Home Left

ସିଡ୍‌ନୀରେ କଡ଼ା ପ୍ରୋଟୋକଲ ମାନିବାକୁ ରାଜି ହେଲା ଭାରତ

ନୂଆଦିଲ୍ଲୀ,୪ା୧- ସିଡ୍‌ନୀଠାରେ ଆସନ୍ତା ୭ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ଟେଷ୍ଟ। ଏହି ମ୍ୟାଚ୍‌ ପାଇଁ ସିଡ୍‌ନୀରେ ସୋମବାର ପହଞ୍ଚିବା ପରେ ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ସମସ୍ତ ବାୟୋ ସିକୁରିଟି ପ୍ରୋଟୋକଲ ମାନିବାକୁ ରାଜି ହୋଇଛି। ପୂର୍ବରୁ…

ଏହାକୁ ଦେଖି ଡରିଗଲେ ୩ ସିଂହ: ଚକମା ଦେଖାଇ ଖସିଗଲା

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…

ଓ୍ବିକି ଲିକ୍ସର ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣର ବାଟ ବନ୍ଦ କଲେ ବ୍ରିଟେନ କୋର୍ଟ

ଲଣ୍ଡନ,୪ା୧- ୱିକି ଲିକ୍ସର ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜଙ୍କୁ ଆମେରିକାକୁ ପ୍ରତ୍ୟର୍ପଣର ବାଟ ବନ୍ଦ କରିଦେଇଛନ୍ତି ବ୍ରିଟେନର ଜିଲା କୋର୍ଟ। ଏକ ଦଶନ୍ଧି ତଳେ ସେ ଆମେରିକୀୟ ସେନାର କିଛି ଗୋପନ ତଥ୍ୟକୁ ଅନଲାଇନରେ ପ୍ରଘଟ କରିଥିଲେ। ଏ ନେଇ ଆମେରିକାରେ ତାଙ୍କ…

ଶିଶୁ ଜନ୍ମ ହେବା ପରେ ଛୁଇଁବା ମନା

ଶିଶୁଟିଏ ଜନ୍ମ ହେଲେ ପରିବାରରେ ଆନନ୍ଦର ଲହରୀ ଖେଳିଯାଏ। ମାତ୍ର ବିଭିନ୍ନ ସମ୍ପ୍ରଦାୟରେ ଏହି ବିଶେଷ ଉତ୍ସବ ପାଳନର ଭିନ୍ନ ନିୟମ ରହିଛି। ବିଶ୍ୱର ଅନେକ ସମ୍ପ୍ରଦାୟରେ, ଶିଶୁ ଜନ୍ମ ହେବା ସମୟରେ ବିଭିନ୍ନ ପ୍ରକାର ରୀତିନୀତି କରାଯାଏ।  ଜାଣି ଆଶ୍ଚର୍ଯ୍ୟ…

କେନାଲ ହିଡରେ ବିିତୁଛି ଜୀବନ

ଅତାବିରା, ୪।୧ (ଡି.ଏନ.ଏ): ବରଗଡ଼ ଜିଲା ଅତାବିରା ବ୍ଲକ କାଦୋବାହାଲ ପଞ୍ଚାୟତ ପୋଡବାଡି-ବରାହମୁଣ୍ଡା ଛକ କେନାଲ ହିଡରେ ରହୁଛନ୍ତି ଗଦାଧର ଡୋରା। ପରିବାର କହିଲେ ତାଙ୍କ ସ୍ତ୍ରୀ, ପୁଅ, ଝିଅ। ପୁଅ, ଝିଅ ବିବାହ କରି ସାରିଲେଣି । ତେବେ ଦାରିଦ୍ର୍ୟ…

ଭୁବନେଶ୍ୱରରୁ ଆଜି ପୁଣି ୧୧ ପଜିିଟିଭ୍‌ ଚିହ୍ନଟ: ୧୯ ସୁସ୍ଥ

ଭୁବନେଶ୍ୱର,୪।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୧୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩ ଜଣ ରହିଥିବା ବେଳେ ଲୋକାଲ କେସ୍‌ ୮ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…

ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ: ୭୫ ଦାଦନ ଶ୍ରମିକ, ୧୦ ନାବାଳକଙ୍କୁ ଉଦ୍ଧାର କଲା ପୋଲିସ

ଖଡିଆଳ,୪।୧: ନୂଆପଡ଼ା ଜିଲା ଖଡିଆଳ ଥାନା ଅଧିନ ରାଣୀପୁର ନିକଟରେ ଥିବା ଏକ ଢ଼ାବା ପାଖରୁ ଖଡିଆଳ ପୋଲିସ ସୋମବାର ୭୫ ଜଣ ଦାଦନ ଶ୍ରମିକ ଏବଂ ୧୦ ଜଣ ନାବାଳକଙ୍କୁ ଉଦ୍ଧାର କରିଛି। ଶ୍ରମିକମାନେ ବୋଡେନ ବ୍ଳକ ଖିଣମାଲ ଏବଂ…

ସିଡ୍‌ନୀରେ ନିୟମ ଭାଙ୍ଗିଥିଲେ କୋହଲି, ପାଣ୍ଡ୍ୟା

ସିଡ୍‌ନୀ,୪ା୧- ଉପ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ୫ ଜଣ ଖେଳାଳି ପ୍ରୋଟୋକଲର ଉଲ୍ଲଂଘନ କରିବା ପରେ ଆଇସୋଲେଶନରେ ରହିଛନ୍ତି। ଏହି ଖେଳାଳିମାନେ ମେଲବୋର୍ନରେ ଏକ ଇନ୍‌ଡୋର ରେଷ୍ଟୁରାଣ୍ଟରେ ଏକାଠି ଡିନର କରିବାର ଭିଡିଓକୁ ଟୁଇଟ କରିଥିଲେ ଜଣେ ପ୍ରଶଂସକ। ବିନା…

ସରୋଜଙ୍କ ନାର୍କୋ ଆନାଲିସିସ ଟେଷ୍ଟ ଲାଗି ଆବେଦନ

ନୟାଗଡ଼ ଅଫିସ, ୪।୧: ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାରେ ନୟାଗଡ଼ ଯଦୁପୁର ଗାଁର ସରୋଜ ସେଠୀ ଗିରଫ ହୋଇଥିଲେ। ବର୍ତ୍ତମାନ ସରୋଜ ଜେଲ୍‌ରେ ଥିବା ବେଳେ ତାଙ୍କର ନାର୍କୋ ଆନାଲିସିସ ଟେଷ୍ଟ କରାଯିବ। ଏହି ଘଟଣାର ତଦନ୍ତ କରୁଥିବା ଏସ୍‌ଆଇଟି…

ସମ୍ପର୍କ ଗଢ଼ିବା ପୂର୍ବରୁ ଏମିତି ଝିଅଙ୍କଠାରୁ ରୁହନ୍ତୁ ସାବଧାନ

ବିବାହ ଖେଳ ଘର ନୁହେଁ। ବିବାହ ପୂର୍ବରୁ ନିଜକୁ ପ୍ରସ୍ତୁତ କରିବା ଜରୁରୀ। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ତୁମର ଜୀବନସାଥୀଙ୍କର କି ପ୍ରକାର ଅଭ୍ୟାସ ଅଛି ଏହା ଜାଣିବା ଆବଶ୍ୟକ କାରଣ ତୁମକୁ ତାଙ୍କ ସହିତ ସାରା ଜୀବନ ବିତାଇବାକୁ…

କ୍ରିକେଟକୁ ଫେରିଲେ ଏହି ମହାନ ଅଲରାଉଣ୍ଡର

ଢାକା,୪ା୧- ଦୀର୍ଘ ଏକ ବର୍ଷର ବ୍ୟବଧାନ ପରେ କ୍ରିକେଟକୁ ଫେରିବାକୁ ଯାଉଛନ୍ତି ଶାକିବ ଅଲ ହାସନ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଓ ଟେଷ୍ଟ ସିରିଜ୍‌ ଲାଗି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ପକ୍ଷରୁ ସୋମବାର ଘୋଷିତ ୨୪ ଜଣିଆ ପ୍ରାରମ୍ଭିକ ଦଳରେ…

ଗାଙ୍ଗୁଲିଙ୍କୁ ରାଜନୀତିରେ କିଛି ଲୋକ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି: ସିପିଆଇ(ଏମ) ନେତା

କୋଲକତା,୪।୧:ପୂର୍ବତନ କ୍ରିକେଟର୍‌ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ହୃଦଘାତ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ଅନୁଯାୟୀ ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି। ଏହି ସମୟରେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ରାଜନୀତି ଆରମ୍ଭ ହୋଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri