Home Left

ମାଲେଗାଁଓ ବିସ୍ଫୋରଣ ମାମଲାରେ କୋର୍ଟରେ ହାଜର ହେଲେ ପ୍ରଜ୍ଞା ଠାକୁର

ମୁମ୍ବାଇ,୪ ।୧: ମହାରାଷ୍ଟ୍ରର ମାଲେଗାଁଓରେ ୨୦୦୮ରେ ହୋଇଥିବା ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଭୋପାଳ ଏମ୍‌ପି ପ୍ରଜ୍ଞା ସିଂ ଠାକୁର ସୋମବାର ଏନ୍‌ଆଇଏର ବିଶେଷ ଅଦାଲତରେ ହାଜର ହୋଇଛନ୍ତି । ହେଲେ କୋର୍ଟ ଏହି ମାମଲାର…

ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଜବତ: ବଳାତ୍କାର ପରେ ହତ୍ୟା ସନ୍ଦେହ

ବରଗଡ଼ ଅଫିସ,୪।୧: ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳର ଏକ ଜଙ୍ଗଲରୁ ସୋମବାର ଜଣେ ନାବାଳିକା(୯)ଙ୍କ ମୃତଦେହ ଜବତ କରାଯାଇଛି। ମୃତ ନାବାଳିକାଙ୍କ ଶରୀରର ମୁଣ୍ଡ, ହାତ ଆଙ୍ଗୁଳି ସହିତ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ ତାଙ୍କ ଓଢଣୀ…

ଉର୍ବଶୀଙ୍କ ଗ୍ଲାମରସ୍ ଲୁକ୍‌

ମୁମ୍ବାଇ: ବଲିଉଡ୍ ବିୟୁଟି ଉର୍ବଶୀ ରୌତେଲା ନିଜ ଲୁକ୍ସକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ତାଙ୍କର ହଟ୍ ଓ ବୋଲ୍ଡ ଅନ୍ଦାଜ ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଥାଏ । ୨୦୨୦ରେ ସେ ଗୋଟିଏ ପରେ ଗୋଟିଏ ଗ୍ଲାମରସ୍ ଫଟୋ…

ମନ୍ତ୍ରୀଙ୍କ ସହ ଖାଇବାକୁ ମନା କଲେ କୃଷକ

ନୂଆଦିଲ୍ଲୀ,୪।୧: କୃଷି ଆଇନ ପ୍ରସଙ୍ଗରେ ସରକାର ଏବଂ କୃଷକଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ଅଷ୍ଟମ ରାଉଣ୍ଡର ଏହି ଆଲୋଚନା ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେଉଛି। ଗତ ଶେଷ ଆଲୋଚନା ବିଦ୍ୟୁତ ବିଲ ଏବଂ ପ୍ରଦୂଷଣ ପ୍ରସଙ୍ଗରେ କୃଷକଙ୍କ ଦାବିକୁ…

ଫ୍ଲୋଟିଂ ବ୍ରେକ୍‌ଫାଷ୍ଟର ମଜା ଉଠାଉଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ ମୌନୀ ରାୟ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ ହେଲା ପରି ଗୋଲ୍‌ ଦେଇଛନ୍ତି। କାରଣ ସୋସିଆଲ ମିଡିଆରେ ଏମିତି କିଛି ଫଟୋ ଶେୟାର କରିଛନ୍ତି ଯାହା ଦେଖି ପ୍ରଶଂସକ ମତୁଆଲା ହୋଇଉଠିଛନ୍ତି। ତାଙ୍କ କିଛି ହଟ୍‌ ଫଟୋ ଏବେ ଖୁବ୍‌ ଚର୍ଚ୍ଚାରେ…

ପୁରୁଷ ବନ୍ଧୁଙ୍କୁ ‘ଲଭ୍ ୟୁ’ କହି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁସ୍ମିତା

ମୁମ୍ବାଇ: ବଲିଉଡ୍ ନାୟିକା ସୁସ୍ମିତା ସେନ୍ ତାଙ୍କ ଅଭିନୟ ପାଇଁ ଯେତିକି ପରିଚିତ କିଛି ଦିନ ହେବ ସେ ତାଙ୍କ ରିଲେସନଶିପୁକୁ ନେଇ ଖୁବ୍ ଚର୍ଚ୍ଚତ । ମଡେଲ ରୋହମନ ଶଲଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ସବୁଦିନ କିଛି ନା…

ନ୍ୟୁଜ ଚ୍ୟାନେଲରେ ରାଷ୍ଟ୍ରପତି‌ଙ୍କ ଅଧା କଟା ଫଟୋ: ସୋସିଆଲ ମିଡିଆରେ ଭାଇରାଲ

ସେଣ୍ଟପିଟର୍ସବର୍ଗ,୪।୧: ପ୍ରତିବର୍ଷ ଭଳି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନୂଆ ବର୍ଷ ଅବସରରେ ନିଜ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ତେବେ ଏକ ନ୍ୟୁଜ୍‌ ଚ୍ୟାନେଲର ଭୁଲ ହେତୁ ପୁଟିନ୍‌ଙ୍କ ଅଧା କଟା ଫଟୋ ରୁଷିଆର କିଛି ଅଞ୍ଚଳରେ ଦେଖାଯାଇଥିଲା। ଜଣେ ବ୍ୟକ୍ତି…

ଏହି ଅଭିନେତ୍ରୀଙ୍କୁ ପ୍ରପୋଜ କଲେ ସଲମାନ୍‌ ଖାନ୍‌: ଉତ୍ତରରେ ଯାହା ଶୁଣିଲେ ହସି ହସି ଗଡ଼ିଗଲେ

ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ ନିଜର ସୌନ୍ଦର୍ଯ୍ୟ ବଳରେ ସମସ୍ତଙ୍କୁ ନିଜପ୍ରତି ଆକର୍ଷିତ କରିପାରିଛନ୍ତି। ତାଙ୍କର ସୌନ୍ଦର୍ଯ୍ୟ ପଛରେ ବଲିଉଡ୍‌ର ସବୁଠାରୁ ଏଲିଜିବୁଲ ବ୍ୟାଚଲର ସଲମାନ୍‌ ଖାନ୍‌ ମଧ୍ୟ ପାଗଳ ହୋଇଯାଇଛନ୍ତି। ସଲମାନ୍‌ ନିଜ ଶୋ’ ବିଗ୍‌ ବସ୍‌-୧୪ରେ ଏହା ପ୍ରକାଶ…

ଦକ୍ଷିଣ କୋରିଆ ପାଇଁ ସତର୍କ ଘଣ୍ଟି: ଜନ୍ମଠାରୁ ମୃତ୍ୟୁ ହାର ଅଧିକ

ସିଓଲ,୪।୧: ଦକ୍ଷିଣ କୋରିଆରେ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶରେ ଜନ୍ମ ତୁଳନାରେ ମୃତ୍ୟୁ ହାର ଅଧିକ ହେବାରେ ଲାଗିଛି। ୨୦୨୦ରେ ଦେଶରେ ୨୭୫,୮୦୦ ଶିଶୁ ଜନ୍ମ ନେଇଛନ୍ତି। ଏହା ୨୦୧୯ ତୁଳନାରେ ୧୦ ପ୍ରତିଶତ କମ୍‌ ରହିଛି। ସେହିପରି ୨୦୨୦ରେ…

୧୦୦ ରୋଗୀଙ୍କୁ ବିଷ ଇଞ୍ଜେକ୍‌ସନ ଦେଇ ମାରିଛନ୍ତି ଏହି ନର୍ସ, କାରଣ ଜାଣିଲେ…

ସାଧାରଣତଃ ହସ୍ପିଟାଲରେ ଥିବା ନର୍ସମାନେ ରୋଗୀଙ୍କ ସେବା କରିଥାନ୍ତି। ରୋଗୀ କିପରି ସୁସ୍ଥ ହେବେ ନିଜ ଜୀବନକୁ ବାଜି ଲଗାଇ ରାତିଦିନ ଏକକରି ରୋଗୀଙ୍କ ସେବାରେ ଲାଗିଥାନ୍ତି। ମାତ୍ର ନର୍ସ ଯେ ରୋଗୀଙ୍କ ମୃତ୍ୟୁର କାରଣ ପାଲଟନ୍ତି ଏହା ଶୁଣିଲେ ଆଶ୍ଚର୍ଯ୍ୟ…

ଫାଷ୍ଟ ଆଣ୍ଡ ଫ୍ୟୁରିୟସ ହେଲେ ଏହି କ୍ରିକେଟର

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ ଏବେ ପୁଣି ଥରେ ଚର୍ଚ୍ଚାରେ। ସୟଦ ମୁସ୍ତାକ ଅଲି ଟ୍ରଫିରେ ଯୁବରାଜଙ୍କୁ ସାମିଲ କରାଯାଇଥିଲେ ମଧ୍ୟ ବିସିସିଆଇ ତାଙ୍କୁ ଖେଳିବାକୁ ଅନୁମତି ଦେଇ ନ ଥିଲା। ହେଲେ ଏବେ ଯୁବରାଜ ପୁଣି ଥରେ ଚର୍ଚ୍ଚାକୁ…

ଛୋଟା ରାଜନଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ

ମୁମ୍ବାଇ,୪।୧: ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ସ୍ବତନ୍ତ୍ର ସିବିଆଇ କୋର୍ଟ ରାଜନଙ୍କୁ ଏହି ଦଣ୍ଡାଦେଶ କରିଛନ୍ତି। ୨୦୧୫ରେ ପନଓ୍ବେଲ ସ୍ଥିତ ବିଲ୍ଡର ନନ୍ଦୁ ଓ୍ବାଜେକରଙ୍କୁ ଧମକାଇ ୨୬ କୋଟି ଟଙ୍କା ମାଗିଥିବା ଅଭିଯୋଗରେ ସେ ଦୋଷୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri