ଟ୍ରକ୍ ଉପରେ ପୋଜ୍ ଦେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ: କହିଲେ ଏମିତି…
ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ସବୁ ସମୟରେ ସେ ନିଜର ଫଟୋ ଏବଂ ଭିଡିଓ ଶେୟାର କରି ପ୍ରଶଂସକଙ୍କ ସହ ଜଡିତ ରହିଥାନ୍ତି। ନିକଟରେ ସାରା ଏକ ଫଟୋସୁଟ୍ କରିଥିଲେ। ଏହାର…
‘ଅଭିଯୁକ୍ତ ମନ୍ତ୍ରୀଙ୍କୁ ଗିରଫ କର’
ଭୁବନେଶ୍ୱର, (ବ୍ୟୁରୋ)/କଟକ ଅଫିସ୍/ନିଶ୍ଚିନ୍ତକୋଇଲି/ମାହାଙ୍ଗା/ ସାଲେପୁର,୫।୧(ସ୍ବ.ପ୍ର./ଡି.ଏନ୍.ଏ.) କଟକ ଜିଲା ମାହାଙ୍ଗା ବ୍ଲକର ନୃତାଙ୍ଗରେ ଭାଜପା ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ୧୩ତମ ଅଭିଯୁକ୍ତ ଆଇନମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନା ଓ ଅନ୍ୟ ୧୨ ଅଭିଯୁକ୍ତଙ୍କୁ…
ନ୍ୟାୟ ଅପେକ୍ଷାରେ ୧୭,୨୨୫
ଯାଜପୁର ଅଫିସ,୫।୧: କଳାବଜାର, ଦୁର୍ନୀତି ଓ ବିଭାଗୀୟ ଅଧିକାରୀଙ୍କ ଲାଞ୍ଚଖୋର ମନୋବୃତ୍ତି ଯୋଗୁ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ଜିଲାରେ ଚାଲିିଥିବା ସୁଷମ ବଣ୍ଟନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଜିଲା ଯୋଗାଣ ଅଧିକାରୀ ଓ ବିଭିନ୍ନ ବ୍ଲକରେ ଅବସ୍ଥାପିତ…
ଦୀପିକାଙ୍କ ସହ ବିଶ୍ୱାସଘାତକତା କରିଥିଲେ ରଣବୀର
ବଲିଉଡ୍ର ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଦୀପିକା ପାଦୁକୋନ। ଆଜି ହେଉଛି ତାଙ୍କର ୩୫ତମ ଜନ୍ମଦିନ। ଦୀପିକା ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ପ୍ରଶଂସକ ମଧ୍ୟ ଫିଲ୍ମ ସହ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ସର୍ବଦା ଆଗ୍ରହ କରିଥାନ୍ତି।…
କୁକୁଡ଼ାଙ୍କ ଏହି ୪ ଅଭ୍ୟାସ ଆପଣାଇଲେ ଜୀବନରେ ହେବେ ସଫଳ: ଜାଣନ୍ତୁ କାହିଁକି ଏମିତି କହିଛନ୍ତି ଚାଣକ୍ୟ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଅନେକ କିଛି ଉଲ୍ଲେଖ କରିଛନ୍ତି। ଯାହାକୁ ଗ୍ରହଣ କରି ଜଣେ ମଣିଷ ନିଜ ଜୀବନରେ ସଫଳତା ହାସଲ କରି ପାରିବ। ସେ ଏକ ଶ୍ଳୋକ ମାଧ୍ୟମରେ କୁକୁଡ଼ାଙ୍କର ଚାରୋଟି ଗୁଣ ବର୍ଣ୍ଣନା କରିଛନ୍ତି। ଜାଣନ୍ତୁ…
ପ୍ରଶଂସକଙ୍କ ମନ ଜିତୁଛି ନୋରା ଫତେହିଙ୍କ ଲାଟେଷ୍ଟ ଫଟୋଶୁଟ୍
ବଲିଉଡ୍ ଡ୍ୟାନ୍ସର ତଥା ଅନ୍ୟତମ ହଟ୍ ଆକ୍ଟ୍ରେସ ନୋରା ଫତେହିଙ୍କ ଲାଟେଷ୍ଟ ଫଟୋଶୁଟକୁ କୌଣସି ଶବ୍ଦରେ ପ୍ରଶଂସା କରିହେବ ନାହିଁ। ଏ କଥା ଆମେ ନୁହେଁ, ତାଙ୍କ ଇନ୍ଷ୍ଟାଗ୍ରାମ ପୋଷ୍ଟରେ ୟୁଜର୍ସ ଦେଉଛନ୍ତି କିଛି ଏଭଳି କମ୍ପ୍ଲିମେଣ୍ଟ। ତାଙ୍କର ନୂଆ ଫଟୋଶୁଟ୍…
