ମା’ଙ୍କ ଫୋନ୍ କଲ୍ ବଦଳାଇ ଦେଲା ଏହି କ୍ରିକେଟର୍ଙ୍କ ଜୀବନ
ବ୍ରିସ୍ବେନ୍,୧୮।୧: ବ୍ରିସବେନ ଟେଷ୍ଟର ଦ୍ୱିତୀୟ ଇନିଂସରେ ମହମ୍ମଦ ସିରାଜ ୫ ଉଇକେଟ ନେଇ ଅନେକ ରେକର୍ଡ କରିଛନ୍ତି। ଦଳର ଅଗ୍ରଣୀ ବୋଲରଙ୍କ ଅନୁପସ୍ଥିତିରେ, ସିରାଜ ଯେପରି ବୋଲିଂ ଆକ୍ରମଣର ନେତୃତ୍ୱ ନେଇଥିଲେ ଏବଂ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍ଙ୍କୁ ଅସୁବିଧାରେ ପକାଇଥିଲେ, ତାହା ପ୍ରତ୍ୟେକ…
ବନ୍ଧୁକ ଦେଖାଇ ବଳାତ୍କାର
ସଜନାଗଡ଼,୧୮ା୧: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବନ୍ଧୁକ ଦେଖାଇ ବାଇକ୍ରେ ଟେକି ନେଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ସୋମବାର ସନ୍ଧ୍ୟାରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା( ନଂ.୨୮/୨୧) ରୁଜୁ କରି…
ଅନୈତିକ ସମ୍ପର୍କ ଲାଗି ବାଧ୍ୟ କରିବାରୁ ହତ୍ୟା
ସୁନ୍ଦରଗଡ଼,୧୮।୧: ସୁନ୍ଦରଗଡ଼ ଟାଉନ୍ ଥାନା ଅନ୍ତର୍ଗତ କିରେଇ ପଞ୍ଚାୟତର ଗାଁ ସାଥୀ ରମେଶ ସିଂ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭବାନୀପୁରର ମାଧବୀଲତା ସିଂଦେଓ (୪୭) ଓ ତାଙ୍କ ଜ୍ୱାଇଁ ଭଜ ଓରାମ(୩୯)ଙ୍କୁ ପୋଲିସ ଗିରଫ…
ଖୋଲିଲା ଘଟଗାଁ ତାରିଣୀ ପୀଠ
ଘଟଗାଁ/କେନ୍ଦୁଝର,୧୮।୧: ଦୀର୍ଘ ୧୦ମାସ ପରେ ଖୋଲିଲା ଘଟଗାଁ ମା’ତାରିଣୀ ପୀଠ। ସୋମବାର ସକାଳେ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ପରେ ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲାଯାଇଥିଲା। ପ୍ରଥମେ ସେବାୟତଙ୍କ ପରିବାର ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ମା’ଙ୍କୁ ଦର୍ଶନ କରିଥିଲେ।…
ୟୁଏଇରେ ସ୍ବାମୀଙ୍କ ଗାଡ଼ି ଧକ୍କାରେ ଭାରତୀୟ ମହିଳାଙ୍କ ମୃତ୍ୟୁ
ଦୁବାଇ,୧୮।୧: ଅଜମାନ ଏମିରେଟ୍ଠାରେ ସୋମବାର ଜଣେ ୪୫ ବର୍ଷୀୟା ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ବଶତଃ ପାର୍କିଂ ବେଳେ ପତ୍ନୀଙ୍କ ଉପରେ କାର ଚଢ଼ାଇ ଦେଇଛନ୍ତି ସ୍ବାମୀ। ମୃତ ମହିଳା (ଲିଜି) ଓ ତାଙ୍କ ସ୍ବାମୀ ଶନିବାର ହେଲ୍ଥ ଚେକ୍…
ବ୍ୟବସାୟୀଙ୍କଠୁ ଲୁଟିନେଲେ ୪ଲକ୍ଷ
ଝରିଗାଁ, ୧୮।୧: ଖଣ୍ଡାରେ ଆକ୍ରମଣ କରି ଜଣେ ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ୪ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ନବରଙ୍ଗପୁର ଡାକ୍ତରଖାନା ଓ ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ନବରଙ୍ଗପୁର ଜିଲା ଝରିଗାଁ ଥାନା ଅଧୀନ ଚକଲାପଦର ଘାଟିରେ ସୋମବାର…
ସୁସ୍ଥ ହେଲେ ୨୫୫ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୮।୧: ଓଡ଼ିଶାରେ ସୋମବାର ୨୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥସହ କରୋନାରୁ ଆରୋଗ୍ୟ ଲାଭ କରିଥିବା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩,୨୯,୮୦୧ରେ ପହଞ୍ଚିଛି। ଗଜପତି ଓ ଖୋର୍ଦ୍ଧାରୁ ସର୍ବାଧିକ ୨୩ ଜଣ ସୁସ୍ଥ ହୋଇଛନ୍ତି। ବଲାଙ୍ଗୀରରୁ ୧୯,…
ନନ୍ଦୀଗ୍ରାମରେ ନିର୍ବାଚନ ନ ଜିତିଲେ ଛାଡ଼ିଦେବି ରାଜନୀତି – ଶୁଭେନ୍ଦୁ ଅଧିକାରୀ
କୋଲକାତା,୧୮।୧: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍ସି) ମୁଖ୍ୟ ମମତା ବାନାର୍ଜୀ ନନ୍ଦୀଗ୍ରାମରୁ ଛିଡା ହେବା ନେଇ ଘୋଷଣା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଭାଜପାରେ ମିଶିଥିବା ଶୁଭେନ୍ଦୁ ଅଧିକାରୀ। ଟିଏମ୍ସି ଭେଟେରାନ ତଥା ନିକଟରେ ଭାଜପାରେ ସାମିଲ…
ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର କ୍ୟାମ୍ପସ୍ରେ ଯୁବତୀଙ୍କୁ ଗଣବଳାତ୍କାର: ପୋଲିସ ହାତରେ ଲାଗିଲା ସିସିଟିଭି ଫୁଟେଜ୍
ସୋନପୁର,୧୮।୧: ସୁବର୍ଣ୍ଣପୁର ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର କ୍ୟାମ୍ପସ୍ରେ ଜଣେ ଯୁବତୀଙ୍କୁ ସୋମବାର ଗଣବଳାତ୍କାର କରାଯାଇଛି। ପୂର୍ବାହ୍ନରେ ଏହି ଘଟଣା ଘଟିଛି। ସ୍ପଷ୍ଟ ଦିବାଲୋକରେ ୨ଜଣ ଏହି କାଣ୍ଡ ଭିଆଇବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରର…
୪ମାସ ପରେ ସାମ୍ନାକୁ ଆସିଲା ବଳାତ୍କାର ଘଟଣା
ଟିଟିଲାଗଡ଼,୧୮।୧: ବଲାଙ୍ଗୀର ଜିଲା ଟିଟିଲାଗଡ଼ ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ଜଣେ ଦଳିତ ଭିନ୍ନକ୍ଷମ ନାବାଳିକା ବଳାତ୍କାରର ଶିକାର ହୋଇଛନ୍ତି। ବଳାତ୍କାରର ପ୍ରାୟ ୪ମାସ ପରେ ନାବାଳିକା ଅନ୍ତସତ୍ତ୍ୱା ହେବା ପରେ ଘଟଣା ସାମନାକୁ ଆସିଛି। ପରିବାର ଲୋକେ ଏ ନେଇ ସୋମବାର…
ଅରୁଣାଞ୍ଚଳ ପ୍ରଦେଶରେ ଗାଁ ନିର୍ମାଣ କରିଛି ଚାଇନା
ନୂଆଦିଲ୍ଲୀ,୧୮।୧: ଅରୁଣାଞ୍ଚଳ ପ୍ରଦେଶରେ ଏକ ନୂଆ ଗାଁ ନିର୍ମାଣ କରିଛି ଚାଇନା। ଏଥିରେ ୧୦୧ ଘର ଥିବା ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି। ଏହି ଫଟୋ ଗତବର୍ଷ ନଭେମ୍ବର ୧ ତାରିଖରେ ଉତ୍ତୋଳନ କରାଯାଇଥିଲା। ପ୍ରାୟ ୪.୫ କିମି ଭାରତ ସୀମା ଭିତରେ…
୨ ଥର ଡିଏଲ୍ ରଦ୍ଦ ହେଲେ ଚଲାଇପାରିବେନି ଗାଡ଼ି
ଭଞ୍ଜନଗର,୧୮।୧: କରୋନା ମହାମାରୀ ସମୟରେ ଗାଡ଼ି ଚଳାଚଳ ଉପରେ କଟକଣା ରହିଥିଲେ ବି ଭଞ୍ଜନଗର ଉପଖଣ୍ଡରେ ଦୁର୍ଘଟଣା ଜନିତ ମୃତ୍ୟୁହାର ବଢ଼ିବାରେ ଲାଗିଛି। ୨୦୨୦ରେ ଉପଖଣ୍ଡରେ ୭୭ଟି ଦୁର୍ଘଟଣା ଘଟିଥିଲା। ଏଥିରେ ୬୧ ଜଣଙ୍କ ଜୀବନ ଯାଇଛି। ସେହିପରି ୨୦୧୯ରେ ୭୨ଟି…
Archives


