Home Left

ଶୁକ୍ଳାଙ୍କୁ କ୍ରୀଡ଼ା ଉପରେ ଧ୍ୟାନ ଦେବାକୁ କହିଲେ ମମତା

କୋଲକତା,୫।୧: ପଶ୍ଚିମବଙ୍ଗ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଲକ୍ଷ୍ମୀ ରତନ ଶୁକ୍ଳା ମଙ୍ଗଳବାର ନିଜ  ପଦରୁ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀ ଶୁକ୍ଳାଙ୍କ ଇସ୍ତଫା ଗ୍ରହଣ କରିବାକୁ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଶୁକ୍ଳାଙ୍କ ଇସ୍ତଫାକୁ ନେଇ ମୁଖ୍ୟମନ୍ତ୍ରୀ ମମତା  କହିଛନ୍ତି ଯେ,…

ବାର୍ଡ ଫ୍ଲୁ ଆତଙ୍କ: କେରଳରେ ବିପର୍ଯ୍ୟୟ ଘୋଷଣା, ଚିକେନ୍‌-ଅଣ୍ଡା ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୫।୧: ମହାମାରୀ କରୋନା ପରେ ଏବେ ଦେଶରେ ନୂଆ ସଙ୍କଟ ଦେଖାଦେଇଛି। ଦେଶର ଅନେକ ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ସୃଷ୍ଟି ହୋଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ ପରେ ହିମାଚଳ ପ୍ରଦେଶ ଏବଂ କେରଳରେ ବାର୍ଡ ଫ୍ଲୁ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ…

ଗାଙ୍ଗୁଲିଙ୍କ ରୁଟିନ ରକ୍ତ ନମୁନା ରିପୋର୍ଟ ସନ୍ତୋଷଜନକ : ମେଡିକାଲ

କୋଲକାତା,୫ା୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ ରୁଟିନ ରକ୍ତ ନମୁନା ରିପୋର୍ଟ ସନ୍ତୋଷଜନକ। ଡାକ୍ତରୀ ଦଳ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଥିବା ଉଡଲାଣ୍ଡ୍‌ ମେଡିକାଲ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ତାଙ୍କୁ ବୁଧବାର ଡିସ୍‌ଚାର୍ଜ…

ଏମ୍‌ଟିଏ ପରୀକ୍ଷା ପ୍ରମାଣପତ୍ର ଅର୍ଜନ କଲେ ୭ ବର୍ଷର ଓଡ଼ିଆ ପୁଅ

ବଲାଙ୍ଗୀର ଅଫିସ,୫।୧: କମ୍ପ୍ୟୁଟର ପ୍ରୋଗ୍ରାମିଂରେ ବିଶ୍ୱସ୍ତରରେ ବିରଳ କୃତିତ୍ୱ ଅର୍ଜନ କରିଛନ୍ତି ବଲାଙ୍ଗୀରର ୭ବର୍ଷର ବାଳକ ଭେଙ୍କଟରମଣ ପଟ୍ଟନାୟକ। ସେ ଅନ୍ୟତମ କନିଷ୍ଠ ଛାତ୍ରଭାବେ ବିଶ୍ୱସ୍ବୀକୃତ ମାଇକ୍ରୋସଫ୍ଟ ଟେକ୍ନୋଲଜି ଆସୋଶିଏଟ୍‌(ଏମ୍‌ଟିଏ) ପ୍ରୋଗ୍ରାମିଂ ପରୀକ୍ଷାରେ ପ୍ରମାଣପତ୍ର ଅର୍ଜନ କରିଛନ୍ତି। ବାଙ୍ଗାଲୋରସ୍ଥିତ ଆଡଟେକ୍‌ କମ୍ପାନୀ…

ଘଡଘଡି ମାରିବା ସମୟରେ କାନରେ ଲଗାଇଥିଲେ ଇୟରଫୋନ୍‌, ଘଟିଲା ଏମିତି

ନୋଏଡା,୫।୧: ଗ୍ରେଟର ନୋଏଡାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ କାନରେ ଇୟରଫୋନ୍‌ ଲଗାଇବା ମହଙ୍ଗା ପଡିଛନ୍ତି। ବଜ୍ରପାତ ସମୟରେ କାନରେ ଇୟରଫୋନ ବିସ୍ଫୋରଣ ହେତୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗୌତମ ନାମକ ଜଣେ ଯୁବକ ତାଙ୍କ…

ସୋନୁଙ୍କୁ ଶୁଭେଚ୍ଛା ଜଣାଇଲେ ଅମିତାଭ

ମୁମ୍ବାଇ: ଗତବର୍ଷ କରୋନା ଲକ୍‌ଡାଉନ ସମୟରେ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ୍ ଅଭିନେତା ସୋନୁ ସୁଦଙ୍କର ନୂଆ ଫିଲ୍ମ ଖୁବଶୀଘ୍ର ପରଦାକୁ ଆସିବ । ସୋନୁଙ୍କ ଏହି ନୂଆ ପ୍ରୋଜେକ୍ଟ ବିଷୟରେ ମହାନାୟକ ଅମିତାଭ ବଚ୍ଚନ ଜଣାଇଛନ୍ତି । ଅମିତାଭ…

ପ୍ରଶଂସକଙ୍କୁ ଖୁସି ଖବର ଦେଲେ କମେଡିଆନ୍‌ କପିଲ ଶର୍ମା

ବମ୍ବେ: ପ୍ରଶଂସକଙ୍କୁ ‘ଗୁଡ୍‌ ନ୍ୟୁଜ୍‌’ ଦେଲେ କମେଡିଆନ୍‌ କପିଲ ଶର୍ମା। ଯଦି ଭାବୁଛନ୍ତି ଆଉ ଏକ ନୂଆ ଅତିଥି ତାଙ୍କ ଘରକୁ ଆସୁଛି ବୋଧହୁଏ, ତେବେ ନା। ଏହି ଖୁସି ଖବର ବ୍ୟକ୍ତିଗତ ନୁହେଁ ବରଂ କର୍ମଜୀବନ ସହ ଜଡ଼ିତ। ଟେଲି…

ହଜାରେରୁ ଊର୍ଦ୍ଧ୍ୱ ଶିଶୁଙ୍କ ମଧ୍ୟରୁ ବଛା ହୋଇଛନ୍ତି ଅହିଲ୍ୟା

ମୁମ୍ବାଇ: ପରିୟଡ ଡ୍ରାମା ‘ପୂଣ୍ଣ୍ୟଶ୍ଳୋକ ଅହିଲ୍ୟାବାଇ’ ଜାନୁୟାରୀ ୪ ଅର୍ଥାତ୍ ମଙ୍ଗଳବାରଠାରୁ ଟେଲିଭିଜନରେ ପ୍ରସାରଣ ହେବାକୁ ଯାଉଛି । ଏହି ଧାରାବାହିକରେ ଅଦିତି ଜଲତରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଅହିଲ୍ୟାବାଇ ଭୂମିକାରେ ଦେଖିବାକୁ ମିଳିବ ଅଦିତିଙ୍କୁ । ପାଖାପାଖି…

କମିବନି ସିଲାବସ୍‌: ୭୦% ସିଲାବସ୍‌ରେ ପାଠ ପଢିବେ ଛାତ୍ରୀଛାତ୍ର

ଭୁବନେଶ୍ୱର,୫।୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ଜାନୁଆରୀ ୮ ରେ ସ୍କୁଲଗୁଡିକ ଖୋଲିବ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ସ୍କୁଲ ଖୋଲିଲେ କେମିତି କେମିତି ପାଠପା ହେବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି।…

ମମତାଙ୍କ ସରକାରକୁ ପୁଣି ଝଟ୍‌କା: ଲକ୍ଷ୍ମୀ ରତନ ମନ୍ତ୍ରୀ ପଦରୁ ଦେଲେ ଇସ୍ତଫା

କୋଲକାତା,୫।୧: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ମଙ୍ଗଳବାର ପୁଣି ଏକ ଝଟ୍‌କା ଲାଗିଛି। ମନ୍ତ୍ରୀ ପଦରୁ ତୃଣମୂଳ କଂଗ୍ରେସ ନେତା ଲକ୍ଷ୍ମୀ ରତନ ଶୁକ୍ଳା ଇସ୍ତଫା ଦେଇଛନ୍ତି। ପୂର୍ବତନ କ୍ରିକେଟର ଲକ୍ଷ୍ମୀ ରତନ ମମତାଙ୍କୁ ସରକାରରେ କ୍ରୀଡ଼ା ମନ୍ତ୍ରୀ ଥିଲେ।…

‘ଅଣ୍ଡା ଚାଉଳ ନିଅ, ଆମ ସ୍କୁଲ ଫେରାଇ ଦିଅ’

ବଲାଙ୍ଗୀର ଅଫିସ, ୫।୧: ସରକାର ତୁମ ଅଣ୍ଡା, ଚାଉଳ ନିଅ, ଆମ ସ୍କୁଲ ଫେରାଇ ଦିଅ ନାରା ଦେଇ ସ୍କୁଲ ଛାତ୍ରୀଛାତ୍ରମାନେ ମଙ୍ଗଳବାର ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଭିଲେଜର୍ସ ଇଣ୍ଡିଆ ପାର୍ଟି, ଓଡ଼ିଶା ପ୍ରାଥମିକ ବିଦ୍ୟାଳୟ…

ଗାଡି ପାର୍କିଂ କରି ରାସ୍ତା ପାର ହେଉଥିବା ବେଳେ କାଠ ଫାଳିଆରେ ମାଡ଼: ଚାଲିଗଲା ଯୁବକଙ୍କ ଜୀବନ

ଖୋର୍ଦ୍ଧା ଅଫିସ,୫।୧ : ଗାଡି ପାର୍କିଂ କରି ରାସ୍ତା ପାର ହେଉଥିବା ବେଳେ ପଛପଟୁ କାଠଫାଳିଆ ମାଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲା ଟାଉନ ଥାନା ଅଧୀନ ପଲ୍ଲା ନୂଆସାହି ଛକରେ ମଙ୍ଗଳବାର ଭୋରୁ ଏଭଳି ଘଟଣା ଘଟିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri