ଟୁଇଟର୍ ପୁଣି ଆରମ୍ଭ କଲା ‘ବ୍ଲୁ ଟିକ୍ ଭେରିଫିକେଶନ୍’ ପ୍ରକ୍ରିୟା: ଜାଣନ୍ତୁ କିଭଳି ପାଇବେ…
ନୂଆଦିଲ୍ଲୀ,୨୨।୧: ବ୍ଲୁ ଟିକ୍ ଦେବା ପାଇଁ ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର ଭେରିଫିକେଶନ ପ୍ରକ୍ରିୟା ଆରମ୍ଭ କରିଛି। ୨୦୧୭ରେ ଏହି ସେବାକୁ କମ୍ପାନୀ ପକ୍ଷରୁ ବନ୍ଦ କରିଦିଆଯାଇଥିଲା। ହେଲେ ଏବେ ପୁନର୍ବାର ଏହା କରାଯାଇପାରିବ। ଟୁଇଟର କହିଛି, କମ୍ପାନୀ କେବଳ ବର୍ତ୍ତମାନ ସମୟରେ…
ଚାଷୀଙ୍କ ଆନ୍ଦୋଳନକୁ ଶରଦ ପାୱାରଙ୍କ ସମର୍ଥନ
ମୁମ୍ବାଇ,୨୨।୧: ଚାଷୀଙ୍କ ଆନ୍ଦୋଳନ ସମର୍ଥରେ ମୁମ୍ବାଇରେ ହେବାକୁ ଥିବା ବିକ୍ଷୋଭରେ ଭାଗ ନେବେ ଏନ୍ସିପି ସଭାପତି ଶରଦ ପାୱାର। ଏନେଇ ଶୁକ୍ରବାର କୋଲହାପୁରରେ ଖବରଦାତାଙ୍କ ସହ ଆଲୋଚନା ବେଳେ ସେ ପ୍ରକାଶ କରିଛନ୍ତି। କୃଷକମାନେ ତାଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା…
ଭୁବନେଶ୍ୱରରୁ ଆଜି ପୁଣି ୫ ପଜିିଟିଭ୍ ଚିହ୍ନଟ: ୭ ସୁସ୍ଥ
ଭୁବନେଶ୍ୱର,୨୨।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶୁକ୍ରବାର ଆଉ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧ ଜଣ ରହିଥିବା ବେଳେ ଲୋକାଲ କେସ୍ ୪ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…
ସେମିରେ ସାତ୍ୱିକ-ଅଶ୍ୱିନୀ
ବ୍ୟାଙ୍କକ୍,୨୨।୧: ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ ସୁପର ୧୦୦୦ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟର ମିକ୍ସଡ୍ ଡବଲ୍ସ ବର୍ଗର ସେମିଫାଇନାଲରେ ପ୍ରବେଶ କରିଛି ଭାରତର ସାତ୍ୱିସାଇରାଜ ରାଙ୍କିରେଡ୍ଡୀ ଓ ଅଶ୍ୱିନୀ ପୋନ୍ନାପାଙ୍କ ଯୋଡ଼ି। ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସ ବର୍ଗରେ ଲଢ଼ୁଆ ପ୍ରଦର୍ଶନ ସତ୍ତ୍ୱେ ସମୀର…
ବଡ଼ ପରଦାରେ ଏଣ୍ଟ୍ରି କରିବେ ଅବିକା
ଛୋଟ ପରଦାରେ ପ୍ରସାରିତ ଧାରାବାହିକ ‘ବାଲିକା ବଧୂ’ରେ ଆନନ୍ଦୀ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ଅବିକା ଗୌର ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ଚର୍ଚ୍ଚାରେ ରହିବାର କାରଣ ହେଉଛି ତାଙ୍କର ଆଗାମୀ ଫିଲ୍ମ। ନିକଟରେ ଅବିକା…
ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ନାମରେ ଅଟା ବିକ୍ରି କରି ଫସିଲେ ବ୍ୟବସାୟୀ, ଅଭିଯୋଗ ପରେ ୪ ଗିରଫ
ସୁରଟ,୨୨।୧: ଗୁଜରାଟର ସୁରଟ ପୋଲିସ ରିଲାଏନ୍ସ ଜିଓର ଲୋଗୋ ଥିବା ଅଖାରେ ଅଟା ବିକ୍ରି କରିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କମ୍ପାନୀ ମାଲିକ ଭାରତ ଗଜେରା ଥିବା ବେଳେ ୩ଜଣ ସହଯୋଗୀ ଅଛନ୍ତି। ରାଧାକୃଷ୍ଣ ଟ୍ରେଡିଂ…
ଫେରିବେ ଶିଳ୍ପା
ମୁମ୍ବାଇ: ବଲିଉଡ୍ ନାୟିକା ଶିଳ୍ପା ସେଟ୍ଟି ବେଶ୍ କିଛି ଦିନର ବିରତି ପରେ ପୁଣି ବଡ ପରଦାକୁ ଫେରିବେ । ଫିଲ୍ମ ‘ହଙ୍ଗାମା ୨’ ମାଧ୍ୟମରେ ସେ ପୁଣିଥରେ ପଡ ପରଦାକୁ ଫେରୁଛନ୍ତି । ଏହି ଫିଲ୍ମର ଶୁଟିଂ ପୁଣିଥରେ ଆରମ୍ଭ…
ଫେବୃୟାରୀ ୧୮ରେ ହୋଇପାରେ ଆଇପିଏଲ ଅକ୍ଶନ
ନୂଆଦିଲ୍ଲୀ,୨୨।୧: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୨୦୨୧ ସଂସ୍କରଣ ପୂର୍ବରୁ ହେବାକୁ ଥିବା ଖେଳାଳିଙ୍କ ନିଲାମ ପ୍ରକ୍ରିୟା (ଅକ୍ଶନ) ଆସନ୍ତା ଫେବୃୟାରୀ ୧୮ ତାରିଖରେ ହୋଇପାରେ। ଏ ନେଇ ଜଣେ ବିସିସିଆଇ କର୍ମକର୍ତ୍ତା ଶୁକ୍ରବାର ସୂଚନା ଦେଇଛନ୍ତି। ହେଲେ ଏହି ମିନି ଅକ୍ଶନ…
ଏହି ଅଭିନେତ୍ରୀଙ୍କ ବୋଲ୍ଡ ଫଟୋ ହେଉଛି ଭାଇରାଲ: ପ୍ରଶଂସକ କହିଲେ ଏମିତି
ଟିଭି ପରଦାର ସବୁଠୁ ହିଟ ଶୋ ‘ନାଗିନର’ରେ ଅଭିନୟ କରୁଥିବା ଅଭିନେତ୍ରୀ ସୁରଭୀ ଜ୍ୟୋତି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି। ସୁରଭୀ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ବେଳେ ପ୍ରଶଂସକଙ୍କ ଲାଗି ଆକର୍ଷଣୀୟ ପୋଷ୍ଟ ଶେୟାର କରିଥାନ୍ତିି। ବର୍ତ୍ତମାନ…
ଝୁଲୁଥିବା ଅବସ୍ଥାରେ ଯୋଗ କଲେ ସାରା: ଭିଡିଓ ଭାଇରାଲ
ମୁମ୍ବାଇ: ବଲିଉଡ୍ ନାୟିକା ସାରା ଅଲି ଖାଁ ଶୁକ୍ରବାର ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ଏରିୟଲ ଯୋଗ କରୁଥିବା ନଜର ଆସିଛି । ଏପର୍ଯ୍ୟନ୍ତ ଏହାକୁ ୧୩ ଲକ୍ଷରୁ ଅଧିକ ଭ୍ୟୁଜ ମିଳିଥିବା ବେଳେ ଭିଡିଓକୁ ଦେଖି ବହୁ…
ଏହି ୪ ଜିନିଷ ଯେତେ ଥିଲେ ବି ଲାଗେ କମ୍
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶ୍ଲୋକ ମାଧ୍ୟମାର ମନୁଷ୍ୟ ଜୀବନ ସହ ଜଡିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ବର୍ଣ୍ଣନା କରିଛନ୍ତି। ଯାହାକୁ ଗ୍ରହଣକରି ଜଣେ ଖୁସିରେ ଜୀବନ ଅତିବାହିତ କରିପାରିବ। ସେ ତାଙ୍କର ଏକ ନୀତି ଶ୍ଲୋକରେ…
ଧୂମପାନ କରୁଛି ବାଘୁଣୀ ! ଭାଇରାଲ ଭିଡିଓ ଦେଖିଲେ ଚକିତ ହେବେ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବାନ୍ଧବଗଡ଼ ଟାଇଗର ରିଜର୍ଭର ଏକ ବାଘୁଣୀର ଭିଡିଓ ଏବେ ଭାଇରାଲ ହେଉଛି। ଏହା ପଛର କାରଣଟି ହେଲା ବାଘୁଣୀର ମୁହଁରୁ ବାହାରୁଥିବା ଧୂଆଁ। ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍ଏସ୍) ପରଭିନ୍ କାସ୍ଓ୍ବାନ ଏହାର ଏକ ଭିଡିଓ ଶେୟାର କରିଛନ୍ତି।…
Archives


