Home Left

୨୪ ଘଣ୍ଟାରେ ମୋଦିଙ୍କ ଫଟୋରେ ୧ ନିୟୁତ ଲାଇକ୍‌

ନୂଆଦିଲ୍ଲୀ,୨୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଲକାତା ଗସ୍ତର ଏକ ଫଟୋକୁ ଫେସବୁକରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ମିଳିଛି ୧ ନିୟୁତ ଲାଇକ୍‌। ସ୍ବାଧିନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋସଙ୍କ ଜୟନ୍ତୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ କୋଲକାତା ଗସ୍ତ କରିଥିଲେ। ‘ନେତାଜୀ…

ରାମେଶ୍ୱର ଶର୍ମା ମମତାଙ୍କୁ ଦେଲେ ରାମାୟଣ ଉପହାର: କହିଲେ ରାମ କହିବା ଶିଖ

ଭୋପାଳ,୨୪ ।୧: ମଧ୍ୟପ୍ରଦେଶ ବିଧାନସଭାର ପ୍ରୋଟେମ ସ୍ପିକର ତଥା ହୁଜୁରର ବିଧାୟକ ରାମେଶ୍ୱର ଶର୍ମା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ରାମାୟଣ ଉପହାର ଆକାରରେ ଦେଇଛନ୍ତି । ଟୁଇଟ୍ କରି ସେ ଏହି ସୂଚନା ଦେଇଛନ୍ତି । ଶର୍ମା କହିଛନ୍ତି…

ଏହି କାରଣରୁ ହ୍ବାଇଟ୍‌ ହାଉସ ବାହାରେ ଅଟକି ରହିଲେ ବାଇଡେନ

ଓ୍ବାଶିଂଟନ,୨୪।୧: ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଜୋ ବାଇଡେନ ଓ ତାଙ୍କ ପରିବାରକୁ ସହ ଅସହଜ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ମିଳିଥିବା ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ବାଇଡେନଙ୍କୁ ହ୍ବାଇଟ୍‌ ହାଉସରେ ପ୍ରବେଶ କରିବା ପାଇଁ ବାହାରେ…

ବାଲିଆପାଳର ରମାଦେବୀ

ପ୍ରତି ଆନ୍ଦୋଳନରେ ନିଜକୁ ଲୋକଙ୍କ ସହ ମିଶେଇ ଦେବା ତାଙ୍କର ବିଶେଷତ୍ୱ। ସେମାନଙ୍କ ମନରେ ଶୋଷଣମୁକ୍ତ ଓ ଶ୍ରେଣୀବିହୀନ ସମାଜର ସ୍ବପ୍ନ ବୁଣନ୍ତି। ଆଖି ପାଉ ନ ଥିବା ଦୂରତାକୁ ଟେକାଟିଏ ପକେଇବାର ନିର୍ଭୀକତା ରଖିଥାଆନ୍ତି ସେ। ଜଣେ ସମ୍ବେଦନଶୀଳ ମଣିଷର…

ତୁଷାରପାତରେ ଫସିଥିବା ମା’, ନବଜାତକଙ୍କ ପାଇଁ ଦେବଦୂତ ସାଜିଲେ ଯବାନ

ଭାରତୀୟ ସେନାର ଶକ୍ତି ସାମର୍ଥ ବିଷୟରେ ସମସ୍ତଙ୍କୁ ଜଣା। ମାତ୍ର ମାନବିକତା କ୍ଷେତ୍ରରେ ଭାରତୀୟ ସେନା ସହ କେହି ତୁଳନୀୟ ହୋଇପାରିବେ ନାହିଁ। ଜମ୍ମୁ କଶ୍ମୀରରୁ ଭାରତୀୟ ସେନାର ଏକ ଉଦାରତାର ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ଯେଉଁଠାରେ ଯବାନମାନେ…

ସହଜ ହେବ ଜଗା ଦର୍ଶନ: ହଟିବ ଆଉ ଏକ ବାଧା

ଭୁବନେଶ୍ୱର,୨୪।୧(ବ୍ୟୁରୋ): ମହାପ୍ରଭୁଙ୍କ ଦର୍ଶନରୁ ଆଉ ଏକ ବାଧାକୁ ହଟାଯିବ। ସେଠାରେ ଲଗାଯାଇଥିବା ବ୍ୟାରିକେଡକୁ ସୋମବାରଠାରୁ ହଟାଯିବା ନେଇ ପୁରୀ ଏସ୍‌ପି କନଓ୍ବର ବିଶାଲ ସିଂହ ରବିବାର ସୂଚନା ଦେଇଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ଜଗନ୍ନାଥବଲ୍ଲଭଠାରୁ ମରିଚିକୋଟ ପର୍ଯ୍ୟନ୍ତ ଯେଉଁ ବ୍ୟାରିକେଡ କରାଯାଇଥିଲା,…

