ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ପିଲାଙ୍କ ପାଇଁ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ
ଭୁବନେଶ୍ୱର, ୫।୧(ବ୍ୟୁରୋ): ଆସନ୍ତା ୧୧ତାରିଖରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବ। ଏଥିନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହେବା ଉପରେ । ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ମଙ୍ଗଳବାର ବିଶ୍ୱବିଦ୍ୟାଳୟର ପିଜି…
ବଲାଙ୍ଗୀର: ସପ୍ତାହକୁ ଥରେ ବନ୍ଦ ରହିବ ଧର୍ମାନୁଷ୍ଠାନ
ବଲାଙ୍ଗୀର ଅଫିସ, ୫ା୧: ମଙ୍ଗଳବାରଠାରୁ ବଲାଙ୍ଗୀର ଜିଲାର ଧାର୍ମିକ ଅନୁଷ୍ଠାନ ଯଥା ମନ୍ଦିର, ଗୀର୍ଜା, ମସଜିଦ୍, ଗୁରୁଦ୍ୱାରା ଖୋଲିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି। ଜିଲାପାଳ କାର୍ଯ୍ୟାଳୟ ଜରୁରୀ ଶାଖା ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶାବଳୀରେ ଧାର୍ମିକ ଅନୁଷ୍ଠାନ ଖୋଲିବା…
ରାଜ୍ୟରେ ସୁସ୍ଥ ହେଲେ ୨୭୧ କରେନା ସଂକ୍ରମିତ
ଭୁବନେଶ୍ୱର,୫ା୧- ରାଜ୍ୟରେ ମଙ୍ଗଳବାର ୨୭୧ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏଥି ଯୋଗୁ ରାଜ୍ୟରେ କରୋନରୁ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ମୋଟ ୩,୨୬, ୭୭୮ରେ ପହଞ୍ଚିଛି। ସୁନ୍ଦରଗଡ଼ ଜିଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୩୩। ସେହିଭଳି କେନ୍ଦ୍ରାପଡ଼ାରୁ ୩୧,…
ଭଙ୍ଗା ମୋବାଇଲରୁ ମିଳିଲା ମୃତ ଯୁବତୀଙ୍କ ପରିଚୟ
ସମ୍ବଲପୁର,୫ା୧(ବ୍ୟୁରୋ): ୩ ଦିନ ପରେ ସମ୍ବଲପୁର ବୁର୍ଲା ପିସି ବ୍ରିଜ ତଳୁ ମିଳିଥିବା ମୃତ ଯୁବତୀଙ୍କ ପରିଚୟ ପାଇଛି ପୋଲିସ। ଯୁବତୀ ଜଣକ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଗଣ୍ଡପାଲି ଗ୍ରାମର ରିଙ୍କି ସାହୁ(୨୧)। ପୋଲିସ ତାଙ୍କ ବାପାଙ୍କଠାରୁ ଏକ…
ତାମିଲନାଡୁ: ଅବିଭାବକଙ୍କ ଉପରେ ନିର୍ଭର କରେ ସ୍କୁଲ ଖୋଲିବ କି ନାହିଁ
ଚେନ୍ନାଇ,୫ା୧- ପୋଙ୍ଗଲ ଉତ୍ସବ ପରେ ଦଶମ ଓ ଦ୍ୱାଦଶ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲ ଖୋଲିବାକୁ ଚିନ୍ତା କରୁଛନ୍ତି ତାମିଲନାଡୁ ସରକାର। ଏ ନେଇ ସରକାର ସ୍କୁଲ ସ୍ତରରେ ଅବିଭାବକଙ୍କ ମତାମତ ଲୋଡ଼ିଛନ୍ତି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି।…
ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ଏହି ଅଭିନେତାଙ୍କୁ ବିବାହ କରିବେ ରାକ୍ଷୀ !
ବମ୍ବେ: ବିବାହର କିଛି ବର୍ଷ ନ ଯାଉଣୁ ସ୍ବାମୀ ରିତେଶଙ୍କୁ ଛାଡ଼ପତ୍ର ମାଗିଛନ୍ତି ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ। କେବଳ ଏତିକି ନୁହେଁ ସେ ତାଙ୍କ ପାଇଁ ବରପାତ୍ର ମଧ୍ୟ ବାଛିଛନ୍ତି। ବିଗ୍ବସ୍ରେ ପ୍ରତିଯୋଗୀ ଥିବା ରାକ୍ଷୀ ଅଭିନେତା ଅଭିନବ ଶୁକ୍ଳାଙ୍କ…
ମନ୍ଦିର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଲେ ପାକିସ୍ତାନର ସୁପ୍ରିମ କୋର୍ଟ
ଇସଲାମାବାଦ,୫ା୧- ପାକିସ୍ତାନର ଖାଇବର ପାଖତୁନଖ୍ବା ପ୍ରଦେଶରେ ଏକ ହିନ୍ଦୁ ମନ୍ଦିରକୁ ଭାଙ୍ଗିବା ସହ ନିଆଁ ଲଗାଇ ଦେଇଥିଲା ଏକ ମୁସଲମାନ ଗୋଷ୍ଠୀ। ଏହାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଲଜ୍ଜିତ କରିଛି ଏହି ଘଟଣା। ଉକ୍ତ ମନ୍ଦିରର…
ଭାରତୀୟ ଟିମ୍ରେ ଏହି ଖେଳାଳିଙ୍କ ସ୍ଥାନ ନେବେ ରୋହିତ ଶର୍ମା, ଯାଦବଙ୍କ ବିକଳ୍ପ ନେଇ ଛିଣ୍ଡୁନି ଅଙ୍କ
ସିଡନୀ,୫।୧: ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟେଷ୍ଟ ମ୍ୟାଚ୍ ଗୁରୁବାରଠାରୁ ଖେଳାଯିବ। ଏଥିରେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ମୟଙ୍କ ଅଗ୍ରଓ୍ବାଲଙ୍କ ସ୍ଥାନ ନେବେ ରୋହିତ ଶର୍ମା। ସେହିଭଳି ଉମେଶ ଯାଦବଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁର ଏବଂ ନବଦୀପ ସାଇନିଙ୍କ ମଧ୍ୟରୁ ଜଣଙ୍କୁ ଚୟନ…
ଟେନ୍ସା ଥାନା ଅଧିକାରୀଙ୍କୁ ତୀରମାଡ, ଗୁରୁତର ଅବସ୍ଥାରେ ଆର୍ଜିଏଚ୍ ସ୍ଥାନାନ୍ତର
ସୁନ୍ଦରଗଡ/ଟେନ୍ସା/ବଣାଇଁ, ୫।୧ (ଡି.ଏନ୍.ଏ)/(ସ୍ବ.ପ୍ର ): ସୁନ୍ଦରଗଡ ଜିଲା କୋଇଡା ବ୍ଲକ ଟେନ୍ସା ଫାଣ୍ଡି ଅଧିକାରୀ ଙ୍କ ଉପରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ ତୀର ମାଡହୋଇଛି। ଫାଣ୍ଡି ଅଧିକାରୀ ଅଶୋକ କୁମାର ବେହେରା ପିସିଆର୍ ଭ୍ୟାନ୍ ଯୋଗେ ଜିରୋ…
ସ୍କୁଲ ଦିନର ବନ୍ଧୁଙ୍କ ହାତ ଧରିବା ପରେ ଅଭିନେତ୍ରୀରୁ ପାଲଟିଥିଲେ ଗୃହିଣୀ, କହିଲେ ‘ପରିବାର ଆଗ’
ବମ୍ବେ: ବଲିଉଡ୍ର ଦବଙ୍ଗ ଖାନ୍ ସଲମାନଙ୍କ ବିପକ୍ଷରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଭାଗ୍ୟଶ୍ରୀ। ଦର୍ଶକେ ଚଳଚ୍ଚିତ୍ର ‘ମୈନେ ପ୍ୟାର କିୟା’ରେ ଉଭୟଙ୍କ ଯୋଡ଼ିକୁ ବେଶ୍ ପସନ୍ଦ କରିଥିଲେ। ୧୯୮୯ରେ ଫିଲ୍ମ ରିଲିଜ ହୋଇଥିବା ବେଳେ ୧୯୯୦ରେ ବିବାହ କରିନେଇଥିଲେ ଭାଗ୍ୟଶ୍ରୀ। ଏହାପରେ…
ପ୍ରଥମ ଥର ପାଇଁ ଭାରତରୁ ଚାଉଳ କିଣିଲା ଭିଏତନାମ
ମୁମ୍ବାଇ/ହାନୋଇ,୫ା୧- ବିଶ୍ୱରେ ତୃତୀୟ ସର୍ବାଧିକ ଚାଉଳ ରପ୍ତାନୀକାରୀ ଭିଏତନାମ ଚଳିତ ଦଶନ୍ଧିରେ ପ୍ରଥମ ଥର ପାଇଁ ଭାରତଠାରୁ ଚାଉଳ କିଣିଛି। ଭିଏତନାମରେ ଚାଉଳର ଲୋକାଲ ଦାମ୍ରେ ଦେଖିବାକୁ ମିଳିଛି ଅହେତୁକ ବୃଦ୍ଧି, ଯାହାକି ଗେ ସର୍ବାଧିକ। ଏହି କାରଣରୁ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତଠାରୁ…
ଭାରତ ଗସ୍ତ ବାତିଲ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୫।୧: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ନିଜର ଭାରତ ଗସ୍ତକୁ ବାତିଲ କରିଦେଇଛନ୍ତି। ଚଳିତ ବର୍ଷ ଜାନୁୟାରୀ ୨୬ ଗଣତନ୍ତ୍ର ଦିବସରେ ସେ ମୁଖ୍ୟ ଅତିଥି ଥିଲେ। ହେଲେ ବ୍ରିଟେନରେ କରୋନାର ନୂଆ ସଂକ୍ରମଣକୁ ଦୃଷ୍ଟିରେ ରଖି ସେ ନିଜର ଗସ୍ତ…
Archives


