ପ୍ରଶଂସକଙ୍କ ମନ ଜିଣୁଛି କାଜଲ ଅଗ୍ରଓ୍ବାଲଙ୍କ ଅନ୍ତରଙ୍ଗ ଫଟୋ

ବଲିଉଡ ଓ ଟଲିଉଡ୍‌ ଫ୍ୟାନ୍ସଙ୍କ ଅନ୍ୟତମ ଫେଭରାଇଟ୍‌ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ଲକ୍‌ଡାଉନ ସମୟରେ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି କିଛି ଅନ୍ତିରଙ୍ଗ ଫଟୋ। ଫଟୋରେ ଅବଶ୍ୟ ସ୍ବାମୀ ଗୌତମ କିଚଲୁ ଅଛନ୍ତି। ଏହାସତ୍ତ୍ୱେ କାଜଲଙ୍କ ଫଟୋ ପ୍ରଶଂସକଙ୍କ ମନ ଜିଣୁଛି। ଅପଲୋଡ୍‌ ହେବାର କିଛି ଘଣ୍ଟା ମଧ୍ୟରେ ଫଟୋକୁ ମିଳିଛି ୮.୪୫ ଲକ୍ଷ ଲାଇକ୍‌।

ଗତବର୍ଷ ଅକ୍ଟୋବର ୩୦ ତାରିଖରେ ଦୀର୍ଘଦିନର ବନ୍ଧୁ ତଥା ବ୍ୟବସାୟୀ ଗୌତମଙ୍କୁ ବିବାହ କରିଥିଲେ କାଜଲ। ନିକଟରେ ବଲିଉଡ୍‌ ଫିଲ୍ମ ‘ମୁମ୍ବାଇ ସାଗା’ରେ ନଜର ଆସିଥିବା ଏହି ଅଭିନେତ୍ରୀଙ୍କ ହାତରେ ୫ରୁ ୬ଟି ଫିଲ୍ମ ରହିଛି। ସେଗୁଡ଼ିକ ମଧ୍ୟରେ ରହିଛି କମଲ ହାସନଙ୍କ ସହ ‘ଇଣ୍ଡିଆନ ୨’ ଓ ଚିରଞ୍ଜୀବିଙ୍କ ‘ଆଚାର୍ଯ୍ୟ’ ଭଳି ଫିଲ୍ମ।


Enter your email to get our daily news in your inbox.

All Right Reserved By Dharitri.Com

ମତୁଆଲା କଲା ନୋରାଙ୍କ ଡ୍ୟାନ୍ସ

ମୁମ୍ବାଇ: ନିଜର ଧମାକେଦାର ଡ୍ୟାନ୍ସ ପାଇଁ ବଲିଉଡ୍‌ରେ ବେଶ୍‌ ଲୋକପ୍ରିୟ ହୋଇଛନ୍ତି ନୋରା ଫତେହି। ଏବେ ଫ୍ୟାନ୍‌ମାନଙ୍କୁ ମତୁଆଲା କରିବା ପାଇଁ ନୋରା ପୁଣିଥରେ ଏକ...

ଜାଣନ୍ତୁ ପ୍ରଥମ ଦିନରେ କେତେ ଆୟ କରିଛି ଫିଲ୍ମ ‘ଶମଶେରା’

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ବାଣୀ କପୁରଙ୍କ ଅଭିନୀତ ଫିଲ୍ମ ‘ଶମଶେରା’ ଶୁକ୍ରବାର ରିଲିଜ୍‌ ହୋଇଯାଇଛି। ତେବେ ଫିଲ୍ମଟି ପ୍ରଥମ ଦିନରେ ବକ୍ସ...

କେବିସିରେ ଏକ କୋଟି ଜିତିବା ପରେ ମ୍ୟାଗିରୁ ବାହାରିଲା ୨ ମସଲା ପ୍ୟାକେଟ୍‌; ମୋହିତା କହିଲେ ‘ମୁଁ ଆଜି ଭାଗ୍ୟବତୀ’

ନୂଆଦିଲ୍ଲୀ: କେବିସି-୧୨ ସିଜନ୍‌ର ଦ୍ୱିତୀୟ କୋଟିପତି ହେବାର ଗୌରବ ଅର୍ଜନ କରିଥିଲେ ଆଇପିଏସ୍‌ ମୋହିତା ଶର୍ମା। ନଭେମ୍ବର ୧୭ରେ ପ୍ରସାରିତ ହୋଇଥିବା ଏପିସୋଡରେ ମୋହିତା ୧...

୩୨ ବର୍ଷରେ ପାଦ ଦେଲେ ସୋନାକ୍ଷୀ

ମୁମ୍ବାଇ, ୨।୬: ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ରବିବାର ୩୨ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୭ ଜୁନ୍‌ ୨ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ...

ମାସ୍କ ଲଗାଇ ୨ ମାସ ପରେ ଘରୁ ବାହାରିଲେ ଦେଶୀ ଗର୍ଲ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ପାଇଁ ସାରା ବିଶ୍ୱର ବିଭିନ୍ନ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଅଧିକାଂଶ ଲୋକେ ଘରେ ବନ୍ଦ ହୋଇ ରହୁଛନ୍ତି।...

ଦୀପିକାଙ୍କ ଟାଟୁ ନେଇ ପଚରା ଯାଇଥିଲା ଏପରି ପ୍ରଶ୍ନ, ରାଗିଯାଇ ରଣବୀର କହିଲେ…

ଏକଦା ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର କପୁରଙ୍କ ଯୋଡିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଫିଲ୍ମ ‘ବଚ୍ଚନା ଏ ହାସିନୋ’ର ଶୁଟିଂ...

ଏହିି ସୁପରଷ୍ଟାରଙ୍କ ବାୟୋପିକ୍‌ କରିବାକୁ କାହିଁକି ଚାହୁଁନାହାନ୍ତି ଫରାହ ଖାନ୍‌

ବଲିଉଡ୍‌ ନିର୍ଦ୍ଦେଶକ ଫରାହ ଖାନ୍‌ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ନିର୍ଦ୍ଦେଶିତ ପ୍ରାୟ ସବୁ ଫିଲ୍ମ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥାଏ। ‘ଓମ ଶାନ୍ତି ଓମ’,...

କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ହେଉଛନ୍ତି ଏହି ଅଭିନେତ୍ରୀ; ଅନେକ ସହରରେ ଘର, ଦାମୀ ଗାଡ଼ିର ସଉକ

ହାଇଦ୍ରାବାଦ: ଅଭିନୟ ସାଙ୍ଗକୁ ନିଜର ଚୁଲ୍‌ବୁଲି ସ୍ବଭାବକୁ ନେଇ ପ୍ରଶଂସକଙ୍କ ଗହଣରେ ବେଶ ପରିଚିତ ରଶ୍ମିକା ମନ୍ଧାନା। ଆଜି ହେଉଛି ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ଜନ୍ମଦିନ।...

Advertisement
Archives

Model This Week