ସଜେଇ ହେଇଛି ବରୁଣ-ନତାଶାଙ୍କ ବିବାହ ମଣ୍ଡପ, କିଛି ସମୟ ପରେ ନେବେ ସାତଫେରା

ମୁମ୍ବାଇ: ଅଭିନେତା ବରୁଣ ଧାଓ୍ବନ ଏବଂ ନତାତା ଦଲାଲଙ୍କ ବିବାହ ଆଜି ଅର୍ଥାତ୍‌ ରବିବାର ଅନୁଷ୍ଠିତ ହେବ। ଏନେଇ ସଜେଇ ହୋଇଛି ବିବାହ ମଣ୍ଡପ। ପଣ୍ଡିତ ମଧ୍ୟ ଆସି ପହଞ୍ଚିସାରିଲେଣି। ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ ବିବାହ କାର୍ଯ୍ୟ।…

ମଦ ଘରେ ରଖିଲେ ନେବାକୁ ପଡ଼ିବ ଲାଇସେନ୍ସ୍‌

ଲକ୍ଷ୍ନୌ, ୨୪।୧: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ନୂଆ ଅବକାରୀ ନୀତି ଘୋଷଣା କରାଯାଇଛି। ଏଣିକି ନୂଆ ଆଇନ ଅନୁସାରେ ଘରେ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ମଦ ରଖିହେବ ନାହିଁ। ଏଭଳି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଏବେ ଲାଇସେନ୍ସ୍‌…

ଚାଇନାକୁ ବାଇଡେନ୍‌ ସରକାରଙ୍କ ଚେତାବନୀ

ଓ୍ବାଶିଂଟନ, ୨୪।୧: ଆମେରିକାର ଜୋ ବାଇଡେନ୍‌ ସରକାରଙ୍କ ପକ୍ଷରୁ ଚାଇନାକୁ ଚେତାବନୀ ଦିଆଯାଇଛି। ତାଇଓ୍ବାନ ବିରୋଧରେ ଚାଇନା ପକ୍ଷରୁ କରାଯାଉଥିବା ସୈନ୍ୟ ବାହିନୀ କାର୍ଯ୍ୟ କଳାପ, ରାଜନୈତିକ ଏବଂ ଆର୍ଥିକ ଚାପ କମ୍‌ କରିବା ଲାଗି ବାଇଡେନ୍‌ ସରକାର କହିଛନ୍ତି। ଚାଇନା…

ଭାରତ-ଇଂଲଣ୍ଡ ଟି୨୦ ସିରିଜ୍‌ରେ ମିଳିପାରେ ଦର୍ଶକଙ୍କୁ ଅନୁମତି

ନୂଆଦିଲ୍ଲୀ,୨୪।୧: ଆସନ୍ତା ମାର୍ଚ୍ଚ ୧୨ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଟି୨୦ ସିରିଜ୍‌। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଗୁଜରାଟର ଅହମ୍ମଦାବାଦ୍‌ସ୍ଥିତ ମୋଟେରା ଷ୍ଟାଡିୟମରେ ଖେଳାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ଷ୍ଟାଡିୟମକୁ ଫ୍ୟାନଙ୍କ…

ବିଶ୍ୱର ସବୁଠୁ ବଡ଼ ଗୁମ୍ଫା: ଯେଉଁଠି ତିଆରି କରି ହେବ ୪୦ ମହଲା କୋଠା

ଆପଣ ଅନେକ ଗୁମ୍ଫା ଦେଖିଥିବେ ମାତ୍ର ବିଶ୍ୱର ସବୁଠୁ ବଡ଼ ଗୁମ୍ଫା କେଉଁଟା ଏବଂ କେଉଁଠି ଅଛି ଜାଣନ୍ତି କି? ଆଜ୍ଞା ହଁ ଏପରି ଗୁମ୍ଫା ଭିଏତନାମାର ଏକ ଜଙ୍ଗଲ ମଧ୍ୟରେ ଅଛି। ଏହି ଗୁମ୍ଫା ଏତେ ବଡ଼ ଯେ, ଏଠାରେ…

ରାସ୍ତାରେ ଦନ୍ତା, ଗାଡ଼ି ଛାଡ଼ି ଦୌଡ଼ିଲେ ଲୋକେ

ଖୋର୍ଦ୍ଧା ଅଫିସ,୨୪।୧: ହାତୀ ପୁଣି ସହରମୁହାଁ ହୋଇଛନ୍ତି। ଶନିବାର ଭୋର ୬ଟାରେ ଭୁବନେଶ୍ୱର-ଚେନ୍ନାଇ ୧୬ନଂ. ଜାତୀୟ ରାଜପଥ ଦଳେଇପୁଟ ଛକରେ ୨ ଦନ୍ତାହାତୀଙ୍କୁ ଦେଖିବାକୁ ମିଳିଥିଲା। ଘନକୁହୁଡ଼ି ଯୋଗୁ ଲୋକେ ହଠାତ୍‌ ହାତୀକୁ ଦେଖି ପାରି ନ ଥିଲେ। ରାଜପଥରେ ହାତୀଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri