ରହିଗଲା। ମାତ୍ର କିଶୋରଙ୍କ ପ୍ରେମରେ ପାଗଳ ହୋଇ ତାଙ୍କୁ ବିବାହ କଲେ। ମାତ୍ର ଭାଗ୍ୟ ଅନ୍ୟ କିଛି ଅନୁମୋଦିତ କରିଥିଲା। ୧୯୭୬ରେ ଘଟିଥିବା ଏହି ବିବାହ ୧୯୭୮ରେ ଭାଙ୍ଗିଗଲା । କୁହାଯାଏ ଯେ ଏହାର କାରଣ ହେଉିଛି, ଯୋଗିତାଙ୍କ ମା’ ତାଙ୍କ ଦୈନନ୍ଦିନ ଜୀବନରେ ଅତ୍ୟଧିକ ହସ୍ତକ୍ଷେପ କରୁଥିଲେ। କିଶୋର ଏହାକୁ ଆଦୌ ପସନ୍ଦ କରୁ ନ ଥିଲେ। ଶେଷେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

ଏହି ସମୟରେ, ଯୋଗିତାଙ୍କ ଫିଲ୍ମ ‘ଖ୍ବାବ’ର ଶୁଟିଂ ମିଥୁନ ଚକ୍ରବର୍ତ୍ତୀଙ୍କ ସହ ଚାଲିଥିଲା। ମିଥୁନ ତାଙ୍କର ପ୍ରଥମ ସ୍ତ୍ରୀ ହେଲେନା ଲୁକଙ୍କୁ ଛାଡପତ୍ର ଦେଇଥିଲେ। ସେ ମଧ୍ୟ ଖାଲିପଣଙ୍କୁ ଅନୁଭବ କରୁଥିଲେ। ପରେ ଉଭୟ ନିକଟତର ହେବା ପରେ ଦୁହେଁ ଦୁହିଁଙ୍କୁ ବିବାହ କରିବାକୁ ସ୍ଥିର କରିଥିଲେ। ଏହି କାରଣରୁ କିଶୋର କୁମାର ମିଥୁନଙ୍କ ଉପରେ ଅତ୍ୟଧିକ ରାଗିଯାଇଥିଲେ। ପରେ ତାଙ୍କ ଫିଲ୍ମରେ ଗୀତ ଗାଇ ନଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଇମ୍‌ଲି’ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର, ଶୋ’ ଛାଡିବେ ଫହମାନ-ସୁମ୍ବୁଲ

ଲୋକପ୍ରିୟ ଟେଲି ଧାରାବାହିକ ‘ଇମ୍‌ଲି’ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର। ଏହି ଶୋ’ର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଫହମାନ ଖାନ ଏବଂ ସୁମ୍ବୁଲ...

ସୁନୀଲଙ୍କ ୟାଦେଁ

୧୯୬୪ରେ ମୁକ୍ତିଲାଭ କରିଥିଲା ଏକ ଭିନ୍ନ ଧରଣର ହିନ୍ଦୀ ସିନେମା ‘ୟାଦେଁ’। ଏଥିରେ କେବଳ ଜଣେ ଅଭିନେତାଙ୍କୁ ହିଁ ଦେଖିବାକୁ ମିଳିଥିଲା। ସେ ହେଲେ ହିନ୍ଦୀ...

ଜ୍ୟାକଲିନଙ୍କୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ: ବେଶ କିଛିଦିନ ହେବ ମନି ଲଣ୍ଡରିଂ ମାମଲାରେ ଫସି ରହିଛନ୍ତି ବିଲିଉଡ ନାୟିକା ଜ୍ୟାକଲିନ ଫର୍ନାଡିଜ । ଏହି ମାମଲରେ ସେ ଶନିବାର ପଟିଆଲା...

ଜନ୍ମଦିନ ପାଳିବାକୁ ମନାକଲେ ଅଜୟ ଦେବଗନ

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର ଅଜୟ ଦେବଗନଙ୍କ ଆଜି ଅର୍ଥାତ୍‌ ଏପ୍ରିଲ ୨ରେ ୫୩ତମ ଜନ୍ମଦିନ। ବଲିଉଡ୍‌ର ସିଙ୍ଘମ୍‌ କୁହାଯାଉଥିବା ଅଜୟ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ...

ଅନୁଭବଙ୍କ ଘର ଛାଡ଼ିବେ ବର୍ଷା !

କଟକ ଅଫିସ,୨ା୬: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିବାଦ ତୁଟିବାର ନାଁ ଧରୁନି। ବର୍ଷା ଅନୁଭବଙ୍କ ପୈତୃକ...

ଜନ୍‌ ଆବ୍ରାହମଙ୍କ ସହ ଡେବ୍ୟୁ କରିବେ ଶେହନାଜ, ଦୀପାବଳିରେ ହେବ ରିଲିଜ୍‌!

ମୁମ୍ବାଇ: ଅଭିନେତ୍ରୀ ଶେହନାଜ ଗିଲ ଏବେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ପ୍ରଥମେ ତ ଶୁଣିବାକୁ ମିଳୁଥିଲା କି, ସେ ସଲମାନ ଖାନ୍‌ଙ୍କ ଅପକମିଙ୍ଗ୍‌ ଫିଲ୍ମ...

ଶାହରୁଖଙ୍କ ଘର ଆଗରେ ଧାରଣାରେ ବସିଲେ ଏହି ଯୁବକ

୨୦୦୭ରେ ମୁକ୍ତିଲାଭ କରିଥିବା ଶାହରୁଖ ଖାନଙ୍କ ଫିଲ୍ମ ‘ଓମ ଶାନ୍ତି ଓମ’ ନିଜେ କହିଥିଲେ, ‘ଯଦି ତୁମେ ହୃଦୟରୁ କିଛି ଚାହୁଁଛ, ତେବେ ତୁମକୁ ଏକାଠି...

କରିନାଙ୍କଠାରୁ ଆରମ୍ଭ କରି ରବିନା ଟଣ୍ଡନ-ହେମା; ଦ୍ୱିତୀୟ ସ୍ତ୍ରୀ ହୋଇ ବହୁତ ଖୁସିରେ ଅଛନ୍ତି ଏହି ୫ ଅଭିନେତ୍ରୀ

ବମ୍ବେ: ବଲିଉଡ୍‌ରେ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଦୁଇଥର ବିବାହ କରିଛନ୍ତି। ସେଥିରୁ କିଛି ଛାଡ଼ପତ୍ର ପାଇଥିବା ବ୍ୟକ୍ତିଙ୍କ ହାତ ଧରିଛନ୍ତି। ହେଲେ ସେମାନେ ସୁଖୀ...

Advertisement
Archives

Model This Week