କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର

ବ୍ରହ୍ମପୁର ଅଫିସ,୯ା୬: ଜଣେ ଯୁକ୍ତ ୨ କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗରେ ସଦର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଦିଗପହଣ୍ଡି ଥାନା ଅଧୀନ ବଡଡୁମ୍ବୁଳା ଗ୍ରାମର। ପୋଲିସ ତାଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି।

ଗତ ୪ ତାରିଖରେ ଯୁବକ ଜଣକ ଛାତ୍ରୀଙ୍କୁ ଅପହରଣ କରି ନେଇ ଗଜପତି ଜିଲା ମୋହନା ଅଞ୍ଚଳରେ ରଖିଥିଲେ। ସେଠାରେ ତାଙ୍କୁ ବଳାତ୍କାର କରିଥିଲେ। ଝିଅକୁ ନ ପାଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଏନେଇ ସଦର ଥାନା ପୋଲିସ ଏକ ମାମଲା (ନଂ.୧୭୨/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ସୁରାକ୍‌ ନ ମିଳିବାରୁ ଅପହରଣକାରୀଙ୍କ ବାପାଙ୍କ ଉପରେ ଚାପ ପକାଇଥିଲା। ପରେ ଛାତ୍ରୀଙ୍କୁ ଧରି ଯୁବକ ଜଣକ ଗାଁକୁ ଫେରିଥିଲେ। ପରେ ସେମାନଙ୍କୁ ପୋଲିସ ଜିମା ଦିଆଯାଇଥିଲା। ପୋଲିସ ଉଭୟଙ୍କ ଡାକ୍ତରୀ ମାଇନା କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଆର୍‌ପି ଓଭରବ୍ରିଜରେ ଦୁର୍ଘଟଣା, ଟ୍ରକ୍‌କୁ ପିଟିଲା ଟ୍ରକ୍‌

ଭୁବନେଶ୍ୱର,୮।୪(ବ୍ୟୁରୋ): ରାଜଧାନୀ ସିଆର୍‌ପି ଛକ ଓଭରବ୍ରିଜ ଉପରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ମାଛ ଟ୍ରକ୍‌କୁ ରିଲାଏନ୍ସ କମ୍ପାନୀର ଏକ ଟ୍ରକ୍‌ ପଛପଟୁ ପିଟି ଦେଇଛି।...

‘ଡେପୁଟେଶନ ଅବଧି ସରିଲା ପରେ ନିର୍ଦ୍ଦେଶକ ରହିବାର ଅଧିକାର ନାହିଁ’

କଟକ ଅଫିସ,୨୨ା୧୨: ୫ ବର୍ଷ ଡେପୁଟେଶନ ଅବଧି ପୂରିଯିବା ପରେ କେନ୍ଦ୍ର ସରକାରଙ୍କ ଅଧୀନ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ (ନିର୍‌ତାର)ର ନିର୍ଦ୍ଦେଶକ...

ଆଖଣ୍ଡଳମଣି ମନ୍ଦିର ପରିସରକୁ ପଲିଥିନ ମନା

ଆରଡ଼ି,୨୪।୧୧(ଡି.ଏନ.ଏ.)-ଭଦ୍ରକ ଜିଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସରକୁ ସୋମବାରଠାରୁ ପଲିଥିନ ଓ ପ୍ଲାଷ୍ଟିକ ଜାତୀୟ ଉପକରଣ ପ୍ରବେଶ ଉପରେ ରୋକ ଲଗାଇଛନ୍ତି ଉଭୟ...

ଯୌତୁକ ଜନିତ ବଧୂହତ୍ୟା ଅଭିଯୋଗ, ସ୍ବାମୀ ଅଟକ

କୁଜଙ୍ଗ,୮ା୧(ଡି.ଏନ.ଏ.):କୁଜଙ୍ଗ ଥାନା ଅଧୀନ ଅରଖିଆ ଗ୍ରାମରେ ଯୌତୁକ ଜନିତ ବଧୂହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ଅଧିକ ଯୌତୁକ ନ ଆଣିବାରୁ ଗ୍ରାମର ସୁଦାମ ସେଠୀଙ୍କ ସ୍ତ୍ରୀ...

ଛାତ୍ରୀଛାତ୍ରଙ୍କୁ ମିଳୁନି ଭିଟାମିନ୍‌ଯୁକ୍ତ ଚାଉଳ

ଚନ୍ଦ୍ରପୁର,୩୦ା୧(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ମଙ୍ଗଳ ବିଭାଗର ବିଭିନ୍ନ ସ୍କୁଲରେ ଭିଟାମିନ୍‌ ଯୁକ୍ତ ଚାଉଳ ମିଳୁ ନ ଥିବା ଅଭିଯୋଗ ହୋଇଛି। ସଦର ସ୍ଥିତ...

ନିମ୍ବଗଛରୁ ଝରୁଛି କ୍ଷୀର, ପୂଜାର୍ଚ୍ଚନା ଲାଗି ଜମୁଛି ଭିଡ଼

ପାରଳାଖେମୁଣ୍ଡି,୧୦ା୧୨(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ମାଛମରା ନିକଟସ୍ଥ ମୁଡୁବନ୍ଧ ଗ୍ରାମ ନିକଟ ଏକ ଚାଷଜମିରେ ଥିବା ନିମ୍ବଗଛରୁ କ୍ଷୀର ବାହାରୁଥିବାର ଦେଖିବାକୁ ମିଳୁଛି। ଏହାକୁ...

ବିଜେଡି: ୩୦ରୁ ୩୦

ଭୁବନେଶ୍ୱର,୧୪ା୩(ବ୍ୟୁରୋ): ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଭାଜନ ହୋଇ ଦୀର୍ଘ ୨୨ବର୍ଷ ଧରି ଶାସନ କରି ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ପଞ୍ଚାୟତ ନିର୍ବାଚନରେ...

ନୀଳମାଧବ ଜୀଉଙ୍କ ଚନ୍ଦନ ଲାଗି ଆରମ୍ଭ

ଖଣ୍ଡପଡ଼ା,୧୨ା୩(ସ୍ବ.ପ୍ର.): ଜଗନ୍ନାଥ ସଂସ୍କୃତିର ଆଦି ଦେବତା କଣ୍ଟିଲୋ ଶ୍ରୀନୀଳମାଧବ ଜୀଉଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ବେଶ ସୋମବାର ଦୋଳ ପୂର୍ଣ୍ଣମୀଠାରୁ ଆରମ୍ଭ ହୋଇଛି। ମାନବ ସମାଜରେ...

Advertisement
Archives

Model This Week