Home Left

ମାତ୍ର ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଖିପାରିବେ ଫାଇନାଲ୍‌ ମ୍ୟାଚ୍‌

ମୁମ୍ବାଇ,୨୮।୫: ଭାରତୀୟ ଦଳ ୧୮ରୁ ୨୨ଜୁନ ମଧ୍ୟରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲ ଖେଳିବ। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନ୍ତିମ ମ୍ୟାଚ ଇଂଲଣ୍ଡର ସାଉଥମ୍ପଟନ ଗ୍ରାଉଣ୍ଡରେ ଖେଳାଯିବ। ଭାରତୀୟ ଦଳ ଜୁନ ୨ରେ ଇଂଲଣ୍ଡ…

୧୯୯ ଶତକ, ୬୧୦୦୦ ଅଧିକ ରନ୍‌ ସଂଗ୍ରହ କରି କ୍ରିକେଟରେ ପ୍ରଥମ ‘ସର୍‌’ ଆଖ୍ୟା ପାଇଥିଲେ ଏହି କ୍ରିକେଟର୍‌

ଯେତେବେଳେ କ୍ରିକେଟ ରେକର୍ଡକୁ ଆସେ, ପ୍ରଶଂସକଙ୍କ ମନରେ ସାର୍‌ ଡନ ବ୍ରାଡମ୍ୟାନ, ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ପରି ଭେଟେରାନଙ୍କ ନାମ ମନକୁ ଆସେ। ତେବେ ଇଂଲଣ୍ଡର ମହାନ ବ୍ୟାଟ୍ସମ୍ୟାନ ସାର୍‌ ଜ୍ୟାକ ହବ୍ସ ତାଙ୍କ ୩୦…

କ୍ୱାର୍ଟର୍ସ ପାଇଁ ଧାଉଁଛନ୍ତି ଷ୍ଟାଫ ନର୍ସ

ଖୋର୍ଦ୍ଧା ଅଫିସ,୨୮ା୫: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଷ୍ଟାଫ ନର୍ସ କ୍ୱାର୍ଟର୍ସ ପାଇପାରୁନାହାନ୍ତି। ଏଥିଲାଗି ସେମାନଙ୍କୁ ସିଡିଏମ୍‌ଓ କାର୍ଯ୍ୟାଳୟ ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଧାଇଁବାକୁ ପଡୁଛି। ଷ୍ଟାଫ ନର୍ସ ଭଗବତୀ ସିଂଙ୍କ କ୍ଷେତ୍ରରେ ଏଭଳି ଦେଖିବାକୁ ମିଳିଛି। ସେ…

ଯନ୍ତ୍ରଣା ବଖାଣିଲେ ଅଶ୍ୱିନ୍‌: ୮-୯ ରାତି ନ ଶୋଇ ମ୍ୟାଚ୍‌ ଖେଳିଥିଲେ ଅଶ୍ୱିନ୍‌

ମୁମ୍ବାଇ,୨୮।୫: କରୋନା ମହାମାରୀ ହେତୁ ଆଇପିଏଲ ୨୦୨୧ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ବିସିସିଆଇ ଏବେ ଏହି ଟୁର୍ନାମେଣ୍ଟର ଅବଶିଷ୍ଟ ମ୍ୟାଚ ସେପ୍ଟେମ୍ବର-ଅକ୍ଟୋବରରେ କରିବାକୁ ପ୍ରସ୍ତୁତ ହେଉଛି। ଆଇପିଏଲ ସ୍ଥଗିତ ରଖିବା ପୂର୍ବରୁ ମଧ୍ୟ ଦିଲ୍ଲୀ କ୍ୟାପିଟାଲ ତାରକା ବୋଲର…

ଡାକ୍ତର ନାଁରେ ସାଇବର ଠକେଇ

ଭୁବନେଶ୍ୱର,୨୮ା୫(ବ୍ୟୁରୋ): କରୋନା ପରଠାରୁ ସାଇବର ଠକମାନେ ଉତ୍ପାତ କରୁଛନ୍ତି। ବିଭିନ୍ନ ସମୟରେ ରୂପ ବଦଳାଇ ଲୋକଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି। ଏବେ ସାଇବର ଠକମାନେ ଚିକିତ୍ସା ନାଁରେ ଡାକ୍ତର ରୂପରେ ଲୋକଙ୍କୁ ବୋକା ବନେଇ ଠକୁଛନ୍ତି। କୌଣସି…

ମିଳିପାରୁନି ସ୍ଲଟ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କୋଭିଡ୍‌ ଟିକାକରଣକୁ ନେଇ ବିଭିନ୍ନ ସମୟରେ ନାନା ଅଭିଯୋଗ ହେଉଛି। କେତେବେଳେ ଟୋକନ୍‌ ବଣ୍ଟାକୁ ନେଇ ତ ଆଉ କେତେବେଳେ ଗାଡ଼ିରେ ଟିକାକରଣ (ଡ୍ରାଇଭ୍‌ ଇନ୍‌ ଭାକ୍ସିନେଶନ)କୁ ନେଇ ଚର୍ଚ୍ଚାକୁ ଆସିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)।…

ହୃଦୟବିଦାରକ ଭିଡିଓ ଭାଇରାଲ୍‌: ସାଗରଙ୍କୁ ନୃଶଂସ ଭାବରେ ପିଟିଥିଲେ ସୁଶୀଲ

ନୂଆଦିଲ୍ଲୀ,୨୮।୫: ଦୁଇଥର ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର ଛତ୍ରସାଲ ଷ୍ଟାଡିୟମରେ କୁସ୍ତି ଯୋଦ୍ଧ ସାଗର ଧନକଡଙ୍କ ହତ୍ୟା ଘଟଣାରେ ଗିରଫ ହୋଇଛନ୍ତି। ତାଙ୍କୁ ପଚରାଉଚରା କରାଯାଉଛି। ଏହି ସମୟରେ ସାଗରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

ଜେଲରୁ ଭିଡିଓ କଲିଂ କରୁଥିଲେ ନେତା

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ଝାରପଡ଼ା ସ୍ପେଶାଲ ଜେଲର କଏଦୀମାନେ ଲୁଚାଇ ରଖିଥିବା ଫୋନ୍‌ରେ ବିଦେଶକୁ ବି କଲ୍‌ କରୁଛନ୍ତି। କିଛିଦିନ ତଳେ ଚଢ଼ାଉବେଳେ ଜଣେ ହାଇପ୍ରୋଫାଇଲ କଏଦୀ ରହୁଥିବା ସେଲ୍‌ ନିକଟ ମାଟିତଳୁ ଏକ ଫୋନ ମିଳିଥିଲା। ସେଥିରେ ଆଇଏସ୍‌ଡି କଲ୍‌ ହୋଇଥିବା ତଦନ୍ତବେଳେ…

ଥମୁନି ମୃତ୍ୟୁସଂଖ୍ୟା: ଦିନକରେ କରୋନା ନେଲା ୩୩ ଜୀବନ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନାରେ ୩୩ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୬୫୧ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ମୃତକଙ୍କ ମଧ୍ୟରୁ ଅନୁଗୋଳ ଜିଲାରୁ ସର୍ବାଧିକ…

ଧସିଲା ଆପ୍ରୋଚ୍‌ ରୋଡ୍‌, ଯାତାୟାତ ବନ୍ଦ

ବରୀ,୨୮ା୫(ଡି.ଏନ୍‌.ଏ.): ଦୁଧେଇ ନଦୀ ଉପରେ ଥିବା ଯାଜପୁର ଜିଲା ବରୀ ବ୍ଲକ ଅଧୀନ ଡିହସାହି ସେତୁର ଆପ୍ରୋଚ ରୋଡ୍‌ ବାତ୍ୟା ୟାସ୍‌ ପ୍ରଭାବରେ ଧସିପଡ଼ିଛି। ଫଳରେ ଉକ୍ତ ପୋଲ ଦେଇ ଯାତାୟାତ ଠପ୍‌ ହୋଇଛି। ଏହି ଆପ୍ରୋଚ ରୋଡ୍‌ ଗତ ବର୍ଷ…

ରାଜ୍ୟରେ ଆଜି ୭,୨୧୬ ସଂକ୍ରମିତ ଚିହ୍ନଟ: କଟକରୁ ସର୍ବାଧିକ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ ଦୁଇଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୭,୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୪୦୪୧ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲେ। ବାକି ୩୧୭୫…

ପଦ ଛାଡ଼ିବେ ଆମାଜନ୍‌ ସିଇଓ

ଇ-କମର୍ସ କମ୍ପାନୀ ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଆସନ୍ତା ଜୁଲାଇ ୫ରେ ସିଇଓ ପଦ ଛାଡ଼ିବେ। ବୁଧବାର ଆମାଜନ୍‌ ଶେୟାର ହୋଲ୍ଡରଙ୍କ ସହ ଏକ ବୈଠକରେ ବେଜୋସ୍‌ ଏହି ଘୋଷଣା କରିଛନ୍ତି। ୧୯୯୪ରେ ସମାନ ତାରିଖରେ ଆମାଜନ୍‌ର ପ୍ରତିଷ୍ଠା ହୋଇଥିଲା। ଆଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?