ରୋଗୀଙ୍କୁ ମିଳୁନି ସ୍ବାସ୍ଥ୍ୟ ସେବା
ଯୋଡା, ୩।୧(ଡି.ଏନ୍.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ କମାରଯୋଡ଼ାରେ ରହିଛି ସରକାରୀ ଡାକ୍ତରଖାନା। ଏଠାରେ ଡାକ୍ତର, କର୍ମଚାରୀ ଅଭାବ ଯୋଗୁ ସ୍ଥାନୀୟ ଲୋକେ ଉତ୍ତମ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଅପରପକ୍ଷରେ ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ(ଡିଏମ୍ଏଫ୍)ରେ ହଜାର ହଜାର କୋଟି ଟଙ୍କା ଥାଇ…
ଶନି ମହାଗ୍ରହଙ୍କ ଯୋଗୁ ମିଳେ ପ୍ରଶାସନିକ ସେବା…
ସରକାରୀ ନିଯୁକ୍ତି ପାଇଁ ସଭିଙ୍କ ମନରେ ଥାଏ ଆଗ୍ରହ। ତେବେ ଘରୋଇ ହେଉ କିମ୍ବା ସରକାରୀ ନିଯୁକ୍ତି ଉଭୟ କ୍ଷେତ୍ରରେ ଜାତକରେ ଶନି ମହାଗ୍ରହଙ୍କ ସ୍ଥିତି ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଶନିଙ୍କ ଯୋଗକାରକ ସ୍ଥିତି ଦ୍ୱାରା ଜାତକରେ ପ୍ରଶାସନିକ…
ଗୁଲ୍ ପନାଗ ଗୁପ୍ତ ରଖିଥିଲେ ଏସବୁ କଥା: ୬ ମାସ ପରେ ପଡ଼ିଥିଲା ଧରା…
ମୁମ୍ବାଇ, ୩।୧: ମିସ୍ ୟୁନିଭର୍ସରୁ ବଲିଉଡ୍ ଅଭିନେତ୍ରୀ ପାଲଟି ଥିବା ଗୁଲ୍ ପନାଗ ରବିବାର ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୯ ଜାନୁୟାରୀ ୩ରେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ମଡେଲିଂ କରିବା ସହିତ ୧୯୯୯ରେ ସେ ମିସ୍ ୟୁନିଭର୍ସ ଟାଇଟଲ୍…
ପାହାଡ଼ ଶୀର୍ଷରେ ପ୍ରେମିକାଙ୍କୁ ପ୍ରପୋଜ କଲେ ପ୍ରେମିକ, ଖୁସିରେ ଆତ୍ମହରା ହୋଇ ୬୫୦ ଫୁଟରୁ ଖସିଗଲା ଗୋଡ଼; ଆଉ ତା’ ପରେ…
ପ୍ରେମରେ ପଡ଼ିଥିବା ପ୍ରେମୀଯୁଗଳ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି। ଯେତେବେଳେ ପ୍ରେମିକ ଜଣକ ତାଙ୍କ ପ୍ରେମିକାଙ୍କୁ ପ୍ରପୋଜ କରିଥାନ୍ତି ସେତେବେଳେ ପ୍ରେମିକାଙ୍କ ପାଦ ତଳେ ଲାଗେନି। କିନ୍ତୁ ଅଷ୍ଟ୍ରିଆର ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ପ୍ରପୋଜ କରିବା ଭାରି ପଡ଼ିଛି। ପ୍ରେମିକ…
ଆଇନା ଚିହ୍ନାଇ ଦିଏ ନିଜକୁ …
ମଣିଷର ବିକାଶ ପ୍ରକ୍ରିୟା ଚିନ୍ତାଧାରା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ । ଜୀବନରେ ଅନେକ ସମୟରେ ନକାରାତ୍ମକ ଚିନ୍ତା ମନକୁ କରିଥାଏ ଆନ୍ଦୋଳିତ। ତେବେ କୌଣସି କ୍ଷେତ୍ରରେ ସଫଳତା ପାଇବା ଲାଗି ନିଜକୁ ପ୍ରଥମେ ଭଲ ଭାବେ ଚିହ୍ନିବା ବା ଜାଣିବାର…
ବର୍ଷ ଆରମ୍ଭରୁ ଡବଲ୍ ମର୍ଡର: ମାହାଙ୍ଗାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ସହଯୋଗୀଙ୍କୁ ହତ୍ୟା
ନିଶ୍ଚିନ୍ତକୋଇଲି,୨ା୧(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧୀନ ନୂର୍ତ୍ତାଙ୍ଗସ୍ଥିତ ଜଅଁକୋଠି ନିକଟରେ ଶନିବାର ରାତିରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ(୬୨) ଓ ସହଯୋଗୀ ଦିବ୍ୟସିଂହ ବରାଳ(୭୦)ଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି। ଏଥିରେ ଉଭୟଙ୍କ ମୃତ୍ୟୁ ଘଟିଛି। ରାତିରେ ଉଭୟେ…
ନୂଆ ୟୁନିଫର୍ମରେ ଅଗ୍ନିଶମ କର୍ମଚାରୀ
ଭୁବନେଶ୍ୱର,୨।୧(ବ୍ୟୁରୋ): ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଦାନ କରାଯାଇଛି ନୂଆ ୟୁନିଫର୍ମ। ପୂର୍ବରୁ ଅଗ୍ନିଶମ କର୍ମଚାରୀ ବ୍ୟବହାର କରୁଥିବା ୟୁନିଫର୍ମରେ ନିଆଁ ଲାଗିଯାଉଥିଲା। ହେଲେ ନୂଆ ପୋଷାକରେ ରହିଛି ସ୍ବତନ୍ତ୍ର ଅଗ୍ନି ପ୍ରତିରୋଧକ । ଏହା ୮୦୦ ଡିଗ୍ରୀ…
ବିଶ୍ୱ ନେତାଙ୍କ ମଧ୍ୟରେ ମୋଦିଙ୍କ ଲୋକପ୍ରିୟତା ସର୍ବାଧିକ : ନଡ୍ଡା
ନୂଆଦିଲ୍ଲୀ,୨।୧- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଲୋକପ୍ରିୟ ବିଶ୍ୱ ନେତା। ମୋଦିଙ୍କୁ ଏହି ମାନ୍ୟତା ଦେଇଛି ଆମେରିକାର ଏକ ସର୍ଭେ ସଂସ୍ଥା ମର୍ନିଂ କନସଲ୍ଟ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଭାଜପାର ରାଷ୍ଟ୍ରମୁଖ୍ୟ ଜେ. ପି. ନଡ୍ଡା। ବିଭିନ୍ନ ଅନ୍ତର୍ଜାତୀୟ…
ବ୍ରହ୍ମପୁର ବନଖଣ୍ଡ: ପକ୍ଷୀଗଣନାରେ ସାମିଲ ହେବେ ୩୮ ଦଳ
ବ୍ରହ୍ମପୁର ଅଫିସ,୨।୧- ବ୍ରହ୍ମପୁର ବନଖଣ୍ଡ ଅଞ୍ଚଳରେ ରବିବାର ବାର୍ଷିକ ପକ୍ଷୀ ଗଣନା ହେବ। ଏନେଇ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହେବା ସହ ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି। ବନଖଣ୍ଡ ଅଧୀନ ଦିଗପହଣ୍ଡି, ଖଲ୍ଲିକୋଟ, ବ୍ରହ୍ମପୁର ଓ ସାମନ୍ତିଆପଲ୍ଲୀ…
ତାରାତାରିଣୀଙ୍କୁ ଦର୍ଶନ ପାଇଁ ଗାଇଡ୍ଲାଇନ୍ ଜାରି
ଛତ୍ରପୁର,୨ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ଥିବା ମା’ ତାରାତାରିଣୀ ମନ୍ଦିର ରବିବାରଠାରୁ ଜନସାଧାରଣଙ୍କ ଦର୍ଶନ ଲାଗି ଗାଇଡ୍ଲାଇନ୍ ଅନୁସାରେ ହେବ। ଏନେଇ ଶନିବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏ ସମ୍ପର୍କରେ ଅପରାହ୍ନରେ…
ରାଜ୍ୟରେ ସୁସ୍ଥ ହେଲେ ୨୩୨ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨ା୧- ରାଜ୍ୟରେ ଶନିବାର ୨୩୨ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୯୬୫ରେ ପହଞ୍ଚିଛି। ଅନୁଗୁଳୁ ଜିଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୩୨ ଜଣ। ସେହିଭଳି ବଲାଙ୍ଗିରରୁ ୨୬, କଟକରୁ…
କୋଭିଡ ଟୀକାକରଣ ପାଇଁ ପୂର୍ବାଭାସ: ଡ୍ରାଏ ରନ୍ରେ ଯୋଗଦେଲେ ୨୫ ଜଣ
ବଲାଙ୍ଗୀର ଅଫିସ,୨।୧: ଜାନୁୟାରୀ ପହିଲାରୁ କରୋନା ଟୀକାକରଣକୁ ନେଇ ସର୍ବସାଧାରଣରେ ଅନେକ ଆଶା ଓ ଉତ୍ସୁକତା ଦେଖାଦେଇଛି ା ଶନିବାର ବଲାଙ୍ଗୀର କନ୍ଧପାଲିପଡା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ କୋଭିଡ-୧୯ ଟୀକାକାରଣ ପାଇଁ ଡ୍ରାଏ-ରନ୍ ବା ପୂର୍ବାଭାସ କାର୍ଯ୍ୟକ୍ରମ ସମାପ୍ତ ହୋଇଛି।…
Archives


