ମାଛର ଦାମ୍‌ ୭୨ ଲକ୍ଷ: ରାତାରାତି ଲକ୍ଷପତି ପାଲଟିଲେ ଧୀବର …

କରାଚି,୩୧।୫: ଗୋଟିଏ ମାଛ ବିକ୍ରି କରି ଜଣେ ଧୀବର ରାତାରାତି ଲକ୍ଷପତି ପାଲଟି ଯାଇଛନ୍ତି। ପାକିସ୍ତାନର ଧୀବର ସାଜିଦ୍‌ ହାଜି ଅବାବକର ୪୮ କିଲୋଗ୍ରାମ୍‌ର ବୃହତକାୟ କ୍ରୋକେର ପ୍ରଜାତିର ମାଛ ଧରି ଏହାକୁ ୭୨ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ବିରଳ କ୍ରାକେର ପ୍ରଜାତି ମାଛର ଚାହିଦା ଚାଇନା ଏବଂ ୟୁରୋପରେ ଅଧିକ ରହିଥାଏ। ଆରବସାଗରର ଗ୍ବାଦର ଅଞ୍ଚଳରେ ମାଛ ଧରିବା ସମୟରେ ସାଜିଦ୍‌ଙ୍କୁ ଏହି ସଫଳତା ମିଳିଥିବା ମତ୍ସ୍ୟ ସମ୍ପଦ ନିର୍ଦ୍ଦେଶକ ମହମ୍ମଦ ନଦିମ୍‌ ସୂଚନା ଦେଇଛନ୍ତି। କ୍ରୋକେର ପ୍ରଜାତିର ମାଛରୁ ବିଭିନ୍ନ ଔଷଧ ପ୍ରସ୍ତୁତି ହୋଇଥାଏ ବୋଲି ମେରାଇନ୍‌ ବାୟୋଲୋଜିଷ୍ଟ ଅବଦୁଲ୍‌ ରହିମ୍‌ ବଲୋଚ କହିଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ଏଭଳି ଏକ ମାଛ ୮୬ ଲକ୍ଷ ଟଙ୍କାରେ ମଧ୍ୟ ବିକ୍ରି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଚାରପତିଙ୍କ ବିପକ୍ଷରେ କହିବା ନ୍ୟୁଜ୍‌ ଆଙ୍କରଙ୍କୁ ପଡ଼ିଲା ମହଙ୍ଗା, ଚ୍ୟାନେଲ ବନ୍ଦ; ୧୦ ଲକ୍ଷ ଜରିମାନା

ଇସ୍‌ଲାମାବାଦ,୨୫।୧: ପାକିସ୍ତାନର ଏକ ନ୍ୟୁଜ୍‌ ଚ୍ୟାନେଲର ଆଙ୍କର ଜଣେ ବିଚାରପତିଙ୍କ ବିପକ୍ଷରେ କହିବା ଭାରି ପଡ଼ିଛି। ଅବମାନନା ଏବଂ ଅପମାନ ଅଭିଯୋଗରେ ଏହି ଚ୍ୟାନେଲକୁ ୩୦...

ରକ୍ତ ପରୀକ୍ଷା ସୂଚାଇବ କରୋନା ସଂକ୍ରମଣର ଭୟାବହତା

ନ୍ୟୁୟର୍କ,୨୨।୩: ପୃଥିବୀ ବ୍ୟାପି କରୋନା ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। କରୋନା କିଭଳି ସଂକ୍ରମଣ ହୋଇଥାଏ ଏନେଇ ଲୋକଙ୍କ ମଧ୍ୟରେ ନାନା ପ୍ରଶ୍ନ...

ମରିୟମଙ୍କ ସାକ୍ଷାତ୍‌କାରକୁ ଜବରଦସ୍ତ ବନ୍ଦ କରି ଦିଆଗଲା

ଇସଲାମାବାଦ,୧୨।୭: ପାକିସ୍ତାନ ମିଡିଆ ସେନସରଶିପ୍‌କୁ ନେଇ ଏକ ନୂଆ ଘଟଣା ସାମ୍ନାକୁ ଆସିଛି। ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ(ପିଏମ୍‌ଏଲ୍‌-ଏନ୍‌)ନେତା ମିରିୟମ ନଓ୍ବାଜଙ୍କ ସାକ୍ଷାତ୍‌କାରକୁ ପାକିସ୍ତାନ ନ୍ୟୁଜ ଚ୍ୟାନେଲ...

ଖୋଲିଲା ପଶୁପତିନାଥ ମନ୍ଦିର ଦ୍ୱାର

କାଠମାଣ୍ଡୁ,୧୧ା୨: ଶୁକ୍ରବାରଠାରୁ ଭକ୍ତଙ୍କ ପାଇଁ ନେପାଳର ପଶୁପତିନାଥ ମନ୍ଦିର ଦ୍ୱାର ଖୋଲାଯାଇଛି। ଶିବରାତ୍ରି ପୂର୍ବରୁ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିରର କବାଟ ଖୋଲାଯାଇଛି। ଏହି ମନ୍ଦିର...

ଯୁବକଙ୍କ କାନରୁ ବାହାରିଲେ ୧୦ ଅସରପା

ନୂଆଦିଲ୍ଲୀ: ଚାଇନାରେ ଜଣେ ଲୋକଙ୍କ କାନରୁ ବାହାରିଛି ୧୦ ଅସରପା। ଯୁବକଙ୍କ କାନରେ ପ୍ରବଳ କଷ୍ଟ ଅନୁଭବ ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇ ଦେଖାଇଥିଲେ।...

ଆଶାର ଉତ୍ସ

ଆଜିକାଲି ରୋଗୀମାନେ ସେମାନଙ୍କ ରୋଗ ଓ ତା’ର ଚିକିତ୍ସା ପାଇଁ ଇଣ୍ଟରନେଟ୍‌ ଉପରେ ଅତ୍ୟଧିକ ଭାବେ ନିର୍ଭର କରିବା ଏକ ବଡ଼ ସଙ୍କଟ ଭାବେ ଦେଖାଦେଇଛି।...

ଚଢ଼େଇ ନୁହେଁ ଫୁଲ

ଏହି ଫଟୋକୁ ଦେଖିଲେ ଲାଗୁଛି ସତେ ଯେମିତି ସୁନ୍ଦର ଧଳା ଚଢ଼େଇଟି ଡେଣା ମେଲି ଉଡୁଛି। କିନ୍ତୁ ପ୍ରକୃତରେ ଏହା ଚଢ଼େଇ ନୁହେଁ ବରଂ ଏକ...

ଭାଇଚାରାରେ ହୋଲି

ଶୀତଋତୁ ପରେ ଋତୁରାଜ ବସନ୍ତର ଆଗମନରେ ଫୁଲେଇ ଫଗୁଣ ଧରାପୃଷ୍ଠକୁ ଅବତରଣ କରେ। ଆମ୍ବ୍ର କାନନରେ କୋଇଲିର କୁହୁକୁହୁ ସ୍ବର ଶୁଭେ। ପ୍ରକୃତିରାଣୀ ସବୁଜ ଗଛପତ୍ରର...

Advertisement
Archives

Model This Week