Home Left

ଡିଜିପି ଅଫିସ ଘେରିଲା ଭାଜପା

କଟକ ଅଫିସ, ୯ା୧: କଟକ ଜିଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଭାଜପା ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଗତ ୨ ତାରିଖରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡକୁ ନେଇ ଭାଜପା ପୂର୍ବରୁ ରାଜ୍ୟର…

କରୋନା ଟ୍ରାଏଲ ଡୋଜ ପରେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ

ଭୋପାଳ,୯ ।୧: ମଧ୍ୟପ୍ରଦେଶର ରାଜଚଧାନୀ ଭୋପାଳରେ ଭାରତ ବାୟୋଟେକର କରୋନା ଭ୍ୟାକ୍ସିନ କୋଭାକ୍ସିନର ଟ୍ରାଏଲ ୭ ଜାନୁୟାରୀରେ ଶେଷ ହୋଇଛି । ଏପଟେ ଭୋପାଳର ପିପୁଲ୍ସ ମେଡିକାଲ କଲେଜରେ ୧୨ ଡିସେମ୍ବରରେ କୋଭାକ୍ସିନର ଟ୍ରାଏଲ ଟିକା ନେଇଥିବା ୪୫ ବର୍ଷୀୟ ସ୍ୱେଚ୍ଛାସେବୀ…

୪ ମାସର ପୁଅକୁ ବିକି ଆତ୍ମହତ୍ୟା

ମାଲକାନଗିରି,୯ା୧ (ସ୍ବ.ପ୍ର./ଡି.ଏନ୍‌.ଏ.): ମୂଲମଜୁରି ମିଳୁ ନ ଥିଲା। ତେଣୁ ୫ ସନ୍ତାନ ସହ ପରିବାରର ୭ଜଣଙ୍କ ପେଟ ପାଇଁ ଦାନା ଯୋଗାଡ଼ କଷ୍ଟକର ହେଉଥିଲା। ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନ ଥିବାବେଳେ ପିଲାଙ୍କ ପ୍ରତିପୋଷଣ ଚିନ୍ତା ଅଥୟ କରିଦେଉଥିଲା। ଶେଷରେ ଅର୍ଥାଭାବର…

୮୬ ବର୍ଷ ର୍ପୂବରୁ ଏହି ଚିମିନିରେ ଜଳାଯାଉଥିଲା ନୋଟ୍ 

ଆଗ୍ରା: କଳକାରଖାନା ଓ ଇଟା ଭାଟିରେ ତିଆରି ହୋଇଥିବା ବଡ ବଡ ଚିମିନିକୁ ପ୍ରାୟ ଅଧିକାଂଶ ଲୋକେ ଦେଖିଥିବେ । ଏଥିରୁ ବାହାରୁଥିବା ଧୂଆ ପରିବେଶକୁ ବହୁ ପରିମାଣରେ ନଷ୍ଟ କରିଥାଏ ବୋଲି କୁହାଯାଏ । ହେଲେ ତାଜମହଲ ସହର ଆଗ୍ରାରେ…

କୁକୁରର ହେଲା ବାହାଘର: ଭୋଜି ଖାଇ ନାଚିଲେ ଲୋକେ

ଭୋପାଳ,୯।୧: ମଣିଷଙ୍କର ବିବାହ ହୋଇଥାଏ। ତେବେ କେତେକ ଅଞ୍ଚଳରେ ଲୋକେ ବିଭିନ୍ନ ପରମ୍ପରା ଅନ୍ତର୍ଗତ କିଛି ପ୍ରାଣୀଙ୍କ ବିବାହ ମଧ୍ୟ କରାଇଥାନ୍ତି। ମଧ୍ୟପ୍ରଦେଶର ନିଓ୍ବାଡ଼ି ଜିଲାର ପୁଛିକରଗୁଓ୍ବା ଗାଁରେ ହୋଇଥିବା କୁକୁର ବାହାଘର ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି।…

କଂଗ୍ରେସ ନେତା ମାଧବ ସିଂ ସୋଲାଙ୍କିଙ୍କ ପରଲୋକ

ଅହମଦାବାଦ,୯।୧: ବରିଷ୍ଠ କଂଗ୍ରେସ ନେତା ମାଧବ ସିଂ ସୋଲାଙ୍କିଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ପୀଡ଼ିତ ଥିଲେ। ଗାନ୍ଧୀନଗର ସ୍ଥିତ ବାସଭବନରେ ସେ ଶେଷନିଶ୍ୱାସ…

ପ୍ଲାଷ୍ଟିକ ଫୁଲରେ ଘର ସଜାଉଥିଲେ ସାବଧାନ ହୋଇପାରେ ଏମିତି କ୍ଷତି

ବର୍ତ୍ତମାନ ସମୟରେ ଲୋକେ ବିଳାସପୂର୍ଣ୍ଣ ଭାବରେ ଜୀବନ ବିତାଇବାକୁ ଚାହାନ୍ତି। ଏ ନେଇ ଚାକଚକ୍ୟ ଜୀବନଶୈଳୀ ଆପଣାଇଥାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ଘର ସାଜସଜା ପାଇଁ ନକଲି ଜିନିଷକୁ ଆପଣାଇଥାନ୍ତି। ଯେପରିକି ପ୍ଲାଷ୍ଟିକ ଗଛ, ପ୍ଲାଷ୍ଟିକ୍‌ ଫୁଲା। ମାତ୍ର ବାସ୍ତୁ…

ପୂର୍ବତନ ସେନା ଅଧିକାରୀ ଗିରଫ

ମିରଟ୍‌, ୯ା୧: ପାକିସ୍ତାନ ପାଇଁ ଗୁପ୍ତଚରଗିରି କରୁଥିବା ଭାରତୀୟ ସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ ସୌରଭ ଶର୍ମାଙ୍କୁ ଉତ୍ତରପ୍ରଦେଶର ହାପୁଡ ଜିଲାରୁ ଗିରଫ କରାଯାଇଛି। ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇକୁ ଦେଶର ଆଭ୍ୟନ୍ତରୀଣ କାର୍ଯ୍ୟକଳାପ ସହ ଜଡିତ ସୂଚନା ସେ ଲିକ୍‌…

ଜାନୁୟାରୀ ଶେଷ ସୁଦ୍ଧା ସମ୍ପତ୍ତି ତାଲିକା ଦିଅ

ନୂଆଦିଲ୍ଲୀ, ୯।୧(ପି.ଟି.): ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଫିସରମାନେ ଜାନୁୟାରୀ ୩୧ ସୁଦ୍ଧା ସେମାନଙ୍କର ସ୍ଥାବର ସମ୍ପତ୍ତି ତାଲିକା ଦାଖଲ କରିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। ସମ୍ପତ୍ତି ତାଲିକା ଦାଖଲ ନ କଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ…

କ୍ଷମା ତାଲିକାରେ ରହିପାରନ୍ତି ଟ୍ରମ୍ପ୍‌

ଓ୍ବାଶିଂଟନ, ୯।୧(ପି.ଟି.):ଆମେରିକାର ଗଣତନ୍ତ୍ର ଇତିହାସରେ ବୁଧବାର ରାତିରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି ହୋଇଥିଲା। ନିର୍ବାଚନ ହାରିବା ସତ୍ତ୍ୱେ କ୍ଷମତା ମୋହ ଛାଡ଼ିପାରି ନ ଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୬ ତାରିଖ ରାତିରେ କ୍ୟାପିଟୋଲ ବିଲ୍ଡି (ଆମେରିକୀୟ ସଂସଦ ଭବନ)ରେ…

୩ ବ୍ୟାଡ୍‌ମିଣ୍ଟନ ଖେଳାଳି ଆଜୀବନ ବାସନ୍ଦ

ନୂଆଦିଲ୍ଲୀ, ୯ା୧ (ପି.ଟି.)-ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ଶୁକ୍ରବାର ଇଣ୍ଡୋନେସିଆର ୩ଜଣ ବ୍ୟାଡ୍‌ମିଣ୍ଟନ ଖେଳାଳିଙ୍କୁ ଆଜୀବନ ବାସନ୍ଦ କରିଛି। ଏହି ଖେଳାଳି ତ୍ରୟଙ୍କ ବିରୋଧ ମ୍ୟାଚ ଫିକ୍ସିଂ, ମ୍ୟାଚ ଜାଲିଆତି ଓ ବେଟିଂରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା। ପରସ୍ପରକୁ ଜାଣିଥିବା…

ଲାଲ୍‌ ଗଣପତିଙ୍କୁ ପୂଜା କଲେ ହୁଏ ସର୍ବ କାର୍ଯ୍ୟ ସିଦ୍ଧି…

ଲାଲ୍‌ ରଙ୍ଗ ଅର୍ଥାତ୍‌ ସିନ୍ଦୁରିଆ ଗଣପତିଙ୍କୁ ପୂଜା କଲେ ସର୍ବ କାର୍ଯ୍ୟ ସିଦ୍ଧି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଲମ୍ବୋଦରଙ୍କୁ ପୁଷ୍ପ, ଧୂପ, ଦୀପ, କର୍ପୂର, କୁଙ୍କୁମ, ଲାଲ୍‌ ସୂତା, ଚନ୍ଦନ ଓ ମୋଦକ ଲାଗି କଲେ ସେ ପ୍ରସନ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri