ରାମଦେବଙ୍କୁ କରୋନା ସହିତ ତୁଳନା କଲେ ରାକ୍ଷୀ ସାଓ୍ବନ୍ତ…

ମୁମ୍ବାଇ,୯।୬: ସବୁବେଳେ ନିଜ ମନ୍ତବ୍ୟ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତଙ୍କ ଏକ ଭିଡ଼ିଓ ଏବେ ଇନଷ୍ଟାଗ୍ରାମ୍‌ରେ ଭାଇରାଲ ହେବାରେ ଲାଗିଛି। ଇଣ୍ଡିଆନ୍‌ ଆଇଡଲ୍‌-୧୨ର ଶୁଟିଂ ସାରି ମୁମ୍ବାଇ ଫେରି ପୁଣି ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ଭିଡ଼ିଓକୁ ଫେଶନ ଫଟୋ ଗ୍ରାଫର ବିରଲ ଭୟାନୀ ନିଜ ଅଫିସିଆଲ ଇନଷ୍ଟାଗ୍ରାମ୍‌ ପେଜ୍‌ରେ ଅପଲୋଡ୍‌ କରିଛନ୍ତି। ଭିଡ଼ିଓରେ ରାକ୍ଷୀ ଯୋଗଗୁରୁ ରାମଦେବଙ୍କୁ କରୋନା ମହାମାରୀ ଭୂତାଣୁ ସହିତ ତୁଳନା କରିଛନ୍ତି। ସେ କହିଛନ୍ତି ଯେ, କରୋନା ଭୂତାଣୁ କେବେ ଲୁଚି ଯାଉଛି, ପୁଣି କେବେ ବାହାରୁଛି। କରୋନା ଭଳି ରାମଦେବଙ୍କର ମଧ୍ୟ ସମାନ କାର୍ଯ୍ୟକଳାପ ରହିଛି ବୋଲି ଭିଡ଼ିଓରେ ରାକ୍ଷୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୋତା ପ୍ରିୟ ପରିଣୀତି

ପରିଣୀତି ଚୋପ୍ରାଙ୍କର ଏକ ଅଭ୍ୟାସ ରହିଛି। ଶପିଂ କରିବାକୁ ଗଲେ ସେ ପ୍ରଥମେ ଜୋତା ଶୋ’ ରୁମ୍‌କୁ ଯାଇଥାଆନ୍ତି। କାରଣ ବିଭିନ୍ନ ଭେରାଇଟିର ଜୋତା ଦେଖିବା...

ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ଗାଇଡ୍‌ଲାଇନ

ନୂଆଦିଲ୍ଲୀ, ୫।୧୧: ସାରା ଦେଶରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଗୁରୁବାର ଗାଇଡ୍‌ଲାଇନ ଜାରି କରିଛନ୍ତି। ନୂଆ ଗାଇଡ୍‌ଲାଇନ...

ଦିନ ଗଣୁଛନ୍ତି ମୌନି

ମୌନି ରୟ ଏବେଠାରୁ ଦିନ ଗଣିବା ଆରମ୍ଭ କରିଦେଲେଣି। କାରଣ ଆସନ୍ତାବର୍ଷ ପ୍ରାରମ୍ଭରେ ସେ ନୂଆ ଦୁନିଆରେ ପାଦ ଦେଉଛନ୍ତି। ଅର୍ଥାତ୍‌ ଖୁବ୍‌ଶୀଘ୍ର ସେ ଘରସଂସାର...

ସୂର୍ଯ୍ୟ ଗଣନାଟ୍ୟରୁ ଅପେରା ସୂର୍ଯ୍ୟମନ୍ଦିର

ଓଡ଼ିଆ ଯାତ୍ରା ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ ଲିଜା ପଣ୍ଡା। ଜନ୍ମ ଜଗତସିଂହପୁରର ନହରଣା। ବାପା ସୁଧାକର ଶତପଥୀ ଥିଲେ ଜଣେ କଳାକାର। ତାଙ୍କରି ପ୍ରେରଣା...

ଚ୍ୟାନେଲ ପାଇଁ କେନ୍ଦ୍ରର ନୂଆ ନିୟମ, ଜନସାଧାରଣଙ୍କ ସ୍ବାର୍ଥ ସହ ଜଡ଼ିତ ୩୦ ମିନିଟ ପ୍ରସାରଣ ଅନିବାର୍ଯ୍ୟ…

ନୂଆଦିଲ୍ଲୀ,୧୦।୧୧ :ଭାରତକୁ ଏକ ପ୍ରମୁଖ ଅପଲିଙ୍କିଂ ହବ ଭାବରେ ପ୍ରୋଜେକ୍ଟ କରିବାକୁ ସରକାର ଟେଲିଭିଜନ ଚ୍ୟାନେଲଗୁଡିକର ଅନୁପାଳନ ନିର୍ଦ୍ଦେଶାବଳୀ ଘୋଷଣା କରିଛନ୍ତି ଏବଂ ମୁଖ୍ୟତଃ ମନୋରଞ୍ଜନ...

ମାଓବାଦୀ ଆକ୍ରମଣରେ ୨ ଯବାନ ଶହୀଦ…

ରାୟପୁର,୨୦।୨ : ଛତିଶଗଡର ରାଜନନ୍ଦଗାଓଁରେ ପୁଣି ଥରେ ଏକ ବଡ଼ ମାଓବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ନକ୍ସଲ ଆକ୍ରମଣରେ ଦୁଇ ଜଣ ଯବାନ ଶହୀଦ...

‘ଅଣନିଃଶ୍ୱାସୀ କରିଦେଲେଣି ଚାଷୀ’

ନୂଆଦିଲ୍ଲୀ, ୨।୧୦(ପି.ଟି.): ସାରା ଦିଲ୍ଲୀକୁ ଆପଣମାନେ ଅଣନିଃଶ୍ୱାସୀ କରିସାରିଲେଣି। ଏବେ ସହର ଭିତରେ ପଶି ପୁଣିଥରେ ଆନ୍ଦୋଳନ ଚଳାଇବାକୁ ଚାହୁଁଛନ୍ତି ବୋଲି କ୍ଷୁବ୍ଧ ସୁପ୍ରିମକୋର୍ଟ ଶୁକ୍ରବାର...

ଗତ ୨୪ ଘଣ୍ଟାରେ ସୁସ୍ଥ ହେଲେ ୨,୩୫୦ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ କିନ୍ତୁ ୨,୩୫୦ ରୋଗୀ ସୁସ୍ଥ ହେବା...

Advertisement
Archives

Model This Week