Home Left

୧୬୦ ସ୍ଥାନରେ ହେବ କୋଭିଡ୍‌ ଟିକାକରଣ

ଭୁବନେଶ୍ୱର,୧୧।୧(ବ୍ୟୁରୋ) : ରାଜ୍ୟରେ ୧୬୦ଟି ସ୍ଥାନରେ କୋଭିଡ୍‌ ଟିକାକରଣ ହେବ। ଏଥିପାଇଁ ସେସନ୍‌ ସାଇଟ୍‌ ନିର୍ଦ୍ଧାରଣ କରାଯାଇଛି। ସରକାରୀ ଡାକ୍ତରଖାନା ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଘରୋଇ ଡାକ୍ତରଖାନାକୁ ମିଶାଇ ମୋଟ ୧୬୦ଟି ସ୍ଥାନରେ ଟିକାକରଣ କରାଯିବ। ଏ…

ଆଜିଠୁ ଖୋଲିବ ଉଚ୍ଚ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର, ୧୧।୧(ବ୍ୟୁରୋ) : ରାଜ୍ୟରେ ସୋମବାରଠାରୁ ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଖୋଲିବ। ୨୦୨୦-୨୧ ଶିକ୍ଷାବର୍ଷର ୟୁଜି ଓ ପିଜିର ଶେଷବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ଏହି ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବ। ୟୁଜିସିର ନିର୍ଦ୍ଦେଶାବଳୀକୁ ଆଧାର କରି ୟୁଜି…

ବାଉଁଶ କାରିଗରଙ୍କୁ ସ୍ବାବଲମ୍ବୀ କରିବାକୁ ପ୍ରୟାସ

ବାଲେଶ୍ୱର ଅଫିସ, ୧୧।୧-କୌଳିକ ବୃତ୍ତିକୁ ପାଥେୟ କରି ପରିବାର ଭରଣପୋଷଣ କରୁଥିବା ବାଉଁଶ କାରିଗରଙ୍କ ପରିବାର ଦୟନୀୟ ଅବସ୍ଥାରେ ରହିଛନ୍ତି। ସେମାନଙ୍କୁ ମିଳୁନି ପ୍ରସ୍ତୁତ ସାମଗ୍ରୀର ଉଚିତ୍‌ ମୂଲ୍ୟ। ବିକ୍ରି ଲାଗି ସ୍ବତନ୍ତ୍ର ବଜାର ନାହିଁ। ସରକାରୀ ସହାୟତା ମିଳିବା ଏମାନଙ୍କ…

ଅଷ୍ଟ୍ରେଲୀୟମାନେ ସୀମା ଅତିକ୍ରମ କରିଛନ୍ତି

ସିଡ୍‌ନୀ, ୧୧ା୧ (ପି.ଟି.)-ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତୀୟ ଖେଳାଳିଙ୍କ ପ୍ରତି ଅଷ୍ଟ୍ରେଲିଆ ଦର୍ଶକଙ୍କ ଜାତିଆଣ ଟିପ୍ପଣୀ ଏକ ନୂଆକଥା ନୁହେଁ। ତେବେ ଏଥର ସେମାନେ ସୀମା ଅତିକ୍ରମ କରିଯାଇଥିବା ଭାରତର ପୁରୁଖା ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କହିଛନ୍ତି। ଏଠାରେ ଅଷ୍ଟ୍ରେଲିଆ ବିପକ୍ଷ…

ବର୍ଣ୍ଣବୈଷମ୍ୟ ଆକ୍ଷେପକୁ ଆଇସିସିର ନିନ୍ଦା: କାର୍ଯ୍ୟାନୁଷ୍ଠାନ ନେଇ ସିଏଠାରୁ ରିପୋର୍ଟ ମାଗିଲା

ଦୁବାଇ,୧୧।୧(ପି.ଟି.): ଚଳିତ ତୃତୀୟ ଟେଷ୍ଟର ଚତୁର୍ଥ ଦିବସରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ କେତେକ ଦର୍ଶକ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିଲେ। ଏ ନେଇ ପଡିଆରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ଖେଳ କିଛି ସମୟ ବନ୍ଦ ରହିଥିଲା। ଫଳରେ…

ଫିଲ୍ମରେ ସଫଳ ମାତ୍ର ପ୍ରେମରେ ବିଫଳ ଏହି କଳାକାର

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ-ଅଭିନେତା ଏକାଠି କାମ କରୁକରୁ କେତେବେଳେ ସେମାନଙ୍କ ମଧ୍ୟରେ ପ୍ରେମ ହୋଇଯାଇଥାଏ। ଏଥିରୁ କିଛ ପ୍ରେମ ସଫଳ ହୋଇଥିବାବେଳେ ଆଉ କିଛି ବିଫଳ ହୋଇଛି। ବଲିଉଡ୍‌ର କିଛି ଅଭିନେତା ଅଭିନୟରେ ବେଶ୍‌ ସଫଳ ହୋଇଥିବାବେଳେ ପ୍ରେମରେ ବିଫଳ ହୋଇଛନ୍ତି।…

ପେନ୍‌ଙ୍କୁ ଜରିମାନା

ଦୁବାଇ,୧୧।୧(ପି.ଟି.): ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ଜାହିର କରି ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌ ଜରିମାନାର ସମ୍ମୁଖୀନ ହୋଇଛନ୍ତି। ସିଡ୍‌ନୀରେ ଚାଲିଥିବା ଭାରତ ବିପକ୍ଷ ତୃତୀୟ ଟେଷ୍ଟର ତୃତୀୟ ଦିନରେ ଅମ୍ପାୟରଙ୍କ ଏକ ନିଷ୍ପତ୍ତିରେ ଅସହମତି ପ୍ରକାଶ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ…

ଗ୍ଲାମରସ୍‌ ଦୁନିଆରୁ ଦୂରେଇ ଗଲେ ଆଶିକି ଗର୍ଲ…

ମୁମ୍ବାଇ,୧୧।୧: ବଲିଉଡ୍‌ ଅଭିନେତ୍ରୀ ତଥା ଆଶିକି ଗର୍ଲ ଭାବେ ପରିଚିତି ହାସଲ କରିଥିବା ଅନୁ ଅଗ୍ରଓ୍ବାଲ ସୋମବାର ନିଜର ୫୧ ବର୍ଷ ପୂରଣ କରିଛନ୍ତି। ସେ ୫୨ ବର୍ଷରେ ପାଦ ଦେଇଛନ୍ତି। ୧୯୬୯ ଜାନୁୟାରୀ ୧୧ରେ ସେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ।…

ଗଛକୁ ପୂଜା କଲେ ମାନସିକ ହେଉଛି ପୂରଣ …

ଛତିଶଗଡ଼ର ବାଲ୍କୋ ବନଖଣ୍ଡ ଅଞ୍ଚଳର କୋରଓ୍ବା ବ୍ଲକ୍‌ର ସତରେଙ୍ଗା ଗାଁରେ ରହିଛି ୧୪ ଶହ ବର୍ଷର ଏକ ଶାଳ ଗଛ। ଏଠାକାର ବାସିନ୍ଦା ଏହି ଗଛକୁ ଦେବତା ଭଳି ପୂଜା କରିଥାନ୍ତି। ବିବାହ ତଥା ବିଭିନ୍ନ ପର୍ବପର୍ବାଣିରେ ଗଛ ନିକଟରେ ପୂଜା…

ବାଲ୍ୟ ବାନ୍ଧବୀଙ୍କୁ ଜୀବନସାଥୀ କରିଥିଲେ ରାହୁଲ…

ନୂଆଦିଲ୍ଲୀ,୧୧।୧: ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ୍‌ଙ୍କୁ ସୋମବାର ୪୭ ବର୍ଷ ପୂରଣ ହୋଇଛି। ସେ ୪୮ରେ ପାଦ ଥାପିଛନ୍ତି। ୧୯୭୩ ଜାନୁୟାରୀ ୧୧ରେ ସେ ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ ଖେଳ ପରି ତାଙ୍କ ଲଭ୍‌ ଲାଇଫ୍‌ ମଧ୍ୟ ବେଶ୍‌ ନିଆରା।…

ଏମିତି ଏକ ଜୀବ, ଯାହାର ହୃଦୟ ୩

ଦୁନିଆରେ ଅନେକ ରୋଚକ ଜିନିଷ ଅଛି, ଯାହା ଆଶ୍ଚର୍ଯ୍ୟଜନକ। ବେଳେବେଳେ ଏଭଳି ଜିନିଷ କଥା ଶୁଣିଲେ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ। ଏମିତି ଏକ ପ୍ରାଣୀ ହେଉଛି ଅକ୍ଟୋପସ। ଏହା ଏକ ଅଦ୍ଭୁତ ସମୁଦ୍ର ପ୍ରାଣୀ, ଯାହାକୁ ‘ଡେଭିଲ୍ଫିସ’ ମଧ୍ୟ କୁହାଯାଏ। ଯଦିଓ…

୩ୟ ଦିନରେ ପହଞ୍ଚିଲା ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ଆନ୍ଦୋଳନ

ପୁଡୁଚେରୀ,୧୦।୧- ଗଭର୍ନର କିରନ ବେଦୀଙ୍କୁ ହଟାଇବା ଦାବିରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚତ୍ଛି। ପୁଡୁଚେରୀର ଉନ୍ନତି ଦିଗରେ କାର୍ଯ୍ୟ କରୁଥିବା ନିର୍ବାଚିତ ସରକାରଙ୍କ କାର୍ଯ୍ୟରେ ସେ ବାଧା ଦେଉଛନ୍ତି। କୋଭିଡ୍‌-୧୯ କଟକଣା ଯୋଗୁ ଆମକୁ ରାଜଭବନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri