Home Left

ଡ୍ରଗସ୍‌ଠାରୁ ବି ଅଧିକ ନିଶା ଥାଏ ପ୍ରେମରେ…

ପ୍ରେମରେ ଡ୍ରଗସ୍‌ଠାରୁ ଶହେଗୁଣା ଅଧିକ ନିଶା ଥାଏ। ଏହା ଥରେ ମୁଣ୍ଡରେ ପଶିଲେ ପ୍ରେମିକା ପ୍ରେମିକ ଦୁନିଆର ସବୁକିଛି ଭୁଲି ଯାଆନ୍ତି। ଏନେଇ କାର୍ଲିଫର୍ନିଆ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ସେମାନଙ୍କର ଗବେଷଣା ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ପ୍ରେମ ଭାବନା ଜାଗ୍ରତ କରିବା…

୬ ବର୍ଷ ରୋମାନ୍ସ୍‌ ପରେ ରଣବୀରଙ୍କୁ ବିବାହ କରିଥିଲେ ଦୀପିକା

ମୁମ୍ବାଇ,୫।୧: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ମଙ୍ଗଳବାର ୩୪ ବର୍ଷ ପୂରଣ ହୋଇଛି। ସେ ୩୫ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୮୬ ଜାନୁୟାରୀ ୫ରେ ଡେନମାର୍କର କୋପେନହେଗେନ୍‌ଠାରେ ଜନ୍ମ ଗ୍ରହଣ କରିଥିଲେ। ଜାତୀୟସ୍ତରୀୟ ଜଣେ ବ୍ୟାଡ଼ମିଣ୍ଟନ ଖେଳାଳି ଭାବେ ସେ…

ପ୍ରଥମ ଭେଟରେ ଏହି କ୍ରିକେଟର୍‌ଙ୍କୁ ଗାଳି ଦେଇଥିଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସ୍ପିନର ହେଉଛନ୍ତି ୟୁଜବେନ୍ଦ୍ର ଚହଲ। ୨୦୧୬ରେ ପ୍ରଥମଥର ଦେଶ ପାଇଁ ଖେଳିବାର ସୁଯୋଗ ପାଇଥିଲେ। ସେ ୨୦୧୬ ଜୁନ ୧୧ରେ ଏକଦିବସୀୟ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ଜୁନ୍‌ ୧୮ ପ୍ରଥମ ଟି-୨୦ମ୍ୟାଚ୍‌ ଖେଳିଥିଲେ।…

ଗୁପ୍‌ଚୁପ୍‌ ବିକି ସ୍ବପ୍ନ ପୂରଣ କରିଥିଲେ ଏହି କ୍ରିକେଟର, ଆଜି ଭଉଣୀଙ୍କୁ କଲେ ବିଦା

ଭାରତୀୟ କ୍ରିକେଟ ଜଗତର ଉଦୀୟମାନ ତାରକା ଯଶସ୍ବୀ ଜୟସୱାଲଙ୍କ ପାଇଁ ଆଜି ଏକ ଖୁସିର ଦିନ। ଆଜି ତାଙ୍କ ଭଉଣୀ ବିବାହ କରିବାକୁ ଯାଉଛନ୍ତି। ଯସଶ୍ୱୀ ନିଜ ଟଙ୍କା ଖର୍ଚ୍ଚ କରି ଭଉଣୀଙ୍କ ବିବାହ କରାଉଛନ୍ତି। ଭଉଣୀଙ୍କୁ ନେଇ ବିବାହ ମଣ୍ଡପକୁ…

‘ଅଭିଯୁକ୍ତ ମନ୍ତ୍ରୀଙ୍କୁ ଗିରଫ କର’

ଭୁବନେଶ୍ୱର, /କଟକ ଅଫିସ୍‌/ନିଶ୍ଚିନ୍ତକୋଇଲି/ମାହାଙ୍ଗା/ ସାଲେପୁର,୪ା୧: କଟକ ଜିଲା ମାହାଙ୍ଗା ବ୍ଲକର ନୃତାଙ୍ଗରେ ଭାଜପା ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ୧୩ତମ ଅଭିଯୁକ୍ତ ଆଇନମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନା ଓ ଅନ୍ୟ ୧୨ ଅଭିଯୁକ୍ତଙ୍କୁ…

ଚିତାବାଘ ଆତଙ୍କ: ଆକ୍ରମଣରେ ୧୫ଛେଳି ୨ଗୋରୁ ମୃତ

ଦେବଗଡ଼,୪ା୧: ଦେବଗଡ଼ ଜିଲା ବାରକୋଟ ବ୍ଲକ ଅଧୀନ ଚକଡିହୀ(ନୂଆଁ ବାରକୋଟ) ଗ୍ରାମରେ ଶନିବାର ରାତିରେ ବନ୍ୟଜନ୍ତୁ ଆକ୍ରମଣରେ ୧୫ଟି ଛେଳି ଓ ୨ଗୋରୁର ମୃତ୍ୟୁ ଘଟିଛି। ଏହାସହ ୪ଟି ଛେଳି ଗୁରୁତର ଆହତ ହୋଇଛନ୍ତି। ସେହିପରି ଉକ୍ତ ଗ୍ରାମର ୨୨ରୁ ଊର୍ଦ୍ଧ୍ୱ…

ସବୁଠୁ ଗରମ ବର୍ଷ ତାଲିକାରେ ୨୦୨୦

ନୂଆଦିଲ୍ଲୀ,୪ା୧- ୧୯୦୧ ପରଠାରୁ ସବୁଠୁ ଉତ୍ତପ୍ତ ବର୍ଷ ତାଲିକାରେ ସ୍ଥାନ ପାଇଛି ୨୦୨୦। କିନ୍ତୁ ୨୦୧୬ରେ ଦେଖାଯାଇଥିବା ସର୍ବୋଚ୍ଚ ଉତାପ ତୁଳନାରେ ଏହା ଯଥେଷ୍ଟ କମ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୋମବାର କୁହାଯାଇଛି। ୨୦୨୦ ବର୍ଷରେ…

ସାର, କୀଟନାଶକ, ବିହନରେ ଠକେଇ: କ୍ଷତି ସହୁଛି ଚାଷୀ, କମ୍ପାନୀ କର୍ତ୍ତୃପକ୍ଷ ଚୁପ୍‌

ବରଗଡ଼ ଅଫିସ୍‌,୪।୧: ବରଗଡ଼ ଜିଲାରେ ଅସଲି ବ୍ରାଣ୍ଡ୍‌ ଆଳରେ ନକଲି କାରବାର ଚାଲିଛି। ସାର, ବିହନ, କୀଟନାଶକକୁ ଅସଲି ବ୍ରାଣ୍ଡ୍‌ ଦର୍ଶାଇ ବିଭିନ୍ନ କମ୍ପାନୀ ଏଭଳି କାରବାର କରୁଛନ୍ତି । ପୂର୍ବରୁ ନିମ୍ନମାନର ବିହନ, କୀଟନାଶକ, ସାର ପ୍ରୟୋଗ କରି ଜିଲାର…

ସେହ୍ବାଗଙ୍କ ରେକର୍ଡ ଭାଙ୍ଗିଲେ ଓ୍ବିଲିୟମସନ

ଖ୍ରୀଷ୍ଟଚର୍ଚ୍ଚ,୪।୧: ଚମତ୍କାର ଫର୍ମରେ ଥିବା ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ ସୋମବାର ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି। ଏଠାରେ ପାକିସ୍ତାନ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ସେ ହାସଲ କରିଛନ୍ତି କ୍ୟାରିୟରର ୨୪ତମ ଟେଷ୍ଟ ଶତକ। ଏଥିସହ ବିଶ୍ୱର…

୧୨.୫୨ କୋଟି ଟଙ୍କାରେ ନିର୍ମିତ ରାମଲିଙ୍ଗେଶ୍ୱର ପୋଖରୀ ଉଦ୍‌ଘାଟିତ

ବ୍ରହ୍ମପୁର ଅଫିସ୍‌,୪।୧- ବ୍ରହ୍ମପୁର ମହାନଗରକୁ ଦେଶରେ ସୁନ୍ଦର ସହର ଭାବେ ଗଢ଼ି ତୋଳିବା ପାଇଁ ପରିକଳ୍ପନା କରାଯାଇଛି। ଏନେଇ ସମସ୍ତେ ମିଶି ଏହାର ସଫଳ ରୂପାୟନ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଶମ ନଗରବାସୀଙ୍କୁ ଆହ୍ବାନ ଦେଇଛନ୍ତି। ସହରରେ ବାଣିଜ୍ୟ…

ଟ୍ରାଫିକ୍‌ ପୋଲିସକୁ ରାଜସ୍ବ ଚିନ୍ତା: ୩୪ ଦିନରେ ୩୬ ଲକ୍ଷ ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ୍‌,୪।୧: ବ୍ରହ୍ମପୁର ସହରର ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଗଠନ ହୋଇଛି ଟ୍ରାଫିକ ୟୁନିଟ୍‌। ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ବିଜ୍ଞପ୍ତି ଅନୁଯାୟୀ, ଗଠିତ ଟ୍ରାଫିକ୍‌ ୟୁନିଟର ମୂଳ ଲକ୍ଷ୍ୟ ଲୋକଙ୍କୁ ଏବଂ ଯାନବାହନ ଚାଳକଙ୍କୁ ଟ୍ରାଫିକ୍‌…

ଡାହାଣୀ ସନ୍ଦେହରେ ଗାଁରୁ ତଡ଼ା ଖାଇଥିବା ଦମ୍ପତ୍ତିଙ୍କୁ ଉଦ୍ଧାର କଲା ପ୍ରଶାସନ

ବାଲିଆପାଳ,୪।୧: ଡାହାଣୀ ସନ୍ଦେହରେ ଗାଁରୁ ତଡା ଖାଇଥିବା ଏକ ଦମ୍ପତିଙ୍କୁ ଅସହାୟ ଅବସ୍ଥାରେ ସୋମବାର ଉଦ୍ଧାର କରାଯାଇଛି। ଉକ୍ତ ଦମ୍ପତି ହେଲେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଶ୍ରୀରାମପୁର ପଞ୍ଚାୟତ ମହିଷାମୁଣ୍ଡା ଗ୍ରାମର ଲୁସ୍କୁ ଟୁଡୁ ଓ ତାଙ୍କ ସ୍ତ୍ରୀ ରୁକ୍ମିଣୀ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri