ନୀଳ ନୟନା ଐଶ୍‌ଙ୍କ ପାଇଁ ସଲମାନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ଏହି ଅଭିନେତା: ପରେ ଯାହା ଘଟିଲା ସ୍ବପ୍ନରେ ଭାବି ନ ଥିଲେ

ବମ୍ବେ: ଏକଦା ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ି ସଲମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ ଅଭିନେତା ବିବେକ ଓବରୟ। ଏହାକୁ ଅନେକ ବର୍ଷ ବିତିଥିଲେ ହେଁ ଅନେକ ସମୟରେ ଏହି ପ୍ରସଙ୍ଗ ଉଠେ। ଐଶ୍‌ଙ୍କ ସହ ପ୍ରେମ ପାଇଁ ବିବେକଙ୍କ ଅଭିନୟ ଜୀବନ ଶେଷ ହୋଇଯାଇଥିଲା। ତାଙ୍କୁ ଫିଲ୍ମରେ ନେବାକୁ ସବୁ ନିର୍ମାତା ଅରାଜି ହୋଇଥିଲେ।

ନିଜର ଡେବ୍ୟୁ ଫିଲ୍ମ ପରେ ସମସ୍ତଙ୍କ ପସନ୍ଦର ଅଭିନେତା ପାଲଟିଥିଲେ ବିବେକ। ତାଙ୍କ ଅଭିନୟକୁ ଦେଖି ସେ ସୁପରଷ୍ଟାର ହେବାର ଯୋଗ୍ୟତା ରଖିଛନ୍ତି ବୋଲି ଅନେକେ ଭାବୁଥିଲେ। ହେଲେ ଐଶ୍‌ଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପୂର୍ବରୁ ଏହି ସୁନ୍ଦରୀଙ୍କ ପ୍ରେମରେ ପଡ଼ିଥିବା ସଲମାନ ବିବେକଙ୍କୁ ଧମକାଇବା ଆରମ୍ଭ କରିଥିଲେ। ଏହା ଶୁଣି ବିବେକ ଖୋଲା ଦବଙ୍ଗ ଖାନ୍‌ଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଥିଲେ, ଯାହା ତାଙ୍କୁ ପରବର୍ତ୍ତୀ ସମୟରେ ଅଡ଼ୁଆରେ ପକାଇଥିଲା। ଧିରେ ଧିରେ ସିନେଜଗତରେ ତାଙ୍କ କ୍ୟାରିୟର ଶେଷ ହୋଇଥିଲା। ବଡ଼ ବଡ଼ ପ୍ରଯୋଜକ ତାଙ୍କୁ କାମ ଦେବା ବନ୍ଦ କରିଦେଇଥିଲେ। କାରଣ ସେମାନେ ସଲମାନଙ୍କ ସହ ଶତ୍ରୁତା କରିବାକୁ ଚାହୁଁ ନ ଥିଲେ। ନିଜେ ବିବେକ ଏ ବିଷୟରେ ଏକାଧିକ ଥର କହିଛନ୍ତି। ସଲମାନଙ୍କ ସହ ପଙ୍ଗା ପରେ ତାଙ୍କ ଅଭିନୟ ଜୀବନ ଶେଷ ହୋଇଥିବା ଏବଂ ଏହାକୁ ସେ ସ୍ବପ୍ନରେ ଭାବି ନ ଥିବା କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ‘ଦ କଶ୍ମୀର ଫାଇଲ୍‌ସ’ର ୩୧ ଦିନର ଆୟ ଜାଣିଲେ

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍‌ସ’ ମୁକ୍ତି ଲାଭକୁ ବର୍ଷେ ପରେ ମଧ୍ୟ ଏହି ଫିଲ୍ମ ଦେଖିବାକୁ ହଲ୍‌ରେ ଲୋକଙ୍କ ଭିଡ଼ ଲାଗି...

ନାରୀକୈନ୍ଦ୍ରିକ ଫିଲ୍ମ ଦେଖି ଦେଖି ଚିଡି ଗଲେଣି, କାହିଁକି ଏମିତି କହିଲେ ଅକ୍ଷୟ କୁମାର

ବଲିଉଡରେ ଖିଲାଡି ଅକ୍ଷୟ କୁମାରଙ୍କ ଏବେ ରାଜ୍‌ ଚାଲିଛି। ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ସେ ଦର୍ଶକଙ୍କୁ ଦେଇଚାଲିଛନ୍ତି। ନିକଟରେ ତାଙ୍କ ଅଭିନୀତ ‘ମିଶନ୍‌...

‘ରାମାୟଣ’, ‘ମହାଭାରତ’କୁ ନେଇ ଟିଆର୍‌ପି ଦୌଡରେ ଦୁଇ ଘରୋଇ ଚ୍ୟାନେଲ

ନୂଆଦିଲ୍ଲୀ,୪।୫: କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା ପୁରୁଣା ଧାରାବାହିକ ‘ରାମାୟଣ’ ଓ ‘ମହାଭାରତ’। ଦର୍ଶକେ ଏହାକୁ...

ବଲିଉଡ୍‌ର ସବୁଠାରୁ ମହଙ୍ଗା ବଡିଗାର୍ଡ ରଖିଛନ୍ତି ଏହି ଅଭିନେତା; ବର୍ଷକୁ ଦରମା ଦିଅନ୍ତି…

ବମ୍ବେ: କିଙ୍ଗ ଖାନ୍‌ ଶାହାରୁଖ୍‌ ଯେଉଁଠିକୁ ବି ଯାଆନ୍ତି ତାଙ୍କୁ ପ୍ରଶଂସକମାନେ ଘେରି ଯାଇଥାନ୍ତି। ଏଣୁ ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେ ଜଣେ ବଡିଗାର୍ଡ...

ଇଣ୍ଟିମେଟ୍‌ ସିନ୍‌ ପାଇଁ ସର୍ତ୍ତ ରଖିଥିଲେ ଏହି ଅଭିନେତ୍ରୀ…

ମୁମ୍ବାଇ,୨୯।୫: ନିଜ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖି ପାରିଥିବା ଅନୁପ୍ରିୟା ଗୋଏଙ୍କାଙ୍କୁ ଶନିବାର ୩୪ ବର୍ଷ ପୂରଣ ହୋଇଛି। ୧୯୮୭ ମେ’ ୨୯ରେ କାନପୁରଠାରେ ଜନ୍ମଗ୍ରହଣ...

ଘରକୁ ଫେରିଲେ ଆହତ ରଣଦୀପ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣଦୀପ ହୁଡ୍ଡା ହସ୍ପିଟାଲରୁ ସୁସ୍ଥ ହୋଇ ଏବେ ଘରକୁ ଫେରିଛନ୍ତି। ସଲମାନଙ୍କ ଅପ୍‌ କମିଂ ଫିଲ୍ମ ‘ରାଧେ: ଇୟୋର ମୋଷ୍ଟ ଓ୍ବାଣ୍ଟଟେଡ୍‌...

ଏକାଠି ହେଲେ କଟ୍ରିନା-ଆଲିଆ; ଟ୍ରୋଲ ହେଉଛନ୍ତି ପ୍ରେମିକ ରଣବିର କପୁର

ବମ୍ବେ: ଗୋଟିଏ ଫିଲ୍ମରେ ତିନି ନାୟିକା। ଚୁଲବୁଲି ଆଲିଆ ଭଟ୍ଟଙ୍କ ଆଗାମୀ ଫିଲ୍ମ ‘ଜି ଲେ ଜରା’ରେ ନଜର ଆସିବେ ପ୍ରିୟଙ୍କା ଚୋପ୍ରା ଜୋନାସ ଏବଂ...

ଖୁବଶୀଘ୍ର ଆସିବ ‘ରେଡ ୨’: ରହିବ ଅତର ବ୍ୟବସାୟୀ ପିୟୁଷ ଜୈନଙ୍କ କାହାଣୀ!

ମୁମ୍ବାଇ: ବଲିଉଡରେ ଏବେ ଟ୍ରେଣ୍ଡ ଚାଲିଛି ବାୟୋପିକ୍ ସାଙ୍ଗକୁ ସିକ୍ୟୁଏଲ । ଏହା ବ୍ୟତୀତ ବଲିଉଡ୍ ନିର୍ଦ୍ଦେଶକ ଓ ପ୍ରଯୋଜକମାନେ ସତ ଘଟଣାକୁ ନେଇ ଏବେ...

Advertisement
Archives

Model This Week