ବିଶ୍ୱର ସବୁଠୁ ବଡ଼ ଗୁମ୍ଫା: ଯେଉଁଠି ତିଆରି କରି ହେବ ୪୦ ମହଲା କୋଠା
ଆପଣ ଅନେକ ଗୁମ୍ଫା ଦେଖିଥିବେ ମାତ୍ର ବିଶ୍ୱର ସବୁଠୁ ବଡ଼ ଗୁମ୍ଫା କେଉଁଟା ଏବଂ କେଉଁଠି ଅଛି ଜାଣନ୍ତି କି? ଆଜ୍ଞା ହଁ ଏପରି ଗୁମ୍ଫା ଭିଏତନାମାର ଏକ ଜଙ୍ଗଲ ମଧ୍ୟରେ ଅଛି। ଏହି ଗୁମ୍ଫା ଏତେ ବଡ଼ ଯେ, ଏଠାରେ…
ରାସ୍ତାରେ ଦନ୍ତା, ଗାଡ଼ି ଛାଡ଼ି ଦୌଡ଼ିଲେ ଲୋକେ
ଖୋର୍ଦ୍ଧା ଅଫିସ,୨୪।୧: ହାତୀ ପୁଣି ସହରମୁହାଁ ହୋଇଛନ୍ତି। ଶନିବାର ଭୋର ୬ଟାରେ ଭୁବନେଶ୍ୱର-ଚେନ୍ନାଇ ୧୬ନଂ. ଜାତୀୟ ରାଜପଥ ଦଳେଇପୁଟ ଛକରେ ୨ ଦନ୍ତାହାତୀଙ୍କୁ ଦେଖିବାକୁ ମିଳିଥିଲା। ଘନକୁହୁଡ଼ି ଯୋଗୁ ଲୋକେ ହଠାତ୍ ହାତୀକୁ ଦେଖି ପାରି ନ ଥିଲେ। ରାଜପଥରେ ହାତୀଙ୍କୁ…
ବ୍ରେନ୍ ସର୍ଜରି ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମାଲିକ: ଗେଟ୍ ବାହାରେ ଗୋଟିଏ ସପ୍ତାହ ଅପେକ୍ଷା କଲା କୁକୁର
କୁକୁର ସବୁଠାରୁ ବିଶ୍ୱସ୍ତ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତୁର୍କୀର ଇସ୍ତାନବୁଲରେ। ଜଣେ ବ୍ୟକ୍ତିଙ୍କ ପୋଷା କୁକୁର ତାଙ୍କୁ ହସ୍ପିଟାଲ ବାହାରେ ଏକ ସପ୍ତାହ ଅପେକ୍ଷା କରି ରହିଥିଲା। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଘଟଣାଟି ସତ। ବର୍ତ୍ତମାନ ଏହି…
ସଚିବାଳୟରେ ସୁରକ୍ଷା ନେଇ ପ୍ରଶ୍ନ: ଉଦ୍ଧବଙ୍କ ଫାଇଲରେ ଅଦଳ ବଦଳ
ମୁମ୍ବାଇ, ୨୪।୧: ମହାରାଷ୍ଟ୍ର ସଚିବାଳୟର ସୁରକ୍ଷା ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଦ୍ୱାରା ଦସ୍ତଖତ ହୋଇଥିବା କେତେକ ଫାଇଲ୍ରେ ନିଷ୍ପତ୍ତି ଅଦଳ ବଦଳ କରାଯାଇଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ମରିନ୍ ଡ୍ରାଇଭ୍ ଥାନାରେ ଏକ ମାମଲା…
ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ
ରାଜନଗର,୨୪।୧(ଡି.ଏନ୍.ଏ.) : କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ଥିଲା। ତେବେ ଏହା ଆଜି ସକାଳେ ଖୋଲିଛି। ପ୍ରଥମେ ଭିତରକନିକାକୁ ପ୍ରବେଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ଉଦ୍ୟାନ ଖୋଲିଥିଲେ ମଧ୍ୟ ପ୍ରବେଶ ସମୟରେ କୋଭିଡ୍…
ଦିଲ୍ଲୀର ପାଓ୍ବର ସବ୍-ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ନୂଆଦିଲ୍ଲୀ,୨୪।୧: ଗୁଇନ୍ଦା ବିଭାଗରୁ ତଥ୍ୟ ମିଳିବା ପରେ ଦିଲ୍ଲୀ ପୋଲିସ ସମସ୍ତ ପାଓ୍ବର ସବ୍-ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଆତଙ୍କବାଦୀ ସଂଗଠନ ସିଖସ ଫର ଜଷ୍ଟିସ (ଏସ୍ଏଫ୍ଜେ) ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀକୁ ଅନ୍ଧାର କରିଦେବାକୁ…
ପାର୍ଟଟାଇମ ଚାକିରି ନାଁରେ ଆସୁଛି ଏସ୍ଏମ୍ଏସ୍: ଜାଲରେ ଫସୁଛନ୍ତି ଶିକ୍ଷିତ ବେକାରି
ଭୁବନେଶ୍ୱର,୨୪।୧(ବ୍ୟୁରୋ): ସାରା ଦେଶରେ ଅନଲାଇନ ଠକେଇ ମୁଣ୍ଡ ବ୍ୟଥା ପାଲଟିଛି। ସାଇବର ଠକ ଘରେ ବସି ନୂଆ ନୂଆ ତରିକାରେ ଲୋକଙ୍କୁ ଠକୁଛନ୍ତି। ମୋବାଇଲ୍ ଓ ଇଣ୍ଟରନେଟ୍ ସହ ଜଡିତ ଥିବା ଲୋକେ ସଚେତନତା ଅଭାବରୁ ଖୁବ ସହଜରେ ଏମିତିକା ଠକଙ୍କ…
ଖାନ୍ ମାର୍କେଟରେ ପାକିସ୍ତାନ ଜିନ୍ଦାବାଦ୍ ସ୍ଲୋଗାନ୍
ନୂଆଦିଲ୍ଲୀ, ୨୪।୧: ଜାନୁୟାରୀ ୨୬ ପୂର୍ବରୁ ରାଜଧାନୀ ଦିଲ୍ଲୀର ଖାନ୍ ମାର୍କେଟ ଅଞ୍ଚଳରେ ପାକିସ୍ତାନ ଜିନ୍ଦାବାଦ୍ ସ୍ଲୋଗାନ୍ ଦିଆଯାଉଥିବା ଘଟଣା ନେଇ ପୋଲିସ ଆକ୍ସନ୍ ମୋଡରେ ରହିଛି। ଶନିବାର-ରବିବାର ରାତ୍ର ୧ଟାରେ ତୋଗଲକ ରୋଡ୍ଠାରେ ଥିବା ପିିସିଆର୍ ଭ୍ୟାନ୍କୁ ଖବର ମିଳିଥିଲା…
ମଞ୍ଚ ଉପରେ ନେତାଜୀଙ୍କ ନାଁ ଭୁଲିଗଲେ ଭାଜପା ଏମ୍ପି
ଭୋପାଳ,୨୪ ।୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଭାରତୀୟ ଜନତା ପାର୍ଟି(ଭାଜପା) ବହୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦେଖାଯାଇଥିଲା ।…
ସାକ୍ଷୀ ମହାରାଜଙ୍କ ବିବାଦୀୟ ମନ୍ତବ୍ୟ: ନେତାଜୀଙ୍କ ହତ୍ୟା ପଛରେ କଂଗ୍ରେସ ହାତ
ଉନ୍ନାଓ, ୨୪।୧: ସବୁବେଳେ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହୁଥିବା ଭାଜପା ଏମ୍ପି ସାକ୍ଷୀ ମହାରାଜଙ୍କୁ ନେଇ ଏବେ ଦେଶର ରାଜନୈତିକ ମହଲରେ ଉଷ୍ଣତା ବଢ଼ିବାରେ ଲାଗିଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ହତ୍ୟା ପଛରେ କଂଗ୍ରେସର ହାତ ଥିବା ସେ…
ଆଜି ରାଜ୍ୟରୁ ୧୫୦ ପଜିଟିଭ୍ ଚିହ୍ନଟ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର,୨୪।୧(ବ୍ୟୁରୋ): ରବିବାର ରାଜ୍ୟରେ ୧୫୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୩୦୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୮୯ ଜଣ ଚିହ୍ନଟ…
ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ
ନୂଆଦିଲ୍ଲୀ,୨୪ ।୧: ତୈଳ ଦର ବୃଦ୍ଧିକୁ ନେଇ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ମୋଦି ଉଚ୍ଚ ମୁଦ୍ରାସ୍ପିତିକୁ ନ ଦେଖି ଟ୍ୟାକ୍ସ କଲେକଶନରେ ବ୍ୟସ୍ତ ରହିଛନ୍ତି । ଗ୍ୟାସ, ଡିଜେଲ,…
Archives


