ଥାନାରେ ହେଲା ପ୍ରେମୀ ଯୁଗଳଙ୍କ ବିବାହ
କୋକସରା,୩୦।୧: ପରିବାରର ବିରୋଧ ସତ୍ତ୍ୱେ ଶେଷରେ ପ୍ରେମୀଯୁଗଳଙ୍କ ପ୍ରେମର ହୋଇଛି ବିଜୟ । କୋର୍ଟ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲା କୋକସରା ଥାନାରେ ଶୁକ୍ରବାର ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି ।ଏହି ନବଦମ୍ପତି ହେଲେ କୋକସରା ଥାନା ଅନ୍ତର୍ଗତ ଖପ୍ରାମାଲ ଗ୍ରାମର…
ସଞ୍ଜ ନଇଁଲେ ଅଞ୍ଚଳବାସୀଙ୍କୁ ଦନ୍ତା ଭୟ: ଘର ଭିତରେ ଶୁଣ୍ଢ ପୂରାଇବା ଭିଡିଓ ଭାଇରାଲ
ସମ୍ବଲପୁର,୩୦ା୧(ବ୍ୟୁରୋ): ସମ୍ବଲପୁର ସଦର ରେଞ୍ଜ ଅଧୀନ ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଦେଖାଦେଇଛି। ସଞ୍ଜ ନଇଁଲେ ଲୋକଙ୍କୁ ଦନ୍ତା ଭୟ ଘାରିଛି। ତେଣୁ ଯିଏ ଯୁଆଡେ ଯାଉଛନ୍ତି ସନ୍ଧ୍ୟା ପୂର୍ବରୁ ଘରକୁ ଫେରିବାକୁ ଚେଷ୍ଟା କରୁଛନ୍ତି। ବନ ବିଭାଗ ଓ ଗ୍ରାମବାସୀ…
ଏସିସି ଅଧ୍ୟକ୍ଷ ଭାବେ ଜୟ ଶାହା ନିର୍ବାଚିତ
ନୂଆଦିଲ୍ଲୀ,୩୦।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହ ଆଉ ଏକ ନୂଆ ଗୁରୁଦାୟିତ୍ୱ ମଳିଛି। ସେ ଏସିଆନ୍ କ୍ରିକେଟ କାଉନସିଲ (ଏସିସି)ର ଅଧ୍ୟକ୍ଷ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ…
ଆଜିର ଦିନରେ ଭାରତରେ ଚିହ୍ନଟ ହୋଇଥିଲା ପ୍ରଥମ କରୋନା, ଜାଣନ୍ତୁ ଏ ସମ୍ପର୍କରେ ଆଉକିଛି…
ନୂଆଦିଲ୍ଲୀ,୩୦।୧: ଆଜିର ଦିନରେ ଅର୍ଥାତ୍ ବର୍ଷକ ତଳେ ୨୦୨୦ ଜାନୁୟାରୀ ୩୦ରେ ଚାଇନାର ଉହାନ ବିଶ୍ୱବିଦ୍ୟାଳୟରେ ଜଣେ ଭାରତୀୟ ଛାତ୍ର ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହି ଛାତ୍ର ଜଣଙ୍କ କେରଳ ରାଜ୍ୟର ପ୍ରଥମ କରୋନା ପଜିଟିଭ୍ ଭାବେ ଚିହ୍ନଟ…
ପୋଲିସ ଇନ୍ଫର୍ମର ସନ୍ଦେହରେ ୨ ଯୁବକଙ୍କୁ ନିର୍ମମ ହତ୍ୟା
ବାଲିଗୁଡ଼ା,୩୦।୧(ଡି.ଏନ୍.ଏ): ପୁଣି ରକ୍ତମୁଖା ହୋଇଛନ୍ତି ମାଓବାଦୀ। କିଛି ଦିନର ନୀରବତା ପରେ ନିଜର ସ୍ଥିତି ଜାହିର କରିଛି ମାଓବାଦୀ ସଂଗଠନ। କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତର ଗୋଛାଗୁଡ଼ା ଗାଁରେ ମାଓବାଦୀ ପୋଲିସ…
ଆସିବ ଆଉ ଏକ କୋଭିଡ ଟିକା
ନୂଆଦିଲ୍ଲୀ,୩୦।୧: ଭାରତ ପୂର୍ବରୁ ୨ଟି କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡ ବାହାର କରି ଡିସେମ୍ବର ୧୬ ତାରିଖରେ ଟିକାକରଣ ଅଭିଯାନ ଆରମ୍ଭ କରିଛି। ସିରମ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ମୁଖ୍ୟ ଅଦର ପୁନାୱାଲା ଘୋଷଣା କରିଛନ୍ତି ଯେ, କମ୍ପାନୀ ଚଳିତ…
ନକଲି ବାବା ବେଶରେ ପ୍ରେମିକାଙ୍କୁ ଭେଟିବାକୁ ଆସିଥିଲେ ଯୁବକ, ଆଉ ତା’ ପରେ…
ଯାଜପୁର ଅଫିସ,୩୦।୧: ଯାଜପୁରରୋଡ୍ ରମ୍ପାସ ଅଞ୍ଚଳକୁ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ଘରକୁ ବାବା ବେଶରେ ଆସି ଧରାପଡ଼ି ନିର୍ଧୂମ ଛେଚା ଖାଇବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଅନୁଗୋଳ ଜିଲା ଛେଣ୍ଡିପଦା ଅଞ୍ଚଳର ଜଣେ…
ପ୍ରିୟଙ୍କା ଲଞ୍ଚ କଲେ ନିଜର ହେୟାର ବ୍ରାଣ୍ଡ
ମୁମ୍ବାଇ: ଅଭିନୟ ଓ ଗୀତ ଗାଇବା ପରେ ଏବେ ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଆଉ ଏକ କାମ କରିଛନ୍ତି । ନିକଟରେ ପିସି ତାଙ୍କ ହେୟାର ବ୍ରାଣ୍ଡ ଲଞ୍ଚ କରିଛନ୍ତି । ସୋସିଆଲ ମିଡିଆ ଜରିଆରେ ସେ ନିଜେ…
ଉହାନ ଡାକ୍ତରଖାନା ପରିଦର୍ଶନ କଲେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ବିଶେଷଜ୍ଞ ଦଳ
ଉହାନ,୩୦।୧: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଏକ ବିଶେଷଜ୍ଞ ଦଳ ଚାଇନାର ଉହାନ ସହରରେ ପହଞ୍ଚି ପ୍ରଥମ କରୋନା ଭୁତାଣୁ ରୋଗୀ ଚିହ୍ନଟ ହୋଇଥିବା ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ର ପରିଦର୍ଶନରେ ଯିବା ଆଗରୁ ବିଶେଷଜ୍ଞ ଦଳର ସଦସ୍ୟମାନେ…
ବଲିଉଡ୍ରେ ୩୦ ବର୍ଷ: ଏଣ୍ଟ୍ରି କରିବା ସହଜ, ତିଷ୍ଠିବା କଷ୍ଟ
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଇଣ୍ଡଷ୍ଟ୍ରିରେ ୩୦ ବର୍ଷ ପୂରଣ କରିଛନ୍ତି । ଆଉ ଆଜି ସେ ଜଣେ ସଫଳ ଅଭିନେତା ଭାବେ ବଲିଉଡ୍ରେ ତିଆରି କରିଛନ୍ତି ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ । ନିକଟରେ ସେ…
ଗାନ୍ଧିଜୀଙ୍କ ସ୍ବପ୍ନକୁ ସାକାର କରିଛନ୍ତି ଏହି ଗ୍ରାମର ଲୋକେ, ରୋଜଗାର ପାଇଛନ୍ତି ଶହ ଶହ ଯୁବକ
ସାବରମତୀର ସନ୍ଥ ତଥା ଜାତିରପିତା ମହାତ୍ମା ଗାନ୍ଧୀ ସମଗ୍ର ଦେଶକୁ ଚରଖାରୁ ଆତ୍ମନିର୍ଭରଶୀଳତାର ରାସ୍ତା ଦେଖାଇଥିଲେ। ସେହିଭଳି ଚରଖା ଦ୍ୱାରା ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଦେଶର ଯୁବକମାନଙ୍କୁ ଆତ୍ମନିଯୁକ୍ତି, ଆତ୍ମ ସମ୍ମାନ ଏବଂ ସ୍ବଦେଶୀ ସ୍ବପ୍ନ ଦେଖାଇଥିଲେ। ପାଞ୍ଚ ବର୍ଷ ପୂର୍ବେ…
ଆଜି ରାଜଧାନୀରେ ୪ କରୋନା ଆକ୍ରାନ୍ତ ଚିହ୍ନଟ, ୫ ସୁସ୍ଥ
ଭୁବନେଶ୍ୱର,୩୦ା୧(ବ୍ୟୁରୋ): ଶନିବାର ରାଜଧାନୀରେ କରୋନା ପଜିଟିଭ୍ଙ୍କ ସଂଖ୍ୟା ଏକ ଅଙ୍କକୁ ଖସିଛି। ତେବେ ଆଜି ରାଜଧାନୀରୁ ମାତ୍ର ୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍ସି ଟୁଇଟ୍ କରି ସୂଚନା ଦେଇଛି। ସମସ୍ତ…
Archives