ଓ୍ବିଲିୟମସନଙ୍କ ଶତକ: ଦୃଢ଼ ସ୍ଥିତିରେ ନ୍ୟୁଜିଲାଣ୍ଡ
ଖ୍ରୀଷ୍ଟଚର୍ଚ୍ଚ, ୫।୧(ଏପି)- କେନ୍ ଓ୍ବିଲିୟମସନ୍ଙ୍କ ଶତକ ସହାୟତାରେ ନ୍ୟୁଜିଲାଣ୍ଡ ଏଠାରେ ଚାଲିଥିବା ପାକିସ୍ତାନ ବିପକ୍ଷ ଟେଷ୍ଟରେ ନିଜର ସ୍ଥିତିକୁ ମଜଭୁତ କରିଛି। ଓ୍ବିଲିୟମସନ ଓ ହେନରି ନିକୋଲ୍ସ ଅସମାପ୍ତ ୪ର୍ଥ ଉଇକେଟରେ ୨୧୫ ରନ ସଂଗ୍ରହ କରି ନ୍ୟୁଜିଲାଣ୍ଡକୁ ଅଗ୍ରଣୀ ପଥରେ…
ଓଡ଼ିଶା ଟି୨୦ କ୍ରିକେଟ ଲିଗ୍: ଜାଗୁଆର୍ସର ପ୍ରଥମ ବିଜୟ
ଭୁବନେଶ୍ୱର, ୫।୧(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍ଜିଏମ୍ ଟି୨୦ କ୍ରିକେଟ ଲିଗ୍ର ସୋମବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ଜାଗୁଆର୍ସ ୪୮ ରନରେ ଚିତାସ୍କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା…
ତୃତୀୟ ଟେଷ୍ଟରୁ ପ୍ୟାଟିନସନ ଓହରିଲେ
ସିଡ୍ନୀ, ୫।୧(ପି.ଟି.)-ପଞ୍ଜରାରେ ଆଘାତ ଯୋଗୁ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜେମ୍ସ ପ୍ୟାଟିନସନ ଭାରତ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରୁ ଓହରି ଯାଇଛନ୍ତି। ସୋମବାର କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡରେ…
ବିଶ୍ୱ ଫର୍ନାଣ୍ଡୋଙ୍କୁ ୫ ଉଇକେଟ ସଫଳତା
ଜୋହାନ୍ସବର୍ଗ, ୫ା୧ (ଏପି)-ବିଶ୍ୱ ଫର୍ନାଣ୍ଡୋଙ୍କ ୫ ଉଇକେଟ ସଫଳତା ସତ୍ତ୍ୱେ ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ବୃହତ୍ ଅଗ୍ରଣୀ ହାସଲ କରିଛି। ସୋମବାର ଥିଲା ମ୍ୟାଚର ଦ୍ୱିତୀୟ ଦିବସ।…
ସ୍ତ୍ରୀ ହେଲେ ଗର୍ଭବତୀ ସ୍ବାମୀ କରନ୍ତି ବିବାହ…
ଦେଶରେ ପୁରୁଷ ବହୁ ବିବାହ ନେଇ ନାନା ଆଲୋଚନା ଜାରି ରହିଛି। ତେବେ ରାଜସ୍ଥାନରେ ବାଡ଼ମେର ଜିଲାରେ ଦ୍ୱିତୀୟ ବିବାହ କରିବା ଏକ ପରମ୍ପରା ଭାବେ କେଉଁ ପୁରୁଣା କାଳରୁ ଚଳି ଆସୁଛି। ଏଠାରେ ଶାଶୁଘରକୁ ବୋହୂ ହୋଇ ଯାଉଥିବା କନିଆ…
ଡ୍ରଗସ୍ଠାରୁ ବି ଅଧିକ ନିଶା ଥାଏ ପ୍ରେମରେ…
ପ୍ରେମରେ ଡ୍ରଗସ୍ଠାରୁ ଶହେଗୁଣା ଅଧିକ ନିଶା ଥାଏ। ଏହା ଥରେ ମୁଣ୍ଡରେ ପଶିଲେ ପ୍ରେମିକା ପ୍ରେମିକ ଦୁନିଆର ସବୁକିଛି ଭୁଲି ଯାଆନ୍ତି। ଏନେଇ କାର୍ଲିଫର୍ନିଆ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ସେମାନଙ୍କର ଗବେଷଣା ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ପ୍ରେମ ଭାବନା ଜାଗ୍ରତ କରିବା…
Archives


