ଖରାଦିନିଆ ଫଳରୁ ସୌନ୍ଦର୍ଯ୍ୟ

ଘନକଳା ତଥା ମୁଲାୟମ କେଶ ପାଇବାକୁ ଚାହୁଁଥିଲେ ଖରାଦିନେ ମିଳୁଥିବା ଫଳ ସବୁ ନିଶ୍ଚୟ ଖାଆନ୍ତୁ…

 

ଖରାଦିନିଆ ଫଳରୁ ସୌନ୍ଦର୍ଯ୍ୟ
ଖରାଦିନେ ମିଳୁଥିବା ବିଭିନ୍ନ ପ୍ରକାରର ଷ୍ଟ୍ରବେରୀ, ବ୍ଲୁବେରୀ, କ୍ରାନବେରୀ ଆଦି ବିଭିନ୍ନ ପ୍ରକାରର ଫଳରେ ଭିଟାମିନ୍‌ ସି ଏବଂ ଆଣ୍ଟି ଅକ୍ସିଡାଣ୍ଟ ଆଦି ପ୍ରଚୁର ମାତ୍ରାରେ ରହିଛି। ତେଣୁ ଏହା କେଶକୁ ମଜଭୁତ କରିବା ସହିତ ମୁଲାୟମ କରିଥାଏ।

ଆପଣଙ୍କର କେଶ ଯଦି ଅଧିକ ପରିମାଣରେ ଝଡି ଯାଉଛି ତେବେ ଆପଣ କନ୍ଦମୂଳ ନିଶ୍ଚୟ ଖାଆନ୍ତୁ। ଏଥିରେ ଥିବା କେରୋଟିନ୍‌ ଭିଟାମିନ୍‌ ଏ’ରେ ପରିଣତ ହୋଇ କେଶକୁ ମଜଭୁତ କରିଥାଏ।

ଅମୃତଭଣ୍ଡାରେ ଭିଟାମିନ୍‌ ଏ ଓ ଫଲିକ୍‌ ଏସିଡ୍‌ ରହିଛି। ତେଣୁ ଏହାକୁ ଖାଇବା ଫଳରେ କେଶ ଝଡ଼ିବା ବହୁ ମାତ୍ରାରେ କମ୍‌ ହୋଇଥାଏ। ତେବେ ପାଚିଲା ଅମୃତଭଣ୍ଡାକୁ ଆପଣ ଚାହିଁଲେ ପେଷ୍ଟ କରି କେଶରେ ଲଗାଇପାରିବେ।

କେଶକୁ ସୁନ୍ଦର ଏବଂ ମୁଲାୟମ କରିବାକୁ ଚାହୁଁଥିଲେ ଅଣ୍ଡା ନିଶ୍ଚୟ ଖାଆନ୍ତୁ। ଏଥିରେ ଥିବା ପ୍ରୋଟିନ୍‌ ଏବଂ ଭିଟାମିନ୍‌ କେଶ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚିଡ଼ିଚିଡ଼ାପଣ ଦୂର କରିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ମାନସିକ ଚାପ ବଢ଼ିବାରେ ଲାଗିଛି। ମାନସିକ ଚାପରୁ ମୁକ୍ତି ପାଇଁ ଆକ୍ୱାରିୟମ୍‌ ଥେରାପି ଏକ ସହଜ ମାଧ୍ୟମ। ଘରେ ଆକ୍ୱାରିୟମ୍‌ ରଖି...

ଉପକାରୀ ଭିଟାମିନ୍‌ ‘ଇ’

ଭିଟାମିନ୍‌ ଆମ ସ୍ବାସ୍ଥ୍ୟ ପାଇଁ କେତେ ଲାଭପ୍ରଦ ତାହା କହିବା ଅନାବଶ୍ୟକ। ଏହାର ପରିମାଣ ଶରୀରରେ ଅସନ୍ତୁଳିତ ରହିଲେ ତାହା ବିଭିନ୍ନ ପ୍ରକାର ରୋଗକୁ ପରୋକ୍ଷରେ...

‘ଧନ୍‌ତେରସ୍‌’ରେ ଏହି ୫ ଜିନିଷ କିଣିବା ବହୁତ ଶୁଭ; ଜ୍ୟୋତିଷଶାସ୍ତ୍ରରେ ରହିଛି ମାନ୍ୟତା

ଦୀପାବଳି ଆରମ୍ଭ ‘ଧନ୍‌ତେରସ୍‌’ରୁ ହୋଇଥାଏ। ଚଳିତ ବର୍ଷ ନଭେମ୍ବର ୨ରେ ଏହା ପଡ଼ୁଛି। ତେବେ ଏହି ଦିନ ମା’ ଲକ୍ଷ୍ମୀଙ୍କ ପ୍ରସନ୍ନ କରିବାକୁ ନେଇ ଲୋକମାନେ...

ସାବଧାନ ! ଓଠ-ମୁହଁ ନୀଳ ପଡୁଛି କି, ଶୀଘ୍ର ଡାକ୍ତରଙ୍କ ସହିତ କରନ୍ତୁ ପରାମର୍ଶ…

ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ସ୍ଥିତି ଅସମ୍ଭାଳ ହୋଇପଡ଼ିଥିବାବେଳେ ଲୋକଙ୍କଠାରେ ପ୍ରକାଶ ପାଉଥିବା କରୋନା ସଂକ୍ରମଣ ନେଇ ବିଶେଷଜ୍ଞମାନଙ୍କୁ ପକ୍ଷରୁ ସଚେତନତା ସୂଚନା ଜାରି କରାଯାଇଛି। ଶରୀରରେ...

ଏଭଳି ବଡ଼ ସ୍ବାସ୍ଥ୍ୟ ସମସ୍ୟାରୁ ଦୂରେଇ ରହିବା ପାଇଁ ରାତ୍ରଭୋଜନ ପରେ ଖାଆନ୍ତୁ ଏହାକୁ…

ଗୁଡ଼ ଅନେକ ପୋଷକ ତତ୍ତ୍ୱରେ ଭରପୁର। ପ୍ରତିଦିନ ରାତ୍ରଭୋଜନ ପରେ ଅଭ୍ୟାସ କରି ଫାଳେ ଗୁଡ଼ ଖାଇଲେ ବହୁ ଫାଇଦା ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ...

ରେନଡ୍ସ ସିଣ୍ଡ୍ରୋମ୍‌

ବାରମ୍ବାର ଅଧିକ ଗରମ କିମ୍ବା ଥଣ୍ଡା ପାଣି ସଂସ୍ପର୍ଶରେ ହାତ ଆସିବା ଦ୍ୱାରା ‘ରେନଡ୍ସ ସିଣ୍ଡ୍ରୋମ୍‌’ ସମସ୍ୟା ଦେଖାଦେଇଥାଏ। ତେବେ ତୀବ୍ର ବେଗରେ ଘୂରି ବୁଲୁଥିବା...

ଦୂରରେ ରହିଲେ ବି ଏକାଠି

କେତେବେଳେ ଉଚ୍ଚଶିକ୍ଷା ତ କେବେ ପୁଣି କ୍ୟାରିୟର ଆଉ କେବେ ଭବିଷ୍ୟତର ସୁନେଲି ସ୍ବପ୍ନକୁ ସାକାର କରିବାର ଇଚ୍ଛା। ଏଥିପାଇଁ ଏବେ ପ୍ରାୟତଃ ଦେଖିବାକୁ ମିଳୁଛି...

ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ…

କରୋନା ସମୟରେ ସୁସ୍ଥ ରହିବା ଏକ ବଡ଼ ଚ୍ୟାଲେଞ୍ଜଠାରୁ କମ୍‌ ନୁହେଁ। ତେବେ ଏହି ମହାମାରୀ ହେତୁ ଲୋକଙ୍କ ମଧ୍ୟରେ ସ୍ବାସ୍ଥ୍ୟ ସଚେତନତା ବି ବୃଦ୍ଧି...

Advertisement
Archives

Model This Week