Home Left

ଶିଶୁପୁତ୍ରକୁ ମିଳିଲା ଚିକିତ୍ସା ସେବା

ବରଗଡ଼ ଅଫିସ,୮।୧: ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୧ ନିଗମାନନ୍ଦ ବିହାର ବାସିନ୍ଦା ପୂଜା ଓ କଲ୍ଲୁ ଯାଦବଙ୍କ ୧୪ମାସର ପୁଅ ସାଇଙ୍କୁ ଚିକିତ୍ସା ସେବା ମିଳିଛି । ସାଇ ସଳଖ ଭାବେ ମୁଣ୍ଡ ରଖିପାରୁ ନ ଥିବାବେଳେ ଚଲାବୁଲା…

ଥିଏଟରରେ ଶତ ପ୍ରତିଶତ ଅକୁପେନ୍‌ସି ନିଷ୍ପତ୍ତିକୁ ବାତିଲ କଲା ତାମିଲନାଡୁ ସରକାର

ଚେନ୍ନାଇ,୮।୧- ସିନେମା ହଲ ଓ ମଲ୍ଟିପ୍ଲେକ୍ସରେ ଶତ ପ୍ରତିଶତ ଦର୍ଶକଙ୍କୁ ପ୍ରବେଶ ଅନୁମତିକୁ ଶୁକ୍ରବାର ବାତିଲ କରିଛି ତାମିଲନାଡୁ ସରକାର। କିନ୍ତୁ ସରକାର ସ୍ବତନ୍ତ୍ର ଶୋକୁ ସ୍କ୍ରିନିଂ ପାଇଁ ଥିଏଟରଗୁଡ଼ିକୁ ଅନୁମତି ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ…

ଜୁନାଗଡ: ପ୍ରଥମ ଦିନରେ ପଢିବାକୁ ଆସିଲେ ୧୦୧୮ ଛାତ୍ରୀଛାତ୍ର

ଜୁନାଗଡ଼,୮।୧: କରୋନା କଟକଣା ଯୋଗୁଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାୟ ୧୦ମାସ ବ୍ୟବଧାନ ପରେ ଶୁକ୍ରବାର ହାଇସ୍କୁଲଗୁଡିକ ଖୋଲିଛି। ପ୍ରଥମ ପର୍ଯ୍ୟାୟରେ ହାଇସ୍କୁଲର କେବଳ ଦଶମ ଶ୍ରେଣୀର ଛାତ୍ରୀଛାତ୍ର ଅଧ୍ୟୟନ କରିବେ ବୋଲି…

ଚାଳକ ବିହିନ ଇଲେକ୍ଟ୍ରିକ କାର ନିର୍ମାଣ ପାଇଁ ଆପଲକୁ ଲାଗିବ ୫ ବର୍ଷ

ଲଣ୍ଡନ,୮।୧- ବିଶ୍ୱର ଅନ୍ୟତମ ଟେକନୋଲୋଜି କମ୍ପାନୀ ଆପଲ ଚାଳକ ବିହିନ ଇଲେକ୍ଟ୍ରିକ୍‌ କାର ନିର୍ମାଣ କରିବା ଦିଗରେ କାର୍ଯ୍ୟ କରୁଛି। ଏହି କାର ନିର୍ମାଣ କରିବାକୁ ଆପଲକୁ ଅତିକମ୍‌ରେ ୫ ବର୍ଷ ଲାଗିବ। ବର୍ତ୍ତମାନ ଏହାର କାର୍ଯ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି।…

ତେଲେଙ୍ଗାନାରେ ଓଡ଼ିଆ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଜବତ

ଲାଠୋର,୮।୧: ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ବଲାଙ୍ଗୀର ଜିଲା ତୁରେକେଲା ଥାନା ଅନ୍ତର୍ଗତ ଖରଲି ଗ୍ରାମର ଠଣସୁନ୍ଦର ତାଣ୍ଡି(୪୫)ଙ୍କ ବୁଧବାର ରାତିରେ ମୃତ୍ୟୁ ଘଟିଛି। ହେଲେ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

ତରବୋଡ଼,୮।୧: ନୂଆପଡ଼ା ଜିଲା ଖରିଆରରୋଡସ୍ଥିତ ଅଫିସରେ ଜଣେ ବ୍ୟକ୍ତିଙ୍କଠାରୁ ଲେବର କାର୍ଡ କରାଇ ଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଜିଲା ଶ୍ରମ ଅଧିକାରୀ ଶରତ କୁମାର ପାଣିଗ୍ରାହୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ନୂଆପଡା ଜିଲା…

ବଦାଉଁ ଗଣବଳାତ୍କାର, ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ପୂଜାରି ଗିରଫ

ବଦାଉଁ,୮।୧- ଗତ ସପ୍ତାହରେ ଜଣେ ୫୦ ବର୍ଷୀୟା ଅଙ୍ଗନଓ୍ବାଡି କର୍ମୀଙ୍କ ଗଣବଳାତ୍କାର ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଉତ୍ତର ପ୍ରଦେଶ ପୋଲିସ। ପୂଜାରି ସତ୍ୟାନନ୍ଦଙ୍କୁ ପୋଲିସ ଗୁରୁବାର ରାତିରେ ଗିରଫ କରିଥିବା ସୂଚନା ଦେଇଛନ୍ତି ବଦାଉଁ ଜିଲାର…

ପ୍ରୋ ଟ୍ରମ୍ପ ହିଂସାରେ ଭାରତୀୟ ପତାକା ଦେଖାଇଥିଲେ କୋଚୀର ବାସୀନ୍ଦା

କୋଚୀ,୮।୧- ଆମେରିକାର କ୍ୟାପିଟାଲ ହିଲ ସମ୍ମୁଖରେ ଭାରତୀୟ ପତାକା ଦେଖାଉଥିବା ଗୋଷ୍ଠୀର ନେତୃତ୍ୱ ନେଇଥିଲେ କେରଳର ଚମ୍ବାକାରା ଅଞ୍ଚଳର ଜଣେ ବାସୀନ୍ଦା। ତାଙ୍କ ନାମ ହେଉଛି ଭିନସେଣ୍ଟ ଜାଭିଅର ପାଲାଥିଙ୍ଗାଲ। ଓ୍ବାଶିଂଟନରୁ ଫୋନ ଯୋଗେ ସେ କହିଛନ୍ତି, ଇଣ୍ଡୋ-ଆମେରିକୀୟମାନେ ଟ୍ରମ୍ପଙ୍କ ପ୍ରତି…

ଅଷ୍ଟମ ପର୍ଯ୍ୟାୟ ବୈଠକ: ବାହାରିଲାନି କୌଣସି ସମାଧାନ

ନୂଆଦିଲ୍ଲୀ,୮।୧: ବିଜ୍ଞାନ ଭବନରେ ଶୁକ୍ରବାର ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ହୋଇଥିଲା। ବୈଠକରେ ନୂତନ କୃଷି ଆଇନ ଏବଂ ଏମ୍‌ଏସପିକୁ ନେଇ ଆଲୋଚନା ହୋଇଥିଲା। ହେଲେ ବୈଠକରେ କୌଣସି ସମାଧାନର ବାଟ ବାହାରିପାରି ନାହିଁ। ଚାଷୀ…

ଆଜି ବି ବସ୍‌ ଚଲାଉଛନ୍ତି ଏହି ପ୍ରସିଦ୍ଧ କଳାକାରଙ୍କ ବାପା: କୁହନ୍ତି ଏପରି

ପରଦାରେ କେଜିଏଫ୍‌ ରିଲିଜ ହେବାପରେ ଫିଲ୍ମର କାହାଣୀ ଏବଂ ଆକ୍ସନ ଲୋକମାନଙ୍କ ମଧ୍ୟରେ ଏକ ଉତ୍ସାହ ସୃଷ୍ଟି କରିଥିଲା। ବିଶେଷଭାବେ ଲୋକଙ୍କ ଧ୍ୟାନ ଏହି ଚଳଚ୍ଚିତ୍ରର ହିରୋଙ୍କ ଉପରେ ଥିଲା। ଏହି ନାୟକଜଣଙ୍କ ହେଉଛନ୍ତି ରକ୍‌ ଷ୍ଟାର୍‌ ୟଶ ଜେ। ଆଜି…

କେବଳ ଗ୍ରୀନ୍‌ କାର୍ଡ ପାଇଁ ବିଦେଶୀ ମହିଳାଙ୍କୁ ବିବାହ କରି ଛାଡ଼ିଦେଲେ ଏହି ଅଭିନେତା !

ବମ୍ବେ: ଏକତା କପୁରଙ୍କ ଧାରାବାହିକ ‘କସୌଟି ଜିନ୍ଦେଗୀ କେ’ରେ ନାୟକ ଭୂମିକାରେ ନଜର ଆସିଥିଲେ ଅଭିନେତା ସିଜେନ୍‌ ଖାନ୍‌। ଶ୍ୱେତା ତିଓ୍ବାରୀଙ୍କ ସହ ତାଙ୍କର ଯୋଡ଼ିକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ଏବେ କିନ୍ତୁ ସେ ଲାଇମ୍‌ଲାଇଟ୍‌ରୁ ଦୂରେଇ ଯାଇଥିବା ବେଳେ…

ସିକ୍ୟୁରିଟି ଗାର୍ଡ ଭାବେ କରୁଥିଲେ କାମ: ଏବେ ଚା’ ଷ୍ଟାଟ୍‌ଅପ୍‌ କରି ମାସକୁ ୨ ଲକ୍ଷ କମାଉଛନ୍ତି ଏହି ଯୁବକ

ପୁଣେ: ଚା’ ଷ୍ଟାଟ୍‌ଅପ୍‌ରୁ ଲକ୍ଷପତି। ଏଭଳି କିଛି କାରନାମା କରିଦେଖାଇଛନ୍ତି ମହାରାଷ୍ଟ୍ରର ପୁଣେରେ ରହୁଥିବା ରେଭେନ୍‌ ସିନ୍ଦେ। ୨୦୧୯ରେ ସେ ଷ୍ଟାଟ୍‌ଅପ୍‌ ଆରମ୍ଭ କରିଥିବା ବେଳେ ଏବେ ସେ ମାସକୁ ୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ରେଭେନ୍‌ ପୂର୍ବରୁ ସିକ୍ୟୁରିଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri