Home Left

ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ବୁଲନ୍ଦସହର,୮।୧: ଉତ୍ତରପ୍ରଦେଶର ବୁଲନ୍ଦସହରରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ମୃତକଙ୍କ ବୟସ ୪୫ରୁ ୬୦ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି। ଅନ୍ୟ ୧୬ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କର୍ତ୍ତବ୍ୟରେ ଅବହେଲା କରିଥିବା…

ବଲିଉଡ୍‌ରେ ଡେବ୍ୟୁ ପାଇଁ ସଜ ହେଲେଣି କପୁର ଲଳନା

ମୁମ୍ବାଇ: ସଞ୍ଜୟ କପୁରଙ୍କ ଝିଅ ଶାନୟା କପୁର ବଲିଉଡ୍‌ରେ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି। ତାଙ୍କର ଫଟୋଶୁଟ୍‌କୁ ଦେଖିଲେ ଏହା ପ୍ରମାଣିତ ହେଉଛି ଯେ, ଶାନୟା ଶୀଘ୍ର ଭଉଣୀ ସୋନମ ଏବଂ ଜାହ୍ନବୀଙ୍କ ସହ ଯୋଗଦେବାକୁ ଯାଉଛନ୍ତି। ଶାନୟାଙ୍କ ନୂଆ ଫଟୋ…

ଭାରତ ବିଷୟରେ ଏଭଳି ଭାବନ୍ତି ଏହି ୧୧ ବର୍ଷର ପାକିସ୍ତାନୀ ବାଳକ; ଭିଡିଓ ଦେଖିଲେ ଅବାକ ହେବେ..

ଇସଲାମାବାଦ: ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ସର୍ବଦା ଜଟିଳ। କଶ୍ମୀର ପ୍ରସଙ୍ଗ ହେଉ ଅବା ଆତଙ୍କବାଦକୁ ପୋତ୍ସାହନ, ସବୁ କ୍ଷେତ୍ରରେ ପାକିସ୍ତାନର ଭୂମିକା ସନ୍ଦେହ ଘେରରେ ରହିଥାଏ। ଏଥିଯୋଗୁ ପାକିସ୍ତାନବାସୀ ଭାରତ ବିଷୟରେ କ’ଣ ଚିନ୍ତା କରନ୍ତି ତାହା ଭାରତୀୟଙ୍କ ମନରେ ପ୍ରଶ୍ନ…

ଭାଇରାଲ ହେଉଛି ସୋନାଲଙ୍କ ବିକିନି ପିକ୍‌

ମୁମ୍ବାଇ: ଏବେ ଦେଖାଯାଇଛି ବଲିଉଡ୍ ନାୟିକାମାନେ ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କ ସହ ଅଧିକ ସମୟ ଯୋଡି ହୋଇ ରହୁଛନ୍ତି । ନିଜର ଗ୍ଲାମରସ୍ ଫଟୋ ଶେୟାର କରି ପ୍ରଶଂସକଙ୍କ ଦିଲ୍ ଖୁସ୍ କରି ଦେଉଛନ୍ତି । ଏବେ କେତେଜଣ ନାୟିକାଙ୍କ…

ମୃତ ସ୍ତ୍ରୀଙ୍କ ଫଟୋ ସହ ସେଲ୍‌ଫି ନେଇ ଲାଇଭ୍‌ ଭିଡିଓ କରି ଜୀବନ ହାରିଲେ ଏହି ବ୍ୟକ୍ତି, କାରଣ …

ପାଟଣା,୮।୧: ବିହାରର ହାଜିପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ବ୍ୟକ୍ତି ନିଜର ସମସ୍ତ ଆତ୍ମହତ୍ୟା ଘଟଣାକୁ ଲାଇଭ୍‌ ଭିଡିଓରେ ରେକର୍ଡ କରି ଆତ୍ମହତ୍ୟା କରିଛନ୍ତି। ଏହି ବ୍ୟକ୍ତିଙ୍କ ନାମ ଅମରେଶ। ସେ ତାଙ୍କ ମୃତ ସ୍ତ୍ରୀଙ୍କ ଫଟୋ…

ମାର୍କେଟ ନେଉଛି ‘ଗର୍ଲଫ୍ରେଣ୍ଡ୍‌’

ହରିୟାଣାର ପ୍ରସିଦ୍ଧ ଗାୟକ ଅରବିନ୍ଦ ଜାଙ୍ଗିଡଙ୍କ ଏକ ନୂଆ ଗୀତକୁ ଏବେ ବହୁତ ପସନ୍ଦ କରାଯାଉଛି। ଏହି ଗୀତର ଟାଇଟଲ ହେଉଛି ‘ଗର୍ଲଫ୍ରେଣ୍ଡ’। ଅରବିନ୍ଦଙ୍କ ଦ୍ୱାରା ଗାନ କରାଯାଇଥିବା ଏହି ଗୀତ ରିଲିଜ୍‌ ହେବା ପରେ ତୀବ୍ର ବେଗରେ ଭାଇରାଲ ହେଉଛି।…

ବଲିଉଡ୍‌ର ଏହି ଅଭିନେତ୍ରୀଙ୍କ ଉପରେ ଶୁଟିଂ ହୋଇଥିଲା ସର୍ବାଧିକ ବଳାତ୍କାର ଦୃଶ୍ୟ; ମାତ୍ର ୨୭ ବର୍ଷରେ ବୁଜିଥିଲେ ଆଖି

ବମ୍ବେ: ସତୁରୀ ତଥା ଅଶୀ ଦଶକରେ ନିର୍ମାଣ ହେଉଥିବା ବଲିଉଡ୍‌ ଫିଲ୍ମ ବିଶେଷଭାବେ ନାରୀ ଉପରେ ପର୍ଯ୍ୟବଶିତ ଥିଲା। ମହିଳାମାନଙ୍କ ଶୋଷଣ, ସମାଜର ବିଧି ବ୍ୟବସ୍ଥା ଉପରେ ଫିଲ୍ମର କାହାଣୀ ଗତିଶୀଳ ହେଉଥିଲା। ବାସ୍ତବ ଜୀବନରେ ମହିଳାମାନେ ସହୁଥିବା ଅନ୍ୟାୟକୁ ବଡ଼…

ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଜକିଉର ରହମାନ ଲଖଭିଙ୍କୁ ଟେରର ଫଣ୍ଡିଂ ମାମଲାରେ ୧୫ ବର୍ଷ ଜେଲ

ଇସ୍‌ଲାମାବାଦ,୮ ।୧: ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲସ୍କର-ଇ-ତୋଏବାର କମାଣ୍ଡର ଜକିଉର ରହମାନ ଲଖଭିଙ୍କୁ ପାକିସ୍ତାନର ଏକ କୋର୍ଟ ଟେରର ପଣ୍ଡିଂ ମାମଲାରେ ୧୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଗତ କିଛିଦିନ ହେବ ଆତଙ୍କବାଦୀ ସଙ୍ଗଠନକୁ ଟଙ୍କା…

ଥମୁନି ଧଳାଜହର କାରବାର: ଭଦ୍ରକରୁ ୧୧ ଗ୍ରାମ ବ୍ରାଉନ ସୁଗାର ଜବତ

ଭଦ୍ରକ ଅଫିସ, ୮।୧: ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଛୟାଳସିଂ ଅଞ୍ଚଳରୁ ଶୁକ୍ରବାର ବ୍ରାଉନ ସୁଗାର ଜବତ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଥିବା ବନ୍ତ ପୋଲିସ କହିଛି। ଅଭିଯୁକ୍ତ ହେଉଛନ୍ତି ଶ୍ରୀକାନ୍ତ ପ୍ରଧାନ । ତାଙ୍କଠାରୁ…

କରୋନା ଭାଇରସ ନୂଆ ଷ୍ଟ୍ରେନ୍ ପୀଡ଼ିତଙ୍କ ସଂଖ୍ୟା ୮୨କୁ ବୃ୍‌ଦ୍ଧି: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୮ ।୧:କରୋନା ଭାଇରସର ପ୍ରଥମ ପର୍ଯ୍ୟାୟ ଶେଷ ହୋଇ ନ ଥିବା ବେଳେ ବ୍ରିଟେନରୁ ଆସିଥିବା ନୂଆ ଷ୍ଟ୍ରେନରେ ପାଖାପାଖି ୮୨ ଜଣ ସଂକ୍ରମିତ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ । ଏପଟେ ଦେଶର…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ନାର୍କୋ ଟେଷ୍ଟ ଲାଗି ଅମଙ୍ଗ ହେଲେ ନାବାଳକ ଅଭିଯୁକ୍ତ

ନୟାଗଡ଼ ଅଫିସ,୮।୧: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଏସ୍‌ଆଇଟି ପକ୍ଷରୁ ହାଜର କରାଯାଇଥିଲା। ପୂର୍ବରୁ ଏସଆଇଟି ଆବେଦନ କରିଥିବା ନାର୍କୋ ଟେଷ୍ଟର ଶୁଣାଣି ଶୁକ୍ରବାର ହେବାକୁ ଥିବା ବେଳେ ଟେଷ୍ଟ ଲାଗି ଜୁଭେନାଇଲ…

୪ ଆନ୍ତଃ ଜିଲା ହାଇଓ୍ବେ ଲୁଟେରା ଗିରଫ

ସାକ୍ଷୀଗୋପାଳ,୮।୧(ଡି.ଏନ୍‌.ଏ.): ଜାତୀୟ ରାଜପଥରେ କ୍ରମାଗତ ଲୁଟ୍‌ କରୁଥିବା ଆନ୍ତଃଜିଲା ଲୁଟେରା ଗ୍ୟାଙ୍ଗର ୪ ଜଣ ଲୁଟେରାଙ୍କ ସହିତ ଚୋରି ଜିନିଷ ରଖିଥିବା ଅନ୍ୟ ଦୁଇ ଜଣଙ୍କୁ ଶୁକ୍ରବାର ସତ୍ୟବାଦୀ ପୋଲିସ ଗିରଫ କରିଛି। ସେମାନେ ହେଲେ ଗଡ଼ିଶାଗଦା ଥାନା ନଇକୁଳପାଟଣା ଗ୍ରାମର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri