ମାଟି ଅତଡ଼ା ଖସି ଶ୍ରମିକ ମୃତ: କ୍ଷତିପୂରଣଦାବି କରି ଧାରଣାରେ ବସିଲେ ସ୍ତ୍ରୀ
ମହାକାଳପଡ଼ା,୫।୧(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ମେରାଇନ୍ ଥାନା ଅଧୀନ ଗଗୁଆ ଗ୍ରାମସ୍ଥିତ ଆଇଓସିଏଲ୍ (ଭାରତୀୟ ତୈଳ ନିଗମ) ବିଟ୍ ହାଉସ୍ ପରିସର ମଧ୍ୟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି । ଏକ ଖାଲ ଖୋଳା ହେଉଥିବା ବେଳେ…
ପାକିସ୍ତାନ ଜେଲରୁ ଫେରିଥିବା ନିଖୋଜ ବିର୍ଜୁ ତାଳଚେରରୁ ଉଦ୍ଧାର
ସୁନ୍ଦରଗଡ଼, ୫।୧(ଡି.ଏନ୍.ଏ.): ପାକିସ୍ତାନ ଲାହୋର ଜେଲରେ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦୀ ଜୀବନ କାଟି ଗାଁକୁ ଫେରିଥିବା ବିର୍ଜୁ କୁଲୁ (୫୫) ଗତ ଶନିବାର ରାତିରୁ ନିଖୋଜ ହୋଇଯାଇଥିଲେ। ଅନୁଗୋଳ ଜିଲା ତାଳଚେର ବଜାରରେ ବୁଲୁଥିବା ବେଳେ ଉଦ୍ଧାର…
ବଳାତ୍କାର, ହତ୍ୟା ଅଭିଯୋଗରେ ନିର୍ଦ୍ଦୋଷରେ ୮ ବର୍ଷ ଜେଲ କାଟିଥିବା ବ୍ୟକ୍ତିଙ୍କୁ ସରକାର ଦେବେ ଚାକିରି
ଇମ୍ଫାଲ,୫ ।୧: ବଳାତ୍କାର ଓ ହତ୍ୟା ଅଭିଯୋଗରେ ଜଣେ ବ୍ୟକ୍ତି ନିର୍ଦ୍ଦୋଶରେ ୮ ବର୍ଷ ଜେଲ କାଟିଥିବା ବେଳେ ଏବେ ମଣିପୁର ସରକାର ତାଙ୍କୁ ସରକାରୀ ଚାକିରି ଯୋଗାଇ ଦେବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ବ୍ୟକ୍ତି…
୪ ବର୍ଷରେ ଜିଭା ହେଲେ ବ୍ରାଣ୍ଡ୍ ଆମ୍ବାସଡର୍: ଏମ୍ଏସ୍ଙ୍କ ମନରେ ଖୁସି
ନୂଆଦିଲ୍ଲୀ,୫।୧: ମାତ୍ର ୪ ବର୍ଷ ବୟସରେ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ଝିଅ ଜିଭା ବ୍ରାଣ୍ଡ୍ ଆମ୍ବାସଡ଼ର ପାଲଟିଛନ୍ତି। ପାପା ଧୋନିଙ୍କ ସହିତ ଜିଭା କାଡବୁରୀ ଓରିଓ ବିସ୍କୁଟ ବିଜ୍ଞାପନରେ କାମ କରିଛନ୍ତି। ଏନେଇ ପ୍ରଶଂସକଙ୍କ ମଧ୍ୟରେ ବାପ ଝିଅଙ୍କୁ ନେଇ…
ଲଗାତାର ରାଜ୍ୟରେ ୨୦୦ରୁ କମ୍ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ୨ ମୃତ
ଭୁବନେଶ୍ୱର,୫।୧(ବ୍ୟୁରୋ): ଲଗାତାର ୩ ଦିନହେଲା ରାଜ୍ୟରେ ୨୦୦ରୁ କମ୍ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ରାଜ୍ୟରେ ମଙ୍ଗଳବାର ୧୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ…
କରୋନାର ନୂଆ ଷ୍ଟ୍ରେନ୍ ବଢାଇଲାଣି ଚିନ୍ତା ଆଉ ୨୦ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ,୫ ।୧: ବ୍ରିଟେନରୁ ଫେରିଥିବା ଯାତ୍ରୀଙ୍କ ମଧ୍ୟରେ ସାର୍ସ କୋଭିଡ-୨ ନୂଆ ଷ୍ଟ୍ରେନରେ ଏବେ ପର୍ଯ୍ୟନ୍ତ ଦେଶରେ ୫୮ ଜଣଙ୍କୁ ଚିହ୍ନଟ କରାଗଲାଣି । ମଙ୍ଗଳବାର ବ୍ରିଟେନରୁ ଫେରିଥିବା ୨୦ ଜଣଙ୍କ ନିକଟରେ ନୂଆ ଷ୍ଟ୍ରେନ୍ ମିଳିବା ପରେ ଏବେ ମୋଟ…
ଭାରୀ ବୁଲେଟ୍ ଚଲାଇଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ କ୍ରିତି ସାନନ କରୋନା ଲଢେଇ ଜିତିବା ପରେ ସେ ତାଙ୍କର ଆଗାମୀ ନୂଆ ଚଳଚ୍ଚିତ୍ର ‘ବଚ୍ଚନ ପାଣ୍ଡେ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ସୋସିଆଲ ମିଡିଆରେ କ୍ରିତି ବହୁତ ସକ୍ରିୟ। ଏଥିରେ ସେ ନିଜ ପ୍ରଶଂସକଙ୍କ ପାଇଁ ଫଟୋ ଏବଂ…
ଭଦ୍ରକ ଏସ୍ପିଙ୍କ ଗାଡିକୁ ଧକ୍କା ଦେଲା ଟ୍ରକ୍
ଭଦ୍ରକ ଅଫିସ, ୫।୧: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଭଦ୍ରକ ଏସ୍ପି ଚରଣ ସିଂ ମୀନା। ଏସ୍ପିଙ୍କ କାରକୁ ଭଣ୍ଡାରିପୋଖରୀ ଛକ ନିକଟରେ ଏକ ଟ୍ରକ ଧକ୍କା ଦେଇଥିବା ଜଣାଯାଇଛି। ଉକ୍ତ ଟ୍ରକକୁ ଜବତ ସହ ଡ୍ରାଇଭରଙ୍କୁ ଅଟକ ରଖିଛି ଭଣ୍ଡାରିପୋଖରୀ ପୁଲିସ।…
ଆମେ ବି ସକ୍ଷମ
ଦୃଢ଼ ଇଚ୍ଛାଶକ୍ତି, ମନରେ ଅଦମ୍ୟ ସାହସ ଏବଂ ସ୍ବାବଲମ୍ବୀ ହେବାର ଆଗ୍ରହ ଥିଲେ ଜଣେ ନାରୀ ପାଇଁ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ, ଏକଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଏମାନେ। କେତେକ କାର୍ଯ୍ୟ କେବଳ ପୁରୁଷଙ୍କର- ସମାଜରେ ଦୀର୍ଘ ଦିନରୁ ରହିଥିବା…
ବ୍ରାଣ୍ଡେଡ୍ ଆଉଟ୍ଫିଟ୍ ବାଛୁଥିଲେ…
ବର୍ତ୍ତମାନ ବିଭିନ୍ନ ବ୍ରାଣ୍ଡେଡ୍ ସାମଗ୍ରୀର ଏକାଧିକ ନକଲ ମାର୍କେଟ୍କୁ ଆସୁଛି, ଯାହାକି ସହଜରେ ଚିହ୍ନିବା କଷ୍ଟ। ତେଣୁ କିଣିବା ସମୟରେ କେଉଁଟା ଅରିଜିନାଲ ଜାଣିବା ଲାଗି କେତେକ ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ… ଷ୍ଟିଚିଂ: ବ୍ରାଣ୍ଡେଡ୍ ଡ୍ରେସ୍ରେ ଷ୍ଟିଚିଂ ସିଧା…
ଚକୋଲେଟ୍ କପ୍ କେକ୍
ଆବଶ୍ୟକ ସାମଗ୍ରୀ: ୧/୩ କପ୍ ବଟର, ୧/୨ କପ୍ କଣ୍ଡେନ୍ସଡ଼ ମିଲ୍କ, ଏକ ଟେବୁଲ୍ ସ୍ପୁନ୍ ଚିନି, ୧/୨ ଟି ସ୍ପୁନ୍ ଭାନିଲା ଏସେନ୍ସ, ୧ କପ୍ ମଇଦା, ୩ ଟେବୁଲ୍ ସ୍ପୁନ୍ କୋକୋ ପାଉଡ଼ର, ୧ ଟି ସ୍ପୁନ୍ ବେକିଂ…
ମୋଟା ହେବା ଲାଗି
ସ୍ଲିମ୍ ଫିଗର ସର୍ବଦା ଆକର୍ଷଣୀୟ ଲାଗିଥାଏ। ହେଲେ ଆବଶ୍ୟକରୁ ଅଧିକ ପତଳା ହେବା ବି ବ୍ୟକ୍ତିତ୍ୱରେ ଆଞ୍ଚ ଆଣିଥାଏ। ତେଣୁ ଏଭଳି ଫିଗର ଥିବା ମହିଳା ଅଳ୍ପ ମୋଟା ହୋଇ ନିଜ ଫିଗର ସୁନ୍ଦର କରିବା ଆଳରେ ବିଭିନ୍ନ ଔଷଧ ଖାଇବା…
Archives


