କରୋନାରେ ଏନ୍‌ଜିଟି ରେଜିଷ୍ଟ୍ରାର ଜେନେରାଲଙ୍କ ପରଲୋକ

ନୂଆଦିଲ୍ଲୀ, ୮।୫: ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ମୁଖ୍ୟ ବେଞ୍ଚ୍‌, ନୂଆଦିଲ୍ଲୀର ରେଜିଷ୍ଟ୍ରାର ଜେନେରାଲ ଆଶୁ ଗର୍ଗଙ୍କର ଶୁକ୍ରବାର ସକାଳେ ପରଲୋକ ହୋଇଯାଇଛି। ସେ କରୋନାରେ ଆକ୍ରାନ୍ତ ଥିଲେ। ୨୦୨୦ ଜାନୁୟାରୀ ୧୪ରେ ଗର୍ଗ ଏନ୍‌ଜିଟି ରେଜିଷ୍ଟ୍ରାର ଜେନେରାଲ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପୂର୍ବରୁ ଦିଲ୍ଲୀର ନ୍ୟାୟିକ ଅଧିକାରୀ ଭାବେ ଗର୍ଗ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌, ଅତିରିକ୍ତ ବରିଷ୍ଠ ସିଭିଲ୍‌ ଜଜ୍‌, ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ଏବଂ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଭାବେ କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ଯାଉଥିବା ନଦୀ ଜଳ ଉପରେ ହେବ ସର୍ଜିକାଲ୍‌ ଷ୍ଟ୍ରାଇକ୍‌: ସୂଚନା ଦେଲେ ମୋଦି

କୁରୁକ୍ଷେତ୍ର,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଦାଦରିରେ ଏକ ରାଲିରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ହରିୟାଣା, ପଞ୍ଜାବ...

ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କ ନାଁରେ ମାମଲା

ଲକ୍ଷ୍ନୌ,୧।୧୨: ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ସାମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ବିରୋଧରେ ଆପତ୍ତି ଜନକ ପୋଷ୍ଟ...

ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଉତ୍ପିଡନ ଅଭିଯୋଗ ଆଣିଲେ ପାୟଲ

ମୁମ୍ବାଇ,୨୦ ।୯: ବଲିଉଡ୍‌ରେ ବିବାଦ ଯେମିତି ଥମିବାର ନାଁ ନେଉନି । ଶନିବାର ନବାଗତା ନାୟିକା ପାୟଲ ଘୋଷ ଚର୍ଚ୍ଚିତ ସେଲିବ୍ରିଟି ଅନୁରାଗ କଶ୍ୟପଙ୍କ ଉପରେ...

ଭାରତ-ବାଂଲାଦେଶ ସୀମାରେ ୨୦୦ ମିଟର ଲମ୍ବ ସୁଡ଼ଙ୍ଗ ଠାବ

କରିମଗଞ୍ଜ୍‌,୩।୧: ଭାରତ ଏବଂ ବାଂଲାଦେଶ ସୀମାରେ ଏକ ୨୦୦ ମିଟର ଲମ୍ବ ସୁଡ଼ଙ୍ଗର ସନ୍ଧାନ ମିଳିଛି। ଆସାମର କରିମଗଞ୍ଜ୍‌ ଅଞ୍ଚଳର ବଲିଆଠାରେ ପୋଲିସ ପକ୍ଷରୁ ଏହାକୁ...

ବିନା ସ୍ପର୍ଶରେ ବିମାନରେ ବସିବେ ଯାତ୍ରୀ

ଭୁବନେଶ୍ୱର, ୧୧।୫(ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ଏକ ବିଶେଷ ପଦକ୍ଷେପ ନେବାକୁ ଯାଉଛନ୍ତି। ତଦନୁଯାୟୀ ଏଣିକି ନିବା ସ୍ପର୍ଶରେ ଯାତ୍ରୀ ବିମାନରେ...

ସେଣ୍ଟ୍ରାଲ ଭିଷ୍ଟା ପ୍ଲଟ୍‌ ବିରୋଧରେ ଆବେଦନ ଖାରଜ

ନୂଆଦିଲ୍ଲୀ, ୨୪।୧୧: ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପରେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ ନିର୍ମାଣ ହେବାକୁ ଥିବା ସରକାରୀ ବାସଗୃହ ଲାଗି ବ୍ୟବହୃତ ପ୍ଲଟ(ଜମି) ପରିବର୍ତ୍ତନକୁ ଚ୍ୟାଲେଞ୍ଜ...

ଏସିଡିଟିରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ଅଧୁଆ ମୁହଁରେ କରନ୍ତୁ ଏପରି…

ପ୍ରତିଦିନ ସକାଳେ ମୁହଁ ନ ଧୋଇ ଦେଢ଼ ଗ୍ଲାସ୍‌ ବାସି ପାଣି ପିଇଲେ ଅନେକ ଉପକାର ମିଳିଥାଏ। ଏନେଇ ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏପରି କଲେ...

୩ ପଞ୍ଚାୟତରେ ରନ୍ଧା ଖାଦ୍ୟ ବଣ୍ଟନ

ଆର.ଉଦୟଗିରି,୫ା୪(ଡି.ଏନ.ଏ.)-ସାରା ରାଜ୍ୟରେ କରୋନା ଭଳି ମହାମାରୀକୁ ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ୨୧ ଦିନର ଲକ୍‌ଡାଉନ ଘୋଷଣା କରାଯାଇଛି। ରବିବାର...

Advertisement
Archives

Model This Week