Home Left

ଜରିମାନାରୁ ବଞ୍ଚାଉଛି, ଜୀବନ ନେଉଛି

ଭୁବନେଶ୍ୱର,୫।୧(ବ୍ୟୁରୋ): ବାଇକ୍‌ ଚାଳକଙ୍କ ସୁରକ୍ଷା କବଚ ହେଉଛି ହେଲ୍‌ମେଟ୍‌। ଦୁର୍ଘଟଣାଜନିତ ମୃତ୍ୟୁ ରୋକିବାକୁ ହେଲ୍‌ମେଟ୍‌ ପିନ୍ଧି ବାଇକ୍‌ ଚଳାଇବା ବାଧ୍ୟତାମୂଳକ କରାଯାଇଛି। କିଛିଦିନ ତଳେ ପରିବହନ ବିଭାଗ ପକ୍ଷରୁ ଡବଲ୍‌ ହେଲ୍‌ମେଟ୍‌ ନିୟମ କରାଯାଇଥିବାବେଳେ ନୂଆବର୍ଷରୁ ଏହା କାର୍ଯ୍ୟକାରୀ ହୋଇଛି। ଏହାପରଠୁ…

ଅନ୍ୟ ଜଣେ ଯୁବତୀଙ୍କ ପ୍ରେମରେ ସ୍ବାମୀ, ସ୍ତ୍ରୀ ଦେଲେ ଏମିତି ଅଫର୍‌

ଭୋପାଳ,୫।୧୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ତ୍ରିକୋଣୀୟ ପ୍ରେମ କାହାଣୀ ଦେଖିବାକୁ ମିଳିଛି। ଜଣେ ସ୍ତ୍ରୀ ଦେଢ ଼ କୋଟି ଟଙ୍କା ନେଇ ତାଙ୍କ ସ୍ବାମୀଙ୍କୁ ପ୍ରେମିକାଙ୍କ ସହ ଛାଡି ଦେଇଥିଲେ। ଫ୍ୟାମିଲି କୋର୍ଟରେ କିଛି ଦିନ ପୂର୍ବରୁ ଏକ ଅଭିଯୋଗ…

୩-୪ ଡଲାରରେ ଟିକା ଯୋଗାଇବ ସେରମ୍‌

ନୂଆଦିଲ୍ଲୀ, ୫।୧(ପି.ଟି.): ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଅଷ୍ଟ୍ରାଜେନିକା ଦ୍ୱାରା ବିକଶିତ ତଥା ଭାରତର ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରସ୍ତୁତ କରୋନା ଟିକା ‘କୋଭିଶିଲ୍ଡ’ ସରକାରଙ୍କୁ ସ୍ବତନ୍ତ୍ର ମୂଲ୍ୟ ୩ରୁ ୪ ଡଲାର (୨୧୯ରୁ ୨୯୨ ଟଙ୍କା)ରେ ଯୋଗାଇ ଦିଆଯିବ ବୋଲି ସେରମ୍‌ ସିଇଓ…

କମୁଛି ଶୀତ ଫେବୃୟାରୀରୁ ବଢ଼ିପାରେ ତାତି

ଭୁବନେଶ୍ୱର,୫।୧(ବ୍ୟୁରୋ): ରାଜ୍ୟରେ ଶୀତ ହ୍ରାସ ପାଇଛି। ଆଗାମୀ ଦିନରେ ଆହୁରି କମିବ। ମଙ୍ଗଳବାରଠାରୁ ଆସନ୍ତା ୯ ତାରିଖଯାଏ ପାରଦ ଉପରକୁ ଉଠିବ। ୧୦ ତାରିଖରୁ ୧ରୁ ୨ ଡିଗ୍ରୀ ତଳକୁ ଖସିବ। ତେବେ ଆଉ ହାଡ଼ଭଙ୍ଗା ଶୀତର ସମ୍ଭାବନା ନାହିଁ। ଚଳିତବର୍ଷ…

ପ୍ରାଣୀ ଜବତ ନିୟମ ପ୍ରତ୍ୟାହାର କର

ନୂଆଦିଲ୍ଲୀ, ୫।୧(ପି.ଟି.): ପ୍ରାଣୀ ବ୍ୟବସାୟ କିମ୍ବା ପରିବହନରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଜୀବ ନିଷ୍ଠୁରତା ପ୍ରତିକାର ଆଇନରେ ମାମଲା ଚାଲିଲେ ସମ୍ପୃକ୍ତ ପ୍ରାଣୀଙ୍କୁ ଜବତ କରାଯାଇଥାଏ। ୨୦୧୭ରେ ସରକାର ଏଭଳି ନିୟମ ପ୍ରଚଳନ କରିଥିଲେ। ତେବେ ଏହା ଉକ୍ତ ଆଇନର ବିରୁଦ୍ଧାଚରଣ…

ସ୍ବାମୀଙ୍କୁ ମାରି ଫେସ୍‌ବୁକ୍‌ରେ ପୋଷ୍ଟ କଲେ ସ୍ତ୍ରୀ

ନୂଆଦିଲ୍ଲୀ, ୫ା୧: ସ୍ବାମୀଙ୍କୁ ହତ୍ୟା କରି ସ୍ତ୍ରୀ ଫେସ୍‌ବୁକରେ ଘଟଣା ପୋଷ୍ଟ କରିବା ଏବଂ ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିବା ନୂଆଦିଲ୍ଲୀ ଛତରପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ୩୬ ବର୍ଷୀୟା ମହିଳା ଜଣକ ପ୍ରଥମେ ସ୍ବାମୀଙ୍କୁ ଛୁରି ଭୁସି…

ସାମରିକ ହସ୍ତକ୍ଷେପର ପରିଣତି ଭୟାବହ ହେବ

ଓ୍ବାଶିଂଟନ, ୫।୧: ନିର୍ବାଚନରେ ଜାଲିଆତି ଦାବିକୁ ସାବ୍ୟସ୍ତ କରିବାକୁ ଯାଇ ସାମରିକ ପଦକ୍ଷେପର ପରିଣାମ ଭୟାବହ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ପେଣ୍ଟାଗନ୍‌ର ୧୦ ଜଣ ପୂର୍ବତନ ମୁଖ୍ୟ ସତର୍କ କରାଇଦେଇନ୍ତି। ସାମରିକ ହସ୍ତକ୍ଷେପ ଯୋଗୁ ଆମେରିକା ବିପଜ୍ଜନକ,…

‘୩୦ ସୁଦ୍ଧା ଆସିପାରେ ଟିକା’

ଭୁବନେଶ୍ୱର, ୫।୧(ବ୍ୟୁରୋ): ଚଳିତ ମାସରେ ଓଡ଼ିଶାକୁ କରୋନା ଟିକା ଆସିଯାଇପାରେ। ଏନେଇ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ସୋମବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜାନୁୟାରୀ ୩୦ ସୁଦ୍ଧା ଟିକା ଆସିଯିବ ବୋଲି ବିଶ୍ୱାସ କରାଯାଉଛି।…

ଭାରତରେ ପ୍ରଚଣ୍ଡ

କାଠମାଣ୍ଡୁ, ୫ା୧: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଶାସକ କମ୍ୟୁନିଷ୍ଟ ପାର୍ଟିର ବିିଦ୍ରୋହୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ସୋମବାର ଭାରତ ଆସିଛନ୍ତି। ସ୍ତ୍ରୀ ସୀତା ଦହଲ ଓ ଦୁଇ ଝିଅଙ୍କ ସହ ପ୍ରଚଣ୍ଡ ମୁମ୍ବାଇରେ…

କିଡ୍‌ନୀ ରୋଗୀଙ୍କୁ ପ୍ରଥମ କୋଭିଶିଲ୍ଡ ଡୋଜ୍‌

ଲଣ୍ଡନ, ୫ା୧: ବ୍ରିଟେନରେ ଫାଇଜର ପରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକା କୋଭିଶିଲ୍ଡର ଜରୁରିକାଳୀନ ବ୍ୟବହାରକୁ ଅନୁମତି ମିଳିସାରିଛି। କିଡ୍‌ନୀ ରୋଗରେ ପୀଡ଼ିତ ୮୨ ବର୍ଷୀୟ ବ୍ରିଏନ ପିଙ୍କର ସୋମବାର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ କୋଭିଶିଲ୍ଡର ପ୍ରଥମ ଡୋଜ ନେଇଛନ୍ତି। ପିଙ୍କରଙ୍କ ପରେ ଆଉ…

ପାକିସ୍ତାନ ହରାଇବ ଅଣନାଟୋ ମିତ୍ର ପରିଚୟ

ଓ୍ବାଶିଂଟନ, ୫।୧(ପି.ଟି.): ଆମେରିକାରେ କରୋନା ମହାମାରୀ ସଙ୍କଟ ଓ ରାଜନୈତିକ ଅନିଶ୍ଚିତତା ମଧ୍ୟରେ ରବିବାର ୧୧୭ତମ କଂଗ୍ରେସ ଆରମ୍ଭ ହୋଇଛି। ଏହାର ପ୍ରଥମ ଦିନରେ ପାକିସ୍ତାନକୁ ବୃହତ୍‌ ଅଣନାଟୋ ମିତ୍ର ପଦରୁ ହଟାଇବା ପାଇଁ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ବିଲ୍‌ ଆଗତ…

ଡିଏସ୍‌ପି ଝିଅଙ୍କୁ ଇନ୍ସପେକ୍ଟର ବାପାଙ୍କ ସାଲ୍ୟୁଟ୍‌

ତିରୁପତି, ୫ା୧: ପୋଲିସର ଏକ ବୈଠକରେ ନିଜ ଡିଏସ୍‌ପି ଝିଅକୁ ଦେଖି ସଙ୍ଗେ ସଙ୍ଗେ ଛିଡ଼ା ହୋଇଯାଇଥିଲେ ଇନ୍ସପେକ୍ଟର ବାପା। ଉଚ୍ଚ ର଼୍ୟାଙ୍କ ଅଧିକାରୀ ହୋଇଥିବାରୁ ତାଙ୍କୁ ସମସ୍ତଙ୍କ ଉପସ୍ଥିତିରେ ମାଡାମ୍‌ ସମ୍ବୋଧିତ କରିବା ସହ ପ୍ରୋଟକଲ ଅନୁସାରେ ସାଲ୍ୟୁଟ ମାରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri