କାନାଡାରୁ ମିଳିଲା ସବୁଠୁ ପୁରୁଣା ପାଣି

ଓଟ୍ଟାଓ୍ବା,୨।୫ : କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ଏକ ଦଳ ଆବିଷ୍କାର କରିଛି ଭୁପୃଷ୍ଟର ସବୁଠୁ ପୁରୁଣା ପାଣି। ବିଶେଷଜ୍ଞମାନଙ୍କୁ ଓଣ୍ଟାରିଓର ଏକ ଖଣିରୁ ୨୦୦୯ରେ ମିଳିଥିଲା ଏହି ପାଣିର ନମୁନା। ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା କରାଯିବା ପରେ ଏହି ପାଣିର ବୟସ ୧.୬ ବିଲିୟନ ବର୍ଷ ବୋଲି ଜଣାପଡ଼ିଛି। ଏହା ଭୁପୃଷ୍ଠରେ ମିଳୁଥିବା ସବୁଠୁ ପୁରୁଣା ପାଣି।

ଉକ୍ତ ପାଣିର ନମୁନାରେ ମାଇକ୍ରୋବସଙ୍କ ସତ୍ତା ମିଳିଛି, ଯାହା ପାଣିରେ ଥିବା ହାଇଡ୍ରୋଜେନ ଓ ସଲଫେଟ୍‌ ଯୋଗୁ ଜୀବନ୍ତ ଥିଲେ। ଏଭଳି ଜୀବନ ପ୍ରାୟ ସମୁଦ୍ରରେ ମିଳେ। ପ୍ରଥମ ଥର ପାଇଁ ଖଣିର ପାଣିରେ ମାଇକ୍ରୋବସ୍‌ଙ୍କ ସତ୍ତା ମିଳିଛି। ଏହି ଅଧ୍ୟୟନ ବୈଜ୍ଞାନିକଙ୍କୁ ପ୍ରାଚୀନ ପୃଥିବୀକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିବ। ଏହି ଗ୍ରହରେ ଜୀବନ କେଉଁ ଭଳି ଆରମ୍ଭ ହେଲା, ତାହା ଜାଣିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର କଡ଼ା ଜବାବ୍‌, ପ୍ରଥମେ ଖାଲି କର ପିଓକେ…

ଜେନେଭା,୨୫।୯: ଜାତିସଂଘ ସାଧାରଣ ସଭା ବୈଠକରେ ପାକିସ୍ତାନ ପୁଣି ଥରେ କାଶ୍ମୀର ପାଇଁ କୁମ୍ଭୀର କାନ୍ଦଣା କାନ୍ଦିଛି। ଏହି ବୈଠକରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ...

ସଫେଇ କର୍ମଚାରୀଙ୍କ ସହ ଥିଲା ପୁତିନଙ୍କ ସମ୍ପର୍କ!

ମସ୍କୋ,୨୯ ।୧୧: ରୁଷିଆ ଗଣମାଧ୍ୟମ ପ୍ରୋଏକେଟର ଏକ ରିପୋର୍ଟ ଅନୁଯାୟୀ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କର ଜଣେ ମହିଳା ସଫେଇ କର୍ମଚାରୀଙ୍କ ସହ ସମ୍ପର୍କ ଥିଲା...

ରୁଷିଆ ଆସ ମାସିକ ୧୦ ହଜାର ରୁବେଲ ଆର୍ଥିକ ସହାୟତା ନିଅ, ୟୁକ୍ରେନ୍‌ବାସୀଙ୍କ ପାଇଁ ପୁଟିନ୍‌ଙ୍କ ଘୋଷଣା…

ମସ୍କୋ, ୨୭।୮ : ୟୁକ୍ରେନବାସୀଙ୍କ ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମୀର ପୁଟିନ୍‌ ଲୋଭନୀୟ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେ ୟୁକ୍ରେନବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଯେ,...

କୁଖ୍ୟାତ ଡ୍ରଗ୍ସ ବେପାରୀଙ୍କୁ ଧରିଲା ପୋଲିସ

ବୋଗତା, ୨୪ା୧୦: କଲମ୍ବିଆ ପୋଲିସର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ଥିବା ଡ୍ରଗ୍ସ ବେପାରୀ ଡାଇରୋ ଆଣ୍ଟୋନିଓଙ୍କୁ ଗିରଫ କରାଯାଇଛି। ଦେଶର ସବୁଠାରୁ ବଡ଼ ଡ୍ରଗ୍ସ ର଼୍ୟାକେଟ୍‌...

ମହଙ୍ଗା ମାଡ: ଚା’ ପତି କିଲୋ ୫୧୦୦, ସାମ୍ପୁ ବୋତଲ ୧୪୦୦୦ ଟଙ୍କା

ପ୍ୟୋଙ୍ଗୟାଙ୍ଗ,୨୮।୧୦: ଗତ କିଛି ବର୍ଷ ଧରି ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଦେଖାଦେଇଛି। କିନ୍ତୁ ଏହି ସମୟରେ ଉତ୍ତର କୋରିଆର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି।...

ଇମ୍ରାନଙ୍କୁ ଆଶ୍ୱସ୍ତି: ହାଇକୋର୍ଟରୁ ମିଳିଲା ଜାମିନ

ଇସଲାମାବାଦ,୧୨।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନ ଶୁକ୍ରବାର ଇସଲାମାବାଦ ହାଇକୋର୍ଟରୁ ଜାମିନ ପାଇଛନ୍ତି। ଅଲ-କାଦିର ଟ୍ରଷ୍ଟ ମାମଲାରେ ହାଇକୋର୍ଟ ଶୁଣାଣି...

ଚାଇନା ସେନାଙ୍କୁ ଦିଆଗଲା କରୋନା ଟିକା !

ବେଜିଂ,୧୧।୮: କରୋନା ଟିକାକୁ ସାରା ବିଶ୍ୱ ଅପେକ୍ଷା ରଖିଥିବା ବେଳେ ରୁଷିଆ ଅଗଷ୍ଟ ୧୨ରେ କରୋନା ଟିକା ପ୍ରଥମ କରି ଆଣିବ ବୋଲି ଦାବି କରିଛି।...

ମହିଳାଙ୍କ ଡ୍ରାଇଭିଂ ଲାଇସେନ୍ସ ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ

କାବୁଲ,୫।୫:ଆଫଗାନିସ୍ତାନରେ ତାଲିବାନୀ ଶାସନ ପରେ ସବୁଠାରୁ ଅଧିକ କ୍ଷତି ମହିଳାମାନେ ସହୁଛନ୍ତି। ମହିଳାଙ୍କ ଉପରେ ସମସ୍ତ ପ୍ରତିବନ୍ଧକ ଲଗାଇବା ପରେ ତାଲିବାନ ସେମାନଙ୍କ ବିରୋଧରେ ଆଉ...

Advertisement
Archives

Model This Week