କରୋନା ସମୟରେ ସଜନା ଶାଗର ଉପକାରିତା, ଏଥିରେ ରହିଛି…

ସଜନା ଶାଗ ଆମ ଦେହ ପାଇଁ ବହୁ ଉପକାରୀ। କ୍ଷୀରଠାରୁ ଏଥିରେ ୪ ଗୁଣ ଅଧିକ କ୍ୟାଲସିୟମ ଓ ଅଧିକ ଦୁଇଗୁଣ ପ୍ରୋଟିନ୍‌ ରହିଛି। ଗାଜରଠାରୁ ୪ ଗୁଣ ଅଧିକ ଭିଟାମିନ ‘ଏ’ ରହିଛି। କଦଳୀଠାରୁ ୫୦ ଗୁଣ ଅଧିକ ଭିଟାମିନ ‘ବି-୨’ ଓ ୩ ଗୁଣ ଅଧିକ ଫସ୍‌ଫରସ ରହିଛି।
ସଜନା ଶାଗରେ ପ୍ରଚୁର ପରିମାଣର ଆଇରନ ରହିଛି। ଯାହା ହିମୋଗ୍ଲୋବିନ ମାତ୍ରା ବଢ଼ାଏ। ରକ୍ତହୀନତା ଦୂର କରେ। ଏଥିରେ ଭିଟାମିନ୍‌ ‘ଇ’ ମଧ୍ୟ ରହିଛି।

ଦିନକୁ ଥରେ ମାତ୍ର ୫୦ ଗ୍ରାମର ସଜନା ଶାଗ କିମ୍ବା ୧୦୦ ଗ୍ରାମର ସଜନା ଛୁଇଁ ଖାଇଲେ ଶରୀରକୁ ଅନେକ ପୋଷଣ ମିଳିଥାଏ।
ଫଳରେ ଏହା ରକ୍ତହୀନତା, ହାଡ଼ ଦୁର୍ବଳତା, ଦୁର୍ବଳ ମାଂସପେଶୀ, କମ୍‌ ଦୃଷ୍ଟିଶକ୍ତି ଓ ମାନସିକ ବିକାଶ ପାଇଁ ଅନେକ ଲାଭଦାୟକ।
କରୋନା ସମୟରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ସଜନା ଶାଗ ସର୍ବୋତ୍ତମ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେଣ୍ଡରେ ପଫ୍‌ ସ୍ଲିଭ୍‌ ଫ୍ୟାଶନ

ପଫ୍‌ ସ୍ଲିଭ୍‌ ଟ୍ରେଣ୍ଡର ପୁଣିଥରେ ପ୍ରତ୍ୟାବର୍ତ୍ତନ ହୋଇଛି। ତା’ହେଲେ ଆଉ ଡେରି କାହିଁକି। ଆପଣ ବି ଆପଣଙ୍କ ଓ୍ବାର୍ଡରୋବ୍‌କୁ ଅପ୍‌ଡେଟ୍‌ କରିବାରେ ଲାଗିପଡ଼ନ୍ତୁ ନା। କାରଣ...

ମା’ଙ୍କ ଶରଧା ନାଲି ରଙ୍ଗରେ…

ଆଦ୍ୟାଶକ୍ତି ମା’ଦୁର୍ଗାଙ୍କ ଆଗମନ ସଭିଙ୍କ ମନରେ ଭରିଦିଏ ଆନନ୍ଦ ଓ ଉନ୍ମାଦନା ା ଦିଗ୍‌ବଳୟରେ ଲାଗିଯାଏ ବିଚିତ୍ର ରଙ୍ଗ ା କାଶତଣ୍ଡିଫୁଲର ମଧୁ ହିଲ୍ଲୋଳ ପୂଜାର...

ରୋଗ ନିରୂପଣରେ ସାଧାରଣ ପରୀକ୍ଷା

ସାଧାରଣ ପରୀକ୍ଷାଗୁଡ଼ିକ ବହୁତ ଗୁରୁତ୍ୱ ବହନ କରିଥାଏ। ରୋଗ ହେଲେ ରୋଗୀଙ୍କ ଦେହରେ ଅନେକ ଲକ୍ଷଣ ପ୍ରକାଶ ପାଇଥାଏ। ବିଭିନ୍ନ ରୋଗର ଲକ୍ଷଣ ଭିନ୍ନ ଭିନ୍ନ...

ଏହି ୪ ରାଶିର ଯୁବକଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ଯୁବତୀ; ଦେଖିଲେ ଆପଣ…

ଜ୍ୟୋତିଷ ଶାସ୍ତ୍ରରେ ରାଶିମାନଙ୍କ ମହତ୍ୱ ଅଧିକ। କାରଣ ରାଶି ଆଧାରରେ ବ୍ୟକ୍ତିର ସ୍ବଭାବ, ଗୁଣ-ଦୋଷ ଏବଂ ତାର ଜୀବନରେ ହେବାକୁ ଥିବା ଘଟଣା ବିଷୟରେ ଜଣାପଡ଼ିଥାଏ।...

ରାଶି ଅନୁଯାୟୀ ପ୍ରେମ: ଜାଣନ୍ତୁ କାହାକୁ ମିଳେ ଧୋକା, କିଏ ଏକାଧିକ ଥର ପଡ଼ନ୍ତି ପ୍ରେମରେ…

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମନୁଷ୍ୟର ବ୍ୟବହାର ତାର ରାଶି ଅନୁଯାୟୀ ଜଣାପଡ଼ିଥାଏ। ସବୁ ରାଶିର ଗୁଣ-ଦୋଷ ଭିନ୍ନଭିନ୍ନ ଥାଏ। କିଛି ରାଶିର ବ୍ୟକ୍ତି ଅତ୍ୟନ୍ତ କ୍ରୋଧି...

ଚେହେରା ଅନୁସାରେ ଇୟରିଂ

ବଜାରରେ ବିଭିନ୍ନ ପ୍ରକାରର ଇୟରିଂ ମିଳିଥାଏ। ହେଲେ କେଉଁ ଇୟରିଂ କିଭଳି ଚେହେରାକୁ ମାନିବ ଏନେଇ ଅନେକେ ଦ୍ୱନ୍ଦ୍ୱରେ ପଡିଯାଆନ୍ତି। ଏହି ଦ୍ୱନ୍ଦ୍ୱକୁ ଦୂରେଇବା ପାଇଁ...

ନିଦ ହେଉ ନ ଥିଲେ ଆପଣାନ୍ତୁ ଏହିସବୁ ଉପାୟ

ଆଜିକାଲି ନିଦ ନହେବା ଏକ ବଡ ସମସ୍ୟା ରୂପେ ଦେଖାଯାଉଛି। ମାନସିକ ଚାପ, କାର୍ଯ୍ୟ ଭାର, ଦୁଶ୍ଚିନ୍ତା, କୋଳାହଳଯୁକ୍ତ ପରିବେଶ ଆଦି ପାଇଁ ଏଭଳି ସମସ୍ୟା...

ପୁରୁଷ ବନ୍ଧ୍ୟାତ୍ୱ

ପ୍ରତ୍ୟେକ ବିବାହିତ ଦମ୍ପତିଙ୍କ ଜୀବନରେ ସନ୍ତାନଟିଏ ନିହାତି କାମ୍ୟ। ଏପରି କେତେକ ଦମ୍ପତି ଅଛନ୍ତି ଯେଉଁମାନଙ୍କ ପାଇଁ ସନ୍ତାନଟିଏ ଜନ୍ମ ଦେବା ସମ୍ଭବ ହୁଏନାହିଁ। ଏଥିପାଇଁ...

Advertisement
Archives

Model This Week