କରୋନା କାଳରେ ଅସହାୟଙ୍କ ସାହା

ଛତ୍ରପୁର, ୨୮।୫(ଡିଏନଏ): ସାରା ଦେଶରେ ମହାମାରୀ କରୋନା ସମସ୍ତଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ବିଶେଷକରି ଅସହାୟ ଓ ଖଟିକିଆମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ବିଭୂତି ଭୂଷଣ ସ୍ବାଇଁଙ୍କ ଦ୍ୱାରା ଅସହାୟ ଲୋକଙ୍କୁ ରାଶନ ସାମଗ୍ରୀ ବଣ୍ଟନ କରାଯାଇଛି। ହୁମର ଗ୍ରାମର ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ପଞ୍ଚାୟତର ୩୦ଜଣ ଅସହାୟ ଲୋକଙ୍କୁ ରାଶନ ସାମଗ୍ରୀ ବଣ୍ଟନ ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ ୨ ଅଭିଯୁକ୍ତ ଗୁରୁତର

ରାଉରକେଲା, ୧୪।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅନ୍ତର୍ଗତ ବିଶ୍ରା ମଣ୍ଡପ ନିକଟରେ ପୋଲିସ ଏନ୍‌କାଉଣ୍ଟରରେ ଦୁଇ ଅପରାଧୀ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ...

ରାସ୍ତା ଭାଙ୍ଗି ଅଡ଼ୁଆରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌

ଯାଜପୁର ଅଫିସ,୧୨ା୧୧: ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀନ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (ଏମ୍‌ଏମ୍‌ଏସ୍‌ୱାଇ) କ୍ଷେତ୍ରରେ ଯାଜପୁର ଜିଲାରେ ଏକ ଅଜବ ଘଟଣା ଘଟିଛି। ପଞ୍ଚାୟତିରାଜ ବିଭାଗର...

ଜିଲାରେ ଚାଲିଛି ବିପଜ୍ଜନକ ନୌପରିବହନ

କେନ୍ଦ୍ରାପଡ଼ା ଅଫିସ,୨୭।୧୧: ରାଜ୍ୟ ପର୍ଯ୍ୟଟନ ବିଭାଗ ଆସନ୍ତା ଡିସେମ୍ବରରେ ରାଜନଗର ବ୍ଲକ ପେଣ୍ଠଠାରେ ଭିତରକନିକା ଇକୋ ରିଟ୍ରିଟ ଆରମ୍ଭ କରିବ। ଭିତରକନିକାର ପ୍ରାକୃତିକ ବିଭବ ସହିତ...

ଖୁବ୍‌ଶୀଘ୍ର ସପ୍ତଶଯ୍ୟାର ନବକଳେବର

ଢେଙ୍କାନାଳ ଅଫିସ, ୧୮।୩:  ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ପ୍ରମୁଖ ସ୍ଥାନ ହାସଲ କରିଥିବା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟାର ଖୁବ୍‌ଶୀଘ୍ର ନବକେଳବର ହେବ। ସବୁଜ ବନାନୀରେ...

ସ୍ତ୍ରୀଙ୍କୁ ସବୁଦିନ ପାଇଁ ଛାଡ଼ିି ଆରପାରିକୁ ଚାଲିଗଲେ ନବବିବାହିତ ସ୍ବାମୀ

ବଲାଙ୍ଗୀର ଅଫିସ,୩୦।୩: କାଳ ହେଲା ହୋଲି। ନବ ବିବାହିତା ସ୍ତ୍ରୀଙ୍କୁ ସବୁଦିନ ପାଇଁ ଏକାକରି ଆରପାରି ଚାଲିଗଲେ ସ୍ବାମୀ। ଏଭଳି ଏକ ଅଭବାନୀୟ ଘଟଣା ଘଟିଛି...

ଜୁଆଆଡ୍ଡାରେ ଚଢ଼ାଉ, ୭ ଗିରଫ

ହିଞ୍ଜିଳିକାଟୁ,୨୦ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପିତ୍ତଳ ଗ୍ରାମରେ ଚାଲିଥିବା ଏକ ଜୁଆଆଡ୍ଡା ଉପରେ ଶନିବାର ହିଞ୍ଜିଳି ପୋଲିସ ଚଢ଼ାଉ କରି ୭ ଜଣ ଜୁଆଡ଼ିଙ୍କୁ...

ଲମ୍ବା ଧାଡ଼ି ଯୋଗୁ ଚିକିତ୍ସା ପାଇପାରିଲେନି; ଡାକ୍ତର ଦେଖିବା ପୂର୍ବରୁ ଶିଶୁ ମୃତ

ଅନୁଗୋଳ ଅଫିସ, ୧୬।୯: ଗୁରୁତର ଅବସ୍ଥାରେ ରବିବାର ମେଡିକାଲ ଆସିଥିବା ଜଣେ ଦେଢ ବର୍ଷର ଶିଶୁପୁତ୍ର ଚିକିତ୍ସା ପାଇ ନ ପାରିବାରୁ ତାହାର ମୃତ୍ୟୁ ଘଟିଥିବା ଅଭିଯୋଗ...

ରାଜସ୍ଥାନର ୫ ଯୁବକଙ୍କ ସମେତ ୭ ଗିରଫ

ଧର୍ମଶାଳା,୩ା୯(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ବାଜାରରୁ ଏସ୍‌ବିଆଇ ଏଟିଏମ୍‌ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଲୁଟ୍‌ ଘଟଣାରେ ସମ୍ପୃକ୍ତ ରାଜସ୍ଥାନର...

Advertisement
Archives

Model This Week