ଭାଜପା ରୋଡ୍ଶୋ ଉପରେ ପଥର ମାଡ଼
କୋଲକାତା,୧୮।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ତେଜୁଛି ରାଜ୍ୟ ରାଜନୀତି। ଦକ୍ଷିଣ କୋଲକାତାରେ ଚାରୁ ମାର୍କେଟ ଅଞ୍ଚଳରେ ସୋମବାର ଆୟୋଜିତ ଭାଜପା ରାଲି ଉପରେ ପଥର ମାଡ଼ କରିଛନ୍ତି କିଛି ଅଜ୍ଞାତ ବ୍ୟକ୍ତି। ଦୁର୍ବୃତ୍ତମାନେ ଟିଏମ୍ସିର ପତାକା…
ପ୍ରେମ ସମ୍ପର୍କ ବିଷୟରେ ସବୁ ଜାଣି ମଧ୍ୟ ଏହି ଅଭିନେତାଙ୍କୁ ଛାଡି ନ ଥିଲେ ସ୍ତ୍ରୀ
ଫିଲ୍ମ ଷ୍ଟାର ମାନଙ୍କ ଜୀବନ ଅନେକ ଉତ୍ଥାନ-ପତ୍ତନ ଦେଇ ଗତି କରିଥାଏ। ଯେଉଁଥିପାଇଁ ଅନେକ ଷ୍ଟାରଙ୍କ ବୈବାହିକ ସମ୍ପର୍କ ଛାଡପତ୍ର ଯାଏ ଯାଇଛି। ତଥାପି, ଏପରି କିଛି ଷ୍ଟାର ଅଛନ୍ତି, ଯାହାଙ୍କ ବିବାହ ପରେ ସେମାନଙ୍କ ପୂର୍ବ ପ୍ରେମ ସମ୍ପର୍କ ଚର୍ଚ୍ଚାକୁ…
ଏମିତି ଉପାୟରେ ଟଙ୍କା ଗଣୁଛନ୍ତି ବ୍ୟକ୍ତି, ମଇଁଷି କରୁଛି ସାହାଯ୍ୟ
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି ଟଙ୍କା ଗଣିବା ପାଇଁ ଅଭିନବ ଉପାୟ ଗ୍ରହଣ କରୁଥିବା ଦେଖିବାକୁ…
ତାଣ୍ଡବ ମେକର୍ସ, ସୈଫ ଅଲି ଖାନଙ୍କ ବିରୋଧରେ ମାମଲା ରୁଜ୍ଜୁ
ଲକ୍ଷ୍ନୌ,୧୮।୧: ବିବାଦରେ ଘେରି ହୋଇଯାଇଛି ନିକଟରେ ରିଲିଜ ହୋଇଥିବା ଆମାଜନ ପ୍ରାଇମ୍ର ନୂଆ ଓ୍ବେବ ସିରିଜ୍ ‘ତାଣ୍ଡବ’। ଏହାର ମେକର୍ସ ଓ ଓଟିଟି ପ୍ଲାଟଫର୍ମ ବିରୋଧରେ ମାମଲ ଦାୟର କରିଛି ଉତ୍ତରପ୍ରଦେଶ ପୋଲିସ। ଏହି ଓ୍ବେବ ସିରିଜ୍ରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ…
ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ଚିତ୍ରକୋଣ୍ଡା,୧୮।୧: ବର୍ଷ ଆରମ୍ଭରୁ ପୁଣି ଚିତ୍ରକୋଣ୍ଡା ପୋଲିସକୁ ଆଉ ଏକ ସଫଳତା ମିଳିଛି। ରବିବାର ବିଳମ୍ବିତ ରାତିରେ ଚିତ୍ରକୋଣ୍ଡା ପୋଲିସ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ୯ କୁଇଣ୍ଟାଲ ଗଞ୍ଜେଇ ସହ ଗୋଟିଏ ବୋଲେରୋ ପିକ୍ଅପ୍ ଭ୍ୟାନକୁ ଜବତ କରିଛି।…
ସୁନ୍ଦରଗଡ଼ରେ ପୁଣି ଅସୁସ୍ଥ ହେଲେ ଆଉଜଣେ ସୁରକ୍ଷା କର୍ମୀ
ସୁନ୍ଦରଗଡ,୧୮।୧: କୋଭିଡ ଟିକା ନେଇ ସୁନ୍ଦରଗଡ଼ ଜିଲା ମୁଖ୍ୟ ଡ଼ାକ୍ତରଖାନାର ୨ଜଣ ପୁରୁଷ ଏବଂ ଜଣେ ମହିଳା ସୁରକ୍ଷା କର୍ମୀ ଅସୁସ୍ଥ ହୋଇପଡିଛନ୍ତି। ସେମାନେ ହେଲେ ଦୁବରାଜ ରଣା, ମାନସ କରାଳୀ ଏବଂ ରାଜକୁମାରୀ ଓରାମ। ଦୁବରାଜଙ୍କ କହିବା ମୁତାବକ, ସେ…
୫ ବର୍ଷଧରି ଯୁବତୀଙ୍କୁ ରଖାଯାଇଛି ପଞ୍ଜୁରୀରେ, କାରଣ ଜାଣିଲେ…
୫ ବର୍ଷ ଧରି ଫିଲିପାଇନ୍ସର ଜଣେ ମହିଳାଙ୍କୁ ଏକ ପଞ୍ଜୁରୀରେ ରଖାଯାଇଛି। ଯଦିଓ ତାଙ୍କ ପରିବାର ଲୋକେ ଦାବି କରିଛନ୍ତି ଯେ, ଏହା ତାଙ୍କ ସୁରକ୍ଷା ପାଇଁ । କାରଣ ଏହି ମହିଳା ଜଣକ ଗମ୍ଭୀର ମାନସିକ ସମସ୍ୟାରେ ଜଡ଼ିତ। ୨୯…
ଭିନ୍ନ କାରଣରୁ ଡିଆରଏସ୍ ନେଲେ ସ୍ମିଥ
ବ୍ରିସବେନ,୧୮।୧: ସ୍ଥାନୀୟ ବ୍ରିସବେନ ଗ୍ରାଉଣ୍ଡରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍ରେ ଚତୁର୍ଥ ଦିନ କିଛି ଉଲ୍ଲେଖନୀୟ ଘଟଣା ଘଟିଛି। ସେଥି ମଧ୍ୟରୁ ମହମ୍ମଦ ସିରାଜଙ୍କ କ୍ୟାରିୟରର ପ୍ରଥମ ୫ ଉଇକେଟ ସଫଳତା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚ୍ରେ ଷ୍ଟିଭ ସ୍ମିଥ ଏକ…
ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ
ପାଟଣା,୧୮। ୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଗୋଡିପୋଖରୀ ଗ୍ରାମ ଜଙ୍ଗଲରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତକ ଜଣକ ହେଉଛନ୍ତି ଗୋଡିପୋଖରୀ ଗ୍ରାମର ରୁଷିକାନ୍ତ ମହାନ୍ତ । ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିବା…
ପାଟଣାରେ କରୋନା ଯୋଦ୍ଧାଙ୍କୁ ଟିକାକରଣ
ପାଟଣା,୧୮।୧( ସ୍ବ.ପ୍ର):କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାରଠାରୁ କରୋନା ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦେବାର ବ୍ୟବସ୍ଥା ହୋଇଛି। କାର୍ଯ୍ୟକ୍ରମକୁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା. ଚିତ୍ତରଞ୍ଜନ ନାଏକଙ୍କ ଉପସ୍ଥିତିରେ ପାଟଣା ବଡିଓ…
ନୀରବ ଘାତକ
ଆଜିକାଲି ମଧୁମେହ ବା ଡାଇବେଟିସ ଏକ ସାଧାରଣ ସ୍ବାସ୍ଥ୍ୟଜନିତ ସମସ୍ୟା ପାଲଟି ଗଲାଣି। ଏହି ରୋଗ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତି ବେଶ୍ କେତୋଟି ଦିଗ ପ୍ରତି ସତର୍କ ରହିବାକୁ ପଡିଥାଏ। ଆମ ଦେଶରେ ଏହି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ…
ରାମ ମନ୍ଦିର ନିର୍ମାଣ ପାଇଁ ୧ ଲକ୍ଷ ୧୧ ହଜାର ୧୧୧ ଟଙ୍କା ଦାନ ଦେଲେ କଂଗ୍ରେସ ନେତା
ନୂଆଦିଲ୍ଲୀ,୧୮।୧: ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଦେଶରେ ରାମ ମନ୍ଦିର ସମର୍ପଣ ନିଧି ଅଭିଯାନ ଆରମ୍ଭ କରାଯାଇଛି। ଏହା ଅଧୀନରେ ଦେଶର ଲୋକମାନେ କୋଟି କୋଟି ଟଙ୍କା ଦାନ କରୁଛନ୍ତି। ଏହି ତାଲିକାରେ କଂଗ୍ରେସର ବରିଷ୍ଠ ନେତା…
Archives


